ସବୁ ଘରକୁ ଏଲ୍ପିଜି ସଂଯୋଗରେ ପ୍ରଥମ ରାଜ୍ୟ ହିମାଚଳ ପ୍ରଦେଶ
ଶିମ୍ଲା,୨୭।୧୨: ହିମାଚଳ ପ୍ରଦେଶର ପ୍ରତି ଘରକୁ ମିଳିଲା ଏଲ୍ପିଜି କନେକଶନ। ଶୁକବ୍ରାର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି ଘୋଷଣା କରିବା ସହ ହିମାଚଳ ପ୍ରଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ପ୍ରତି ଘରେ ଏଲ୍ପିଜି ସଂଯୋଗ ହେବାରେ ହିମାଚଳ ପ୍ରଦେଶ ପ୍ରଥମ…
ବରଫ ଚାଦରରେ ଆଚ୍ଛାଦିତ ହେଲା ବଦ୍ରୀନାଥ
ଡେରାଡୁନ,୨୭।୧୨: ଉତ୍ତର ଭାରତରେ ଏବେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଦିଲ୍ଲୀରେ ତାପମାତ୍ରା ୪.୨ ଡିଗ୍ରୀ ଥିବା ବେଳେ ଉତ୍ତର ଭାରତରେ ଏହା ମାଇନସ ଡିଗ୍ରୀରେ ପହଞ୍ଚିଛି। ଏହାର ପ୍ରଭାବ ଏବେ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ। ଏଠାରେ ଥିବା ବଦ୍ରୀନାଥ…
ତକିଆ କିଣିବା ବେଳେ ଏସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ
ନିଦ ନ ଆସିବାର ବହୁ କାରଣ ହୋଇପାରେ। ପ୍ରାୟ ସମୟରେ କୌଣସି ବନ୍ଧୁବାନ୍ଧବଙ୍କ ଘରକୁ ବା ବାହାରକୁ ଗଲେ କିଛି ଲୋକଙ୍କୁ ସୁଖଦ ନିଦ୍ରା ହୋଇ ନ ଥାଏ। ଶୋଇବା ବେଳେ ଆରାମଦାୟକ ଲାଗୁ ନ ଥିବାରୁ ସାରା ରାତି ଉଜାଗରରେ…
ମୁମ୍ବାଇ କାରଖାନରେ ନିଆଁ
ମୁମ୍ବାଇ,୨୭।୧୨: ମହାରାଷ୍ଟ୍ର ମୁମ୍ବାଇର ଘଟକୋପାରରେ ଥିବା ଏକ କାରଖାନାରେ ଶୁକ୍ରବାର କୌଣସି କାରଣରୁ ନିଆଁ ଲାଗି ଯାଇଛି। ଏହାକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୧୫ଟି ଦମକଳ ପହଞ୍ଚିଥିବା ବେଳେ ଏଥିରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ନିଆଁ ଲାଗିବାର…
କ୍ଷମା ମାଗିଲେ ଫରହା
ମୁମ୍ବାଇ,୨୭।୧୨: ଟେଲିଭିଜନ ଶୋ’ ମାଧ୍ୟମରେ ଏକ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାକୁ ଆସିଥିବା ବଲିଉଡ୍ ନିର୍ଦ୍ଦେଶିକା ତଥା ପ୍ରଯୋଜିକା ଫରହା ଖାଁ ଶୁକ୍ରବାର ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ସବୁ ଧର୍ମକୁ ସମ୍ମାନ କରନ୍ତି ବୋଲି କହିବା ସହ ଏକ…
ଅନୁରାଗଙ୍କ ଫିଲ୍ମ ‘ଲୁଡୋ’ରେ ଅଭିଷେକ, ରିଲିଜ ହେଲା ପ୍ରଥମ ପୋଷ୍ଟର
ବମ୍ବେ: ‘ଜଗ୍ଗା ଜାସୁସ’ ପରେ ପୁଣି ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି ନିର୍ଦ୍ଦେଶକ ଅନୁରାଗ ବାସୁ। ଅଭିନେତା ଅଭିଷେକ ବଚ୍ଚନ, ରାଜକୁମାର ରାଓ ଏଥିରେ ପ୍ରମୁଖ ଭୂମିକାରେ ନଜର ଆସିବେ। ଏଥିରେ ନାୟିକା ସାଜିବେ ଦଙ୍ଗଲ ଅଭିନେତ୍ରୀ ଫାତିମା ସନା।…
ଫିଲ୍ମ ‘ପଙ୍ଗା’କୁ ନିଜ ମା’ଙ୍କୁ ସମର୍ପିତ କଲେ କଙ୍ଗନା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ଅଭିନୀତ ଫିଲ୍ମ ‘ପଙ୍ଗା’ର ଟ୍ରେଲର୍ ନିକଟରେ ରିଲିଜ୍ ହୋଇଛି। ଏହାକୁ ଦର୍ଶକେ ଖୁବ୍ ପସନ୍ଦ କରିଥିବା ବେଳେ ଏଥିରେ କଙ୍ଗନା ଜଣେ ଅବସରପ୍ରାପ୍ତ କବାଡ଼ି ଖେଳାଳି ତଥା ମା’ ଭୂମିକାରେ ନଜର ଆସିବେ। ନିକଟରେ…
ଏହି କ୍ରିକେଟରଙ୍କ ସ୍ତ୍ରୀଙ୍କଠାରୁ ଫିଟ୍ନେସ୍ ମନ୍ତ୍ର ଶିଖିଥିଲେ କୋହଲି
କେବଳ ନିଜ ବ୍ୟାଟିଂ ପାଇଁ ନୁହେଁ, ଫିଟ୍ନେସ୍ ଲାଗି ମଧ୍ୟ ଅନ୍ୟ ଖେଳାଳିଙ୍କ ଲାଗି ପ୍ରେରଣା ସାଜିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସେ ଅନ୍ୟତମ। ନିଜକୁ ଫିଟ୍ ରଖିବା ଉପରେ…
ରବିବାର ଶପଥ ନେଇପାରନ୍ତି ହେମନ୍ତ
ରାଞ୍ଚି,୨୭।୧୨: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍), କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ମେଣ୍ଟକୁ ବହୁମତ ମିଳିଛି। ବହୁମତ ମିଳିବା ପରେ ସରକାର ଗଠନ ନେଇ ୩ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜେଏମ୍ଏମ୍ର ମୁଖ୍ୟ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ…
ହାଇକୋର୍ଟର ଦ୍ୱାରସ୍ଥ ହେଲେ ମୁଶରଫ
ଇସ୍ଲାମାବାଦ,୨୭।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନା ଶାସକ ପରଭେଜ ମୁଶରଫ ଏବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଦେଶଦ୍ରୋହ ମାମଲାରେ ତାଙ୍କୁ ଏକ ସ୍ପେଶାଲ କୋର୍ଟ ଡିସେମ୍ବର ୧୭ରେ ଦୋଷୀ କହିବା ସହ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଚ କରି…
ଶିଶିର ସରସ-୨୦୨୦: ଜାନୁୟାରୀ ୪ରୁ ଆରମ୍ଭ, ୧୧ ଦିନ ଚାଲିବ
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଆସନ୍ତାବର୍ଷ ଜାନୁୟାରୀ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଜାତୀୟସ୍ତରୀୟ ମେଳା ‘ଶିଶିର ସରସ’। ଏହି ମେଳା ଜାନୁୟାରୀ ୪ରୁ ୧୪ ତାରିଖ ଯାଏ ଭୁବନେଶ୍ୱର ୟୁନିଟ-୩ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବ। ଚଳିତ ଥର ମେଳାରେ ମୋଟ ୩୦୦ଟି…
କଂଗ୍ରେସକୁ ଭାଜପାର ଟାର୍ଗେଟ: ଯେଉଁ ଦଳର ଆଦର୍ଶ ମହାତ୍ମା ଗାନ୍ଧୀ, ସେ ସୁଭାଷ ବୋଷଙ୍କ ନାଁ ନେଉଛି
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ନବରଙ୍ଗପୁର ବନ୍ଦ ପାଳନ ବେଳେ କଂଗ୍ରେସ ନେତା ପ୍ରଦୀପ ମାଝି ଦେଇଥିବା ବୟାନକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛି ଭାଜପା। ଶୁକ୍ରବାର ଭାଜପା ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ଅହିଂସା ନାରା ଦେଉଥିବା କଂଗ୍ରେସ ହିଂସାର ରାସ୍ତା ବାଛିଛି। ଯେଉଁ…
Archives


