ଏସିଡ୍ ଆଟାକ୍ ସର୍ଭାଇଭରଙ୍କୁ ପେନସନ୍ ଦେବାକୁ ଯୋଜନା କରୁଛନ୍ତି ଉତ୍ତରାଖଣ୍ଡ ସରକାର
ଡେରାଡୁନ,୧୩।୧: ଦେଶରେ ଏସିଡ୍ ଆଟାକ୍ ପୀଡିତାଙ୍କ ସଂଖ୍ୟା ବଢିବାରେ ଲାଗିଛି। ନିକଟରେ ଏମିତି ଏକ କାହାଣୀକୁ ନେଇ ବଲିଉଡ୍ରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଛପାକ’ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏବେ ଏହି ଏସିଡ୍ ଆଟାକ୍ ସର୍ଭାଇଭରଙ୍କୁ ପେନସନ୍ ଦେବାକୁ ଉତ୍ତରାଖଣ୍ଡ…
୨ ଦିନିଆ ବାର୍ଷିକ ଧର୍ମ ସମ୍ମିଳନୀ: ଟ୍ରେନ୍ ଇଞ୍ଜିନ୍ରେ ବସି ଯାତ୍ରା କଲେ ଲୋକେ; ସୋସିଆଲ୍ ମିଡ଼ିଆରେ ଭାଇରାଲ
ଢ଼ାକା,୧୩।୧: ଭାରତରେ ବିଭିନ୍ନ ପାର୍ବଣ ଅବସରରେ ଟ୍ରେନ୍ରେ ଯାତ୍ରା କରିବା ସମୟରେ ପ୍ରାୟତଃ ଭିଡ଼ ଦେଖିବାକୁ ମିଳିଥାଏ। ତେବେ ବାଂଲାଦେଶରେ ପ୍ରତିବର୍ଷ ଆୟୋଜିତ ହେଉଥିବା ବିଶ୍ୱ ଧର୍ମ ସମ୍ମିଳନୀରେ ଦେଶର ପ୍ରତିଟି ପ୍ରାନ୍ତରୁ ଲୋକେ ଆୟୋଜନ ସ୍ଥଳକୁ ଆସିଥାନ୍ତି। ଚଳିତ ବର୍ଷ…
୨ ବାଇକ୍ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର
ଦେବଗଡ଼/ରିଆମାଳ,୧୩।୧(ଡି.ଏନ୍.ଏ.): ଦେବଗଡ଼ ଜିଲା ରିଆମାଳ ବ୍ଲକ ଛତାବରସ୍ଥିତ ଜଟିଆନାଳୀଠାରେ ସୋମବାର ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ଜଣେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଟିଙ୍କହୀର ପଟାପଥର ଗ୍ରାମର ଉତ୍ତମ ସାହୁ…
ସଚିନଙ୍କ ବଡ଼ ପ୍ରଶଂସକ, କିନ୍ତୁ ଧୋନୀଙ୍କ ଭଳି ମାରୁଛନ୍ତି ଛକା
ମୁମ୍ବାଇ,୧୩।୧: ଆସନ୍ତା ଫେବୃୟାରୀ ୨୧ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ ପାଇଁ ଏକ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହରମନପ୍ରୀତ କୌରଙ୍କୁ ଏହି ଦଳର ନେତୃତ୍ୱ ପ୍ରଦାନ କରାଯାଇଛି।…
ସୁପର କପ୍ ଜିତିଲା ରିୟଲ ମାଡ୍ରିଡ୍
ଜେଦ୍ଦା,୧୩ା୧ (ଏଏଫ୍ପି)- ଏଠାରେ ଅନୁଷ୍ଠିତ ସୁପର କପ୍ ଫାଇନାଲରେ ରିୟଲ ମାଡ୍ରିଡ୍ ପେନାଲ୍ଟି ଶୁଟ୍ଆଉଟ ଜରିଆରେ ଆଟଲେଟିକୋ ମାଡ୍ରିଡ୍କୁ ହରାଇ ଦେଇଛି। ସୌଦି ଆରବୀୟ ପ୍ରଶଂସକଙ୍କ ସାମ୍ନାରେ ରିୟଲ ମାଡ୍ରିଡ୍ ତା’ର ୧୧ତମ ସ୍ପାନିଶ ସୁପର କପ୍ ଟାଇଟଲ ହାତେଇଛି। ମ୍ୟାଚ…
ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଭିସି କାର୍ଯ୍ୟାଳୟ ଘେରାଓ କଲେ ଛାତ୍ର
ନୂଆଦିଲ୍ଲୀ,୧୩।୧: ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟିର ଛାତ୍ରମାନେ ସୋମବାର କୁଳପତିଙ୍କ କାର୍ଯ୍ୟାଳୟ ଘେରାଓ କରିଛନ୍ତି। କୁଳପତି ନଜମା ଅଖତରଙ୍କ କାର୍ଯ୍ୟାଳୟ ବାହାରେ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଲୋଗାନ ଦେଇଛନ୍ତି। ଏଥିରେ ପରୀକ୍ଷା ତାରିଖକୁ ପୁନଃନିର୍ଦ୍ଧାରଣ, ପୋଲିସ ବିରୋଧରେ…
ବଲିଉଡ୍ ହିରୋଇନଙ୍କ ନାମରେ ଟାଟୁ କରିଥିଲେ କ୍ରିକେଟର
ବଲିଉଡ ହିରୋଇନଙ୍କ ସହ କ୍ରିକେଟରଙ୍କ ନାମ ଯୋଡ଼ା ହେବା କିମ୍ବା ବିବାହ କରିବା କିଛି ନୂଆ କଥା ନୁହେଁ। କିନ୍ତୁ ଏମିତି ଜଣେ କ୍ରିକେଟର ଅଛନ୍ତି, ବଲିଉଡ ଅଭିନେତ୍ରୀଙ୍କ ନାମକୁ ହାତରେ ଟାଟୁ କରିଥିଲେ। ସେହି କ୍ରିକେଟର ହେଉଛନ୍ତି, ଲଣ୍ଡନରେ ପ୍ରତିଷ୍ଠିତ…
ଚନ୍ଦ୍ରକୁ ଯିବାକୁ ମହିଳା ବନ୍ଧୁ ଖୋଜୁଛନ୍ତି ଜାପାନର ଯୁବକ
ଟୋକିଓ,୧୩।୧: ଜାପାନର ଜଣେ କୋଟିପତି ଯୁବକ ୟୁସାକୁ ମାଏଜାଓ୍ବା ତାଙ୍କ ସହ ଚନ୍ଦ୍ରକୁ ଯିବାକୁ ଜଣେ ମହିଳା ସାଥି ବା ଗର୍ଲ ଫ୍ରେଣ୍ଡ ଖୋଜୁଥିବା ସୂଚନା ମିଳିଛି। ଚନ୍ଦ୍ରକୁ ଯାତ୍ରା କରିବାକୁ ତାଙ୍କର ସ୍ବପ୍ନ ଥିବା ସେ ପ୍ରକାଶ କରିଛନ୍ତି। ୟୁସାକୁଙ୍କୁ…
୨ ଆତଙ୍କବାଦୀଙ୍କୁ ଚଣ୍ଡିଗଡ଼ରେ ପହଞ୍ଚାଇବା ପାଇଁ ଡିଏସ୍ପି କରିଥିଲେ ୧୨ ଲକ୍ଷ ଟଙ୍କାର ଡିଲ୍
ଶ୍ରୀନଗର,୧୩।୧: ଡିଏସ୍ପି ଦେବିନ୍ଦର ସିଂଙ୍କୁ ଆତଙ୍କବାଦୀଙ୍କ ସହିତ ସମ୍ପର୍କ ଥିବା ଅଭିଯୋଗରେ ଗିରଫ କରାଯାଇଛି। କଶ୍ମୀରର କୁଲଗାମ୍ରେ ହିଜିବୁଲ୍ ମୁଜାହିଦ୍ଦିନ୍ ଏବଂ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ୨ ଆତଙ୍କବାଦୀଙ୍କୁ ଚଣ୍ଡିଗଡ଼ରେ ପହଞ୍ଚାଇବା ପାଇଁ ଦେବିନ୍ଦର ୧୨ ଲକ୍ଷ ଟଙ୍କାର ଡିଲ୍ କରିଥିଲେ।…
ମଦ ଦୋକାନ ଭାଙ୍ଗି ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ମଦ ଲୁଟ୍
ତିହିଡି,୧୩।୧(ଡି.ଏନ୍.ଏ.): ଭଦ୍ରକ ଜିଲା ତିହିଡି ବଜାରରେ ଥିବା ଏକ ବିଦେଶୀ ମଦ ଦୋକାନ ଭାଙ୍ଗି ରବିବାର ରାତିରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୋକାନ ଦାୟିତ୍ୱରେ ଥିବା କାନପୁର ଗ୍ରାମର ଦୁର୍ଯ୍ୟୋଧନ ବେହେରା ସୋମବାର ଏ ସମ୍ପର୍କରେ ତହିଡି ଥାନାରେ ଜଣାଇବା…
‘ମଲଙ୍ଗ’ ଟ୍ରେଲରକୁ ଦେଖି ସଲମାନ କହିଲେ ‘ଝକାସ୍’
ମୁମ୍ବାଇ: ଗତ ସପ୍ତାହରେ ଫିଲ୍ମ ‘ମଲଙ୍ଗ’ର ଟ୍ରେଲର ରିଲିଜ୍ ହୋଇଛି। ଏହି ଫିଲ୍ମରେ ଅନୀଲ କପୁର, ଆଦିତ୍ୟ ରୟ କପୁର, ଦିଶା ପଟାନୀ ଓ କୃନାଲ ଖେମୁଙ୍କ ଦମ୍ଦାର ଅଭିନୟ ଦେଖିବାକୁ ମିଳିବ। ଏହି ଟ୍ରେଲରକୁ ପ୍ରଶଂସକ ବେଶ୍ ପସନ୍ଦ କରିଥିବା…
ଛତ୍ରପୁରରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି, ଭେଣ୍ଡିଂ ଜୋନ ଉଦ୍ଘାଟିତ
ଛତ୍ରପୁର,୧୩।୧(ଡି.ଏନ୍.ଏ): ଗଞ୍ଜାମ ଜିଲା ଛତ୍ରପୁର ଏନ୍ଏସି ପକ୍ଷରୁ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସୋମବାର ଉନ୍ମୋଚିତ ହୋଇଯାଇଛି। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହାକୁ ଉନ୍ମୋଚନ କରିବା ସହ ପ୍ରଥମ କରି ନିର୍ମାଣ କରାଯାଇଥିବା…
Archives


