Home Left

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣି

ମହାକାଳପଡ଼ା,୨୪।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣି ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ହେଲେ ଚନ୍ଦ୍ରଶେଖର ହାଁସଦା । ନୀଳକଣ୍ଠପୁରର ଦିଲୀପ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡିରୁ ୨୦ ହଜାର ଟଙ୍କାର ଚେକ୍‌ ଆସିଥିଲା। ଏହି ଚେକ୍‌…

ଇଭାଙ୍କାଙ୍କ ସହ ସେଲ୍‌ଫି ନେଲେ ପ୍ରଶଂସକ

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜେରେଡ ସୋମବାର ଭାରତ ଗସ୍ତରେ ଆସିଛନ୍ତି। ଏମାନେ ଗୁଜରାଟରେ ପହଞ୍ଚିବା ପରେ ସେଠାରୁ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅହମଦାବାଦର…

ଜୟଲଲିଥାଙ୍କ ୭୨ତମ ଜନ୍ମଦିନ ଅବସରରେ ଥାଲାଇବିର ନୂଆ ଲୁକ୍‌ ଶେୟାର କଲେ କଙ୍ଗନା

ମୁମ୍ବାଇ: ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜୟଲଲିଥାଙ୍କ ସୋମବାର ୭୨ତମ ଜନ୍ମଦିନ। ଏହି ଅବସରରେ ବଲିଉଡ୍‌ କୁଇନ କଙ୍ଗନା ରଣାଓ୍ବତ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଥାଲାଇବି’ରେ ଥିବା ତାଙ୍କ ଆଉ ଏକ ଲୁକ୍‌କୁ ଶେୟାର କରିଛନ୍ତି। ଏନେଇ ଇନ୍‌ଷ୍ଟାଗ୍ରାମ୍‌ରେ ସେ…

ସାତ ବର୍ଷ ପରେ ଏକାଠି ନଜର ଆସିବେ ଏକତା-ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଫିଲ୍ମ ଏବେ ଦର୍ଶକଙ୍କର ବେଶ୍‌ ପସନ୍ଦ ଆସୁଛି। ଚଳିତ ବର୍ଷ ଓ ଆସନ୍ତା ବର୍ଷ ତାଙ୍କ ହାତରେ ସବୁଠାରୁ ଅଧିକ ଅଫର ରହିଛି ବୋଲି ଜଣାପଡିଛି। ଏବେ ଏହାସହ ଆଉ ଏକ ପ୍ରୋଜେକ୍ଟ…

ବୀରପ୍ପାନଙ୍କ ଝିଅ ଭାଜପାରେ ଯୋଗଦେଲେ

ଚେନ୍ନାଇ,୨୪।୨: ବୀରପ୍ପାନଙ୍କ ଝିଅ ବିଦ୍ୟା ରାନୀ ଭାଜପାରେ ଯୋଗଦେଇଛନ୍ତି। ତାମିଲନାଡୁର କୃଷ୍ଣାଗିରିଠାରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଭାଜପା ମହାସଚିବ ମୂରଲୀଧର ରାଓ ଏବଂ ପୂର୍ବ କେନ୍ଦ୍ରମନ୍ତ୍ରୀ ପୋନ୍‌ ରାଧାକୃଷ୍ଣନ୍‌ଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ୍‌ ହୋଇଛନ୍ତି। ତାଙ୍କ ସହିତ ବହୁ ସମର୍ଥକ…

ଓଲଟା ବ୍ୟାଟ ଧରି ରନ୍‌ ନେଇ କ୍ରିଜରେ ଶୀଘ୍ର ପହଞ୍ଚିଲେ ବ୍ୟାଟ୍ସମ୍ୟାନ

କରାଚୀ,୨୪ା୨- ବ୍ୟାଟ୍ସମ୍ୟାନମାନେ ରନ୍‌ ଚୋରାଇଲାବେଳେ ସାଧାରଣତଃ ଦ୍ରୁତ ଗତିରେ ଦୌଡ଼ିବା ସହିତ ବ୍ୟାଟକୁ ଆଗକୁ ରଖନ୍ତି। କାରଣ ବ୍ୟାଟ୍ସମ୍ୟାନ ପହଞ୍ଚତ୍ବା ପୂର୍ବରୁ ବ୍ୟାଟ ପହଞ୍ଚତ୍ବ। କିନ୍ତୁ ବ୍ୟାଟ୍ସମ୍ୟାନ ରନଆଉଟ୍‌ରୁ ବଞ୍ଚତ୍ବା ଲାଗି ଦ୍ରୁତ ଗତିରେ ଦୌଡ଼ିବା ସହ ଆଉ ଏକ କାର୍ଯ୍ୟ…

ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ: ୬ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ, ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୨୪।୨(ବ୍ୟୁରୋ): ରାଜ୍ୟ ସରକାର ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ସହ ସେମାନଙ୍କ ପେନସନ୍‌ ସୁବିଧାକୁ ମଧ୍ୟ ସ୍ଥାୟୀ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ…

ରିପୋର୍ଟ କାର୍ଡ: ଟ୍ରମ୍ପ୍‌ ଥିଲେ ଛାତ୍ରନେତା;ମଡେଲିଂ ପାଇଁ ମେଲାନିଆ ବାନ୍ଧିଥିଲେ ପାଠପଢ଼ାରେ ଡୋରି-ଇଭାଙ୍କାଙ୍କ ଲାଗି ବୋର୍ଡିଂ ସ୍କୁଲ ଥିଲା ଜେଲ ଭଳି

ଅହମଦାବାଦ୍‌,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅହମଦାବାଦ୍‌ରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଟ୍ରମ୍ପ୍‌ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ତ୍ରୀ ମେଲାନିଆ ଏବଂ ଝିଅ ଇଭାଙ୍କା ଟ୍ରମ୍ପ୍‌ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି। ଟ୍ରମ୍ପ୍‌ ମିଲିଟାରୀ ସ୍କୁଲରେ ପାଠପଢ଼ିଥିବାବେଳେ କଲେଜ ଜୀବନରେ…

କଡ଼ା ସୁରକ୍ଷାରେ ମାଟ୍ରିକ ପରୀକ୍ଷା: କାମାକ୍ଷାନଗରର ୧୧ଟି ବିଦ୍ୟାଳୟରେ ୧୪୪ ଧାରା ଜାରି

କାମାକ୍ଷାନଗର,୨୪।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡରେ ସୋମବାର ମାଟ୍ରିକ ପରୀକ୍ଷା ସୁରକ୍ଷା ଦୃଷ୍ଟିରୁ ୧୧ଟି ବିଦ୍ୟାଳୟରେ ୧୪୪ ଧାରା ଜାରି କରାଯାଇଛି। ସେଗୁଡିକ ହେଲା କାମାକ୍ଷାନଗର ବ୍ଲକର ରାୟନୃସିଂହପୁର ସିଦ୍ଧେଶ୍ବରୀ ବିଦ୍ୟାପୀଠ, ଅଁଳାବେରଣୀ କୁସୁମଯୋଡ଼ି ଉଚ୍ଚ ବିଦ୍ୟାଳୟ, ମହୁଲପାଳ ନିଗମାନନ୍ଦ ଉଚ୍ଚ…

ବର୍ଷରେ ୮ ମାସ ପାଣିରେ ବୁଡ଼ି ରହେ ଗାଁ: ବୋଟ୍‌ ସ୍କୁଲରେ ପଢ଼ନ୍ତି ଛାତ୍ରୀଛାତ୍ର

ଢ଼ାକା,୨୪।୨: ଉତ୍ତରପୂର୍ବ ବାଂଲାଦେଶରେ ରହିଛି ହାଉର ଗାଁ। ଏହି ଗାଁଟି ବର୍ଷରେ ୮ମାସ ପାଣିରେ ବୁଡ଼ି ରୁହେ। ତେଣୁ ପିଲାଙ୍କ ପଢ଼ିବା ପାଇଁ ବୋଟ୍‌ରେ ସ୍କୁଲର ବ୍ୟବସ୍ଥା କରାଯାଇଥାଏ। ଏଭଳି ବୋଟ୍‌ ସ୍କୁଲ ଏଠାରେ ୨୦୧୨ଠାରୁ ଆରମ୍ଭ ହୋଇଛି। ଏଠାରେ ୫୦୦ରୁ…

ଏହି ହୋଟେଲରେ ରାତ୍ରୀ ଯାପନ କରିବେ ଟ୍ରମ୍ପ

ନୂଆଦିଲ୍ଳୀ,୨୪।୨: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଗୁଜରାଟର ଅହମଦାବାଦ ବିମାନ ବନ୍ଦରରେ ଟ୍ରମ୍ପ ନିଜ ପରିବାରଙ୍କ ସହ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭବ୍ୟ ସ୍ବାଗତ…

ଭାରତ ସହିତ ହେବ ୩୦୦ କୋଟି ଡଲାରର ସାମରିକ ଚୁକ୍ତି: ଟ୍ରମ୍ପ୍‌

ଅହମଦାବାଦ୍‌,୨୪।୨: ଭାରତ ସହିତ ଆମେରିକା ୩ ୦୦ କୋଟି ଡଲାରର ସାମରିକ ଚୁକ୍ତି କରିବ ବୋଲି ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର ଘୋଷଣା କରିଛନ୍ତି। ଏହି ଚୁକ୍ତି ଅନୁସାରେ ଆମେରିକା ଭାରତକୁ ମିଲିଟାରୀ ହେଲିକପ୍ଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri