ଗଞ୍ଜାମ ଲୋକକଳା ଓ ସଂସ୍କୃତିର ଭୂମି: ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର ଅଫିସ, ୨୫ା୧୨:ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମିରେ ଆୟୋଜିତ ଗୋପାଳପୁର ବେଳାଭୂମି ମହୋତ୍ସବ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ୫ ଦିନଧରି ଚାଲିବାକୁ ଥିବା ଏହି ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ସେ କହିଥିଲେ, ଗଞ୍ଜାମ…
୨୭ରେ ହେବ ଯୁକ୍ତ୨ ପରୀକ୍ଷା ତାରିଖ ଘୋଷଣା
ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ଆସନ୍ତା ୨୭ ତାରିଖରେ ଯୁକ୍ତ୨ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ମଙ୍ଗଳବାର ଲୋକସେବା ଭବନଠାରେ ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟରେ…
ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ହାଇକୋର୍ଟରେ ଖାରଜ
କଟକ ଅଫିସ,୨୫ା୧୨- ଗତ ସାଧାରଣ ନିର୍ବାଚନରେ ଆସ୍କା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଭଗବାନ ସାହୁଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ହତ୍ୟାକାଣ୍ଡ ସମ୍ପର୍କିତ ପ୍ରାଥମିକ ପ୍ରମାଣ ଅଭିଯୁକ୍ତଙ୍କ ବିରୋଧରେ ରହିଛି।…
ଜେଏସ୍ଡବ୍ଲ୍ୟୁ ଅଫିସରେ ଭଙ୍ଗାରୁଜା: ୧୦ କୋର୍ଟଚାଲାଣ
ପାରାଦୀପ,୨୫ା୧୨(ସ୍ବ.ପ୍ର.): ସହରର ପ୍ରଶାସନିକ ଭବନ ନିକଟରେ ଥିବା ପାରାଦୀପ ଭବନରେ ମଙ୍ଗଳବାର ତୁମୁଳକାଣ୍ଡ ଘଟିଛି। ଭବନର ତୃତୀୟ ଓ ଚତୁର୍ଥ ମହଲାରେ ଥିବା ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଏବଂ ଜେଏସ୍ଡବ୍ଲ୍ୟୁ ପୋର୍ଟ ଟର୍ମିନାଲ ଅଫିସରେ ସୋବୁ (ଷ୍ଟୁଡେଣ୍ଟ ଅରଗାନାଇଜେଶନ୍ ଅଫ୍ ବିଜୁ…
ପାରାଦୀପ ପୌର ପ୍ରଶାସନର ସମନ୍ବୟ ବୈଠକ: କୌଶଳ ବିକାଶରେ ସାମିଲ ହେବେ କିନ୍ନର
ପାରାଦୀପ,୨୫ା୧୨(ସ୍ବ.ପ୍ର.): ସମାଜରେ ବଞ୍ଚତ୍ବାକୁ କିନ୍ନରମାନେ ଅନେକ ସଂଘର୍ଷ କରିଥାନ୍ତି। ସେମାନଙ୍କ ରୋଜଗାର ଉତ୍ସଶୈଳୀ ଭିନ୍ନ ହୋଇଥାଏ। ତେଣୁ ଏସବୁକୁ ପରିବର୍ତ୍ତନ କରିବା ପାଇଁ ଏବେ ସରକାରୀ ଭାବେ ପ୍ରୟାସ ଆରମ୍ଭ ହୋଇଛି। ମଙ୍ଗଳବାର ପାରାଦୀପ ପୌର ପ୍ରଶାସନିକ ଭବନରେ କିନ୍ନରଙ୍କ ଅଧିକାର…
ଡାଇବେଟିସ୍ ରୋଗୀଙ୍କ ପାଇଁ ଉପକାରୀ…
ଡାଇବେଟିସ ରୋଗୀ ଯେହେତୁ ନିଜର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହଁନ୍ତି ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି ଅଧିକ ସଚେତନ ରହିବାକୁ ପଡେ। ଡାଇବେଟିସ ଯୋଗୁ ଶରୀରରେ ଉପଯୁକ୍ତ ମାତ୍ରାରେ ଇନସୁଲିନ ତିଆରି ବନ୍ଦ ହୋଇଯାଏ। ନ୍ୟୁଟ୍ରିସନ୍ ଅଭାବ…
ପୁରୀ ବେଳାଭୂମିରେ ବୃହତ୍ ଥ୍ରୀଡି ବାଲୁକା ସାନ୍ତା କ୍ଲଜ: ଗୋ ଗ୍ରୀନ୍ର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ
ପୁରୀ ଅଫିସ, ୨୪ା୧୨: ପବିତ୍ର ବଡ଼ଦିନ ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରସ୍ତୁତ କରିଛନ୍ତି ବୃହତ୍ ଥ୍ରୀଡି ବାଲୁକା ସାନ୍ତାକ୍ଲଜ। ଖ୍ରୀଷ୍ଟମାସ ଅବସରରେ ପରିବେଶକୁ ସୁସ୍ଥ ରଖିବା ସହ ବିଶ୍ୱବାସୀଙ୍କୁ…
ଆଇଟିଆର୍ ଲଞ୍ଚପ୍ୟାଡ୍ରୁ ‘ପିନାକା’ର ୩ଥର ବ୍ୟବହାରିକ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୪।୧୨-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର(ଆଇଟିଆର୍) ୩ ନମ୍ବର ଲଞ୍ଚପ୍ୟାଡ୍ରୁ ମଙ୍ଗଳବାର ବହୁମୁଖୀ ରକେଟ ଲଞ୍ଚର ‘ପିନାକା’ର ୩ଥର ପରୀକ୍ଷଣ କରାଯାଇଛି। ଏସବୁ ପରୀକ୍ଷଣ ସଫଳ ହୋଇଥିବା ଆଇଟିଆର ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ବାୟୁସେନାରେ ‘ପିନାକା’ ରକେଟ…
ଅଷ୍ଟ୍ରେଲିଆ ଓ୍ବେବ୍ସାଇଟ୍: କୋହଲି ଟେଷ୍ଟ, ଧୋନୀ ଦିନିକିଆ ଅଧିନାୟକ
ମେଲବୋର୍ନ, ୨୪ା୧୨ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆର ଅଫିସିଆଲ ନ୍ୟୁଜ୍ ଓ୍ବେବ୍ସାଇଟ୍ ଦ୍ୱାରା ବିରାଟ କୋହଲି ଦଶନ୍ଧିର ଟେଷ୍ଟ ଏକାଦଶ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି। ଅନ୍ୟପକ୍ଷରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଦଶନ୍ଧିର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ କରାଯାଇଛି। କୋହଲି ଉଭୟ…
୨୦୨୦ର ଫିଲ୍ମ କ୍ୟାଲେଣ୍ଡର: ରିଲିଜ୍ ଅପେକ୍ଷାରେ ରହିଛି ବିଗ୍ ବଜେଟ୍ର ୨୨ରୁ ଅଧିକ ଫିଲ୍ମ
ବମ୍ବେ: ଆଉ ଦିନ କେଇଟାରେ ଶେଷ ହେବ ବର୍ଷ ୨୦୧୯। ଆଗାମୀ ବର୍ଷକୁ ସ୍ବାଗତ କରିବା ଲାଗି ଏବେଠୁ ସଜବାଜ ହେବାକୁ ଲାଗିଲେଣି ଅନେକେ। ଏସବୁରେ ପଛରେ ରହିବ କେମିତି ବଲିଉଡ୍! ଚଳିତବର୍ଷ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇ କୋଟି…
୬୨ ବର୍ଷୀୟ ଅନିଲଙ୍କ ୨୧ତମ ଜନ୍ମଦିନ ପାଳିଲେ ଝିଅ-ଜ୍ୱାଇଁ
ବମ୍ବେ: ବଲିଉଡ୍ର ଏଭରୟଙ୍ଗ୍ ଅଭିନେତା ଅନିଲ କପୁର ମଙ୍ଗଳବାର ୬୩ତମ ଜନ୍ମଦିନ ପାଳିଛନ୍ତି। ସ୍ତ୍ରୀ ସୁନିତାଙ୍କଠାରୁ ଆରମ୍ଭ କରି ଦୁଇ ଝିଅ, ଜ୍ୱାଇଁ ଏବଂ ପୁଅ ତାଙ୍କୁ ଜନ୍ମଦିନରେ ନିଆରା ଶୁଭେଚ୍ଛା ଜଣାଇଛନ୍ତି। ସୁଦୂର ଲଣ୍ଡନରେ ଏହି ଦିନଟିକୁ ପାଳନ କରାଯାଉଥିବା…
ଗୋପାଳପୁର ବେଳାଭୂମି ମହୋତ୍ସବ ଉଦ୍ଘାଟିତ: ଯୋଗଦେଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର ଅଫିସ, ୨୪।୧୨- ଗୋପାଳପୁର ବେଳାଭୂମି ପରିସରରେ ଆୟୋଜିତ ଗୋପାଳପୁର ବେଳାଭୂମି ମହୋତ୍ସବ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି। ୫ ଦିନଧରି ଚାଲିବାକୁ ଥିବା ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଜାଗା…
Archives


