Home Left

ଦୁର୍ଘଟଣାଗ୍ରସ୍ତ ଆହତ ବସ୍‌ଯାତ୍ରୀଙ୍କୁ ହସ୍ପିଟାଲରେ ଭେଟିଲେ ଜିଲାପାଳ

ଦିଗପହଣ୍ଡି,(ଡିଏନ୍‌ଏ)/ପାଟପୁର,୨୯।୧: ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ମାରୁତି ଶ୍ରୀ ସାଇ ନାମକ ଯାତ୍ରୀବାହୀ ବସ୍‌ (ଓଆର୍‌ ୦୫- ଏ ବି ୩୫୩୦) ଓଲଟି ପଡିବାରୁ ଘଟଣାସ୍ଥଳରେ ୬ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ରାୟଗଡ଼ା ଜେ.କେ.ପୁରର ବିଦ୍ୟୁତ୍‌ ନାୟକ( ୪୦),…

ସୁପ୍ରିମକୋର୍ଟଙ୍କ ଉପରେ ବିଶ୍ୱାସ ଅଛି, ଫେବୃୟାରୀ ୧ରେ ଦୋଷୀଙ୍କୁ ଦିଆଯିବ ଫାଶୀ: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ,୨୯।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଫାଶୀଖୁଣ୍ଟରେ ଝୁଲିବାକୁ ଥିବା ୪ ଅଭିଯୁକ୍ତ ନୂଆ ନୂଆ ଭେଳିକି ଦେଖାଉଛନ୍ତି। ଆସନ୍ତା ଫେବୃଆରୀ ୧ ସକାଳ ୬ଟାରେ ସମସ୍ତଙ୍କୁ ଫାଶୀଖୁଣ୍ଟରେ ଝୁଲାଇବାକୁ କୋର୍ଟ ଡେଥ୍‌ ୱାରେଣ୍ଟ ଜାରି କରିଛନ୍ତି।…

ବସ୍‌ ଦୁର୍ଘଟଣା: ମୃତକଙ୍କ ସଂଖ୍ୟା ୮ରେ ପହଞ୍ଚିଲା

ଦିଗପହଣ୍ଡି/ପାଟପୁର,୨୯।୧(ଡି.ଏନ୍‌.ଏ.): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ପ୍ରବଳ କୁହୁଡ଼ି ଯୋଗୁ ମାରୁତି ଶ୍ରୀ ସାଇ ନାମକ ଏକ ଯାତ୍ରୀବାହୀ ବସ୍‌ ନଂ. ଓ ଆର୍‌ ୦୫-ଏ ବି ୩୫୩୦ ବୁଧବାର ଭୋର୍‌ ସମୟରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା…

ଜାଭେଲିନ ଥ୍ରୋୟର ନିରଜଙ୍କୁ ଅଲିମ୍ପକ୍ସ ଯୋଗ୍ୟତା

ନୂଆଦିଲ୍ଲୀ,୨୯।୧- ଷ୍ଟାର ଜାଲେଭିନ ଥ୍ରୋୟର ନିରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଆଥ୍‌ଲେଟିକ୍ସ ସେଣ୍ଟ୍ରାଲ ନର୍ଥ ଇଷ୍ଟ ପ୍ରତିଯୋଗିତାରେ ସେ ୮୭.୮୬ ମିଟର ଦୂରତା ହାସଲ କରିଛନ୍ତି। କହୁଣୀରେ ଅସ୍ତ୍ରୋପଚାର ପରେ ସେ ପ୍ରଥମ ଥର ପାଇଁ…

ପୁରୀ ବେଳାଭୂମିରେ ନିଶାସକ୍ତ ଯୁବତୀଙ୍କୁ ବଳାତ୍କାର

ପୁରୀ ଅଫିସ,୨୯।୧: ପୁରୀ ବେଳାଭୂମିରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ନିଶାସକ୍ତ ଯୁବତୀଙ୍କୁ ଦୁଇ ଜଣ ସ୍ଥାନୀୟ ଯୁବକ ବଳାତ୍କାର ଉଦ୍ୟମ କରିଛନ୍ତି। କିଛି ଯୁବକ ତାଙ୍କୁ ଧରି ସମୁଦ୍ରକୂଳ ଥାନାରେ ଜିମା ଦେଇଛନ୍ତି। ପ୍ରକାଶ ଯେ, କଂଗ୍ରେସ ଯୁବନେତା ସ୍ବାଧୀନ…

ନେହା କକ୍କଡ଼ଙ୍କୁ ବିବାହ ଶଗୁନ୍‌ ଭାବେ ଓଢ଼ଣୀ ଭେଟି ଦେଲେ କୁମାର ସାନୁ !

ମୁମ୍ବାଇ: ନେହା କକ୍କଡ଼ଙ୍କ ବିବାହ ଆଦିତ୍ୟ ନାରାୟଣଙ୍କ ସହିତ ହେବାକୁ ଯାଉଛି। ଏନେଇ ବିବାହ ଶଗୁନ୍‌ ଭାବେ କୁମାର ସାନୁ ନେହାଙ୍କୁ ଓଢ଼ଣୀ ଭେଟି ଦେଇଛନ୍ତି। ଏହା ଇଣ୍ଡିଆନ୍‌ ଆଇଡଲ୍‌-୧୧ର ଶୁଟିଂ ସେଟ୍‌ରେ ସମ୍ପନ୍ନ ହୋଇଛି। ଦୁହିଁଙ୍କ ବିବାହ ଆୟୋଜନ ଜୋର୍‌ସୋର୍‌ରେ…

ଦିନେ ପିତାଙ୍କ ସହ କୃଷି କାମ କରୁଥିଲେ, ଏବେ ଭାରତକୁ ବିଶ୍ୱକପ୍‌ ସେମିଫାଇନାଲରେ ପହଞ୍ଚାଇଲେ ଏହି କ୍ରିକେଟର୍‌

ପୋଚେଫଷ୍ଟ୍ରୁମ,୨୯।୧: ଚଳିତ ଅଣ୍ଡର୍‌-୧୯ ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ତା’ର ଦମଦାର ପ୍ରଦର୍ଶନ ଜାରି ରଖି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ସ୍ଥାନ ପକ୍କା କରିନେଇଛି। ଭାରତ ସୁପର୍‌ ଲିଗ କ୍ୱାର୍ଟରଫାଇନାଲ ମୁକାବିଲାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୭୪ ରନରେ ହରାଇ କ୍ରମାଗାତ ତୃତୀୟଥର ଅନ୍ତିମ-୪ରେ…

୨୦୧୯ରେ ଆଫଗାନିସ୍ତାନରେ ୭,୪୨୩ ବୋମା ମାଡ଼ କରିଛି ଆମେରିକା

ଓ୍ବାଶିଂଟନ,୨୯।୧: ଆଫଗାନିସ୍ତାନରେ ୨୦୧୯ରେ ଆମେରିକା ୭,୪୨୩ ବୋମା ମାଡ଼ କରିଥିଲା। ଏନେଇ ଆମେରିକା ଏୟାର ଫୋର୍ସ ସେଣ୍ଟ୍ରାଲ୍‌ କମାଣ୍ଡ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ସେହିପରି ୨୦୧୮ରେ ଆଫାଗାନିସ୍ତାନରେ ଆମେରିକା ୭,୩୬୨ ବୋମା ମାଡ଼ କରିଥିଲା ବୋଲି ଏଥିରେ ଦର୍ଶାଯାଇଛି।…

ବିନା କୋଚିଂରେ ୮ଘଣ୍ଟା ଡ୍ୟୁଟି ପରେ ୫ ଘଣ୍ଟା ପାଠପଢ଼ି ସିଭିଲ୍‌ ସର୍ଭିସ୍‌ ମେନ୍‌ରେ ସଫଳତା ପାଇଲେ ବସ୍‌ କଣ୍ଡକ୍ଟର

ବେଙ୍ଗାଲୁରୁ,୨୯।୧: ଏକନିଷ୍ଠ ଭାବେ କର୍ତ୍ତବ୍ୟ କରିରେ ଶେଷରେ ସଫଳତା ହିଁ ମିଳିଥାଏ। ଏହାକୁ କାର୍ଯ୍ୟରେ କରି ବେଙ୍ଗାଲୁରୁର ଜଣେ ବସ୍‌ କଣ୍ଡକ୍ଟର ଦେଖାଇଛନ୍ତି। ସେ କଣ୍ଡକ୍ଟର ଭାବେ ୮ ଘଣ୍ଟା ଡ୍ୟୁଟି କରିବା ପରେ ଘରେ ଆସି ୫ ଘଣ୍ଟା ପାଠ…

ରତନ ଟାଟାଙ୍କ ପାଦ ଛୁଇଁଲେ ନାରାୟଣ ମୂର୍ତ୍ତି

ନୂଆଦିଲ୍ଲୀ,୨୯।୧: ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ରତନ ଟାଟା ଭାରତର ପ୍ରତିଷ୍ଠିତ କୋଟିପତି ବ୍ୟବସାୟୀଙ୍କ ମଧ୍ୟରୁ ଅନ୍ୟତମ। ନିକଟରେ ତାଙ୍କୁ ଟାଇକୋନ ପକ୍ଷରୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ପୁରସ୍କାର ସମାରୋହରେ ଅନ୍ୟତମ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଇନ୍‌ଫୋସିସ୍‌ର…

ମେହରରେ ଗୀତା-କୋରାନ୍‌-ବାଇବେଲ୍‌ ମାଗିଲେ ମୁସଲମାନ୍‌ କନ୍ୟା

କୋଲ୍ଲମ୍‌,୨୯।୧: ମୁସଲମାନ୍‌ ବିବାହରେ କନ୍ୟା ବରଙ୍କୁ ମେହର ମାଗିଥାନ୍ତି। ତେବେ କେରଳରେ ଜଣେ କନ୍ୟା ବିବାହରେ ମେହରରେ ୮୦ଟି ପୁସ୍ତକ ମାଗିଛନ୍ତି। ସେଥିମଧ୍ୟରେ ଗୀତା-କୋରାନ୍‌-ବାଇବେଲ୍‌ ଆଦି ଧର୍ମଗ୍ରନ୍ଥ ରହିଛି। ବର ଇଜାଜ୍‌ ହାକିମ୍‌ କନ୍ୟା ଅଜ୍‌ନା ନାଜିମ୍‌ଙ୍କୁ ୯୬ ପୁସ୍ତକ ଉପହାର…

ରାଜ୍ୟବର୍ଦ୍ଧନ ସିଂ ରାଠୋର: ଅଲିମ୍ପିକ୍ସରେ ରୌପ୍ୟ ଜିତିବାଠାରୁ ରାଜନୀତି ମୈଦାନ

ପୂର୍ବତନ ଭାରତୀୟ ଶୁଟର୍‌ ରାଜ୍ୟବର୍ଦ୍ଧନ ସିଂ ରାଠୋର ବୁଧବାର ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୦୪ ଅଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ରାଜ୍ୟବର୍ଦ୍ଧନ ଏବେ ରାଜନୀତିରେ ମଧ୍ୟ କରିସ୍ମା ଦେଖାଇଛନ୍ତି। ରାଜସ୍ଥାନର ଜୟପୁର ଗ୍ରାମୀଣ ଲୋକ ସଭା ଆସନରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri