ଚାଇନାରେ କରୋନାଭାଇରସ ପୀଡିତଙ୍କୁ ଦିଆଯାଉଛି କଇଁଛ ମାଂସ!
ବେଜିଂ,୮।୨: କରୋନାଭାଇରସ ଏବେ ଚାଇନାରେ ମହାମାରୀର ରୂପ ନେଇଛି। ଏବେସୁଦ୍ଧା ଏଥିରେ ପ୍ରାୟ ୭୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ହଜାରରୁ ଊର୍ଦ୍ଧ୍ୱ ଏଥିରେ ସଂକ୍ରମିତ ଅଛନ୍ତି। ଏହାକୁ ନେଇ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…
ଉପସ୍ଥିତ ବୁଦ୍ଧି ଯୋଗୁ ବୃଦ୍ଧଙ୍କ ଜୀବନ ବଞ୍ଚାଇଲେ ଜିଆର୍ପି ପୋଲିସ
ମୁମ୍ବାଇ,୮।୨: ମୁମ୍ବାଇ ଘାଟକୋପର ରେଳ ଷ୍ଟେଶନରେ ଜଣେ ଯବାନଙ୍କ ସାହସିକତା ଯୋଗୁ ଜଣେ ବୃଦ୍ଧଙ୍କ ଜୀବନ ବଞ୍ଚିଯାଇଛି। ବୃଦ୍ଧ ଜଣଙ୍କର ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ ହେବା ଦେଖି ଜିଆରପି ପୋଲିସ ତାଙ୍କୁ ସଙ୍ଗେ ସଙ୍ଗେ ନିଜ କାନ୍ଧରେ ବୋହି ହସ୍ପିଟାଲକୁ…
ଖାପ୍ ପଞ୍ଚାୟତରେ ତାଲିବାନୀ ଶାସନ: ପ୍ରେମୀଯୁଗଳଙ୍କୁ ମୂତ୍ର, ଗୋବର ଖାଇବାକୁ ନିର୍ଦ୍ଦେଶ
ଝାନ୍ସି,୮ା୨: ଉତ୍ତରତପ୍ରଦେଶରେ ଖାପ୍ ପଞ୍ଚାୟତର ତାଲିବାନୀ ଶାସନ ଥମିବାର ନାଁ ଧରୁନି। ଦୈନିକ ଅଜବ ଅଜବ ଘଟଣା ସାମ୍ନାକୁ ଆସୁଛି। ଖାପ୍ ପଞ୍ଚାୟତ ନେଉଥିବା ନିଷ୍ପତ୍ତିକୁ ଦେଖିଲେ ଲାଗୁଛି ଯେଭଳି ଆମ ଦେଶର ଆଇନ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି। କିଛି ଏଭଳି…
କ୍ଷୀର ତୁଳନାରେ ଗୋମୂତ୍ରରେ ରହିଛି ଅଧିକ ପୋଷକ ତତ୍ତ୍ୱ
ଇନ୍ଦୋର,୮।୨: ମଧ୍ୟପ୍ରଦେଶ ଜୁନାଗଡ଼ସ୍ଥିତ କୃଷି ବିଶ୍ୱ ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି। ଗାଈ କ୍ଷୀର ତୁଳନାରେ ଗୋମୂତ୍ରରେ ଅଧିକ ପୋଷକ ତତ୍ତ୍ୱ ରହିଛି। କ୍ଷୀରରେ ୫୧୦୦ ପୋଷକ ତତ୍ତ୍ୱ ଥିବାବେଳେ ଗୋମୂତ୍ରରେ ୫୬୦୦…
ପ୍ରେମୀଯୁଗଳ କାହିଁକି ପାଳନ କରିଥାନ୍ତି’ ଚକୋଲେଟ୍ ଡେ’
ଫେବୃୟାରୀ ମାସଟି ପ୍ରେମୀଯୁଗଳଙ୍କ ପାଇଁ ବହୁତ ଖାସ୍। କାରଣ ଏହି ମାସରେ ପ୍ରେମୀଯୁଗଳଙ୍କ ଉପରେ ଖାଲି ପ୍ରେମର ବର୍ଷା ହିଁ ବର୍ଷା ହୋଇଥାଏ। ବିଶେଷକରି ପ୍ରେମକୁ ସ୍ମରଣୀୟ ତଥା ଉଜ୍ଜୀବିତ କରିବା ପାଇଁ ଯୁବବର୍ଗ ଏହାକୁ ସପ୍ତାହେ ଧରି ପାଳନ କରିଥାନ୍ତି।…
ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଶିକ୍ଷକ ଗିରଫ
କର୍ଲାମୁଣ୍ଡା,୮।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲସ୍ଥିତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜଣେ ନକଲି ଶିକ୍ଷକଙ୍କୁ ଗିରଫ କରାଯାଇଛି। ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏହି ଘଟଣା ବ୍ଲକରେ ଚର୍ଚ୍ଚାର…
ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ୧୭ ମାସ ଜେଲ
ଲଣ୍ଡନ,୮।୨- ପୂର୍ବତନ ପାକିସ୍ତାନ ବ୍ୟାଟ୍ସମ୍ୟାନ ନାସିର ଜାମଶେଦ ସ୍ପଟ୍ ଫିକ୍ସିଂରେ ଜଡ଼ିତ ଥିଲେ। ତାଙ୍କୁ ଶୁକ୍ରବାର ୧୭ ମାସ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ୩୦ ବର୍ଷୀୟ ଜାମଶେଦଙ୍କ ସହ ଅନ୍ୟ ଦୁଇ କ୍ରିକେଟର ୟୁସେଫ ଅନଓ୍ବାର (୩୬) ଓ ମହମ୍ମଦ…
ଏଣିକି କଚ୍ଚାଘର ଦେଖିବା ସ୍ବପ୍ନ, ଆଗାମୀ ୩ ବର୍ଷରେ ସମସ୍ତଙ୍କୁ ମିଳିବ ପକ୍କା ଘର: ମନ୍ତ୍ରୀ
ଭୁବନେଶ୍ୱର,୮ା୨(ବ୍ୟୁରୋ): ରାଜ୍ୟରେ ଆଉ କଚ୍ଚାଘର ରହିବ ନାହିଁ। ସମସ୍ତଙ୍କୁ ପକ୍କାଘର ମିଳିବ। ଆଗାମୀ ୩ ବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ମିଳିବ। ସେମାନଙ୍କୁ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ଶନିବାର ପଞ୍ଚାୟତିରାଜ ମନ୍ତ୍ରୀ…
ମାର୍କେଟ୍ ବିଲ୍ଡିଂରେ ଗଣ୍ଡଗୋଳ ଘଟଣା: ଆଉ ଜଣେ ଅଭିଯୁକ୍ତ ଗଜପତିରୁ ଗିରଫ, ଟୁଇଟ୍ କରି ସୂଚନା ଦେଲେ ପୋଲିସ କମିଶନର
ଭୁବନେଶ୍ୱର,୮।୨(ବ୍ୟୁରୋ): ଭୁବନେଶ୍ୱର ୟୁନିଟ୍-୨ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଓ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିବା ଘଟଣାରେ ପୋଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଗୋପୀନାଥ ନାୟକ ଓରଫ ଗୋପୀ। ତାଙ୍କୁ ଗଜପତିରୁ ଗିରଫ କରାଯାଇଥିବା ନେଇ…
ବର୍ଷିଲା ଭାଜପା: ତଥ୍ୟ ନଷ୍ଟ କରିବାକୁ ବିବାଦୀୟ ଅତିଥି ଭବନକୁ ଜାଣିଶୁଣି ଭାଙ୍ଗିଛି ଜିଲା ପ୍ରଶାସନ
ଭୁବନେଶ୍ୱର,୮।୨(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଅତିଥି ଭବନକୁ ଭାଙ୍ଗିବା ନେଇ ଭାଜପା ବର୍ଷିଛି। ଶନିବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି,…
୭୩ ବର୍ଷ ପରେ ପାକିସ୍ତାନରେ ଧୁମ୍ଧାମ୍ରେ ପାଳନ କରାଯିବ ଶିବରାତ୍ରି: ଖୋଲାଯିବ ୨୦୦ ବର୍ଷ ପୁରୁଣା ମନ୍ଦିର
ଇସଲାମାବାଦ୍,୮।୨: ପାକିସ୍ତାନରେ ଥିବା ଏକ ୨୦୦ ବର୍ଷ ପୁରୁଣା ଶିବ ମନ୍ଦିରରେ ଚଳିତ ଥର ଶିବରାତ୍ରି ବେଶ୍ ଧୁମ୍ଧାମ୍ରେ ପାଳନ କରାଯିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ ୭୩ ବର୍ଷ ଧରି ଏହି ମନ୍ଦିର ବନ୍ଦ ରହିଥିଲା। ବାଲୁଚିସ୍ତାନରେ ଥିବା…
ପ୍ରଥମଥର ଭୋଟ ଦେଇ ଅନୁଭୂତି କହିଲେ ପ୍ରିୟଙ୍କାଙ୍କ ପୁଅ
ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ କରାଯାଇଛି। ଏଥିରେ ଅନେକ ନୂଆ ଭୋଟର ନିଜର ମତ ସାବ୍ୟସ୍ତ କରିଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରିହାନ ରାଜୀବ ଭଦ୍ରା ମଧ୍ୟ ପ୍ରଥମଥର ନିଜର…
Archives


