ନିକ୍ଙ୍କ ସହ ଘୋଡ଼ା ଚଢ଼ି ବୁଲିଲେ ପ୍ରିୟଙ୍କା, ଫଟୋ ଭାଇରାଲ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍ ଜୋନାସ୍ଙ୍କ ସହ ସପ୍ତାହ ଶେଷରେ ଖୁବ୍ ଏନ୍ଜୟ କରୁଥିବା ଦେଖିବାକୁ ମିଳିଛି। ଏହି ସମୟର କିଛି ଫଟୋ ନିକ୍ ତାଙ୍କ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ପ୍ରିୟଙ୍କା ଏବଂ ନିକ୍ ଘୋଡ଼ା…
ପ୍ରତିଦିନ ୨୫୦ ଗରିବଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ଅଳଙ୍କାର ବ୍ୟବସାୟୀ
କୋଏମ୍ବାଟୁର,୨।୩: ସମାଜର ଗରିବଙ୍କ ପାଇଁ କାମ କରିବା ପ୍ରତିଟି ନାଗରିକଙ୍କ କର୍ତ୍ତବ୍ୟ। ଏଭଳି କାର୍ଯ୍ୟ କରି ତାମିଲନାଡୁର ଜଣେ ପୂର୍ବତନ ଅଳଙ୍କାର ବ୍ୟବସାୟୀ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ତୁଥୁକୁଡ଼ି ଜିଲାରେ ବାସ କରୁଥିବା ୬୩ ବର୍ଷ ବୟସ୍କ…
ଜୟପୁରରେ କୁକୁଡ଼ା ମଡକ: ଚିନ୍ତାରେ ଚାଷୀ
ଜୟପୁର, ୨।୩(ନି.ପ୍ର.): କୋରାପୁଟ ଜିଲା ଜୟପୁରରେ ଗତ କିଛି ଦିନ ହେବ କୁକୁଡ଼ା ମଡକ ଦେଖାଦେଇଛି। ଗତ ସପ୍ତାହକ ମଧ୍ୟରେ ଜୟପୁର ଓ ଏହାର ଆଖପାଖ ଅଞ୍ଚଳରେ ଶହ ଶହ ଦେଶୀ ପ୍ରଜାତିର କୁକୁଡ଼ା ମରୁଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ…
ଖାରଜ ହୋଇନି ଡେଥ୍ ଓ୍ବାରେଣ୍ଟ: ନିର୍ଭୟା ଦୋଷୀଙ୍କୁ ହୋଇପାରେ ଫାଶୀ!
ନୂଆଦିଲ୍ଲୀ,୨।୩: ନିର୍ଭାୟା ଗଣବଳାତ୍କାର ମାମଲାର ଦୋଷୀ ପବନ ଗୁପ୍ତାଙ୍କ କ୍ୟୁରେଟିଭ ପିଟିଶନ ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରା ଖାରଜ ହେବା ପରେ ଏବେ ସେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଛନ୍ତି। ଏହାକୁ ନେଇ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ…
ଏହି ବୃଦ୍ଧାଙ୍କ ଇଂଲିଶ୍ ଶୁଣିଲେ ଶଶି ଥରରୁ ବି ପ୍ରଶଂସା କରିବେ!
ବଲିଉଡ୍ ଫିଲ୍ମରେ ବହୁ ପ୍ରକାରର ଇଂଲିଶ ଶବ୍ଦକୁ ବ୍ୟବହାର କରାଯାଉଥିବା ଶୁଣିବାକୁ ମିଳିଥାଏ। କିନ୍ତୁ ଯଦି କଠିନରୁ କଠିନ ଇଂଲିଶ କଥା ଆସେ ତେବେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ନାଁ ପ୍ରଥମେ ଆସିଥାଏ। ସେ ଏଭଳି ଶବ୍ଦ କହିଥାନ୍ତି…
ଦିଲ୍ଲୀ ହିଂସା ଯୋଜନାବଦ୍ଧ ନରସଂହାର: ମମତା
କୋଲକାତା,୨।୩: ଏଆଇଏମ୍ଆଇଏମ୍ର ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସିଙ୍କ ପରେ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଦଙ୍ଗାକୁ ନରସଂହାର ବୋଲି କହିଛନ୍ତି। ସୋମବାର ତୃଣମୂଳ କଂଗ୍ରେସର ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି ଦିଲ୍ଲୀ ଦଙ୍ଗା ଏକ ଯୋଜନାବଦ୍ଧ ନରସଂହାର। ଏହାକୁ…
ଗଛରେ ପିଟିହେଲା ସହକାରୀ ଯନ୍ତ୍ରୀଙ୍କ ଗାଡ଼ି
ଝାରସୁଗୁଡ଼ା ଅଫିସ,୨।୩: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ପଞ୍ଚାୟତିରାଜ ବିଭାଗର ଜଣେ ସହକାରୀ ଯନ୍ତ୍ରୀଙ୍କ ଗାଡ଼ି (ଓଡି ୩୩ ଏନ୍ ୬୮୩୩) ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ଯନ୍ତ୍ରୀ ନ ଥିବା ବେଳେ ଡ୍ରାଇଭର ଜଣକ ମଦ୍ୟପାନ…
ଫିଟ୍ନେସ୍ ନ ଥିବାରୁ ସିଜ୍ ହେଲା ୨ଟି ବସ୍: ୫୧ ହଜାର ଫାଇନ୍
ଭୁବନେଶ୍ୱର, ୨।୩(ବ୍ୟୁରୋ): ଦୁଇ ଦୁଇ ଥର ମହଲତ ମିଳିବା ସତ୍ତ୍ୱେ ସୁଧୁରୁ ନାହାନ୍ତି ବେପରୁଆ ଗାଡ଼ି ଚାଳକ। ରବିବାର ଟ୍ବିନ୍ ସିଟିରରୁ ସାଢ଼େ ୬ ଲକ୍ଷ ଫାଇନ ଆଦାୟ କରାଯାଇଥିବା ବେଳେ ସୋମବାର ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର ୨ଟି ବସ୍କୁ…
ଶ୍ରୀଲଙ୍କା କିମ୍ବଦନ୍ତୀଙ୍କୁ ଭାରତୀୟ ମହିଳା ଦଳର ଉପହାର
ମେଲବୋର୍ନ,୨ା୩- ଚଳିତ ମହିଳା ଟି୨୦ ବିଶ୍ୱକପ୍ରେ ସୋମବାର ଅନୁଷ୍ଠିତ ଗ୍ରୁପ୍ ଏ’ର ଲିଗ୍ ମ୍ୟାଚ୍ରେ ଶ୍ରୀଲଙ୍କା ୯ ଉଇକେଟରେ ବାଂଲାଦେଶକୁ ହରାଇ ଦେଇଛି। ଏହି ବିଜୟ ସତ୍ତ୍ୱେ ଶ୍ରୀଲଙ୍କା ଦଳ ଟୁର୍ନାମେଣ୍ଟରୁ ବିଦାୟ ନେଇଛି। ଏଥିସହ ଦଳର ସବୁଠୁ ସିନିୟର ଖେଳାଳି…
ଦିଲ୍ଲୀ ହିଂସା: ଆଖିରେ କଳାପଟି ବାନ୍ଧି ଏମ୍ପିଙ୍କ ବିରୋଧ ପ୍ରଦର୍ଶନ
ନୂଆଦିଲ୍ଲୀ,୨।୩: ଦିଲ୍ଲୀରେ ଉପୁଜିଥିବା ଦଙ୍ଗାକୁ ନେଇ ସୋମବାର ସଂସଦ ଭବନରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ତୃଣମୂଳ କଂଗ୍ରେସ(ଟିଏମ୍ସି)ଏମ୍ପିମାନେ ଆଖିରେ କଳାପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି। ଏମାନେ ଆଖିରେ କଳାପଟି ବାନ୍ଧିବା ସହ ପାଟିରେ ଆଙ୍ଗୁଠି ଦେଇଥିବା ଦେଖାଯାଇଥିଲା।…
୧୫ ମିନିଟରେ ସ୍ତନକର୍କଟ ସମ୍ପର୍କରେ ସୂଚନା ଦେଉଛି ଡିଭାଇସ୍
ବେଙ୍ଗାଲୁରୁ,୨।୩: ଭାରତରେ ସ୍ତନକର୍କଟରେ ବହୁ ମହିଳାଙ୍କ ମୃତ୍ୟୁ ଘଟିଥାଏ। ତେବେ ସ୍ତନକର୍କଟର ଚିହ୍ନଟ ପ୍ରାଥମିକ ପର୍ଯ୍ୟାୟରେ ହୋଇପାରିଲେ ଏହା ଘାତକ ହୋଇପାରି ନ ଥାଏ ବୋଲି ଚିକିତ୍ସକ କହିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଗୀତା ମଞ୍ଜୁନାଥ ନାମକ ଜଣେ ମହିଳାଙ୍କ ଦ୍ୱାରା…
ଦୋଷୀଙ୍କୁ କାହିଁକି କ୍ଷମା କରିବେ ବୋଲି ପ୍ରଶ୍ନ କଲେ ନିର୍ଭୟାଙ୍କ ମା’
ନୂଆଦିଲ୍ଲୀ,୨।୩: ରାଜଧାନୀ ଦିଲ୍ଲୀର ଛାତି ଉପରେ ଘଟିଥିବା ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ମୋଡ ବଦଳି ଚାଲିଥିବା ବେଳେ ସୋମବାର ଏହାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କ କ୍ୟୁରେଟିଭ ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ମାର୍ଚ୍ଚ ୩ ସକାଳ…
Archives


