ମାଙ୍କଡର ଓଜନ ୧ କିଲୋ
କେନିଆର ବୈଜ୍ଞାନିକମାନେ ଏପରି ଏକ ମାଙ୍କଡର ଜୀବାଶ୍ମ ପାଇଛନ୍ତି। ଯାହାକୁ ଦୁନିଆର ସବୁଠାରୁ ଛୋଟ ମାଙ୍କଡ ବୋଲି କୁହାଯାଉଛି। ବୈଜ୍ଞାନିକମାନଙ୍କ ଅନୁସାରେ, ଏହି ମାଙ୍କଡର ଜୀବାଶ୍ମ ୪୨ ବର୍ଷର ପୁରୁଣା। ଏହାକୁ ନ୍ୟାନୋପୀରୋକସ୍ ବ୍ରାଉନୀର ନାମ ଦିଆଯାଇଛି। ଏହି ଅନ୍ବେଷଣ କେନିଆର…
ଜାହ୍ନବୀଙ୍କ ସହ ଫିଲ୍ମ ଶୁଟିଂବେଳେ ଭାବପ୍ରବଣ ହେଲେ ଏହି ଅଭିନେତା
ବଳିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେବେ ନିଜ ଫିଲ୍ମ ପାଇଁ ତ ଆଉ କେବେ ମା’ ଶ୍ରୀଦେବୀଙ୍କ ପାଇଁ। ଫିଲ୍ମ ‘ଧଡ଼କ’ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିବା ପରେ ଏବେ ଜାହ୍ନବୀଙ୍କ ହାତରେ ‘ତଖ୍ତ’ ଏବଂ ‘ଗୁଞ୍ଜନ…
ପ୍ରଥମଥର ଆପ୍ ମାଧ୍ୟମରେ ଏନ୍ପିଆର୍ ପାଇଁ ହେବ ଜନଗଣନା
ନୂଆଦିଲ୍ଲୀ,୨୪।୧୨: ମୋଦି କ୍ୟାବିନେଟର ମଙ୍ଗଳବାର ହୋଇଥିବା ବୈଠକରେ National Population Register (NPR)ବା ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନ୍ପିଆର୍)କୁ ମଞ୍ଜୁରୀ ମିଳିଛି। ସରକାର ୧ ଏପ୍ରିଲରୁ ୩୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ଜନସଂଖ୍ୟାର ନୂଆ ଡାଟାବେସ ପ୍ରସ୍ତୁତ କରିବେ। ଏଥିରେ କୌଣସି କାଗଜ,…
କ୍ରିସ୍ମାସ ପାଇଁ ପ୍ରସ୍ତୁତ ବେଥଲହମ
ବେଥଲହମ,୨୪।୧୨: ପ୍ରଭୁ ଯୀଶୁଙ୍କ ଜନ୍ମସ୍ଥାନ କୁହାଯାଉଥିବା ବେଥଲହମ କ୍ରିସ୍ମାସ ପାଇଁ ବିଶ୍ୱବାସୀଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇ ସାରିଲାଣି। ଇସ୍ରାଏଲ କବଜାରେ ଥିବା ଓ୍ବେଷ୍ଟ ବ୍ୟାଙ୍କର ଏହି ଛୋଟ ସହର ଚର୍ଚ୍ଚ ଅଫ୍ ନେଟିଭିଟି ଓ ଏହାର ଆଖପାଖରେ ଉତ୍ସବର ପରିବେଶ…
ଖଣ୍ଡଗିରି ବାହାଦଲପୁର ଅନିଲ ଜେନା ହତ୍ୟା ଘଟଣା: ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ ନେଇ ସୂଚନା ଦେଲେ କମିଶନର
ଭୁବନେଶ୍ୱର,୨୪।୧୨: ଖଣ୍ଡଗିରି ଥାନା ଅଧୀନ ବାହାଦଲପୁର ଅନିଲ ଜେନା ହତ୍ୟା ଘଟଣାରେ କମିଶନରେଟ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭରତ ସାହୁ ଓରଫ ବାପି ଓ ଦୁର୍ଗା ପ୍ରସାଦ ସାହୁ ଓରଫ ହାପିଙ୍କୁ…
ହ୍ରିତିକ୍ ରୋଶନଙ୍କ ଭଳି ଡ୍ୟାନ୍ସ କରି ଚର୍ଚ୍ଚାରେ ୭୦ବର୍ଷୀୟ ଡାକ୍ତର
ଜୟପୁର,୨୪।୧୨: ଡାନ୍ସର ଅଙ୍କଲ, ଡାନ୍ସର ଚାଚା ପରେ ଏବେ ଇଣ୍ଟରନେଟ ଦୁନିଆରେ ସେନ୍ସେସନ୍ ପାଲଟିଛନ୍ତି ଡାନ୍ସର ଡାକ୍ତର। ୭୦ବର୍ଷ ବୟସରେ ଉକ୍ତ ଡାକ୍ତର ଜଣକ ବଲିଉଡ୍ ଅଭିନେତା ହ୍ରିତିକ ରୋଶନଙ୍କ ଭଳି ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ରାଜସ୍ଥାନ ଜୋଧପୁରର…
ଥଣ୍ଡା ପାଣିରେ ଗାଧାନ୍ତୁୁ ଡାଏଟିଂର ପଡ଼ିବନି ଆବଶ୍ୟକତା…
ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ କିଛି ଲୋକ ଡାଏଟିଂ କରିଥାନ୍ତି। ତେବେ ଡାଏଟିଂ ନ କରି ପ୍ରତିଦିନ ଥଣ୍ଡା ପାଣିରେ ଗାଧୋଇଲେ ମେଦବହୁଳତା ସମସ୍ୟା ଦୂର ହୋଇଥାଏ ବୋଲି…
ଶୀତଦିନେ ଗ୍ଲାସେ ଉଷୁମ ପାଣି ସହିତ ଖାଆନ୍ତୁ ଏହି ଗୁଣ୍ଡ…
ସକାଳୁ ଖାଲି ପେଟରେ ଉଷୁମ ପାଣି ସହିତ ଶୁଣ୍ଠି ଗୁଣ୍ଡ ଖାଇଲେ ମିଳିଥାଏ ଅନେକ ସୁଫଳ । ଏହା ମ୍ୟୁକୋଲାଇଟିସ୍ ଭାବେ କାର୍ଯ୍ୟ କରିଥାଏ। ଏହାଦ୍ୱାରା ଫୁସ୍ଫୁସ୍ରେ ଜମିଥିବା କଫ ତରଳି ବାହାରି ଯାଇଥାଏ। ଫଳରେ କାଶରୁ ମୁକ୍ତି ମିଳେ। ଆଜ୍ମା…
ମାନୁଷୀ ‘ସେକ୍ସିଏଷ୍ଟ ଭେଜିଟେରିଆନ୍ ପର୍ସନାଲିଟି’
ନୂଆଦିଲ୍ଲୀ,୨୪।୧୨: ପୂର୍ବତନ ମିସ୍ ଓ୍ବାର୍ଲଡ ମାନୁଷୀ ଚିଲ୍ଲାର ‘ସେକ୍ସିଏଷ୍ଟ ଭେଜିଟେରିଆନ୍ ପର୍ସନାଲିଟି’ ଭାବେ ମନୋନୀତ ହୋଇଛନ୍ତି । ଆମେରିକାର ଆନିମଲ ରାଇଟ୍ସ ଅର୍ଗାନାଇଜେଶନ (ପେଟା) PETA(People for the Ethical Treatment of Animals) ପକ୍ଷରୁ ତାଙ୍କୁ ଏହି ଗୌରବ ମିଳିଛି।…
କ୍ରିସ୍ମାସ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ
ନୂଆଦିଲ୍ଲୀ,୨୪।୧୨: ଆଉ କେଇଘଣ୍ଟା ପରେ ପାଳନ ହେବ ପ୍ରଭୁ ଯିଶୁଙ୍କ ଜନ୍ମଦିବସ କ୍ରିସ୍ମାସ। ଏବେଠାରୁ ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍। ମଙ୍ଗଳବାର ଠିକ୍ ରାତି ୧୨ଟାରେ ଏହି ପର୍ବକୁ ପାଳନ କରିବାକୁ ସମସ୍ତେ ଏକ ପ୍ରକାର ପ୍ରସ୍ତୁତି ଶେଷ କରି ସାରିଲେଣି।…
ସିଏଏ, ଏନ୍ଆର୍ସି ବିରୋଧରେ ବରଗଡ଼ରେ ବିକ୍ଷୋଭ
ବରଗଡ଼ ଅଫିସ,୨୪।୧୨: ବରଗଡ଼ରେ ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା(ଏନ୍ଆର୍ସି)କୁ ବିରୋଧ କରାଯାଇଛି। ଏହି କ୍ରମରେ ମଙ୍ଗଳବାର ସ୍ଥାନୀୟ ସମ୍ବିଧାନ ସୁରକ୍ଷା ମଞ୍ଚ ନେତୃତ୍ୱରେ ଏଠାରେ ବିକ୍ଷୋଭ ଶୋଭାଯାତ୍ରା, ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଡାକବଙ୍ଗଳାରୁ…
ଭିଭିଆନ୍ ରିଚାର୍ଡସଙ୍କ ଜୋତା ସଫା କରୁଥିଲେ ଏହି ମହାନ ଖେଳାଳି
ଓ୍ବେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍ ବ୍ରାଏନ ଲାରା ଏକ ବଡ ଖୁଲାସା କରିଛନ୍ତି। ସେ କହିଛନ୍ତି, ଯେତେବେଳେ ପ୍ରଥମେ ଟିମ୍ରେ ଏଣ୍ଟ୍ରି କରିଥିଲି ସେତେବେଳେ ମୋ ଉପରେ ଆଦୌ ବୋଝ ନ ଥିଲା। ମୁଁ ବେଞ୍ଚ୍ରେ ପ୍ରାୟତଃ ବସି ରହୁଥିଲି। ବେଳେବେଳେ କିମ୍ବଦନ୍ତୀ…
Archives


