Home Left

କେବେ ନାରଙ୍ଗୀ ରଙ୍ଗର ଟୋପି ତ କେବେ କଳା ଚଷମା, ୨୦୧୯ରେ ଚର୍ଚ୍ଚାରେ ଥିଲା ମୋଦିଙ୍କ ଏହି ଲୁକ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ବର୍ଷ ୨୦୧୯ ସ୍ମରଣୀୟ ରହିଥିଲା। ସାଧାରଣ ନିର୍ବାଚନରେ ଭାଜପାର ସଫଳତା ଯୋଗୁ ଉକ୍ତ ବର୍ଷ ସେ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହୋଇଥିଲେ। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଥିବା ପ୍ରଧାନମନ୍ତ୍ରୀଙ୍କ ଅନେକ…

ପୂର୍ବ ପ୍ରେମିକାଙ୍କ ସହ ଫାର୍ମହାଉସ୍‌ରେ ନୂତନ ବର୍ଷକୁ ସ୍ବାଗତ କଲେ ସଲ୍‌ମାନ

ବମ୍ବେ: ଏକଦା ସଙ୍ଗୀତା ବିଜଲାନୀଙ୍କ ସହ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ ଦବଙ୍ଗ ଖାନ୍‌। ହେଲେ ଏହା ବେଶି ଦିନ ତିଷ୍ଠି ନ ଥିଲା। ଏଣୁ ଦୁହେଁ ଅଲଗା ହୋଇ ଯାଇଥିଲେ। ଇତିମଧ୍ୟରେ ଅନେକ ବର୍ଷ ବିତିଗଲାଣି। ହେଲେ ନୂଆବର୍ଷକୁ ନେଇ…

ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ନିର୍ମଳ ଯୋଜନା ଆରମ୍ଭ: ସପ୍ତାହଯାକ ଭିନ୍ନ ଭିନ୍ନ ରଙ୍ଗର ବେଡ୍‌ଶିଟ୍‌ ବ୍ୟବହାର କରିବେ ରୋଗୀ

ଚିତ୍ରକୋଣ୍ଡା,୧।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ବୁଧବାର ନିର୍ମଳ ଯୋଜନା ପ୍ରଥମ ଆରମ୍ଭ ହୋଇଛି। ଏହି ଯୋଜନାରେ ରୋଗୀ ସପ୍ତାହର ସାତ ଦିନ ଭିନ୍ନ ଭିନ୍ନ ରଙ୍ଗର ବେଡ୍‌ଶିଟ୍‌ ବ୍ୟବହାରର ସୁବିଧା କରାଯାଇଛି।…

ଟିକ୍‌ଟକ୍‌କୁ ବ୍ୟାନ୍‌ କଲା ଆମେରିକା ସେନା

ଓ୍ବାଶିଂଟନ୍‌,୧ା୧: ପପୁଲାର ଚାଇନିଜ୍‌ ଭିଡିଓ ଆପ୍‌ ଟିକ୍‌ଟକ୍‌କୁ ଆମେରିକା ସେନା ନିଷିଦ୍ଧ କରିଛି। ଏଣିକି ଆମେରିକା ସେନା ଏହାକୁ ଆଉ ବ୍ୟବହାର କରିପାରିବେ ନାହିଁ। ଜାତୀୟ ସୁରକ୍ଷା ଉପରେ ବିପଦ ଥିବା ନେଇ ଆମେରିକା ଚିନ୍ତା ପ୍ରକଟ କରିବା ସହ ଏହି…

ଭଞ୍ଜନଗରର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଲୋକଙ୍କ ଭିଡ଼

ଭଞ୍ଜନଗର,୧।୧(ଡି.ଏନ୍‌.ଏ.): ନୂଆବର୍ଷ ଉପଲକ୍ଷେ ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନରେ ବୁଧବାର ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି। ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପାର୍କ ପରିଦର୍ଶନ…

ଶୀତଦିନେ ଗରମପାଣିରେ ଗାଧୋଉଥିଲେ ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ

ବର୍ତ୍ତମାନ ଚାରିଆଡ଼େ ଶୀତର ଲହରି। ଏଥିରୁ ରକ୍ଷା ପାଇବା ପାଇଁ କିଛି ଲୋକଙ୍କର ଗରମପାଣିରେ ଗାଧୋଇବାର ଅଭ୍ୟାସ ଥାଏ। ମାତ୍ର ଗରମପାଣିରେ ଗାଧୋଇଲେ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପଡ଼େ ବୋଲି ଅନେକେ ଜାଣି ନ ଥିବେ। ଆମେରିକାର ଏକ ସ୍ବାସ୍ଥ୍ୟ ବିଶେଷଜ୍ଞ…

ନୂଆବର୍ଷରେ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଦେବା ଲାଗି ବାସଭବନରେ ଭିଡ଼

ଭଞ୍ଜନଗର,୧।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ତଥା ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଗଝୋଳସ୍ଥିତ ବାସଭବନରେ ନୂଆବର୍ଷ ଲାଗି ସକାଳୁ ଶୁଭେଚ୍ଛୁଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ଭଞ୍ଜନଗର ଓ ସୋରଡ଼ା ନିର୍ବାଚନମଣ୍ଡଳୀର…

ସିଡ୍‌ନୀ ଟେଷ୍ଟକୁ ପ୍ରଭାବିତ କରିପାରେ ଧୂଆଁ

ସିଡ୍‌ନୀ,୧।୧(ଏପି)- ନ୍ୟୁ ସାଉଥ୍‌ ଓ୍ବେଲ୍ସ ଜଙ୍ଗଲରେ ନିଆଁ ଲାଗିଥିବାରୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଶୁକ୍ରବାରଠାରୁ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ପ୍ରଭାବିତ ହେବାର ବିଶେଷ ସମ୍ଭାବନା ରହିଛି। ସେଠାକାର ବାସିନ୍ଦାଙ୍କ ପାଇଁ ବାୟୁର ମାନ ଚିନ୍ତାଜନକ ହୋଇ ରହିଛି।…

୨୦୨୦ର ପୂରା ଯୋଜନା ବିଷୟରେ କହିଲେ ଇସ୍ରୋ ମୁଖ୍ୟ: ଥୁଥୁକୋଡିରେ ହେବ ସ୍ପେସ୍‌ ପୋର୍ଟ

ନୂଆଦିଲ୍ଲୀ,୧।୧: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମୁଖ୍ୟ କେ. ଶିବନ୍‌ ନୂଆବର୍ଷରେ ଦେଶବାସୀଙ୍କ ଆଗରେ ଚଳିତବର୍ଷର ଲକ୍ଷ୍ୟ ଏବଂ ଯୋଜନା ଉପସ୍ଥାନ କରିଛନ୍ତି। ଦେଶର ଦ୍ୱିତୀୟ ସ୍ପେସ୍‌ ପୋର୍ଟ ବିଷୟରେ ସୂଚନା ଦେଇ ଶିବନ୍‌ କହିଛନ୍ତି, ଏହା ତାମିଲନାଡୁର ଥୁଥୁକୋଡିରେ…

ବିବାହ ପରେ ଗ୍ଲାମର ଦୁନିଆ ଛାଡ଼ିଥିଲେ ଏହି ଅଭିନେତ୍ରୀ

୫୦-୬୦ ଦଶକରେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ଅଭିନେତ୍ରୀ ବିବାହ ପରେ ଗ୍ଲାମର ଦୁନିଆ ଛାଡ଼ି ଦେଇଥିଲେ। ସେ ଆଉ ନାହାନ୍ତି ସତ, ମାତ୍ର ଆଜି ଅର୍ଥାତ୍‌ ବୁଧବାର ତାଙ୍କ ଜନ୍ମଦିନ ଉପଲକ୍ଷେ ତାଙ୍କୁ ହଜାର…

ଅମୃତଭଣ୍ଡାର ଉପକାରୀ ଗୁଣ

ଅମୃତଭଣ୍ଡାରେ ଭରି ରହିଛି ଅନେକ ଉପକାରୀ ଗୁଣ। ଏହା ପାଚନତନ୍ତ୍ରକୁ ସକ୍ରିୟ କରିବା ସହ ମେଦବହୁଳତା ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରେ କ୍ୟାଲୋରିର ମାତ୍ରା ମଧ୍ୟ କମ୍‌ଥାଏ। ଏହା ତ୍ୱଚା ସମସ୍ୟା ସହ ଅନେକ ରୋଗରୁ ମୁକ୍ତି ଦେଇଥାଏ। ନିୟମିତ ଅମୃତଭଣ୍ଡା…

ପ୍ରତି ୬ ମାସରେ ବଦଳିଥାଏ ଏହି ଦ୍ୱୀପର ମାଲିକାନା

ବିଶ୍ୱରେ ଏମିତି ଏକ ଦ୍ୱୀପ ଅଛି, ଯାହାର ମାଲିକାନା ପ୍ରତି ୬ ମାସରେ ବଦଳିଥାଏ। ଦ୍ୱୀପଟି ଫ୍ରାନ୍ସ ଏବଂ ସ୍ପେନ୍‌ ମଝିରେ ଅବସ୍ଥିତ। ଯେଉଁଥିପାଇଁ ପ୍ରତି ୬ ମାସରେ ଦ୍ୱୀପଟି ଦେଶ ବଦଳାଇଥାଏ। ଏହି ଦୁଇ ଦେଶ ୬ ମାସ ଲେଖାଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri