Home Left

ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ମମତାଙ୍କ ନାଁରେ ସୁପ୍ରିମକୋର୍ଟରେ ଆବେଦନ

କୋଲକାତା,୬।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସୋମବାର ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ମମତାଙ୍କୁ ପଦରୁ ହଟାଇବା ପାଇଁ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଏଥିରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ…

ଶାହରୁଖ୍‌ଙ୍କ ସିକ୍ରେଟ୍‌ ଖୋଲିଲେ ଗୌରୀ

ବଲିଉଡ୍‌ର ବାଦ୍‌ଶାହ ଶାହରୁଖ ଖାଁ ଏବଂ ସ୍ତ୍ରୀ ଗୌରୀ ଖାନ ଇଣ୍ଡଷ୍ଟ୍ରୀର ସବୁଠୁ ଷ୍ଟାଇଲିସ୍‌ କପଲ୍‌ ଭାବେ ଜଣାଶୁଣା। କୌଣସି ପାର୍ଟିରେ ହେଉ କି ଇଭେଣ୍ଟ ଉଭୟଙ୍କୁ ଷ୍ଟାଇଲିସ୍‌ ଲୁକ୍‌ରେ ଦେଖିବାକୁ ମିଳେ। ଶାହରୁଖଙ୍କୁ କୌଣସି ସ୍ଥାନକୁ ଯିବାକୁ ହେଲେ ପ୍ରସ୍ତୁତ…

ଜମ୍ମୁ-କଶ୍ମୀର ଛାତ୍ରୀଛାତ୍ରଙ୍କୁ ମିଳିଲା ଇଣ୍ଟରନେଟ୍‌ ସୁବିଧା

ଶ୍ରୀନଗର,୬।୧: ବେଶ୍‌ କିଛିଦିନ ହେବ ଜମ୍ମୁ-କଶ୍ମୀରରେ ଇଣ୍ଟରନେଟ୍‌ ସେବା ବନ୍ଦ କରି ଦିଆଯାଇଥିବା ବେଳେ କିଛିଦିନ ତଳେ ଏହା ପୁଣିଥରେ କାର୍ଯ୍ୟକାରୀ କରାଯାଇଥିଲା। ଆଗକୁ ନିଟ୍‌(ଏନ୍‌ଇଇଟି) ୨୦୨୦ ପରୀକ୍ଷା ଥିବା ବେଳେ ଅଓ୍ବନ୍ତିପୋରାରେ ସୋମବାର ଛାତ୍ରୀଛାତ୍ରଙ୍କୁ ଇଣ୍ଟରନେଟ୍‌ ସୁବିଧା ଯୋଗାଇ ଦିଆଯାଇଥିବା…

ଯେଉଁଠି ମାଟିତଳେ ରୁହନ୍ତି ଲୋକେ

‘ପାତାଳ ଲୋକ’ କଥା ସମସ୍ତେ କାହାଣୀରେ ଶୁଣିଥିବେ। ହେଲେ ବିଶ୍ୱରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଲୋକେ ମାଟିତଳେ ଘର କରି ରହୁଛନ୍ତି। ଏହାକୁ କେହି କେହି ‘ପାତାଳ ପୁର’ ବା ‘ପାତାଳ ଲୋକ’ ବୋଲି ମଧ୍ୟ କହିଥାଆନ୍ତି। ଆଫ୍ରିକାର…

ସୋଲେମାନୀଙ୍କୁ ଅନ୍ତିମ ବିଦାୟ

ଦୁବାଇ,୬।୧: କୁଦ୍‌ସ ବାହିନୀର କମାଣ୍ଡର ମେଜର ଜେନରାଲ କାସିମ ସୋଲେମାନୀଙ୍କୁ ସୋମବାର ଅନ୍ତିମ ବିଦାୟ ଦିଆଯାଇଛି। ଏହି ଅବସରରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲି ଖାମନେଇ ଶେଷ ନମାଜ ପାଠ କରିଥିଲେ। ସୋଲେମାନୀଙ୍କୁ ବିଦାୟ ଦେବା ଲାଗି ତେହରାନ ରାସ୍ତାରେ…

କୌରବଙ୍କ ରାଜଧାନୀର ପୁନଃ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୬।୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ମିରଟ ଜିଲାରେ ଥିବା କୌରବଙ୍କ ରାଜଧାନୀ ହସ୍ତିନାପୁରର ପୁନଃ ନିର୍ମାଣ ପାଇଁ ଦାୟିତ୍ୱ ନେଇଛନ୍ତି। ମହାଭାରତ ସମୟରୁ ରହିଥିବା ଏହି ସହରର ବିକାଶ ପାଇଁ ଯୋଗୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ…

‘ଦୋସ୍ତାନା-୨’ର ଶୁଟିଂ ଆରମ୍ଭ କଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ନାୟକ କାର୍ତ୍ତିକ ଆର୍ଯ୍ୟନ୍‌ ଏବେ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରିଛନ୍ତି। ଯାହା ଚର୍ଚ୍ଚାକୁ ଆସିଯାଇଛି। ଏହି ଫଟୋସହ କ୍ୟାପଶନରେ ଲେଖାଯାଇଛି, ‘First working day 2020 #workmodeon’। ଏଥିରୁ ସ୍ପଷ୍ଟ ହୋଇଛି କି କାର୍ତ୍ତିକ ଏବେ…

ହସ୍ତପାଦାସନ ଦୂର କରେ ଅନେକ ରୋଗ

ପ୍ରତିଦିନ ପୌଷ୍ଟିକ ଆହାର ସହିତ ଯୋଗାଭ୍ୟାସ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଯୋଗାସନ କରିବା ଦ୍ୱାରା ମସ୍ତିଷ୍କରେ ରକ୍ତ ସଂଚାଳନ ଠିକ୍‌ ଭାବରେ ହୋଇଥାଏ। ତେବେ ଯେ କୌଣସି ଯୋଗାସନ କରିବା ପୂର୍ବରୁ ଯୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବାରୁ ଜରୁରୀ।…

ଫ୍ଲେମିଂଙ୍କ ରେକର୍ଡ ଭାଙ୍ଗିଲେ ଟେଲର

ସିଡ୍‌ନୀ, ୬।୧- ନ୍ୟୁଜିଲାଣ୍ଡ ଦଳର ଭେଟେରାନ ବ୍ୟାଟ୍ସମ୍ୟାନ ରସ୍‌ ଟେଲର ସୋମବାର ଟେଷ୍ଟ କ୍ରିକେଟରେ ଦେଶର ସର୍ବାଧିକ ରନ୍‌ ସ୍କୋରର ହେବାର ସଫଳତା ପାଇଛନ୍ତି। ଏଥିସହ ସେ ପୂର୍ବତନ ଅଧିନାୟକ ଷ୍ଟିଫେନ ଫ୍ଲେମିଂଙ୍କୁ ପଛରେ ପକାଇ ଦେଇଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷ…

କ୍ୟାମେରାରେ ଧରାପଡ଼ିଲା କ୍ୟାଟ୍ରିନା-ଭିକିଙ୍କ ଲୁଚାଛପା ପ୍ରେମ

ରବିବାର ରାତିରେ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ଫିଲ୍ମ ନିର୍ମାତା ଆରତି ସେଟ୍ଟୀଙ୍କ ମୁମ୍ବାଇସ୍ଥିତ ଘରେ ପହଞ୍ଚିଥିଲେ। ଦୁଇଜଣ ଅଲଗା ଅଲଗା କାର୍‌ରେ ଯାଇଥିଲେ ସତ କିନ୍ତୁ ଫଟୋଗ୍ରାଫରଙ୍କ ନଜରରୁ ଖସି ପାରି ନ ଥିଲେ। ଏହି ସମୟର ଫଟୋ…

ଜେଏନ୍‌ୟୁ ହିଂସା ମାମଲାରେ ପୋଲିସକୁ ସମନ ଜାରି କଲେ ସ୍ବାତୀ ମାଲିଓ୍ବାଲ

ନୂଆଦିଲ୍ଲୀ,୬।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ) କ୍ୟାମ୍ପସ୍‌ରେ ରବିବାର ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା। ଛାତ୍ରୀଛାତ୍ରଙ୍କୁ ମାରପିଟ କରିବା ସହ ବ୍ୟାପକ ଭଙ୍ଗାରୁଜା କରାଯାଇଥିଲା। ଏହି ଘଟଣାରେ ଜେଏନ୍‌ୟୁ ଛାତ୍ରସଂଘର ଅଧ୍ୟକ୍ଷ ଲହୁଲୁହାଣ ହୋଇଥିବା ବେଳେ କେତେଜଣ ଛାତ୍ର ଗୁରୁତର ଆହତ…

ବିହନ ନିଗମ ଅଧ୍ୟକ୍ଷଙ୍କ ଡାବୁଗାଁ ଗସ୍ତ: ବୁଲି ଦେଖିଲେ କାରଖାନା

ଡାବୁଗାଁ,୬।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଡାବୁଗାଁ ବିହନ ନିରଳୀକରଣ କାରଖାନାକୁ ଓଡ଼ିଶା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଂ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ସୋମବାର ଗସ୍ତ କରିଛନ୍ତି । ଅଧ୍ୟକ୍ଷ ନିଗମର କାରଖାନା ବୁଲି ଦେଖିବା ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri