Home Left

ଆସନ୍ତା ବର୍ଷ ବଲିଉଡ୍‌ରେ ପାଦ ରଖିପାରନ୍ତି ଏହି ଷ୍ଟାର କିଡ୍ସ

ମୁମ୍ବାଇ: ପ୍ରତିବର୍ଷ ବଲିଉଡ୍‌ରେ ନୂଆ ନୂଆ ଷ୍ଟାର କିଡ୍ସଙ୍କୁ ଦେଖିବାକୁ ମିଳେ। ସେଥିମଧ୍ୟରୁ କେତେକଙ୍କୁ ସଫଳତା ମିଳିଥିବା ବେଳେ କେତେ ଜଣଙ୍କୁ ବିଫଳତାର ମୁହଁ ଦେଖିବାକୁ ପଡ଼ିଥାଏ। ୨୦୧୯ରେ ମଧ୍ୟ କେତେକ ସେଲିବ୍ରିଟିଙ୍କ ଷ୍ଟାର କିଡ୍ସ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି।…

ରାସ୍ତାରେ ବେଲୁନ୍‌ ବିକୁଥିବା ଦେଢ ବର୍ଷର ପିଲାକୁ କୋଳେଇ ନେଲେ ନୁଶରତ୍‌, ଫଟୋ ଭାଇରାଲ

ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ଏମ୍‌ପି ନୁଶରତ୍‌ ଜାହାଁଙ୍କ ଇନଷ୍ଟାଗ୍ରାମର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ନୁଶରତ୍‌ ଫୁଟପାଥ୍‌ରେ ବୁଲୁଥିବା ଏକ ପିଲାଟିକୁ ଜାବୁଡି ଧରି ଚୁମ୍ବନ ଦେଉଥିବାର ଦେଖାଯାଇଛି। ଏହି ଫଟୋକୁ ୟୁଜର୍ସ ବେଶ୍‌…

ବିରୁଷ୍କାଙ୍କ ଦ୍ୱିତୀୟ ବିବାହ ବାର୍ଷିକୀ

ନୂଆଦିଲ୍ଲୀ,୧୧।୧୨- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଅନୁଷ୍କା ଶର୍ମା (ବିରୁଷ୍କା) ବୁଧବାର ଦ୍ୱିତୀୟ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ପତ୍ନୀ ଅନୁଷ୍କାଙ୍କ ଏକ ଫଟୋ ଶେୟାର କରି କୋହଲି କ୍ୟାପଶନରେ ଲେଖିଛନ୍ତି, ଆମ ଭିତରେ କେବଳ ଭଲ…

ବିମାନବନ୍ଦରରେ ଧୋନୀଙ୍କ ବ୍ୟାଗ ଅଦଳ ବଦଳ

କୋଲକାତା,୧୧।୧୨- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବ୍ୟକ୍ତିଗତ କାରଣ ଯୋଗୁ କୋଲକାତାରେ ପହଞ୍ଚିଛନ୍ତି। ସ୍ଥାନୀୟ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚତ୍ବା ପରେ ତାଙ୍କ ଲଗେଜ ଅଦଳ ବଦଳ ହୋଇଯାଇଥିଲା। ଏ ସମ୍ପର୍କରେ ଜାଣି ନ…

ସରକାରୀ ଯୋଜନାରେ ଅନିୟମିତତା ଅଭିଯୋଗ: ପ୍ରତିବାଦରେ ଭାଜପାର ଗଣଧାରଣା

ବାସୁଦେବପୁର,୧୧।୧୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତ୍ୟୋଦୟ ଯୋଜନାରେ ଅନିୟମିତତା ହୋଇଥିବା ଭାଜପା ଅଭିଯୋଗ କରିଛି। ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଭାଜପା ପକ୍ଷରୁ ବୁଧବାର ବାସୁଦେବପୁର…

ଆମେରିକାର ନ୍ୟୁ-ଜର୍ସିରେ ଗୁଳିକାଣ୍ଡ, ଜଣେ ପୋଲିସ କର୍ମୀଙ୍କ ସମେତ ୬ ମୃତ

ଓ୍ବାଶିଂଟନ୍‌,୧୧।୧୨: ଆମେରିକା ନ୍ୟୁ ଜର୍ସିରେ ଏକ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଲୋକ ଭିଡ ଥିବା ସ୍ଥାନରେ ଗୁଳିକାଣ୍ଡଟି ଘଟିଛି। ତେବେ ଗୁଳିକାଣ୍ଡ କିଏ ଘଟାଇଛି ତାହା ଏପର୍ଯ୍ୟନ୍ତ ସୂଚନା ମିଳିପାରି…

ସାନଛତା ମଠ ଉଚ୍ଛେଦ ଆରମ୍ଭ

ପୁରୀ ଅଫିସ,୧୧।୧୨ : ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ୩ ଦିନ ଧରି ମଙ୍ଗୁ ମଠ ବ୍ୟବସାୟିକ କୋଠା ଭଙ୍ଗାଯିବା ପରେ ବୁଧବାର ସାନଛତା ମଠ ଉଚ୍ଛେଦ ଆରମ୍ଭ ହୋଇଛି। ୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ଏବଂ…

ସିସିଟିଭିରୁ ଧରାପଡ଼ିଲା ପିଆଜ ଚୋର

ମୁମ୍ବାଇ,୧୧।୧୨: ସାରା ଦେଶରେ ପିଆଜର ବର୍ଦ୍ଧିତ ଦରଦାମ୍‌ ବଜାରରେ ନିଆଁ ଲଗାଇଛି। ଏଥିଯୋଗୁ ବ୍ୟବସାୟୀ ଓ ଗ୍ରାହକ ବହୁ ହଇରାଣ ହେଉଛନ୍ତି। ପିଆଜ ଦର ୧୦୦ରୁ ୧୨୦ ହୋଇଥିବା ବେଳେ ଇତିମଧ୍ୟରେ ଚୋରୀ ଘଟଣା ମଧ୍ୟ ସାମ୍ନାକୁ ଆସୁଛି। କିଏ ବିଲରୁ…

ପଶ୍ଚିମବଙ୍ଗରେ ବାହାରିଲା ଦୁଇମୁଣ୍ଡିଆ ସାପ, ଦେଖିବାକୁ ଲୋକଙ୍କ ଭିଡ

କୋଲକତା,୧୧।୧୨:ପୂର୍ବରୁ ଅନେକଥର ଦୋମୁହାଁ ସାପ କଥା ଶୁଣିଥିବେ କି ଦେଖିଥିବେ। କିନ୍ତୁ ପଶ୍ଚିମବଙ୍ଗରେ ଦୁଇମୁଣ୍ଡିଆ ସାପ ଦେଖିବାକୁ ମିଳିଛି। ଏହି ସାପକୁ ଦେଖିବାକୁ ସେଠାରେ ଭିଡ ଜମିଛି। କୋଲକତାର ବେଲଦା ଜଙ୍ଗଲ ନିକଟରେ ଥିବା ଏକାରୁଖି ଗ୍ରାମରେ ଦୁଇମୁଣ୍ଡିଆ ସାପ ଦେଖିବାକୁ…

ଇଲେକ୍ଟ୍ରିକ୍‌ ମାଛ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଆମେରିକା: ମାଛ ପୁଣି ଇଲେକ୍ଟ୍ରିକ୍‌। ଶୁଣି ଅଡ଼ୁଆ ଲାଗୁଥିଲେ ମଧ୍ୟ ଏମିତି ମାଛ ଦେଖିବାକୁ ମିଳିଛି ଆମେରିକାରେ। ମିଗୁଏଲ୍‌ ଓ୍ବାଟ୍‌ସନ୍‌ ନାମକ ଏହି ଇଲେକ୍ଟ୍ରିକ୍‌ ଇଲ୍‌ ମାଛ(ଯାହା ଦେଖିବାକୁ ସର୍ପାକୃତି ପରି) ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକି…

ଭାଜପା କୋର୍‌ କମିଟି ବୈଠକରେ ଯୋଗ ଦେଲେନି ପଙ୍କଜା ମୁଣ୍ଡେ

ମୁମ୍ବାଇ,୧୧।୧୨: ଭାଜପାର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ ଖୁବ୍‌ଶୀଘ୍ର ଦଳ ଛାଡିବେ ବୋଲି ଆଲୋଚନା ହେଉଛି। ସେ ମଙ୍ଗଳବାର ଭାଜପା ପକ୍ଷରୁ ଆୟୋଜିତ କୋର୍‌…

ମ୍ୟାଚ୍‌ ବ୍ରେକ୍‌ ସମୟରେ ସନ୍ତାନକୁ ସ୍ତନ୍ୟପାନ କରାଇଲେ ଏହି ଖେଳାଳି

ଗୁଆହାଟି,୧୧।୧୨: ମିଜୋରାମର ଜଣେ ମହିଳା ଭଲିବଲ୍‌ ଖେଳାଳିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ସେ ୭ ମାସର ସନ୍ତାନଙ୍କୁ ସ୍ତନ୍ୟପାନ କରୁଥିବାର ଦେଖାଯାଇଛି। ଲାଲଭେଣ୍ଟଲୁଆଙ୍ଗି ଜଣେ ଭଲିଭଲ୍‌ ଖେଳାଳି। ସେ ଭଲିଭଲ ଟ୍ରେନିଂ ମ୍ୟାଚ୍‌ ଖେଳୁଥିବାବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri