ପାରାଦୀପରେ କରୋନା ସନ୍ଦିଗ୍ଧ: ସିଙ୍ଗାପୁରରୁ ଆସିଥିବା ଜାହାଜର ୨ଜଣଙ୍କୁ ଏସ୍ସିବି ପଠାଗଲା
ପାରାଦୀପ,୩।୩(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ମଙ୍ଗଳବାର ଲାଗିଥିବା ଏକ ଜାହାଜରେ ଦୁଇ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ପ୍ରାଥମିକ ଯାଞ୍ଚ କରାଯାଇ ଏସ୍ସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ପୂର୍ବାହ୍ନ ୧୧ଟାରେ ସିଙ୍ଗାପୁରରୁ ଆସିଥିବା ଉକ୍ତ ଜାହାଜଟି ପାରାଦୀପ ବନ୍ଦରରେ…
ଅନାଥ ଶିଶୁଙ୍କୁ କୋଳେଇ ନେଲେ ବୃଦ୍ଧାଶ୍ରମର ଅନ୍ତେବାସୀ
ବର୍ତ୍ତମାନ ସମୟରେ ଅନେକ ପିଲା ମାତାପିତାଙ୍କୁ ବୋଝ ବୋଲି ଭାବୁଛନ୍ତି। ହେଲେ ମାତାପିତା କେବେବି ସେମାନଙ୍କ ସନ୍ତାନଙ୍କୁ ବୋଝ ବୋଲି ଭାବି ନ ଥାଆନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ଅହମଦାବାଦରେ ଥିବା ଏକ ବୃଦ୍ଧାଶ୍ରମରେ। ‘ଜୀବନ ସନ୍ଧ୍ୟା’…
ଦିଲ୍ଲୀ ଦଙ୍ଗା ନେଇ ବିବାଦୀୟ ମନ୍ତବ୍ୟ: ଇରାନ ରାଷ୍ଟ୍ରଦୂତଙ୍କୁ ସମନ ଜାରି
ନୂଆଦିଲ୍ଲୀ,୩।୩: ଦିଲ୍ଲୀ ଦଙ୍ଗା ନେଇ ଇରାନ ବହିର୍ବ୍ୟାପାର ମନ୍ତ୍ରୀ ଜାଭେଦ୍ ଜାରିଫ୍ ଟୁଇଟ୍ କରି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଭାରତ ପକ୍ଷରୁ ଦିଲ୍ଲୀରେ ଅବସ୍ଥାପିତ ଥିବା ଇରାନ ରାଷ୍ଟ୍ରଦୂତ ଅଲୀ ଚେଗେନିଙ୍କୁ ମଙ୍ଗଳବାର ସମନ ଜାରି କରାଯାଇଛି। ଭାରତର…
ଦିଲ୍ଲୀ ଦଙ୍ଗା ଉପରେ ଆଲୋଚନା ହୋଲି ପରେ: ବାଚସ୍ପତି
ନୂଆଦିଲ୍ଲୀ,୩।୩: ଦିଲ୍ଲୀ ଦଙ୍ଗା ଉପରେ ସରକାର ଆଲୋଚନା କରନ୍ତୁ ବୋଲି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଦାବି କରାଯାଉଛି। ଏନେଇ ଲୋକ ସଭା ବାଚସ୍ପତି ଓମ୍ ବିରଳା କହିଛନ୍ତି ଯେ, ସରକାର ବିରୋଧୀଙ୍କ ସହିତ ଆଲୋଚନା ପାଇଁ ପ୍ରସ୍ତୁତ। ତେବେ ଏହା ମାର୍ଚ୍ଚ…
ଫଡ଼ନଭୀସଙ୍କ ପୁନର୍ବିଚାର ଆବେଦନ ସୁପ୍ରିମ୍କୋର୍ଟରେ ଖାରଜ
ନୂଆଦିଲ୍ଲୀ,୩।୩: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସଙ୍କୁ ବଡ଼ ଝଟ୍କା ଲାଗିଛି। ସତ୍ୟପାଠରେ କିଛି ତଥ୍ୟ ଲୁଚାଇଥିବା ଅଭିଯୋଗରେ ତାଙ୍କ ଦ୍ୱାରା କରାଯାଇଥିବା ପୁନର୍ବିଚାର ଆବେଦନ ସୁପ୍ରିମ୍କୋର୍ଟରେ ମଙ୍ଗଳବାର ଖାରଜ ହୋଇଛି। ୨୦୧୪ ବିଧାନସଭା ନିର୍ବାଚନରେ ନାମାଙ୍କନ ସମୟରେ ଦାଖଲ ହୋଇଥିବା…
ଗଙ୍ଗା ଆଳତିରେ ସାମିଲ ହେଲେ ସାରା
ବାରାଣସୀ: ବଲିଉଡ୍ ନାୟିକା ସାରା ଅଲି ଖାଁ ତାଙ୍କ ଅପ୍କମିଂ ଫିଲ୍ମର ଶୁଟିଂ ପାଇଁ ସୋମବାର ବାରାଣସୀ ବହଞ୍ଚିଛନ୍ତି। ସେଠାରେ ସେ ସୋମବାର ସନ୍ଧ୍ୟାର ଗଙ୍ଗା ଆଳତିରେ ଯୋଗ ଦେଇଥିବା ଦେଖାଯାଇଛି। ଏହାସହ ସେ ଗଙ୍ଗାରେ ନୌବିହାର ମଧ୍ୟ କରିଥିଲେ। ଏହାର…
ରିଟେଲରଙ୍କୁ ନିଲମ୍ବନ ଦାବିରେ ଭାଜପା କର୍ମୀଙ୍କ ଅନଶନ
ତିହିଡ଼ି,୩।୩(ଡି.ଏନ୍.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଭାଜପା ପକ୍ଷରୁ ମଙ୍ଗଳବାର ମଧ୍ୟାହ୍ନରେ ତିହିଡ଼ି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ପଞ୍ଚାୟତରେ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା କରିଥିବା ରିଟେଲରଙ୍କୁ ନିଲମ୍ବନ ଦାବିରେ ଭାଜପା କର୍ମୀ ଅନଶନରେ ବସିବା…
ଶ୍ରୀଦେବୀଙ୍କ ପ୍ରାର୍ଥନା ସଭାରେ ଯୋଗ ଦେବାକୁ ଏକାକି ଗଲେ ବୋନି
ମୁମ୍ବାଇ: ବଲିଉଡ୍ ଚାନ୍ଦନି ଗର୍ଲ ଶ୍ରୀଦେବୀଙ୍କ ମୃତ୍ୟୁକୁ ୨ ବର୍ଷ ପୂରଣ ହୋଇ ସାରିଛି। ଏଥିପାଇଁ ତାଙ୍କ ଘର ଚେନ୍ନାଇରେ ଏକ ସ୍ବତନ୍ତ୍ର ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିବା ସୂଚନା ମିଳିଛି। ଆଉ ଏଥିପାଇଁ ଶ୍ରୀଦେବୀଙ୍କ ସ୍ବାମୀ ବୋନି କପୁର ବିଳମ୍ବିତ…
୬ ଦଫା ଦାବିରେ କେନ୍ଦୁପତ୍ର ଡିଭିଜନ ଅଫିସ ଆଗରେ ବିକ୍ଷୋଭ
କେନ୍ଦୁଝର,୩।୩(ସ୍ବ.ପ୍ର.): କେନ୍ଦୁଝର ସହର ଜୁଡ଼ିଆ ନିକଟରେ ଥିବା କେନ୍ଦୁପତ୍ର ଡିଭିଜନ ଅଫିସ ଆଗରେ ୬ ଦଫା ଦାବିରେ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଓ କର୍ମଚାରୀମାନେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତ୍ରୁଟିପୂର୍ଣ୍ଣ ଦରମା ଧାର୍ଯ୍ୟ ସଂଶୋଧନ, ଫଡ଼ି ସେକ୍ସନ ଉଚ୍ଛେଦ ବନ୍ଦ,…
ଦିଲ୍ଲୀରେ ଅଛନ୍ତି କେତେ ଅନୁପ୍ରବେଶକାରୀ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁୁ ରିପୋର୍ଟ ମାଗିଲେ ପ୍ରବେଶ ବର୍ମା
ନୂଆଦିଲ୍ଲୀ,୩।୩: ଦିଲ୍ଲୀରେ କେତେ ସଂଖ୍ୟକ ଅନୁପ୍ରବେଶକାରୀ ଅଛନ୍ତି। ତାହାର ରିପୋର୍ଟ ଭାଜପା ଏମ୍ପି ପ୍ରବେଶ ବର୍ମା ଲୋକସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁୁ ମାଗିଛନ୍ତି। ସେମାନେ କିଭଳି ଦିଲ୍ଲୀରେ ପ୍ରବେଶ କରିଛନ୍ତି ଏବଂ ଏହାର ରିପୋର୍ଟ ସରକାରଙ୍କ ପାଖରେ ଅଛି କି ନାହିଁ ସେ…
କରୋନା ଗୁଜବ ଦୂର କରିବାକୁ ୩୦ଟଙ୍କାରେ ମିଳିଲା ଫୁଲ୍ ପ୍ଲେଟ ଚିକେନ
ଗୋରଖପୁର,୩।୩: କରୋନା ଭାଇରସ ଏବେ ଦିଲ୍ଲୀରେ ପହଞ୍ଚିଥିବା ବେଳେ ଏହାକୁ ନେଇ ବିଭିନ୍ନ ପ୍ରକାର ଗୁଜବ ପ୍ରଚାରିତ ହେଉଛି। କେତେକ ସ୍ଥାନରେ ଏହା ଚିକେନ ଖାଇବା ଦ୍ୱାରା ବ୍ୟାପୁଛି ବୋଲି ପ୍ରଚାର ହେବା ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।…
ବିଏମ୍ସିର ଅଳିଆବୁହା ଗାଡ଼ିକୁ ୩୨,୫୦୦ ଟଙ୍କା ଜରିମାନା
ଭୁବନେଶ୍ୱର,୩।୩(ବ୍ୟୁରୋ): ରାଜ୍ୟରେ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମହାନଗର ନିଗମ (ବିଏମ୍ସି)ର ୨ ଗାଡ଼ିକୁ ୩୨ ,୫୦୦ ଟଙ୍କା ଜରିମାନା କରାଯାଇଛି। ମଙ୍ଗଳବାର ରଘୁନାଥପୁର ପୋଲ ଉପରେ ଯାଞ୍ଚ ସମୟରେ ବିଏମ୍ସିର ୨ଟି ଅଳିଆବୁହା ଗାଡିକୁ ଆର୍ଟିଓ…
Archives


