କମିବ ‘ମୋ ବସ୍’ ଭଡ଼ା
ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ‘ମୋ ବସ୍’ ପ୍ରତି ଯାତ୍ରୀଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପଦକ୍ଷେପ ନେବାପରେ ଏବେ ବସ୍ ଭଡ଼ା କମାଇବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। ବିଶେଷକରି ‘ମୋ ବସ୍’ର ଶୀତତାପ ନିୟନ୍ତ୍ରିତ (ଏସି-ବସ୍)ଗୁଡ଼ିକର ଭଡ଼ା କମାଇବାକୁ କ୍ୟାପିଟାଲ ରିଜିୟନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ(କ୍ରୁଟ୍) ସ୍ଥିର…
ମତଦାନକୁ ବିରୋଧ: ବିସ୍ଫୋରଣରେ ପୋଲ ଉଡ଼ାଇଲେ ମାଓବାଦୀ
ରାଞ୍ଚି,୩୦।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ୬ଟି ଜିଲାରେ ପ୍ରଥମ ପ୍ରର୍ଯ୍ୟାୟରେ ୧୩ଟି ଆସନ ଲାଗି ମତଦାନ ଜାରି ରହିଛି। ତେବେ ମତଦାନକୁ ବିରୋଧ କରି ମାଓବାଦୀମାନେ ଗୁମଲା ଜିଲାରେ ବିସ୍ଫୋରଣ କରିଛନ୍ତି। ସ୍ଥାନୀୟ ବିଷ୍ଣୁପୁର ବିଧାନସଭା ଅଞ୍ଚଳରେ ମାଓବାଦୀମାନେ…
ଜେଇଇ ମେନ୍ରେ ଆସିବ ଓଡ଼ିଆ ପ୍ରଶ୍ନପତ୍ର
ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଏଣିକି ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ‘ଜେଇଇ ମେନ୍’ରେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଆସିବ। ଓଡ଼ିଆ ସମେତ ମୋଟ ୧୧ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ। ୨୦୨୧ରୁ ଏହା ଲାଗୁ ହେବ। ବର୍ତ୍ତମାନ ଇଂଲିଶ, ହିନ୍ଦୀ…
ପର୍ଯ୍ୟଟନ ସ୍ଥଳର ବିକାଶ
ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ପରିଚିତ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଜିଲା। ଏଠାରେ ଅନେକ ଜଳପ୍ରପାତ ସହ ରହିଛି ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତ। ଜିଲା ସଦର ପାରଳାଖେମୁଣ୍ଡିଠାରୁ ମାତ୍ର ୨୮କିମି ଦୂରରେ…
ଉପମୁଖ୍ୟମନ୍ତ୍ରୀ ପଦ ମାଗିଲା କଂଗ୍ରେସ
ମୁମ୍ବାଇ,୩୦।୧୧: ମହାରାଷ୍ଟ୍ର ରାଜନୀତି ପୁଣି ଚର୍ଚ୍ଚାରେ। ଶିବସେନା ନେତା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଶନିବାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କହିଛନ୍ତି। ଇତିମଧ୍ୟରେ କିନ୍ତୁ କଂଗ୍ରେସ ପୁଣି ଥରେ ଅଡୁଆ ସୃଷ୍ଟି କରିଥିବା ଆଲୋଚନା ହେଲାଣି। ପୂର୍ବରୁ…
ଏ ବର୍ଷ ଶୀତ କମ୍
ଭୁବନେଶ୍ୱର, ୩୦ା୧୧ (ବ୍ୟୁରୋ): ବିଗତ ବର୍ଷଗୁଡ଼ିକ ତୁଳନାରେ ଚଳିତବର୍ଷ ଅଧିକ ଶୀତ ହେବ ନାହିଁ। ନଭେମ୍ବର ଶେଷ ହେବାକୁ ବସିଲାଣି ହେଲେ ଏ ପର୍ଯ୍ୟନ୍ତ ଭଲ ଭାବରେ ଶୀତ ପଡ଼ିନାହିଁ। ଆଗକୁ ମଧ୍ୟ ସେଭଳି ଶୀତ ହେବାର ସମ୍ଭାବନା ନାହିଁ ବୋଲି…
ଶୀତଦିନେ ପିଅନ୍ତୁ ଗୁଡ ମିଶ୍ରିତ କ୍ଷୀର
ଶୀତଦିନ ଆସିଲେ ଥଣ୍ଡା ସର୍ଦ୍ଦି ଏକ ସାଧାରଣ ସମସ୍ୟା ପାଲଟି ଯାଇଥାଏ। ହେଲେ ଘରୋଇ ଉପଚାର ମାଧ୍ୟମରେ ଆମେ ଏହାକୁ ସହଜରେ ଠିକ୍ କରିପାରିବା। ବିଶେଷ ଭାବେ ଯେଉଁମାନେ ନିୟମିତ କ୍ଷୀର ପିଉଛନ୍ତି ସେମାନେ ଏହାଦ୍ୱାରା ସହଜରେ ଛୋଟମୋଟ ଥଣ୍ଡା ସର୍ଦ୍ଦିକୁ…
ଡିସେମ୍ବର ଶେଷ ସୁଦ୍ଧା ସ୍ବର୍ଗଦ୍ୱାର ନବୀକରଣ କାମ
ପୁରୀ ଅଫିସ, ୩୦ା୧୧: ମହାପ୍ରସ୍ଥାନମ୍ କ୍ରିମେଟୋରିୟମ୍ ଢାଞ୍ଚାରେ ସ୍ବର୍ଗଦ୍ୱାର ପାଇବ ନୂଆରୂପ। ବଦଳିବ ଏହାର ଚେହେରା। ପୁରୀ ପାଇଁ ଯେଉଁ ବିକାଶର ଚିତ୍ର ପରିକଳ୍ପନା କରାଯାଇଛି ସେଥିରେ ସ୍ଥାନ ପାଇଛି ସ୍ବର୍ଗଦ୍ୱାର। ଏହାର ପ୍ରକ୍ରିୟା ବି ତ୍ୱରାନ୍ବିତ ହୋଇଛି। ସ୍ବର୍ଗଦ୍ୱାର ପ୍ରତି…
ସ୍ଥାଣୁ ପାଲଟିଛି ଭିଜିଲାନ୍ସର ସୋସିଆଲ ମିଡିଆ
କଟକ ଅଫିସ, ୩୦ା୧୧: ଓଡ଼ିଶା ଭିଜିଲାନ୍ସ ବିଭାଗରେ ଶତାଧିକ ଦୁର୍ନୀତି ଅଭିଯୋଗ ତଦନ୍ତ ନ ହୋଇ ପଡ଼ିରହିଛି। ଏପରି ସ୍ଥଳେ ରାଜ୍ୟରେ ଦୁର୍ନୀତି କମିଛି ବୋଲି ନିକଟରେ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ ଇଣ୍ଡିଆ (ଟିଆଇଆଇ) ନାମକ ଏକ ଅଣସରକାରୀ ସଂସ୍ଥାର ସର୍ଭେ ରିପୋର୍ଟ…
ଶ୍ରୀଲଙ୍କାକୁ ୪୫୦ ନିୟୁତ ଡଲାର ଋଣ ଦେବ ଭାରତ
ନୂଆଦିଲ୍ଲୀ,୩୦ା୧୧(ପି.ଟି.): ଶ୍ରୀଲଙ୍କାରେ ଆତଙ୍କବାଦ ଦମନ ଲାଗି ୫୦ ନିୟୁତ ଡଲାର ସମେତ ୪୫୦ ନିୟୁତ ଡଲାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଘୋଷଣା କରିଛନ୍ତି। ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ…
ଇଲେକ୍ଟୋରାଲ ବଣ୍ଡ୍ ଉପରେ ରହିତାଦେଶ ଲାଗି ଆବେଦନ
ନୂଆଦିଲ୍ଲୀ,୩୦ା୧୧(ଆଇଏଏନ୍ଏସ୍): ଇଲେକ୍ଟୋରାଲ ବଣ୍ଡ୍ ଯୋଜନା ଉପରେ ରହିତାଦେଶ ଲାଗି ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫର୍ମ (ଏଡିଆର୍) ପକ୍ଷରୁ ଶୁକ୍ରବାର ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଏଡିଆର୍ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏହି ଆବେଦନ କରିଛନ୍ତି। ୨୦୧୮ ଜାନୁୟାରୀ ୨ରେ କେନ୍ଦ୍ର…
ସିଜେଆଇ, ୩ ବରିଷ୍ଠତମ ବିଚାରପତିଙ୍କୁ ପିଆଇଏଲ୍ ଦାୟିତ୍ୱ : ନୂଆ ରୋଷ୍ଟର୍ ଜାରି କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩୦ା୧୧(ପି.ଟି.): ସୁପ୍ରିମକୋର୍ଟ ଏକ ନୂଆ ରୋଷ୍ଟର୍ ଜାରି କରିଛନ୍ତି। ଏଣିକି ଜନସ୍ବାର୍ଥ ମାମଲା(ପିଆଇଏଲ୍)ଗୁଡ଼ିକର ଶୁଣାଣି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍.ଏ. ବୋବ୍ଡେଙ୍କ ସହ ଅନ୍ୟ ୩ ବରିଷ୍ଠତମ ବିଚାରପତି କରିବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ସୁପ୍ରିମକୋର୍ଟ ବିଚାରପତିମାନଙ୍କ କାର୍ଯ୍ୟ…
Archives


