Home Left

ଭାଜପାକୁ ଟାର୍ଗେଟ କଲେ ଅଖିଳେଶ

ଲକ୍ଷ୍ନୌ,୨୨।୧୨: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରିଛନ୍ତି। ଦେଶରେ ସିଏଏକୁ ନେଇ ଯେଉଁଭଳି ହିଂସାର ବାତାବରଣ ଉପୁଜିଛି ସେଥିପାଇଁ ଭାଜପା…

ସିଏଏ ମୁସଲମାନ ବିରୋଧୀ ନୁହେଁ: ଗଡ଼କରି

ନୂଆଦିଲ୍ଲୀ,୨୨।୧୨: ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଏବେ ନିଜର ମତ ରଖିଛନ୍ତି କେନ୍ଦ୍ରକନ୍ତ୍ରୀ ନୀତିନ ଗଡ଼କରି। ସେ କହିଛନ୍ତି ସିଏଏ ମୁସଲମାନ ବିରୋଧୀ ନୁହେଁ। ସେଥିପାଇଁ ତ ଭାରତ ସମସ୍ତଙ୍କୁ ଆପଣାର କରି…

ରାଷ୍ଟ୍ରପତି ନିର୍ବାଚନରେ ବିଜୟଲାଭ କଲେ ଅଶରଫ

କାବୁଲ,୨୨।୧୨: ନିକଟରେ ଆଫଗାନିସ୍ତାନର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏବେ ଏହାର ଫଳାଫଳ ସାମ୍ନାକୁ ଆସିଛି। ଏଥିରେ ପୁଣିଥରେ ରାଷ୍ଟ୍ରପତି ଆସନ କବ୍‌ଜା କରିଛନ୍ତି ଅଶରଫ ଗନି। ସେ ସର୍ବାଧିକ ୯୨୩,୮୬୮ ବା ୫୦.୬୪ ପ୍ରତିଶତ ଭୋଟ ପାଇଛନ୍ତି।

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର: ଦ୍ୱିତୀୟ ଥର ମୃତଦେହ ବ୍ୟବଚ୍ଛେଦ କରିବେ ଏମ୍ସ ଡାକ୍ତରୀ ଦଳ

ହାଇଦ୍ରାବାଦ୍‌, ୨୨।୧୨: ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଥିବା ୪ ଅଭିଯୁକ୍ତଙ୍କ ମୃତଦେହ ପୁଣି ଥରେ ବ୍ୟବଚ୍ଛେଦ କରାଯିବ। ଏନେଇ ଏମ୍ସର ୩ ଜଣିଆ ଡାକ୍ତରୀ ଦଳ ରବିବାର ସନ୍ଧ୍ୟାରେ ହାଇଦ୍ରାବାଦ୍‌ ଯିବେ। ଦଳରେ ଫୋରେନ୍ସିକ୍‌ ଏଚ୍‌ଓଡ଼ି ପ୍ରଫେସର ଡାକ୍ତର ସୁଧୀର ଗୁପ୍ତା,…

ଭାରତ-ଓ୍ବେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ: ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିଲେ ଉଭୟ ଦଳର ଖେଳାଳି

କଟକ ଅଫିସ,୨୨।୧୨: କଟକ ବାରବାଟୀ ଷ୍ଟାଡିୟମ୍‌ରେ ରବିବାର ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ଖେଳାଯିବ। ଅପରାହ୍ନ ୧ଟା ୩୦ରେ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଥିବା ବେଳେ ଉଭୟ ଦଳର ଖେଳାଳି କଡ଼ା ସୁରକ୍ଷା ମଧ୍ୟରେ ଷ୍ଟାଡିୟମ୍‌ରେ ପହଞ୍ଚିଛନ୍ତି। ନିର୍ଣ୍ଣାୟକ ମୁକାବିଲା ଜିତି…

ଧାନଖଳାରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଦୁର୍ବୃତ୍ତ: ଜଳିଗଲା ୧୬୦ କ୍ୱିଣ୍ଟାଲ ଧାନ

ଲୋଇସିଂହା,୨୨।୧୨(ଡି.ଏନ୍‌.ଏ.) : ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଗୁର୍ଜିଭଟା ଗାଁର ଏକ ଧାନଖଳାରେ କେହି ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଏଥିରେ ଜଣେ ଭାଗଚାଷୀଙ୍କର ୧୦ ଏକର ଖରି ପୋଡ଼ି ଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ…

ତୃଣମୂଳ କଂଗ୍ରେସ ନେତାଙ୍କୁ ଲକ୍ଷ୍ନୌରେ ପ୍ରବେଶ କରିବାକୁ ମିଳିିବନି ଅନୁମତି: ଡିଜିପି

ଲକ୍ଷ୍ନୌ,୨୨।୧୨: ତୃଣମୂଳ କଂଗ୍ରେସ ନେତାଙ୍କୁ ଲକ୍ଷ୍ନୌରେ ପ୍ରବେଶ କରିବା ଅନୁମତି ମିଳିବ ନାହିଁ ବୋଲି ତ୍ତରପ୍ରଦେଶ ଡିଜିପି ଓ.ପି. ସିଂ ସୂଚନା ଦେଇଛନ୍ତି। ତୃଣମୂଳ ନେତା ଦିନେଶ ତ୍ରିବେଦି, ପ୍ରତିମା ମଣ୍ଡଳ, ମହମ୍ମଦ୍‌ ନଦିମୁଲ୍‌ ହକ୍‌ ଏବଂ ଆବିର୍‌ ବିଶ୍ୱାସ ଲକ୍ଷ୍ନୌରେ…

‘ରୋମିଓ ରଜା’ରେ ଅମ୍ଳାନଙ୍କ ସହ ସ୍କ୍ରିନ୍‌ ସେୟାର କରୁଛନ୍ତି ତମନ୍ନା

କଲେଜରେ ପ୍ରଥମ ଥର ପାଇଁ ପାଦ ଦେବା ସମୟରେ ପିଲାମାନଙ୍କର ମନ ସତେଯେମିତି ଆକାଶରେ ଉଡୁଥାଏ। ନୂଆ ଦୁନିଆ ଆଉ ରଙ୍ଗିନ୍‌ ପରିବେଶରେ ସେମାନଙ୍କ ମଧ୍ୟରୁ କେତେକ ପ୍ରେମ ମାୟାରେ ପଡିଯାଇଥାଆନ୍ତି। ବାସ୍‌, ଠିକ୍‌ ସେମିତି ପ୍ରଥମ ଦେଖାରେ ଜଣେ କଲେଜ…

ଚୋରି ହୋଇଥିବା ପୋଷାକୁକୁରକୁ ଖୋଜିବା ପାଇଁ ବିମାନ ବୁକ୍‌ କଲେ ମହିଳା

ଓ୍ବାଶିଂଟନ୍‌: ମଣିଷ ଏବଂ ପଶୁପକ୍ଷୀଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ଼। ଏହାର ଅନେକ ଉଦାହରଣ ମଧ୍ୟ ରହିଛି। ସେଥିମଧ୍ୟରୁ ଏକ ଉଦାହରଣ ଆମେରିକାରେ ଦେଖିବାକୁ ମିଳିଛି। ଏଠାକାର ଜଣେ ମହିଳା ଚୋରି ହୋଇଯାଇଥିବା ନିଜର ପୋଷା କୁକୁରକୁ ଖୋଜିବା ପାଇଁ ବିମାନରେ…

ମୃତ ବିକ୍ଷୋଭକାରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମାଙ୍ଗାଲୁରୁ,୨୨।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏବେ ସୁଦ୍ଧା କେବଳ ଉତ୍ତର ପ୍ରଦେଶରେ ୧୮ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ୨ ଦିନ ତଳେ କର୍ନାଟକର ମାଙ୍ଗାଲୁରୁଠାରେ ବିରୋଧ ପ୍ରଦର୍ଶନ ସମୟରେ…

ପିକ୍‌ଅପ୍‌ ଭ୍ୟାନ୍‌କୁ ପଛରୁ ଧକ୍କା ଦେଲା ଟ୍ରେଲର

ପାଟଣା,୨୨।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୪୯ ନଂ. ରାଜପଥ ଖିରେଇଟାଙ୍ଗିରି ନିକଟ ଜହ୍ନେଇ ନାଳର ଡାଇଭର୍ସନ ପୋଲ ଉପରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ପିକ୍‌ଅପ୍‌ ଭ୍ୟାନ୍‌ ପଛରୁ ଟ୍ରେଲର ଧକ୍କା ଦେବା ଫଳରେ ପୋଲ ଉପରେ…

ଅଓ୍ବାମି ଲିଗ୍‌ର ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହେଲେ ଶେଖ ହାସିନା

ଢାକା,୨୨।୧୨: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ପୁଣିଥରେ ଅଓ୍ବାମି ଲିଗ୍‌ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବାଂଲାଦେଶର ଶାସକ ଦଳ ଅଓ୍ବାମି ଲିଗ୍‌ର ରାଷ୍ଟ୍ରୀୟ ପରିଷଦ ହସିନାଙ୍କୁ ପାର୍ଟିର ଅଧ୍ୟକ୍ଷ ଓ ଅବୈଦୁଲ କ୍ୱାଦେରଙ୍କୁ ପୁଣିଥରେ ମହାସଚିବ ଭାବେ ମନୋନୀତ କରିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri