Home Left

ହୋଇପାରିଥାନ୍ତେ ବଡ଼ ଖେଳାଳି, ଆହତ ସମସ୍ୟା ସବୁ ଛଡ଼ାଇନେଲା

ଅନ୍ତର୍ଜାତୀୟ କ୍ରିକେଟରେ ବଡ଼ ଖେଳାଳି ହେବାର ଯୋଗ୍ୟତା ଥିଲା। ହେଲେ ଆହତ ସମସ୍ୟା ପଲ ବାଲଥାଟିଙ୍କଠାରୁ ସବୁ କିଛି ଛଡ଼ାଇନେଲା। ୨୦୧୧ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ଖେଳୁଥିବା ବାଲଥାଟି ମୋହାଲିଠାରେ ୬୩ ବଲରେ…

୧୯ ବର୍ଷରୁ କମ୍‌ ପାକିସ୍ତାନ ଦଳରୁ ବାଦ୍‌ ପଡ଼ିଲେ ଅନ୍ତର୍ଜାତୀୟ ଷ୍ଟାର

ଲାହୋର,୧।୧- ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିସାରିଥିବା ନସିମ ଶାହଙ୍କୁ ୧୯ ବର୍ଷରୁ କମ୍‌ ପାକିସ୍ତାନ ବିଶ୍ୱକପ୍‌ ଦଳରୁ ବାଦ୍‌ ଦିଆଯାଇଛି। ଆସନ୍ତା ୧୭ ତାରିଖରୁ ଦକ୍ଷିଣ ଆଫ୍ରିକାରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଖେଳାଯିବ। ୧୬ ବର୍ଷୀୟ ନସିମଙ୍କ ବଦଳରେ ମହମ୍ମଦ…

ମେଦବହୁଳତା ଯୋଗୁ କମୁଛି ଛୋଟପିଲାଙ୍କ ମନେରଖିବା ଶକ୍ତି

ଓ୍ବାଶିଂଟନ,୧।୧: ଖାଦ୍ୟପେୟ ତଥା ନିତିଦିନିଆ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ କେତେକ ଛୋଟ ପିଲାଙ୍କଠାରେ ମେଦବହୁଳତା ଦେଖାଯାଉଛି। ଏହାର ପ୍ରଭାବରେ ସେମାନଙ୍କ ମନେ ରଖିବା ଶକ୍ତି କମିଯାଉଛି। ଏନେଇ ନିକଟରେ ଆମେରିକାର ଓ୍ବେରମାଣ୍ଟ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏହାର ରିପୋର୍ଟ…

ମନ୍ଦିର-ମସ୍‌ଜିଦ୍‌-ଚର୍ଚ୍ଚ ଫଟୋ ଛାଡ଼ି ନୂଆବର୍ଷର ଅଭିନନ୍ଦନ ଜଣାଇଲେ ସାରା

ପୁରୁଣା ବର୍ଷକୁ ବିଦାୟ ଦେଇ ପାଦ ଥାପିଛି ନୂଆବର୍ଷ। ନୂଆବର୍ଷ ପାଳନ ନେଇ ସବୁଆଡେ ଉତ୍ସବ ଓ ଉଦ୍ଦୀପନାର ପରିବେଶ। ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ନିଜ ପ୍ରଶଂସକଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌।…

ସାବଧାନ, ଶୀତଦିନେ ଏସବୁ ପାଇଁ ଲାଗେ ହାତଗୋଡ଼ ନିଶ୍ଚଳ…

ଶୀତଦିନେ ବେଳେବେଳେ କେତେକଙ୍କ ହାତଗୋଡ଼ ନିଶ୍ଚଳ ଲାଗିଥାଏ। ବାହ୍ୟ ପରିବେଶ ଥଣ୍ଡା ହୋଇଥିବାରୁ ଶରୀରରେ ରକ୍ତ ସଞ୍ଚାଳନ ସ୍ବାଭାବିକ ଭାବେ ହୋଇ ପାରି ନ ଥାଏ। ଫଳରେ ଶରୀରର ଉପର ଏବଂ ନିମ୍ନ ଅଂଶରେ ରକ୍ତ ପ୍ରବାହ ଠିକ୍‌ ଭାବେ ହୋଇପାରି…

ଚା ଦୋକାନରେ ହେଉଛି ରାମାୟଣ-ମହାଭାରତ ଚର୍ଚ୍ଚା…

ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନିଆରା ରୋଚକ ଘଟଣା ଦେଖିବାକୁ ମିଳିଥାଏ। ଏପରି ଘଟଣା ଗୁଜରାଟ ଅହମ୍ମଦାବାଦ୍‌ର ଏକ ଚା ଦୋକାନରେ ଦେଖିବାକୁ ମିଳୁଛି। ଏଠାରେ ନିତି ସକାଳେ ସନ୍ଧ୍ୟାରେ ଗରାଖଙ୍କର ଭାରି ଗହଳି ହୋଇଥାଏ। ସ୍ଥାନୀୟ ସରସପୁରଠାରେ ଥିବା…

ବରଫ ପାହାଡ ଉପରୁ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ବିରୁଷ୍କା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ନୂଆବର୍ଷ ପାଳିବା ପାଇଁ ସୁଇଜରଲାଣ୍ଡରେ ପହଞ୍ଚିଛନ୍ତି। ସେଠାରେ ବରଫ ପାହାଡ ଉପରେ ଛିଡା ହୋଇ ବିଶ୍ୱବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି। ଅନୁଷ୍କାଙ୍କ ସହ ଇନଷ୍ଟାଗ୍ରାମରେ…

୪୧ ବର୍ଷରେ ବିଦ୍ୟା ବାଲାନ୍‌: ଡାର୍ଟି ପିକଚର ଆଣି ଦେଇଥିଲା ବଲିଉଡ୍‌ରେ ଖ୍ୟାତି

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ବିଦ୍ୟା ବାଲାନ୍‌ ବୁଧବାର ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୯ ଜାନୁୟାରୀ ୧ରେ ସେ ମୁମ୍ବାଇର ଚେମ୍ବୁରଠାରେ ଜନ୍ମଗ୍ରହଣ କରିଥିଲେ। ମୁମ୍ବାଇରେ ପାଠପଢ଼ା ସରିବା ପରେ ସେ ଅଭିନୟ କ୍ଷେତ୍ରରେ ପାଦ ଦେଇଥିଲେ। ଟିଭି ସିରିଏଲ୍‌…

ବାଲୁକା କଳା ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର, ୧।୧(ବ୍ୟୁରୋ):ପୁରୁଣା ବର୍ଷକୁ ବିଦାୟ ଦେଇ ପାଦ ଥାପିଛି ନୂଆବର୍ଷ। ନୂଆବର୍ଷ ପାଳନ ନେଇ ସବୁଆଡେ ଉତ୍ସବ ଓ ଉଦ୍ଦୀପନାର ପରିବେଶ। ନାଚଗୀତ ସହ ଆନନ୍ଦରେ ନୂଆବର୍ଷକୁ ସ୍ବାଗତ କରାଯାଇଛି। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ…

ଜିଲାପାଳଙ୍କ କାର୍ଯ୍ୟାଳୟ କାନ୍ଥରେ ସମ୍ମାନହାନିସୂଚକ ଲେଖା

ମାଲକାନଗିରି,୧।୧(ସ୍ବ.ପ୍ର): ମାଲକାନଗିରି ଜିଲାପାଳଙ୍କ ବିରୋଧରେ ଜିଲାପାଳ କାର୍ଯ୍ୟାଳୟ କାନ୍ଥରେ ଜିଲାପାଳ ଚୋର ହେ, ଦୁର୍ନୀତିଖୋର ଅଫିସର, ଜିଲାପାଳ କିଲିଡ୍‌ ପିଏ ଆଦି ସମ୍ମାନହାନିସୂଚକ ମନ୍ତବ୍ୟ କାନ୍ଥରେ ଲେଖାଯାଇଛି। ପୂର୍ବରୁ ପୂର୍ବତନ ସାଂସଦ କଂଗ୍ରେସର ପ୍ରଦୀପ ମାଝୀ ପ୍ରେସ୍‌ମିଟ କରି ଜିଲାପାଳଙ୍କ ବିରୋଧରେ…

ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଦର୍ଶନ: ପର୍ଯ୍ୟଟକଙ୍କ ଭିଡ଼

କୋଣାର୍କ,୧.୧(ଡି.ଏନ.ଏ): ନବବର୍ଷ ଉପଲକ୍ଷେ ପ୍ରଥମ ସୂର୍ଯ୍ୟଦର୍ଶନ ପାଇଁ ବୁଧବାର ଭୋର ଚାରିଟାରୁ ଚନ୍ଦ୍ରଭାଗା କୂଳରେ ହଜାର ହଜାର ସଂଖ୍ୟାର ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା। ଲୋକମାନେ ସୂର୍ଯ୍ୟ ଦର୍ଶନ ସହ ପୂଜାର୍ଚ୍ଚନା ଓ ତିଳତର୍ପଣ କରିଥିଲେ।

ଜାତୀୟ ସଙ୍ଗୀତ ଗାନ କରି ନୂଆବର୍ଷକୁ ସ୍ବାଗତ କଲେ ଜାମିଆ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧।୧: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର ଏକ ନିଆରା ଢ଼ଙ୍ଗରେ ନୂଆବର୍ଷ ପାଳନ କରିଛନ୍ତି। କ୍ୟାମ୍ପସ୍‌ ପରିସରରେ ଛାତ୍ରୀଛାତ୍ର ଏକତ୍ରିତ ହୋଇ ମଙ୍ଗଳବାର ମଧ୍ୟରାତ୍ରରେ ଜାତୀୟ ସଙ୍ଗୀତ ଗାନ କରି ନୂଆବର୍ଷକୁ ସ୍ବାଗତ କରିଛନ୍ତି। ସୂଚନାଯୋଗ୍ୟ, ଏଠାରେ ଛାତ୍ରୀଛାତ୍ରମାନେ କିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri