ମେ’ରେ ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିପାରନ୍ତି ବରୁଣ
ମୁମ୍ବାଇ: ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିବା ବଲିଉଡ୍ ଚାର୍ମିଂ ଷ୍ଟାର ବରୁଣ ଧଓ୍ବନ ଖୁବ୍ଶୀଘ୍ର ବିବାହ ବନ୍ଧନରେ କରିବାକୁ ଯାଉଛନ୍ତି। କିଛି ଦିନ ହେବ ବରୁଣ ତାଙ୍କ ଗର୍ଲଫ୍ରେଣ୍ଡ ନତାଶାଙ୍କୁ ଡେଟ୍ କରୁଛନ୍ତି। ବହୁଥର ଦୁହିଁଙ୍କୁ ବଲିଉଡ୍ର କେତେକ କାର୍ଯ୍ୟକ୍ରମରେ ଏକାଠି…
ଫିଜିରେ ତାଣ୍ଡବ ରଚିପାରେ ‘ଟିନୋ’
ସୁଭା,୧୭।୧: ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଫଜିରେ ଘୁର୍ଣ୍ଣିଝଡ଼ ‘ଟିନୋ’ କିଛିଘଣ୍ଟା ପରେ ତାଣ୍ଡବ ରଚିପାରେ ବୋଲି କୁହାଯାଉଛି। ଏଥିପାଇଁ ରିଲିଫ୍ ଶିବିର ସବୁ ଖୋଲି ଦିଆଯାଇଥିବା ବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ପରାମର୍ଶ ଦିଆଯାଇଛି। ଶୁକ୍ରବାର ଏଠାରେ…
ଆନ୍ଧ୍ର ପ୍ରଦେଶରେ ଭାଜପା ସହ ମେଣ୍ଟ ଘୋଷଣା କଲା ଜନସେନା ପାର୍ଟି
ଅମରାବତୀ,୧୭।୧: ଦକ୍ଷିଣ ଭାରତୀୟ ଅଭିନେତା ପଓ୍ବନ କଲ୍ୟାଣଙ୍କ ନେତୃତ୍ୱାଧୀନ ଜନସେନା ପାର୍ଟି ଆନ୍ଧ୍ର ପ୍ରଦେଶରେ ଭାଜପା ସହ ମେଣ୍ଟ କରିଛି। ଏନେଇ ପଓ୍ବନ କହିଛନ୍ତି, ରାଜ୍ୟବାସୀ ତେଲୁଗ ଦେଶମ୍ ପାର୍ଟି ଏବଂ ଓ୍ବାଇଏସଆର କଂଗ୍ରେସ ସରକାରକୁ ଛାଡି ଏବେ ତୃତୀୟ ବିକଳ୍ପ…
ସାବାସ ସ୍ବସ୍ତି
ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ୨ଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରି ସେ ନିଜ ପ୍ରତିଭା ଏବଂ ଦକ୍ଷତାର ପରିଚୟ ଦେଇଛନ୍ତି ଆର୍ଏସ୍ପିର ସ୍ବସ୍ତି ସିଂ। ରାଜ୍ୟରେ ଅଭ୍ୟାସ ପାଇଁ ପିଚ୍ ଟ୍ରାକ୍…
ଗର୍ଲଫ୍ରେଣ୍ଡଙ୍କ ପାଇଁ ଅଭିନେତ୍ରୀଙ୍କୁ ହ୍ବାଟସ୍ଆପ୍ରୁ ବ୍ଲକ୍ କଲେ ଋଷଭ୍ ପନ୍ତ
ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ସହ ଏକ ଡିନର୍ ଡେଟ୍ରେ ଯାଇ ଫସିଯାଇଛନ୍ତି ଉଇକେଟ୍କିପର୍ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ। ଏଥିପାଇଁ ସୋସିଆଲ ମିଡିଆରେ ସେ ଟ୍ରୋଲ୍ ହେବାସହ ତାଙ୍କ ଗର୍ଲଫ୍ରେଣ୍ଡ୍ ଇଶା ନେଗି ମଧ୍ୟ ରାଗିଯାଇଛନ୍ତି। ବାଧ୍ୟ ହୋଇ ଉର୍ବଶୀଙ୍କୁ…
ଉଚ୍ଚାଭିଳାଷୀ ଆର୍ଯ୍ୟନ
ଆଖିରେ ଅସୁମାରି ସ୍ବପ୍ନ, ଏହାକୁ ସାକାର କରିବା ପାଇଁ ଅସୀମ ମନୋବଳ । ରାଜ୍ୟରେ ଲୋକପ୍ରିୟ ନ ଥିବା ଏକ କ୍ରୀଡ଼ାକୁ କ୍ୟାରିୟର କରି ଆଗକୁ ବଢ଼ିବାର ଦୁର୍ବାର ପ୍ରୟାସ । ଲକ୍ଷ୍ୟ ପଥରେ ଅଗ୍ରସର ହେବାବେଳେ କିଛି ପାହାଚ ଚଢ଼ିଛନ୍ତି,…
ଧାଓ୍ବନଙ୍କ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ
ରାଜକୋଟ,୧୭।୧- ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ଓପନର ଶିଖର ଧାଓ୍ବନ ଅର୍ଦ୍ଧଶତକ ହାସଲ କରିଛନ୍ତି। ପୂରା ଫର୍ମରେ ଥିବା ଧାଓ୍ବନଙ୍କ ଏହା କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ। ୬୩ ବଲ ଖେଳି ୭ ଚୌକା ସହାୟତାରେ ସେ ଅର୍ଦ୍ଧଶତକ ପୂରଣ…
ହରଭଜନଙ୍କୁ କ୍ୟାନ୍, କୁଡ୍ ମଧ୍ୟରେ ପାର୍ଥକ୍ୟ ଜଣା ନ ଥିଲା
ଜଣେ ଇଂଲିଶ ଭାଷାରେ ଦୁର୍ବଳ ହେବା ଆମ ଦେଶରେ କିଛି ନୂଆ ନୁହେଁ। ଅନେକ ଶିକ୍ଷାର୍ଥୀଙ୍କୁ ଇଂଲିଶ ଭାଷାର ସାଧାରଣ ଓ୍ବାର୍ଡ ଯଥା କ୍ୟାନ୍ ଓ କୁଡ୍ ମଧ୍ୟର ଫରକ ଜଣା ନ ଥାଏ। ସମାନ ସମସ୍ୟା ଥିଲା ଭେଟେରାନ ଭାରତୀୟ…
ନିର୍ଭୟା ମାମଲା: ଅଭିଯୋଗକୁ ନେଇ ସଫେଇ ଦେଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୭।୧: ନିର୍ବାଚନ ଋତୁରେ ନିର୍ଭୟା ଭଳି ସମ୍ବେଦନଶୀଳ ମାମଲାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଉପରେ ନିର୍ଭୟାଙ୍କ ମା’ ଆଣିଥିବା ଅଭିଯୋଗର ସଫେଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ନିର୍ଭୟା ମାମଲାକୁ ନେଇ ଦିଲ୍ଲୀ ସରକାରଙ୍କ ଦ୍ୱାରା ଯାହାସବୁ କାମ…
ଦାୟିତ୍ୱ ଗ୍ରହଣ କଲେ ସମୀର
ଭୁବନେଶ୍ୱର,୧୭।୧(ବ୍ୟୁରୋ): ଭାଜପାର ନବନିର୍ବାଚିତ ରାଜ୍ୟ ସଭାପତି ସମୀର ମହାନ୍ତି ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଦଳର ପ୍ରମୁଖ ନେତାମାନଙ୍କ ଗହଣରେ ସେ ଦାୟିତ୍ୱ ନେଇଛନ୍ତି। ଏହି ଅବସରରେ ରାଜ୍ୟ ପ୍ରଭାରୀ ଅରୁଣ ସିଂହ,…
କୁହୁଡ଼ି ଯୋଗୁ ସମୁଦ୍ରରେ ଫସିରହିଥିବା ଲଞ୍ଚ ଉଦ୍ଧାର
ରାଜନଗର,୧୭।୧(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ତାଳଚୁଆ ଫେରିଘାଟରୁ ଚାନ୍ଦବାଲି ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ଲଞ୍ଚ ଘନ କୁହୁଡ଼ି ଯୋଗୁ ମଝି ସମୁଦ୍ରରେ ଫସିରହିଥିଲା। ଖବର ପାଇ ଧାମରା ସାମୁଦ୍ରିକ ଥାନାର କର୍ମଚାରୀ ଏବଂ ଏକ ସ୍ପିଡ୍ ବୋଟ ଉଦ୍ଧାର କରିବା ପାଇଁ…
ଏଠାରେ ଦ୍ୱିତୀୟ, ତୃତୀୟ ବିବାହ କଲେ ମିଳୁଛି ଅଫର୍
ଇସଲାମାବାଦ,୧୭।୧: ବିବାହ ସିଜିନ୍କୁ ଲକ୍ଷ୍ୟ କରି ପାକିସ୍ତାନରେ ଏକ ମଣ୍ଡପ ମାଲିକ ଗ୍ରାହକଙ୍କୁ ଜବରଦସ୍ତ ଅଫର୍ ଘୋଷଣା କରିଛନ୍ତି। ସବୁଠୁ ରୋଚକ କଥା ହେଉଛି ଏହି ଅଫର୍ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ବିବାହ କରୁଥିବା ଗ୍ରାହକଙ୍କଠାରେ ଉପଲବ୍ଧ ହେବ। ପାକିସ୍ତାନର…
Archives


