Home Left

ଚୋରି ହୋଇଥିବା ପୋଷାକୁକୁରକୁ ଖୋଜିବା ପାଇଁ ବିମାନ ବୁକ୍‌ କଲେ ମହିଳା

ଓ୍ବାଶିଂଟନ୍‌: ମଣିଷ ଏବଂ ପଶୁପକ୍ଷୀଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ଼। ଏହାର ଅନେକ ଉଦାହରଣ ମଧ୍ୟ ରହିଛି। ସେଥିମଧ୍ୟରୁ ଏକ ଉଦାହରଣ ଆମେରିକାରେ ଦେଖିବାକୁ ମିଳିଛି। ଏଠାକାର ଜଣେ ମହିଳା ଚୋରି ହୋଇଯାଇଥିବା ନିଜର ପୋଷା କୁକୁରକୁ ଖୋଜିବା ପାଇଁ ବିମାନରେ…

ମୃତ ବିକ୍ଷୋଭକାରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମାଙ୍ଗାଲୁରୁ,୨୨।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏବେ ସୁଦ୍ଧା କେବଳ ଉତ୍ତର ପ୍ରଦେଶରେ ୧୮ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ୨ ଦିନ ତଳେ କର୍ନାଟକର ମାଙ୍ଗାଲୁରୁଠାରେ ବିରୋଧ ପ୍ରଦର୍ଶନ ସମୟରେ…

ପିକ୍‌ଅପ୍‌ ଭ୍ୟାନ୍‌କୁ ପଛରୁ ଧକ୍କା ଦେଲା ଟ୍ରେଲର

ପାଟଣା,୨୨।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୪୯ ନଂ. ରାଜପଥ ଖିରେଇଟାଙ୍ଗିରି ନିକଟ ଜହ୍ନେଇ ନାଳର ଡାଇଭର୍ସନ ପୋଲ ଉପରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ପିକ୍‌ଅପ୍‌ ଭ୍ୟାନ୍‌ ପଛରୁ ଟ୍ରେଲର ଧକ୍କା ଦେବା ଫଳରେ ପୋଲ ଉପରେ…

ଅଓ୍ବାମି ଲିଗ୍‌ର ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହେଲେ ଶେଖ ହାସିନା

ଢାକା,୨୨।୧୨: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ପୁଣିଥରେ ଅଓ୍ବାମି ଲିଗ୍‌ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବାଂଲାଦେଶର ଶାସକ ଦଳ ଅଓ୍ବାମି ଲିଗ୍‌ର ରାଷ୍ଟ୍ରୀୟ ପରିଷଦ ହସିନାଙ୍କୁ ପାର୍ଟିର ଅଧ୍ୟକ୍ଷ ଓ ଅବୈଦୁଲ କ୍ୱାଦେରଙ୍କୁ ପୁଣିଥରେ ମହାସଚିବ ଭାବେ ମନୋନୀତ କରିଛି।…

ମନ ପସନ୍ଦର ସିଟ୍‌ ନ ମିଳିବାରୁ ସ୍ପାଇସ୍‌ ଜେଟ୍‌ ବିମାନରେ ୨୦ ମିନିଟ୍‌ ଧାରଣା ଦେଲେ ପ୍ରଜ୍ଞା ସିଂ ଠାକୁର

ଭୋପାଳ,୨୨।୧୨: ସ୍ପାଇସ୍‌ ଜେଟ୍‌ ବିମାନରେ ମନ ପସନ୍ଦର ସିଟ୍‌ ନ ମିଳିବାରୁ ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ୨୦ ମିନିଟ୍‌ ଧାରଣା ଦେଇଥିବା କୁହାଯାଉଛି। ବିମାନଟି ଦିଲ୍ଲୀରୁ ଭୋପାଳ ଯାଉଥିଲା। ଏଥିରେ ପ୍ରଜ୍ଞାଙ୍କୁ ୨-ଏ ସିଟ୍‌ ଦିଆଯାଇଥିଲା। ତେବେ ପ୍ରୋଟୋକଲ…

ଗୁଳି ମାନିଲାନି ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌: ନୂଆ ଜୀବନ ପାଇଲେ କନଷ୍ଟେବଳ

ଫିରୋଜାବାଦ,୨୨।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧର ନିଆଁ ଜଳୁଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାର ବାତାବରଣ ସୃଷ୍ଟି ହୋଇଛି। ଏତିକି ବେଳେ ବିରୋଧ ପ୍ରଦର୍ଶନକାରୀଙ୍କୁ ଅଟକାଇବାକୁ ଯାଇ ପୋଲିସ ମଧ୍ୟ ନାକେଦମ ହେଲାଣି। ଉତ୍ତର ପ୍ରଦେଶରେ ସିଏଏ…

ବାରବାଟୀରେ ଭାରତ-ଓ୍ବେଷ୍ଟଇଣ୍ଡିଜ ମୁକାବିଲା: ମାଷ୍ଟରକ୍ୟାଣ୍ଟିନରୁ ଷ୍ଟାଡିୟମ ପର୍ଯ୍ୟନ୍ତ ଚାଲୁଛି ସ୍ବତନ୍ତ୍ର ବସ୍‌

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): କଟକ ବାରବାଟୀରେ ରବିବାର ଖେଳାଯିବ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ। ଏହାକୁ ନେଇ ‘ମୋ ବସ୍‌’ପକ୍ଷରୁ ସ୍ବତନ୍ତ୍ର ବସ୍‌ ଚଳାଚଳ ହେଉଛି। ଭୁବନେଶ୍ୱର ରେଳଷ୍ଟେଶନଠାରୁ ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ୨୦ଟି ବସ୍‌ ଚାଲୁଥିବା ସୂଚନା ମିଳିଛି। ଚଳିତ ସିରିଜ ୧-୧…

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ଦମକଳ ବାହିନୀ ପୋଷାକ ପିନ୍ଧିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଏବୋଟଙ୍କ ଫଟୋ ଭାଇରାଲ

ସିଡ୍‌ନୀ,୨୨।୧୨: ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲିଭିବାର ନାଁ ଧରୁନି। ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଏବୋଟଙ୍କ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୬୨ ବର୍ଷ ବୟସ୍କ ଟୋନି ଦମକଳ ବାହିନୀ ପୋଷାକ ପିନ୍ଧି ନିଆଁ ଲିଭାଉଥିବାର ଫଟୋକୁ ଶେୟାର…

ରାମଲୀଳା ମଇଦାନରେ ଧନ୍ୟବାଦ ରାଲିରେ ଯୋଗଦେବେ ମୋଦି

ନୂଆଦିଲ୍ଲୀ,୨୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳ ୧୧ଟା ୩୦ରେ ରାଜଧାନୀ ଦିଲ୍ଲୀରେ ଥିବା ରାମଲୀଳା ମଇଦାନରେ ଅନୁଷ୍ଠିତ ଏକ ରାଲିରେ ଯୋଗ ଦେବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବା ବେଳେ ସେ…

ଆପାର୍ଟମେଣ୍ଟରେ ନିଆଁ: ୬ ମୃତ, ୧୩ ଆହତ

ଲାସ୍‌ ଭେଗାସ,୨୨।୧୨: ଆମେରିକାର ଲାସ୍‌ ଭେଗାସରେ ଥିବା ଏକ ଆପାର୍ଟମେଣ୍ଟରେ ଶନିବାର ନିଆଁ ଲାଗିଯିବା ଫଳରେ ୬ ଜଣଙ୍କ ମୃତ୍ୟୁ ହେବା ସହ ୧୩ ଆହତ ହୋଇଥିବା ସୂଚନା ମିଳିଛି। ନିଆଁ ଲିଭାଳି ଦଳ ଆଲପିନ ମୋଟେଲ ଆପାର୍ଟମେଣ୍ଟ ନିକଟରେ ପହଞ୍ଚିଲା…

ବିଟେକ୍‌ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ରାଞ୍ଚି, ୨୨ା୧୨(ପି.ଟି.): ତିନିବର୍ଷ ପୂର୍ବେ ରାଞ୍ଚିର ଜଣେ ବିଟେକ୍‌ ଛାତ୍ରୀଙ୍କୁ ନିଜ ଘରେ ବଳାତ୍କାର ଓ ହତ୍ୟା କରାଯାଇଥିଲା। ଶନିବାର ଏହି ମାମଲାର ଦୋଷୀ ବିହାରର ନାଳନ୍ଦା ଜିଲା ନିବାସୀ ରାହୁଲ ରାଜ୍‌ଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟ ଫାଶୀ ଦଣ୍ଡାଦେଶ ଦେବା…

କଟକରେ କ୍ରିକେଟ୍‌ କ୍ରେଜ୍‌: ସୀମା ଟପିଲା ଟିକେଟ କଳାବଜାର

କଟକ ଅଫିସ, ୨୨।୧୨: କଟକ ବାରବାଟୀ ଷ୍ଟାଡ଼ିୟମରେ ରବିବାର ଅନୁଷ୍ଠିତ ହେବ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନ୍ତିମ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌। ଏ ନେଇ ସହରରେ କ୍ରିକେଟ କ୍ରେଜ୍‌ ଦେଖିବାକୁ ମିଳିଛି। ଶନିବାର ଉଭୟ ଦଳ ବାରବାଟୀ ଷ୍ଟାଡ଼ିୟମରେ ଅଭ୍ୟାସ କରିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri