ଡାକ୍ତର ଅଙ୍କୁଶ ଜାଜୋଡ଼ିଆଙ୍କୁ ସ୍ବର୍ଣ୍ଣପଦକ
କଟକ ଅଫିସ, ୨୮ା୧୨: ଡାକ୍ତର ଅଙ୍କୁଶ ଜାଜୋଡ଼ିଆଙ୍କୁ ଦିଲ୍ଲୀସ୍ଥିତ ଆମ୍ବେଡକର ଇଣ୍ଟରନ୍ୟାଶନାଲ ସେଣ୍ଟରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସ୍ବର୍ଣ୍ଣପଦକ ପ୍ରଦାନ କରିଛନ୍ତି। ସର୍ବଭାରତୀୟ ସ୍ତରରେ ଡିଏନ୍ବି ରେଡିିଓଲୋଜିରେ ଉଚ୍ଚମାନର କାର୍ଯ୍ୟଦକ୍ଷତା ପାଇଁ ଡା. ଅଙ୍କୁଶଙ୍କୁ ଏହି ସ୍ବର୍ଣ୍ଣପଦକ ଦିଆଯାଇଛି। ଏହି…
ପୂର୍ବ ଶତ୍ରୁତାରୁ ମୂକ ବ୍ୟକ୍ତିଙ୍କୁ ଛୁରାମାଡ଼: ଅଭିଯୁକ୍ତ ପୁଅ ଗିରଫ, ମା’ ଫେରାର
କଟକ ଅଫିସ,୨୮ା୧୨: ମାଲଗୋଦାମ ଥାନା ଅନ୍ତର୍ଗତ ସମାଧିପାଟଣମ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ମୂକ ବ୍ୟକ୍ତିଙ୍କୁ ରାଜୁ ନାୟକ (୩୦) ଓ ତାଙ୍କ ମା’ ତୁଳସୀ ନାୟକ(୫୦) ଛୁରା ମାଡ଼ କରିଛନ୍ତି।…
ମହର୍ଷି କଲେଜ ନିକଟରେ ନିଶାସକ୍ତଙ୍କ ଆତଙ୍କ ଘଟଣା: ୩ ଦିନ ପରେ ବି ପୋଲିସ ହାତ ଖାଲି
ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ଶହୀଦନଗର ଥାନା ଅଧୀନ ମହର୍ଷି କଲେଜ ନିକଟରେ ଗତ ବୁଧବାର ସନ୍ଧ୍ୟାରେ ୧୫ରୁ ଊର୍ଦ୍ଧ୍ୱ ନିଶାସକ୍ତ ଯୁବକ ଆତଙ୍କ ଖେଳାଇଥିଲେ। ରାସ୍ତାରେ ଯାଉଥିବା ପଥଚାରୀଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ। ଏଥିସହ ବିରୋଧ କରୁଥିବା ବ୍ୟକ୍ତିଙ୍କ ବାଇକ ଓ କାର୍କୁ ମାଡ…
ଆକ୍ସିସ ବ୍ୟାଙ୍କ- ବିଏମ୍ସି ମଧ୍ୟରେ ବୁଝାମଣା: ହିତାଧିକାରୀଙ୍କୁ ଆକାଉଣ୍ଟରେ ମିଳିବ ଭତ୍ତା
ଭୁବନେଶ୍ୱର, ୨୮ା୧୨(ବ୍ୟୁରୋ): ସାମାଜିକ ସୁରକ୍ଷା ଯୋଜନାରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ଭତ୍ତା ପାଉଥିବା ହିତାଧିକାରୀମାନେ ଫେବୃୟାରୀ ମାସଠାରୁ ଆକାଉଣ୍ଟ ଯୋଗେ ଅର୍ଥ ପାଇବେ। ଏ ନେଇ ଆକ୍ସିସ ବ୍ୟାଙ୍କ୍ ଏବଂ ବିଏମ୍ସି ମଧ୍ୟରେ ଶୁକ୍ରବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ…
ମନ୍ଥର ଅଭିବୃଦ୍ଧି ସତ୍ତ୍ୱେ ବିତ୍ତୀୟ ସ୍ଥିତାବସ୍ଥା
ନୂଆଦିଲ୍ଲୀ,୨୮-୧୨: ଦେଶର ଅର୍ଥନୈତିକ ଅଭିବୃଦ୍ଧି ବର୍ତ୍ତମାନ ମନ୍ଥର ସ୍ଥିତିରେ ରହିଛି। ଏହା ସତ୍ତ୍ୱେ ବିତ୍ତୀୟ ସ୍ଥିତାବସ୍ଥା ରହିଥିବା ରିଜର୍ଭ ବ୍ୟାଙ୍କ ଶୁକ୍ରବାର କହିଛି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଭାରତର ବିକାଶ ହାର ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ…
ମା’କେ ଝୁରି ହେଉଛନ୍ ଶିବାନନ୍ଦ: ସରକାରୀ ସାହାଯ୍ ଆଶ୍ରେ ପରିବାର
ଲୋଇସିଂହା, ୨୮ା୧୨ (ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଛେଲବାହାଲ ଗଁାର ପ୍ରେମାନନ୍ଦ ଦନ୍ତା(୪୫)କଁର ମାଏକିନା ଲବଙ୍ଗକଁର ମାସେ ତଲେ ମୁର୍ତୁ ହେଇଛେ। ଏନ୍ତାଥି ତାକର ସାଢ଼େ ୪ ବଛର୍ର ପୁଓ ଶିବାନନ୍ଦ ମା’କେ ହରମେଶା ଝୁରି ହେଉଛନ୍। ବଡ଼ଭାଗି ସମିଆ…
ଏସବୁ ସମସ୍ୟା ଦୂରକରେ ମୂଳା
ଶୀତଦିନେ ଅଧିକ ମୂଳା ବଜାରରେ ମିଳିଥାଏ। ତେବେ ନିୟମିତ ମୂଳା ଖାଇବା ସ୍ବାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ଏଥିରେ ଆୟୋଡିନ୍, କ୍ୟାଲସିୟମ ଏବଂ ଆଇରନ ପ୍ରଚୁର ମାତ୍ରାରେ ଥାଏ। ପୌଷ୍ଟିକ ତତ୍ତ୍ୱରେ ଭରପୂର ମୂଳା କିଡ୍ନୀ ପାଇଁ ବି ଉପକାରୀ। ମୂଳା…
ଇଣ୍ଡିଆନ୍ ସୁପର ଲିଗ୍: କଳିଙ୍ଗରେ ଓଡ଼ିଶା ଏଫ୍ସିର ବିଜୟ ଅଭିଯାନ
ଭୁବନେଶ୍ୱର, ୨୮।୧୨(ସ୍ପୋଟର୍ସ ବ୍ୟୁରୋ)- ଓଡ଼ିଶା ଏଫ୍ସି ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଏଠାରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ତାରକା ଷ୍ଟ୍ରାଇକର ଆରିଡେନ ଜେସସ୍ କାବେରା ସାନ୍ତାନାଙ୍କ ଡବଲ୍ ଗୋଲ ସହାୟତାରେ ଭ୍ରମଣକାରୀ ଜାମସେଦପୁର ଏଫ୍ସିକୁ…
ବକ୍ସିଂ ଡେ ଟେଷ୍ଟ: ହେଡ୍ଙ୍କ ଶତକ, ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼
ମେଲବୋର୍ନ.୨୭।୧୨(ଏଏଫ୍ପି)- ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡଙ୍କ ଶତକ ଓ ପରେ ବୋଲରଙ୍କ ପ୍ରାରମ୍ଭିକ ସଫଳତା ସହାୟତାରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ସ୍ଥିତି ଦୃଢ଼ କରିଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ…
ଅଲିମ୍ପିକ୍ କ୍ୱାଲିଫାୟର୍ସ ଟ୍ରାଏଲ୍ସରେ ମେରୀକମ୍-ଜରିନ୍ ମୁକାବିଲା
ନୂଆଦିଲ୍ଲୀ, ୨୭।୧୨(ପି.ଟି.)- ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସ କ୍ୱାଲିଫାୟର ପାଇଁ ଭାରତର ଦୁଇ ମହିଳା ତାରକା ବକ୍ସର ମେରୀକମ ଓ ନିଖାତ ଜରିନ୍ ଟ୍ରାଏଲ୍ସ ଫାଇନାଲ୍ରେ ପରସ୍ପରକୁ ଭେଟିବେ। ୬ଥର ବିଶ୍ୱ ଚାମ୍ପିୟନଶିପ୍ ହାସଲ କରିଥିବା ମେରୀକମ ୫୧…
୧୨୫ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରେ ରହିଛି ଆଧାର
ନୂଆଦିଲ୍ଲୀ,୨୭।୧୨: ସରକାରଙ୍କ ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍ ଇଣ୍ଡିଆ(ୟୁଆଇଡିଏଆଇ)ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି କି ଦେଶରେ ବର୍ତ୍ତମାନ ସୁଦ୍ଧା ୧୨୫କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରେ ଆଧାର କାର୍ଡ ରହିଛି। ଏହାର ଅର୍ଥ ବର୍ତ୍ତମାନ ସୁଦ୍ଧା ଭାରତରେ ୧.୨୫ ବିଲିୟନ ଘରେ ୧୨…
ରାଜସ୍ବ ମନ୍ତ୍ରୀଙ୍କ କେନ୍ଦୁଝର ଜିଲା ଗସ୍ତ: ତୃଣମୂଳ ସ୍ତରରେ ସେବା ପହଞ୍ଚାଅ
କେନ୍ଦୁଝର, ୨୭ା୧୨(ସ୍ବ.ପ୍ର./ଡି.ଏନ.ଏ.)- ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଶୁକ୍ରବାର କେନ୍ଦୁଝର ଜିଲା ଗସ୍ତରେ ଆସି ରାଜସ୍ବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘୫-ଟି’, ‘ମୋ ସରକାର’ ଭଳି କାର୍ଯ୍ୟକ୍ରମ ଉପରେ ଆଲୋକପାତ…
Archives


