Home Left

ନକଲି ଜର୍ଦ୍ଦା କାରଖାନା ଉପରେ ଚଢ଼ାଉ: ୪ ଅଟକ

ଛତିଆ,୧୩।୧(ଡି.ଏନ୍‌.ଏ.): ଯାଜପୁର ଜିଲା ଛତିଆ ନିକଟ ବୈରୀ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ନକଲି ଜର୍ଦ୍ଦା କାରଖାନା ଉପରେ ସୋମବାର ଚଢ଼ାଉ କରାଯାଇଛି। ଥାନା ଅଧିକାରୀଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ସହିତ ମେଶିନ, ବହୁ…

ଶହେ ବର୍ଷର କଇଁଛ: ପାଲଟିଲାଣି ୮ ଶହ ଛୁଆଙ୍କ ଜନକ

କାଲିଫର୍ନିଆ,୧୩।୧: ଆମେରିକା କାଲିଫର୍ନିଆରେ ରହିଛି ଏକ କଇଁଛ। ଏହାକୁ ଏବେ ଶହେ ବର୍ଷରୁ ଅଧିକ ବୟସ। ଇତିମଧ୍ୟରେ ସେ ୮ଶହ ଛୁଆଙ୍କ ଜନକ ପାଲଟିସାରିଛି। ଡିଏଗୋ ନାମକ ଏହି କଇଁଛର ଓଜନ ୮୦ କିଲୋଗ୍ରାମ୍‌। ଏହା ସ୍ଥାନୀୟ ଗାଲାପୋଗାସ୍‌ ଆଇଲାଣ୍ଡରେ ରହିଛି।…

ଭିକ୍ଟୋରିଆ ମେମୋରିଆଲର ନାଁ ପରିବର୍ତ୍ତନ କରିବାକୁ ଚାହୁଁଛି ଭାଜପା

ନୂଆଦିଲ୍ଲୀ,୧୩।୧: କୋଲକାତା ପୋର୍ଟ ଟ୍ରଷ୍ଟର ନାମ ପରିବର୍ତ୍ତନ କରିବା ପରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ଭିକ୍ଟୋରିଆ ମେମୋରିଆଲର ନାଁ ପରିବର୍ତ୍ତନ କରିବାକୁ ଚାହୁଁଥିବା ଶୁଣିବାକୁ ମିଳିଛି। ଏହାକୁ ରାଣୀ ଲକ୍ଷ୍ମୀବାଇଙ୍କ ନାମରେ ନାମିତ କରିବାକୁ ଚାହୁଁଛି ଭାଜପା। ଭାଜପାର ଏଭଳି…

ଭିଆଇପି ସୁରକ୍ଷାରୁ ହଟିବେ ଏନ୍‌ଏସ୍‌ଜି କମାଣ୍ଡୋ

ନୂଆଦିଲ୍ଲୀ,୧୩।୧: କିଛିଦିନ ତଳେ ଗାନ୍ଧୀ ପରିବାରର ସୁରକ୍ଷା ବ୍ୟବସ୍ଥାକୁ କମାଇ ଦେବା ପରେ ଏବେ କେନ୍ଦ୍ର ସରକାର ଏନ୍‌ଏସ୍‌ଜି କମାଣ୍ଡୋଙ୍କୁ ଏହି କାମରୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେବାକୁ ଚାହୁଁଥିବା ଜଣାପଡିଛି। ଏହି କ୍ରମରେ ଏବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ…

ହୃଦ୍‌ରୋଗୀ ଓ ଶୀତଦିନ

ଶୀତଦିନେ ପରିବେଶ ଥଣ୍ଡା ରହିଥାଏ। ବେଳେବେଳେ କେତେକ ସ୍ଥାନରେ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସିଯାଏ। ଏହି ଋତୁରେ ବିଶେଷଭାବରେ ହୃଦ୍‌ରୋଗୀ ଅଧିକ ସତର୍କ ରହିବା ଆବଶ୍ୟକ। କାରଣ ପ୍ରବଳ ଶୀତ ଯୋଗୁ ଶରୀରରେ ଥିବା ଶିରାପ୍ରସିରାଗୁଡ଼ିକ ସଙ୍କୁଚିତ ହୋଇଯାଏ। ଏହାଦ୍ୱାରା…

ନରାଓ୍ବଣେଙ୍କୁ ପ୍ରଶଂସା କଲା ଶିବସେନା

ମୁମ୍ବାଇ,୧୩।୧: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ନେଇ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଦେଇଥିବା ମନ୍ତବ୍ୟକୁ ଶିବସେନା ପକ୍ଷରୁ ପ୍ରଶଂସା କରାଯାଇଛି। ଏନେଇ ଶିବସେନା ମୁଖପତ୍ର ସାମନାରେ ଲେଖା ପ୍ରକାଶ ପାଇଛି। ଦାୟିତ୍ୱ ଗ୍ରହଣ ପରେ ନରାଓ୍ବଣେ ଜଣେ ମରାଠା ହେବାର…

ନିଜ କାମ ନିଜେ କରିବ ରୋବୋ

ନିକଟରେ ଜାପାନର ବୈଜ୍ଞାନକମାନେ ଏପରି ଏକ ରୋବୋ ପ୍ରସ୍ତୁତ କରିଛନ୍ତି ଯିଏ ନିଜ କାମ ନିଜେ କରିପାରିବ। ଉନ୍ନତ ଜ୍ଞାନକୌଶଳରେ ତିଆରି ହୋଇଥିବା ଏହି ରୋବୋ ସହ ଏକ ପ୍ରୋଗ୍ରାମିଂକୁ ସଂଯୋଗ କରାଯାଇଛି। ଏହାଦ୍ୱାରା ରୋବାକୁ ନିଜ କାମ ସମ୍ପର୍କରେ ଶିଖିଇବା…

ନିଜକୁ ଐଶ୍ୱର୍ଯ୍ୟାଙ୍କ ପୁଅ ବୋଲି ଦାବିକଲେ ଯୁବକ

କିଛିଦିନ ତଳେ ଜଣେ ମହିଳା ନିଜକୁ ଅନୁରାଧା ପଡ଼ଓ୍ବାଲଙ୍କ ଝିଅ କହି ଚର୍ଚ୍ଚାକୁ ଆସିଥିବାବେଳେ ଏବେ ଜଣେ ୩୨ ବର୍ଷୀୟ ଯୁବକ ନିଜକୁ ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କ ପୁଅ ବୋଲି ଦାବି କରି ଚର୍ଚ୍ଚାକୁ ଆସିଛନ୍ତି। ପ୍ରାୟ ବର୍ଷକ ତଳେ ସଂପୃକ୍ତ ଯୁବକ…

କୋଲେଷ୍ଟରଲ ନିୟନ୍ତ୍ରଣ କରେ ଗ୍ରୀନ୍‌ ମଟର

ଗ୍ରୀନ୍‌ ମଟରରେ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲକଲେ ତାହା ଶରୀରରେ କୋଲେଷ୍ଟରଲକୁ ନିୟନ୍ତ୍ରଣ କରିଥାଏ। ତା’ସହ ବ୍ଲଡ୍‌ପ୍ରେସର ରୋଗୀଙ୍କ ପାଇଁ ଏହା ମଧ୍ୟ ଉପକାରୀ ସାବ୍ୟସ୍ତ ହୋଇଥାଏ। ଗ୍ରୀନ୍‌ ମଟରରେ ‘ଭିଟାମିନ୍‌-କେ’ ଭରି ରହିଛି।…

ଶୀତଦିନ ଓ ଅବସାଦ

ଶୀତଦିନେ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଫଳରେ ଉତ୍ତର ଗୋଲାର୍ଦ୍ଧରେ ଦିନ କମି ରାତି ଅଧିକ ସମୟ ହୁଏ। ତେଣୁ ସୂର୍ଯ୍ୟାଲୋକ ଆମ ଦେହରେ କମ୍‌ ସମୟ ପାଇଁ ପଡ଼େ। ୨୦୦୮ ମସିହାରେ ଜର୍ମାନ୍‌ ବୈଜ୍ଞାନିକମାନେ ଚର୍ମକୋଷରେ ଜୈବ ଘଟିକାର ଜିନ୍‌ ଥିବା…

ବିପଦ ସଙ୍କୁଳ ସାମୁଦ୍ରିକ ଜୀବ

ସମୁଦ୍ର ପ୍ରଦୂଷଣ ପାଇଁ ୩୩ପ୍ରତିଶତ ବାୟୁ ପ୍ରଦୂଷଣ ଓ ୪୪ପ୍ରତିଶତ ଜଳ ପ୍ରଦୂଷଣ ଦାୟୀ । ଉପକୂଳବର୍ତ୍ତୀ ସ୍ଥାନରୁ ବିଷାକ୍ତ ପଦାର୍ଥ ସମୁଦ୍ରରେ ମିଶେ। ନଦୀ, ଝରଣାରେ ବିଷାକ୍ତ ପଦାର୍ଥ ଶେଷରେ ସମୁଦ୍ରରେ ମିଶୁଛି । ପ୍ରତିବର୍ଷ ବର୍ଜ୍ୟବସ୍ତୁର ପରିମାଣ ସମୁଦ୍ରରେ…

ଶାହିନ୍‌ ବାଗ୍‌ରେ ସିଏଏ-ଏନ୍‌ଆର୍‌ସିକୁ ବିରୋଧ: ହିନ୍ଦୁ-ମୁସଲମାନ୍‌-ଶିଖ୍‌-ଖ୍ରୀଷ୍ଟିଆନ୍‌ ଏକାଠି କଲେ ପୂଜା

ନୂଆଦିଲ୍ଲୀ,୧୩।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି)କୁ ବିରୋଧ କରି ଦିଲ୍ଲୀର ଶାହିନ୍‌ ବାଗ୍‌ଠାରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଜାରି ରହିଛି। ରବିବାର ପ୍ରଦର୍ଶନରେ ସାମିଲ୍‌ ଥିବା ହିନ୍ଦୁ-ମୁସଲମାନ୍‌-ଶିଖ୍‌-ଖ୍ରୀଷ୍ଟିଆନ୍‌ ଏକାଠି ନିଜ ନିଜ ପରମ୍ପରା ଅନୁସାରେ ପୂଜା କରିଛନ୍ତି। ଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri