Home Left

ହାଇଦ୍ରାବାଦ୍‌ ଘଟଣା ପରେ ସୁରକ୍ଷା ଆପ୍‌ ଡାଉନଲୋଡ୍‌ କରିଛନ୍ତି ଲକ୍ଷେ ୩୦ ହଜାର: ୭ ସେକେଣ୍ଡରେ ମିଳିବ ଉତ୍ତର

ବେଙ୍ଗାଲୁରୁ,୧୧।୧୨: ହାଇଦ୍ରାବାଦ୍‌ ଘଟଣା ପରେ ବେଙ୍ଗାଲୁରୁରେ ଲକ୍ଷେ ୩୦ ହଜାର ଲୋକ ସୁରକ୍ଷା ଆପ୍‌ ଡାଉନଲୋଡ୍‌ କରିଛନ୍ତି। ଏନେଇ ବେଙ୍ଗାଲୁରୁ ପୋଲିସ ଡେପୁଟି କମିଶନର କୁଲଦୀପ୍‌ ଜୈନ କହିଛନ୍ତି ଏହି ଆପ୍‌ ଦ୍ୱାରା ସହାୟତା ଲୋଡୁଥିବା ବ୍ୟକ୍ତିଙ୍କୁ ୭ ସେକେଣ୍ଡ ମଧ୍ୟର…

୨୭ ବର୍ଷରେ ଏତେ ବଦଳିଗଲେଣି ଅମିତାଭଙ୍କ ‘ଜୁମାଚୁମା’ ଗାର୍ଲ

ଅମିତାଭ ବଚ୍ଚନଙ୍କ ‘ଜୁମା ଚୁମା’ ଗାର୍ଲଙ୍କୁ କେହି ବି ଭୁଲିପାରିବେ ନାହିଁ। ୧୯୯୧ରେ ଆସିଥିବା ଫିଲ୍ମ ‘ହମ୍‌’ରେ ବୋଲ୍ଡ ସିନ୍‌ ଦେଇଥିଲେ ଏହି ଅଭିନେତ୍ରୀ। ସେ ଆଉ କେହି ନୁହନ୍ତି, କିମି କାଟ୍‌କର ହେଉଛନ୍ତି ବିଗ୍‌ ବିଙ୍କ ‘ଜୁମା ଚୁମା’ ଗାର୍ଲ।…

ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ନୋଟିସ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍‌) ପକ୍ଷରୁ ବୁଧବାର ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ କେସି ଶତପଥୀଙ୍କୁ ନୋଟିସ ଜାରି କରାଯାଇଛି। ୨୦୧୮-୧୯, ୨୦୧୯-୨୦ ବର୍ଷରେ ଆର୍‌ଟିଇ ଆକ୍ଟ ଉଲ୍ଲଂଘନ ନେଇ ଏହି ନୋଟିସ ଜାରି କରାଯାଇଛି। ଇଡବ୍ଲୁ/ଡିଜି କାଟାଗୋରିରେ…

କଂଗ୍ରେସର କଟାକ୍ଷ: ଅନ୍ଧ ଭାବେ ବିଜେଡି ନାଗରିକତା ସଂଶୋଧନ ବିଲ୍‌କୁ ସମର୍ଥନ ଦେଉଛି

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଲୋକ ସଭାରେ ନାଗରିକତା ସଂଶୋଧନ ବିଲ୍‌-୨୦୧୯ ପାସ୍‌ ହେବା ପରେ ବୁଧବାର ରାଜ୍ୟ ସଭାରେ ଆଗତ କରାଯାଇଛି। ଏହାକୁ ବିଜେଡି ପକ୍ଷରୁ ସମର୍ଥନ କରାଯିବା ପରେ କଂଗ୍ରେସ ପକ୍ଷରୁ ବିଜେଡିକୁ ସମାଲୋଚନା କରାଯାଇଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଛତିଶଗଡ଼ ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଛତିଶଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଜନଜାତି ନୃତ୍ୟ ଉତ୍ସବରେ ଯୋଗଦେବାକୁ ଗୃହମନ୍ତ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣପତ୍ର ଦେଇଛନ୍ତି। ଆସନ୍ତା ୨୭ ତାରିଖରୁ ଛତିଶଗଡ଼ରେ ୩ ଦିନିଆ…

ସୁନ୍ଦରୀ ହେବା ପାଇଁ ପ୍ଲାଷ୍ଟିକ୍‌ ସର୍ଜରୀ କରାଇଥିଲେ ଏହିସବୁ ଅଭିନେତ୍ରୀ

ବଲିଉଡ୍‌ର ଅଧିକାଂଶ ଅଭିନେତ୍ରୀ ବାସ୍ତବରେ ସୁନ୍ଦରୀ ହୋଇଥିବା ବେଳେ ଆଉ କିଛି ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପ୍ଲାଷ୍ଟିକ ସର୍ଜରୀ କରାଇଛନ୍ତି। ଜାଣନ୍ତୁ ଏହି ଅଭିନେତ୍ରୀମାନଙ୍କ ସମ୍ପର୍କରେ… ପ୍ରିୟଙ୍କା ଚୋପ୍ରା: ବଲିଉଡ୍‌ଠାରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ପ୍ରିୟଙ୍କା ଚୋପ୍ରା…

ପୃଥ୍ବୀଙ୍କ ଦ୍ୱିଶତକ

ବଦୋଦରା,୧୧।୧୨- ଭାରତୀୟ ଦଳ ପାଇଁ ଟେଷ୍ଟ ଖେଳିସାରିଥିବା ପୃଥ୍ବୀ ଶ’ ସମ୍ପୂର୍ଣ୍ଣ ଷ୍ଟାଇଲରେ ଘରୋଇ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଠାରେ ବରୋଦା ବିପକ୍ଷରେ ଚାଲିଥିବା ରଣଜୀ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ପୃଥ୍ବୀ ବିସ୍ଫୋରକ ଦ୍ୱିଶତକ ହାସଲ କରିଛନ୍ତି। ମାତ୍ର ୧୭୯ ବଲ…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ୧୭ ଆସନ ପାଇଁ ମତଦାନ

ରାଞ୍ଚି,୧୧।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଗୁରୁବାର ୮ଟି ଜିଲାର ୧୭ଟି ଆସନ ପାଇଁ ସକାଳ ୭ଟା ଠାରୁ ମତଦାନ କରାଯିବ। ଶାନ୍ତିପୂର୍ଣ୍ଣ ମତଦାନ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏହି…

ଘର ବାରଣ୍ଡାରେ ଛିଡ଼ା ହୋଇଥିବା ବେଳେ ମହିଳାଙ୍କଠାରୁ ଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

ରାୟଗଡ଼ା ଅଫିସ,୧୧।୧୨: ରାୟଗଡ଼ା ଜିଲାରେ ଚେନ୍‌ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଟାଉନ ଥାନା ଅଧୀନ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଇଡ଼ୁ ସାହିର ଇପିଲି ରାବଣାମାଁ ନାମକ ଜଣେ ମହିଳା ବୁଧବାର ପୂର୍ବାହ୍ନରେ ଘର ବାରଣ୍ଡାରେ ଛିଡ଼ା ହୋଇଥିବା ବେଳେ…

୨ ଗୋରୁ ବୋଝେଇ ଗାଡ଼ି ଜବତ

ଆନନ୍ଦପୁର,୧୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସ ବୁଧବାର ବେଆଇନ ଗୋରୁ ବୋଝେଇ ଦୁଇଟି ଗାଡି ଜବତ କରିଛି। ଆନନ୍ଦପୁର ପୌରପରିଷଦ ଅଧୀନ ଫକୀରପୁର ସାପ୍ତାହିକ ହାଟରୁ ଦୁଇ ଗାଡିରେ ଗୋରୁ ଚାଲାଣ ହେଉଥିବା ସମ୍ପର୍କରେ ଖବରପାଇ ପୋଲିସ ଚଢ଼ାଉ କରିଥିଲା। ଜବତ…

ଶିଶୁକନ୍ୟାଙ୍କ ଜୀବନ ନେଲା ମାଆଙ୍କ ଚୁମ୍ବନ

ଆମେରିକା: ନିଜ ସନ୍ତାନକୁ ଜଣେ ମାଆ ଚୁମ୍ବନ ଦେବା ବା ଗେଲ କରିବା ସାଧାରଣ କଥା। ମାତ୍ର ଏହା କେତେ କ୍ଷତିକାରକ ତାହା ସାମ୍ନାକୁ ଆସିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଆମେରିକାର ମେଡିକାଲ ସାଇନ୍ସ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରୁ ପ୍ରକାଶ…

ମୋଦି-ଶାହଙ୍କୁ କଡ଼ା ସମାଲୋଚନା କଲେ ସଞ୍ଜୟ ରାଉତ: ଯେଉଁ ସ୍କୁଲରେ ତୁମେ ପଢୁଛ ଦିନେ ମୁଁ ତାହାର ପ୍ରଧାନ ଶିକ୍ଷକ ଥିଲି

ନୂଆଦିଲ୍ଲୀ,୧୧।୧୨: ନାଗରିକତା ସଂଶୋଧନ ବିଲ୍‌ ନେଇ ରାଜ୍ୟ ସଭାରେ ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଯେଉଁ ସ୍କୁଲରେ ତୁମେ ପଢୁଛ ଦିନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri