Home Left

ପ୍ରେମ ପାଇଁ ଛାଡ଼ିଲେ ବନ୍ଧୁକ: ମାଓବାଦୀ ସଂଗଠନକୁ ପଛରେ ପକାଇ କଲେ ବିବାହ

ବସ୍ତର,୨।୩: ପ୍ରେମ କୌଣସି ପ୍ରତିବନ୍ଧକ ମାନେନା। ଏହାର ସଦ୍ୟତମ ଉଦାହରଣ ସୃଷ୍ଟି କରିଛନ୍ତି ମାଓବାଦୀ ସଂଗଠନରେ କାମ କରୁଥିବା ପ୍ରେମୀଯୁଗଳ। ମାଓବାଦୀ ସଂଗଠନରେ ପ୍ରେମ ଅବା ବିବାହ କରିବା ମନା। ତେବେ ଏହି ପ୍ରେମୀ ଯୁଗଳ ପୋଲିସ ନିକଟରେ ଆତ୍ମ ସମର୍ପଣ…

ନୀତୀଶଙ୍କ ରାଲିରେ ଜେଡିୟୁ ବିଧାୟକଙ୍କୁ ମସାଜ୍‌ କଲେ କର୍ମୀ: ଭିଡିଓ ଭାଇରାଲ

ପାଟନା,୨।୩: ବିହାର ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ଏହାକୁ ଦେଖି ସବୁ ରାଜନୈତିକ ଦଳ ଅଣ୍ଟା ଭିଡିଲେଣି। ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜନୈତିକ ରାଲିର ଶୁଭାରମ୍ଭ କରିଛନ୍ତି। ଏହି ରାଲି ସମୟର ଏକ ଦୃଶ୍ୟ ଏବେ…

ଟେଷ୍ଟ ସିରିଜ୍‌ ପୋଛିଲା ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ,୨ା୩- ତାରକା ଖଚିତ ଭାରତୀୟ ଦଳ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ନ୍ୟୁଜିଲାଣ୍ଡ ପୋଛି ନେଇଛି। ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟକୁ ମାତ୍ର ୩ ଦିନରେ କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ୭ ଉଇକେଟରେ ଜିତି ନେଇଛି। ମ୍ୟାଚ୍‌ରେ…

ସର୍ଭିକାଲ କ୍ୟାନ୍‌ସର ପାଇଁ ଟିକା

ସର୍ଭିକାଲ କ୍ୟାନ୍‌ସର (ଜରାୟୁ ଗ୍ରୀବା କର୍କଟ) ପାଇଁ ଏକ ଟିକା ନିକଟରେ ଉଦ୍ଭାବିତ ହୋଇଛି। ଡେନ୍‌ମାର୍କର କୋପନହେଗେନସ୍ଥିତ ଡ୍ୟାନିଶ୍‌ କ୍ୟାନସର ସୋସାଇଟିର କ୍ୟାନ୍‌ସର ବିଶେଷଜ୍ଞମାନେ ଦୀର୍ଘ ୫ବର୍ଷ ପରିଶ୍ରମ କରି ଏଥିରେ ସଫଳ ହୋଇଛନ୍ତି। ଉକ୍ତ ନୂତନ ଟିକାକୁ ‘ଏଚ୍‌ପିଭି ୧୬-୧୮…

ଗ୍ୟାସ୍‌ ଟର୍ମିନାଲରେ ନିଆଁ: ଜଳିଗଲା ବ୍ୟାପକ ଯନ୍ତ୍ରପାତି

ଚାନ୍ଦବାଲି,୨।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ବନ୍ଦର କମ୍ପାନି(ଆଦାନୀ) ପରିସରରେ ନିର୍ମାଣାଧୀନ ଏଲଏନ୍‌ଜି ଗ୍ୟାସ୍‌ ଟର୍ମିନାଲରେ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗିଛି। ନିର୍ମାଣ ସମୟରେ ଏକ ଗ୍ୟାସ୍‌ ଟାଙ୍କି ଲିକ୍‌ ହୋଇ ନିଆଁ ଲାଗିଥିବା କୁହାଯାଉଥିବା ବେଳେ ସୋମବାର ସକାଳେ ଏହାକୁ…

ଦିଲ୍‌ଜିତଙ୍କ ସହ ନିଜର ଫଟୋ ଦେଖି ଇଭାଙ୍କା କହିଲେ ତାଜମହଲ ବୁଲାଇଥିବାରୁ ଧନ୍ୟବାଦ

ଓ୍ବାଶିଂଟନ,୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ପରିବାର ସହ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ। ତାଙ୍କ ସହ ଥିଲେ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ, ଡୋନାଲ୍ଡଙ୍କ ଝିଅ ଇଭାଙ୍କା ଓ ଜ୍ୱାଇଁ ଜେରେଡ। ଏମାନେ ଭାରତ ଗସ୍ତ…

ଆମେରିକା ଦୂତାବାସ ନିକଟରେ ୨ କ୍ଷେପଣାସ୍ତ୍ର ମାଡ଼

ବାଗଦାଦ୍‌,୨।୩: ଇରାକର ବାଗଦାଦ୍‌ଠାରେ ଥିବା ଆମେରିକା ଦୂତାବାସ ନିକଟସ୍ଥ ଗ୍ରୀନ୍‌ ଜୋନ୍‌ରେ ୨ଟି କ୍ଷେପଣାସ୍ତ୍ର ମାଡ଼ ହୋଇଛି। କ୍ଷେପଣାସ୍ତ୍ର ମାଡ଼ ହେବାପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗତ ଅକ୍ଟୋବରଠାରୁ ଇତିମଧ୍ୟରେ ଇରାକ ଉପରେ ୨୦ଥର କ୍ଷେପଣାସ୍ତ୍ର ମାଡ଼…

ସୁସ୍ଥ ହାର୍ଟ ପାଇଁ..

ହୃତ୍‌ପିଣ୍ଡ(ହାର୍ଟ) ସୁସ୍ଥ ରହିଲେ ଆମେ ନୀରୋଗ ରହିବା। କିନ୍ତୁ କେତେକ କାରଣରୁ ହାର୍ଟ ପ୍ରଭାବିତ ହେବା ଦ୍ୱାରା ଆମେ ହୃଦ୍‌ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଉ। ତେଣୁ ହାର୍ଟକୁ କିପରି ସୁସ୍ଥ ରଖିବା ସେ ନେଇ ଆମେ ସଚେତନ ହେବା ନିହାତି ଦରକାର।…

କରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା ୩ ହଜାର ଟପିଲା

ବେଜିଂ,୨।୩: ସାରା ବିଶ୍ୱରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏବେ ଚାଇନାରେ ଏହା ୨,୯୧୨ରେ ପହଞ୍ଚିଛି ବୋଲି କୁହାଯାଉଛି। କରୋନା ଭାଇରସ ଯୋଗୁ ହୁବଇରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ସେହିପରି ଇନାରରେ…

ପୋଷା କୁକୁରର ପଞ୍ଜିକରଣ ନ କଲେ ଦେବାକୁ ପଡ଼ିବ ଜରିମାନା !

ଗାଜିଆବାଦ,୨।୩: ପୋଷା କୁକୁର ପଞ୍ଜିକରଣ ନ କଲେ ଏଣିକି ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିବ। ଉତ୍ତରପ୍ରଦେଶର ଗାଜିଆବାଦରେ ପୋଷା କୁକୁର ପଞ୍ଜିକରଣ ମଡ଼େଲ ସଫଳ ରହିଛି। ଏହାକୁ ଦୃଷ୍ଟିରେ ରଖି ମିରଠ, କାନପୁର ଓ ବାରାଣାସୀ ନଗର ନିଗମ ପକ୍ଷରୁ ଏହି…

ହ୍ରାସ ପାଉଛି ଆମ ଶରୀରର ସାଧାରଣ ତାପମାତ୍ରା

”ସାଧାରଣତଃ ଶିଶୁମାନଙ୍କ ଶରୀରର ହାରାହାରି ତାପମାତ୍ରା ଅଧିକ। ଅନ୍ୟପକ୍ଷରେ, ପୁରୁଷମାନଙ୍କର ନାରୀମାନଙ୍କ ତୁଳନାରେ କମ୍‌ । ପୁନଶ୍ଚ ଏହା କେତେକ ଜୀବରସ ବା ହରମୋନ୍‌ ପ୍ରତି ସମ୍ବେଦନଶୀଳ। ଉଦାହରଣସ୍ବରୂପ, ନାରୀମାନଙ୍କ ଋତୁଚକ୍ର କାଳରେ ଡିମ୍ବୋଦୟ ପରେ ଏଷ୍ଟ୍ରୋଜେନ୍‌ ହ୍ରାସ ଏବଂ ପ୍ରୋଜେଷ୍ଟେରୋନ୍‌…

୫୦୨ଜଣଙ୍କ ଉପରେ ୩.୭୫ ଲକ୍ଷ ଜରିମାନା କଲା ପୋଲିସ

ଭୁବନେଶ୍ୱର,୨।୩(ବ୍ୟୁରୋ): କମିଶନରେଟ ପୋଲିସ ପକ୍ଷରୁ ୫୦୨ଜଣ ବେପରୁଆ ଗାଡି ଚାଳକଙ୍କୁ ଚିହ୍ନଟ କରି ୩ଲକ୍ଷ ୭୫ହଜାର ଟଙ୍କାର ଜରିମାନା କରିଛି ଟ୍ରାଫିକ ପୋଲିସ। ରଙ୍ଗରୁଟରେ ଯାଉଥିବାରୁ ୨୩ ଗାଡି ଜବତ କରାଯାଇଛି, ବେଆଇନ ପାର୍କିଂ ପାଇଁ ୩୫ ଜଣଙ୍କୁ ଜରିମାନା, ସିସିଟିଭି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri