Home Left

ଶୀତଦିନେ କିପରି ନେବେ ଓଠର ଯତ୍ନ

ଶୀତଦିନେ ଓଠ ଫାଟିବା ସମସ୍ତଙ୍କ ପାଇଁ ଏକ ସମସ୍ୟା। ସେହି ସମୟରେ ତ୍ୱଚା ସହ ଓଠର ମଧ୍ୟ ବହୁ ଯତ୍ନ ନେବାକୁ ପଡ଼ିଥାଏ। କାରଣ ଓଠ ଫାଟିବା ଦ୍ବାରା ଖାଇବା ବେଳେ ମଧ୍ୟ କଷ୍ଟ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା…

ଅପହରଣକାରୀଙ୍କୁ ୫ ବର୍ଷ ସଶ୍ରମ ଜେଲଦଣ୍ଡାଦେଶ

କେନ୍ଦୁଝର, ୧୦ା୧ (ସ୍ବ.ପ୍ର.)- ଜଣେ ଯୁବତୀଙ୍କୁ ଅପହରଣ କରାଯିବା ମାମଲାର ବିଚାର କରି ସ୍ଥାନୀୟ ସିଜେଏମ କୋର୍ଟ ଶୁକ୍ରବାର ନନ୍ଦନ କୁମାର ସାହୁ ଓରଫ ଅଯୋଧ୍ୟା(୩୨)ନାମକ ଜଣେ ଯୁବକଙ୍କୁ ୫ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୫ ହଜାର…

ମଇଳା ଆବର୍ଜନା ପରିଚାଳନା ପ୍ରକଳ୍ପ ସ୍ଥାନ ନିରୂପଣକୁ ବିରୋଧ: ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

କେନ୍ଦୁଝର, ୧୦ା୧ (ସ୍ବ.ପ୍ର.)- କେନ୍ଦୁଝର ପାୈରପାଳିକା ପକ୍ଷରୁ ମଇଳା ଆବର୍ଜନା ପରିଚାଳନା ପ୍ରକଳ୍ପକୁ ପୁରୁଣା ସହରର ବସଷ୍ଟାଣ୍ଡ ନିକଟରେ ପ୍ରତିଷ୍ଠା କରିବା ନିଷ୍ପତ୍ତିକୁ ନେଇ ବିବାଦ ଦେଖାଦେଇଛି ା ଏ ନେଇ ଶୁକ୍ରବାର ସ୍ଥାନୀୟ ଲୋକେ ନିର୍ବାହୀ ଅଧିକାରୀ ନିରଞ୍ଜନ ଜେନାଙ୍କୁ…

ରଘୁନାଥପୁର ପଞ୍ଚାୟତ ସମିତି: ହୋହଲ୍ଲା, ଚେୟାର ଫୋପଡ଼ା ଫୋପଡ଼ିରେ ସରିଲା ବୈଠକ

ରଘୁନାଥପୁର, ୧୦।୧ (ଡି.ଏନ୍‌.ଏ.)-ରଘୁନାଥପୁର ପଞ୍ଚାୟତ ସମିତିର ୫ମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଦୁଇଗୋଷ୍ଠୀ ମଧ୍ୟରେ କଟାକଟା, ହୋହଲ୍ଲା ଓ ବୈଠକ ଗୃହରେ ଚେୟାର ଫୋପଡ଼ା ଫୋପଡ଼ିରେ ବୈଠକ ଶେଷ ହୋଇଛି। ଅଧ୍ୟକ୍ଷା ସ୍ବପ୍ନାସରିତା ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତିର୍ତ୍ତୋଲ…

ନିର୍ଭୟା ମାମଲା: ଫାଶୀଦଣ୍ଡର ସିଧାପ୍ରସାରଣ ପାଇଁ ଚିଠି ଲେଖିଲା ପରି

ନୂଆଦିଲ୍ଲୀ,୧୦।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଅପରାଧୀଙ୍କୁ ଆସନ୍ତା ୨୨ ତାରିଖରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟାର ସିଧାପ୍ରସାରଣ କରିବାକୁ ଏକ ଏନ୍‌ଜିଓ ଶୁକ୍ରବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ…

ଦୀପିକାଙ୍କ ଉପରେ ବର୍ଷିଲେ ସ୍ମୃତି

ନୂଆଦିଲ୍ଲୀ,୧୦।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ) ହିଂସାକୁ ନେଇ ରାଜନୀତି ହୋଇଛି ସରଗରମ। ଦିନକ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଜେଏନ୍‌ୟୁ ଗସ୍ତକୁ ନେଇ ବିବାଦ ଉପୁଜିଥିବା ବେଳେ ଏବେ ତାଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି। ଶୁକ୍ରବାର ଏକ…

ନେଗେଟିଭ୍‌ କ୍ୟାରେକ୍ଟର ମାଧ୍ୟମରେ ଦର୍ଶକଙ୍କ ନିକଟତର ହେବେ କି ଛୋଟେ ନବାବ!

ମୁମ୍ବାଇ: ବଲିଉଡ୍‌ ନାୟକ ଶୈଫ ଅଲି ଖାଁ ବେଶ୍‌ କିଛିଦିନ ହେବ ବଡ଼ ପରଦାରେ ସେମିତି କିଛି ଚରିତ୍ରରେ ଦେଖାଦେଇ ନାହାଁନ୍ତି। ଯାହା ଦର୍ଶକଙ୍କୁ ଛୁଇଁ ପାରିବ। କିଛି ଦିନର ବିରତି ପରେ ଏବେ ପୁଣିଥରେ ପରଦାକୁ ଲେଉଟିଛନ୍ତି ଛୋଟେ ନବାବ।…

କଶ୍ମୀର ପଣ୍ଡିତଙ୍କ ପ୍ରତିନିଧିଙ୍କୁ ଭେଟିଲେ ବିଦେଶୀ ପ୍ରତିନିଧି

ଜମ୍ମୁ,୧୦।୧: ଜମ୍ମୁ-କଶ୍ମୀର ସ୍ଥିତି ପରଖିବାକୁ ଗୁରୁବାର ସେଠାରେ ପହଞ୍ଚିଥିବା ବିଦେଶୀ ପ୍ରତିନିଧି ଦଳ ଶୁକ୍ରବାର କଶ୍ମୀର ପଣ୍ଡିତଙ୍କ ପ୍ରତିନିଧିଙ୍କୁ ଭେଟିଛନ୍ତି। ଜମ୍ମୁ ସହର ଉପାନ୍ତରେ ଥିବା ଜଗତି ମାଇଗ୍ରାଣ୍ଟ ଟାଉନଶିପରେ ଏମାନଙ୍କ ସାକ୍ଷାତ୍‌କାର ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେନ ୩୭୦…

ମଲାଲାଙ୍କ ବାୟୋପିକ୍‌ରେ ରିମ୍‌ ଶେଖ୍‌, ଜାନୁୟାରୀ ୩୧ରେ ହେବ ରିଲିଜ

ବମ୍ବେ: ନୋବେଲ ପୁରସ୍କାର ବିଜୟିନୀ ମଲାଲା ୟୁସୁଫଜାଇଙ୍କ ବାୟୋପିକ୍‌ରେ ନଜର ଆସିବେ ଟେଲି ଅଭିନେତ୍ରୀ ରିମ୍‌ ଶେଖ୍‌। ନିକଟରେ ଏହାର ଟ୍ରେଲର ରିଲିଜ କରାଯାଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି। ଫିଲ୍ମକୁ ଅମଜାଦ୍‌ ଖାନ୍‌ ନିର୍ଦ୍ଦେଶନା ଦେଇଛନ୍ତି। ଅତୁଲ କୁଲକର୍ଣ୍ଣୀ…

ହୋସ୍‌ଲା-୨୦୧୯ର କୃତୀ ପ୍ରତିଯୋଗୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଜାତୀୟସ୍ତର ପ୍ରତିଯୋଗିତା ହୋସ୍‌ଲା-୨୦୧୯ରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଚାମ୍ପିୟନ ହୋଇଥିବା ଓଡ଼ିଆ ପ୍ରତିଯୋଗୀମାନଙ୍କୁ ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା ଜଣାଇଛନ୍ତି। ଦେଶର…

ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବ ଲୋକସେବା ଭବନ ଉଦ୍ୟାନ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଲୋକସେବା ଭବନ ବିଭିନ୍ନ କିସମର ଶୀତଦିନିଆ ଫୁଲର ସମ୍ଭାରରେ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି। ସର୍ବସାଧାରଣ ଜାନୁୟାରୀ ୧୧(ଦ୍ୱିତୀୟ ଶନିବାର),୧୨(ରବିବାର), ୧୯(ରବିବାର), ୨୫(ଚତୁର୍ଥ ଶନିବାର), ୨୬(ରବିବାର ତଥା ସାଧାରଣତନ୍ତ୍ର ଦିବସ) ଉଦ୍ୟାନର ଶୋଭା ଉପଭୋଗ କରପାରିବେ। ଏହି ଦିନଗୁଡ଼ିକରେ…

ଜେଏନ୍‌ୟୁ ହିଂସା: ଆଇସି ଘୋଷଙ୍କ ସମେତ ଚିହ୍ନଟ ହେଲେ ୯ଜଣ

ନୂଆଦିଲ୍ଲୀ,୧୦।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ)ରେ ଗତ ରବିବାର ରାତିରେ ହୋଇଥିବା ହିଂସା ମାମଲାକୁ ନେଇ ଶୁକ୍ରବାର ଦିଲ୍ଲୀ ପୋଲିସ ସନ୍ଦିଗ୍ଧଙ୍କ ଫଟୋ ଜାରି କରିଛି। ଏଥିରେ ଜେଏନ୍‌ୟୁ ଛାତ୍ର ସଂଘର ଅଧ୍ୟକ୍ଷ ଆଇସି ଘୋଷଙ୍କ ସମେତ ୯ ଜଣଙ୍କ ନାଁ ରହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri