ଛାତରୁ ଖସି ଜଣଙ୍କ ମୃତ୍ୟୁ: ପୋଲିସର ତଦନ୍ତ ଆରମ୍ଭ
ଦାରିଙ୍ଗବାଡ଼ି,୨୨।୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ନୀଳକନ୍ଦର ସାହିରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଘର ମରାମତି ଚାଲିଥିବା ବେଳେ ଛାତ ଉପରେ ପାଣି ପକାଉଥିବା ସମୟରେ ଛାତରୁ ଖସି ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିଶ୍ବନାଥ…
ଗହୀରମଥାରୁ ୨ ଟ୍ରଲର ଜବତ, ୨୨ ମତ୍ସ୍ୟଜୀବୀ କୋର୍ଟ ଚାଲାଣ
ରାଜନଗର,୨୨।୧୨(ଡି.ଏନ୍.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ଗହୀରମଥା ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ରବିବାର ବେଆଇନ ଭାବରେ ମାଛ ଧରୁଥିବା ଦୁଇଟି ଟ୍ରଲରକୁ ରାଜନଗର ବନବିଭାଗ ଜବତ କରିଛି। ଏଥିରେ ଥିବା ୨୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ୧୯୭୨ ବନ୍ୟପ୍ରାଣୀ ଆଇନ ଧାରା…
ଯେଉଁଠି ହୁଏ ଅସରପା ଚାଷ…
ପୃଥିବୀର ବିଭିନ୍ନ ଅଞ୍ଚଳର ଲୋକଙ୍କର ଖାଦ୍ୟାଭ୍ୟାସ ଭିନ୍ନ ଭିନ୍ନ। ଲୋକଙ୍କ ଚାହିଦା ଅନୁସାରେ ବିଭିନ୍ନ ଅଞ୍ଚଳରେ ନାନା ପ୍ରକାର ଚାଷ ହୋଇଥାଏ। ତେବେ ଅସରପା ଚାଷ ହେଉଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ତେବେ ଏହା ସତ। ଚାଇନାରେ ଅସରପା ଚାଷ ଏକ…
ଅଧିକ ଡାଏଟିଂ କରୁଛନ୍ତି କି, ଏବେଠୁ ହୁଅନ୍ତୁ ସାବଧାନ …
ସ୍ବାସ୍ଥ୍ୟ ପାଇଁ କେତେକ ଡାଏଟିଂ କରିଥାନ୍ତି। ତେବେ ଅଧିକ ଡାଏଟିଂ କରିବା ସ୍ବାସ୍ଥ୍ୟ ପାଇଁ ହାନୀକାରକ। ଏନେଇ ଚିକିତ୍ସକମାନେ ପରାମର୍ଶ ଦେଇଥାନ୍ତି। ମାତ୍ରାଧିକ ବ୍ୟାୟାମ ବା ଡାଏଟିଂ କରିବା ଫଳରେ ମହିଳାମାନଙ୍କଠାରେ କେତେକ ସମସ୍ୟା ଦେଖାଦେଇଥାଏ। ଆବଶ୍ୟକତାଠାରୁ ଅଧିକ ଡାଏଟିଂ କରୁଥିବା…
ଶପଥ ନେଲେ ୧୩ ନବ ନିର୍ବାଚିତ ବିଧାୟକ
ବେଙ୍ଗାଲୁରୁ,୨୨।୧୨: ନିକଟରେ କର୍ନାଟକରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବିଜୟ ଲାଭ କରିଥିବା ୧୫ ବିଧାକୟକଙ୍କ ମଧ୍ୟରୁ ୧୩ଜଣ ରବିବାର ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି। କର୍ନାଟକ ବିଧାନସଭାର ବାଚସ୍ପତି ବିଶ୍ୱେଶ୍ୱର ହେଗଡେ କାଗେରିଙ୍କ ଉପସ୍ଥିତିରେ ଏମାନେ ଶପଥ ଗ୍ରହଣ କରିଛନ୍ତି।…
ମାନବିକତା ଦେଖାଇଲେ ଜିଲାପାଳ: ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ
ଶେରଗଡ଼,୨୨।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ମାରୁ ଗ୍ରାମ ଛକରେ ରବିବାର ପୂର୍ବାହ୍ନରେ ଏକ ବାଇକ୍ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଶିବ ପ୍ରଧାନ ନାମକ ଜଣେ ବ୍ୟକ୍ତି ଆହତ ହୋଇ ରାସ୍ତା ଉପରେ ପଡ଼ିଥିଲେ। ଠିକ୍ ସେହି ସମୟରେ…
ଶାହାରୁଖଙ୍କ ଷ୍ଟାଇଲ ସିକ୍ରେଟ୍ ଖୋଲିଲେ ଗୌରୀ
ମୁମ୍ବାଇ: ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖ ଖାଁଙ୍କ ଷ୍ଟାଇଲିସ୍ ଲୁକ୍ ସମସ୍ତଙ୍କୁ ଦିଓ୍ବାନା କରେ। ନିକଟରେ ତାଙ୍କର ଏହି ଷ୍ଟାଇଲର ରାଜ ଖୋଲିଛନ୍ତି ତାଙ୍କ ପତ୍ନୀ ଗୌରୀ ଖାଁ। ଏକ ସାକ୍ଷାତ୍କାରରେ ଗୌରି କହିଛନ୍ତି ବାହାରକୁ ଯିବା ସମୟରେ ତାଙ୍କୁ ପ୍ରସ୍ତୁତ…
ଏକା ସାଙ୍ଗରେ ଆକ୍ରମଣ କଲେ ୪ ଭାଲୁ, ବୃଦ୍ଧ ଗୁରୁତର
ପାଟଣା,୨୨।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ତଣ୍ଡ ଗ୍ରାମର ଜଣେ ବୃଦ୍ଧଙ୍କୁ ରବିବାର ଅପରାହ୍ନରେ ଏକା ସାଙ୍ଗରେ ୪ଟି ଭାଲୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଛନ୍ତି। ଗୁରୁତର ବୃଦ୍ଧ ଜଣକ ହେଉଛନ୍ତି ବୁକା ନାଏକ(୬୦)। ସୂଚନାଯୋଗ୍ୟ, ଆଜି ଅପରାହ୍ନରେ…
ପଡ଼ିଲା ପ୍ରଥମ ଉଇକେଟ
ଭୁବନେଶ୍ୱର,୨୨।୧୨- କଟକସ୍ଥ ଐତିହାସିକ ବାରବାଟୀ ଷ୍ଟାଡିୟମ୍ରେ ଚାଲିଥିବା ଭାରତ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ବ୍ୟାଟିଂ କରୁଥିବା ଓ୍ବେଷ୍ଟଇଣ୍ଡିଜ ଦଳ ପ୍ରଥମ ଉଇକେଟ ହରାଇଛି। ଧିମା ବ୍ୟାଟିଂ କରୁଥିବା ଇଭିନ ଲୁଇସଙ୍କୁ ରବୀନ୍ଦ୍ର ଜାଡେଜା ନବଦୀପ ସାଇନିଙ୍କ ହାତରେ କ୍ୟାଚ୍…
କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କୁ ଏକାଠି କଲେ ସଲମାନ୍
ମୁମ୍ବାଇ: କମେଡି କିଙ୍ଗ୍ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଳାଗି ରହିଥିବା ତୁ ତୁ ମେଁ ମେଁ ଏବେ ଶେଷ ହୋଇଛି। କପିଲ ନିଜ ଇନଷ୍ଟାଗ୍ରାମ୍ରେ ସୁନୀଲ ଏବଂ ସଲମାନ୍ ଖାଁଙ୍କ ଏକ ଫଟୋ ଶେୟାର କରିଛନ୍ତି। ସଲମାନ…
ସାନ୍ତା ବେଶରେ ପିଲାଙ୍କ ପାଖରେ ପହଞ୍ଚିଲେ କୋହଲି
ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ରୂପେ ବଡ଼ଦିନକୁ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ ଧୂମ୍ଧାମରେ ପାଳନ କରନ୍ତି। ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ କ୍ରିସ୍ମାସ ପାଳନ କରାଯାଏ। ଯାହା ବିଶ୍ୱାସ ରହିଛି ସନ୍ଥ ନିକୋଲନ ବା ସାନ୍ତା କ୍ଲଜ୍ ଏହି ଦିନ ପିଲାମାନଙ୍କ ମନବାଞ୍ଝା ପୂରଣ…
ଏହି ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଅନନ୍ୟା
ମୁମ୍ବାଇ: ବଲିଉଡ୍ ଷ୍ଟାରକିଡ୍ ତଥା ନବାଗତା ନାୟିକା ଅନନ୍ୟା ପାଣ୍ଡେ ଏବେ ତାଙ୍କ ଅଭିନୟ ପାଇଁ ବେଶ୍ ଚର୍ଚ୍ଚାରେ ରହୁଛନ୍ତି। ସେ ଯାହା ଆଶା ରଖିଥିଲେ ତାହା ଏବେ ପୂରଣ ହେବାକୁ ଯାଉଛି ବୋଲି କହିଛନ୍ତି ଅନନ୍ୟା। ତାଙ୍କର ବହୁ ଦିନରୁ…
Archives


