ଉନ୍ନାଓରେ ହାଇଦ୍ରାବାଦ ଘଟଣାର ପୁନରାବୃତ୍ତି
ଲକ୍ଷ୍ନୌ,୫।୧୨: ଉତ୍ତର ପ୍ରଦେଶର ଉନ୍ନାଓରେ ହାଇଦ୍ରାବାଦ ଗଣବଳାତ୍କାର ଘଟଣାର ପୁରନରାବୃତ୍ତି ହୋଇଛି। ଏଠାରେ ଜଣେ ବଳାତ୍କାର ପୀଡିତା ଯୁବତୀଙ୍କୁ ଜଳାଇବାକୁ ଉଦ୍ୟମ କରାଯାଇଛି। ଅଭିଯୁକ୍ତ ୫ ଜଣ ଯୁବତୀଙ୍କୁ ଏକ କ୍ଷେତରେ ପେଟ୍ରୋଲ ଢାଳି ନିଅଁା ଲଗାଇ ଦେବାକୁ ଚେଷ୍ଟା କରୁଥିବା…
ବସ୍ ମାଡିଯିବାରୁ ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଗୁରୁତର
ଦିଗପହଣ୍ଡି,୫।୧୨(ଡି.ଏନ.ଏ.): ଦିଗପହଣ୍ଡି ସହର ଉପକଣ୍ଠ କୃଷି କାର୍ଯ୍ୟାଳୟ ନିକଟ ମୁଖ୍ୟରାସ୍ତାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦିଲଖୁସ ନାମକ ଘରୋଇ ଯାତ୍ରୀବାହୀ ବସ୍ (ନଂ-ଓଡି୦୭ୱାଇ-୯୪୯୩) ମାଡ଼ିଯିବାରୁ ପାଟପୁର ଥାନା ମାଟିଆ ବୋରେଇ ଗାଁର ନାରାୟଣ ସେଠୀ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।…
ଉଦ୍ଧବଙ୍କ ଉପରେ ଖପ୍ପା: ଭାଜପାରେ ଯୋଗଦେଲେ ୪୦୦ ଶିବସେନା କାର୍ଯ୍ୟକର୍ତ୍ତା
ମୁମ୍ବାଇ,୫।୧୨: ମହାରାଷ୍ଟ୍ରରେ ଶିବସେନାକୁ ଝଟ୍କା ଲାଗିଛି। ଦଳର ୪୦୦ କାର୍ଯ୍ୟକର୍ତ୍ତା ଭାଜପାରେ ଯୋଗଦେଇଛନ୍ତି। ରାଜ୍ୟରେ ଶିବସେନା ଏନସିପି ଏବଂ କଂଗ୍ରେସ ସହ ମିଶି ସରକାର ଗଢିବାକୁ ନେଇ ସେମାନେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପରେ ଖପ୍ପା ଥିଲେ। ଭ୍ରଷ୍ଟ ଏବଂ…
ଜାମିନ ମିଳିବାର ଗୋଟିଏ ଦିନ ପରେ ସଂସଦ ପହଞ୍ଚିଲେ ଚିଦାମ୍ବରମ
ନୂଆଦିଲ୍ଲୀ,୫।୧୨: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମ୍ପି ପି. ଚିଦାମ୍ବରମଙ୍କୁ ବୁଧବାର ଜାମିନ ମିଳିଛି। ଆଉ ଗୁରୁବାର ସକାଳୁ ସେ ସଂସଦରେ ପହଞ୍ଚିଥିବା ଦେଖାଯାଇଛି। ଆଇଏନ୍ଏକ୍ସ ମିଡିଆର ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।…
ଯାଜପୁର ରୋଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍କୁ ଧକ୍କା ଦେଲା ଆମ୍ବୁଲାନ୍ସ
ଯାଜପୁର ରୋଡ,୫।୧୨(ନି.ପ୍ର.): ଯାଜପୁର ରୋଡ଼ ଥାନା ଦଳାଛକ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ସମେତ ୮ମାସର…
ପିଆଜର ଦରବୃଦ୍ଧି ମୋ ଉପରେ କୌଣସି ପ୍ରଭାବ ପକାଉନି: ସୀତାରାମଣ
ନୂଆଦିଲ୍ଲୀ,୫।୧୨: ସାରା ଦେଶରେ ପିଆଜର ଦରବୃଦ୍ଧି ଏବେ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଖାଉଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ପ୍ରଭାବ ପକାଇଛି। ଏହାକୁ ନେଇ ସଂସଦର ଶୀତକାଳୀନ ଅଧିବେଶନରେ ମଧ୍ୟ ପ୍ରଶ୍ନ ଉଠିଛି। ପିଆଜଦ ଦର ବୃଦ୍ଧିକୁ ନେଇ ଜଣେ ଏମ୍ପି ଅର୍ଥମନ୍ତ୍ରୀ…
ପୁଣି ଏକାଠି ନଜର ଆସିବେ ରଣବୀର କପୁର, ଦୀପିକା
ଦିନଥିଲା ଅଭିନେତା ରଣବୀର କପୁର ଏବଂ ଦୀପିକା ପାଦ୍ୟୁକୋନଙ୍କ ପ୍ରେମ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରୀରେ ଖୁବ୍ ଚର୍ଚ୍ଚା ହେଉଥିଲା। ଏପରିକି ଉଭୟେ ଲିଭ୍ ଇନ୍ରେ ରହୁଥିବା କଥା ସ୍ବୀକାର ମଧ୍ୟ କରିଥିଲେ। କିନ୍ତୁ କ’ଣ ହେଲା କେଜାଣି କିଛିଦିନ ପରେ ଉଭୟ…
ଆତ୍ମହତ୍ୟା କଲେ ଯୁବକ
ଆରଡି, ୫।୧୨, (ଡି.ଏନ.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ଖଟୁଆ ପାଟଣା ଗାଁର ଚିନ୍ତାମଣି ମୁଦୁଲି (୨୩) ବୁଧବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଛନ୍ତି। ଘରଠାରୁ କିଛି ଦୂରରେ ଥିବା ଏକ ବିଲ ନିକଟସ୍ଥ ବରଗଛରେ ସେ ଦଉଡି ଦେଇ ଆତ୍ମହତ୍ୟା…
ପର୍ଲ ହାର୍ବର ଗୁଳିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଭାରତୀୟ ବାୟୁସେନା ମୁଖ୍ୟ
ଓ୍ବାଶିଂଟନ,୫।୧୨: ଆମେରିକାର ହାଓ୍ବାଇ ନିକଟରେ ଗୁରୁବାର ହୋଇଥିବା ଗୁଳିକାଣ୍ଡରେ ସେଠାରେ ଉପସ୍ଥିତ ଥିବା ଭାରତୀୟ ବାୟୁସେନା ମୁଖ୍ୟ ଆର୍କେଏସ୍ ଭଦୌରିଆ ଓ ତାଙ୍କ ଟିମ୍ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ସେଠାରେ ଏକ ସମ୍ମିଳନୀରେ ଯୋଗ ଦେବାକୁ ଭଦୌରିଆ ପହଞ୍ଚିଥିଲେ।…
ଏହି ପ୍ରସିଦ୍ଧ କ୍ରିକେଟରଙ୍କ ପରଲୋକ
ଲଣ୍ଡନ,୫।୧୨: ଇଂଲଣ୍ଡର ପ୍ରସିଦ୍ଧ କ୍ରିକେଟର ବବ୍ ଓ୍ବିଲ୍ସଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ ଅନେକ ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ୧୯୭୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ସେ ଅନ୍ତର୍ଜାତୀୟ କ୍ରିକେଟ…
୪ଜଣଙ୍କୁ ବଞ୍ଚାଇଥିବା ଟ୍ରାଫିକ୍ କନ୍ଷ୍ଟେବଳ ପୁରସ୍କୃତ
ଭୁବନେଶ୍ୱର,୫ା୧୨(ବ୍ୟୁରୋ): ୪ଜଣଙ୍କ ଜୀବନ ବଞ୍ଚାଇଥିବା ଜଣେ ଟ୍ରାଫିକ କନ୍ଷ୍ଟେବଳଙ୍କୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପୁରସ୍କୃତ କରିଛନ୍ତି। କନ୍ଷ୍ଟେବଳ ଜଣକ ହେଲେ ଲଳିତ ମୋହନ ରାଉତ। ଗତ ୩୦ ତାରିଖ ରାତି ସାଢେ ୮ଟାବେଳେ ଲଳିତ କଟକ ଶିଖରପୁର ଟ୍ରାଫିକ ପୋଷ୍ଟରେ…
‘କାଜି’ ପଦବୀରୁ କାଜିବଜାର
କଟକ ଅଫିସ, ୫ା୧୨: ବାଉନ ବଜାର ତେପନ ଗଳିର ସହର କଟକ। ଯଦିଓ ଏବେ ଏହି ଐତିହାସିକ ସହରରେ ଶହେ ବଜାର ହଜାରେ ଗଳି ସୃଷ୍ଟି ହେଲାଣି ତଥାପି କଟକ ସହିତ ଏହି ଢଗଟି ଚିରକାଳ ଧରି ରହିଆସିଛି। ଏହି ପ୍ରାଚୀନ…
Archives


