ଅଲ ଇଂଲଣ୍ଡ ଟୁର୍ନାମେଣ୍ଟରୁ ଓହରିଲେ ଭାରତୀୟ ବ୍ୟାଡ୍ମଣ୍ଟନ ଖେଳାଳି
ନୂଆଦିଲ୍ଲୀ,୬।୩(ପି.ଟି.)- ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି କରୋନା ଭାଇରସ ଭୟରେ ଆସନ୍ତା ସପ୍ତାହରେ ହେବାକୁ ଥିବା ଅଲ ଇଂଲଣ୍ଡ ଚାମ୍ପିୟନଶିପ୍ ଇଭେଣ୍ଟରୁ ଓହରି ଯାଇଛନ୍ତି। ଏଚ୍ଏସ୍ ପ୍ରଣୟଙ୍କ ସମେତ ବିଶ୍ୱର ୧୦ମ ମାନ୍ୟତା ପ୍ରାପ୍ତ ପୁରୁଷ ଡବଲ୍ସ ଚିରାଗ ଶେଟି ଓ ସାତ୍ୱିକ…
ଆଇସ୍କ୍ରିମ୍ ଚାଟି ଖାଇ ଫ୍ରିଜ୍ରେ ରଖିବା ଯୁବକଙ୍କ ପାଇଁ ପଡ଼ିଲା ମହଙ୍ଗା, ମାସେ ଜେଲ୍ ସହ ୧ ଲକ୍ଷ ଟଙ୍କା ଜରିମାନା
ଓ୍ବାଶିଂଟନ୍: ଆମେରିକାର ଆଣ୍ଡର୍ସନ ନାମକ ଜଣେ ୨୪ ବର୍ଷୀୟ ଯୁବକ ଆଇସ୍କ୍ରିମ ଚାଟି ଖାଇ ଫ୍ରିଜ୍ରେ ରଖିଦେବାରୁ ଏହା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ଏନେଇ ତାଙ୍କୁ ୩୦ ଦିନ ଜେଲ୍ ଏବଂ ୧ ଲକ୍ଷ ୧୫ ହଜାର ଟଙ୍କା ଜରିମାନା…
ଆଖି ଖାଇପାରେ ଧୋକା: ଅଭିନେତ୍ରୀଙ୍କ ଭଳି ଚେହେରା ପାଇ ଚର୍ଚ୍ଚାରେ ଏସବୁ ଟିକ୍ଟକ୍ କଳାକାର
ବମ୍ବେ: ଆଜିର ଅତ୍ୟାଧୁନିକ ଯୁଗରେ ଦିନକୁ ଦିନ ବଢ଼ିଚାଲିଛି ସୋସିଆଲ ମିଡିଆର ବ୍ୟବହାର। ଅନେକେ ଏଥିରେ ନିଜର ପ୍ରତିଭା ଦେଖାଇ ରାତାରାତି ପାଲଟି ଯାଉଛନ୍ତି ଷ୍ଟାର। ସେଭଳି ଏକ ପ୍ଲାଟଫର୍ମ ହେଉଛି ‘ଟିକ୍ଟକ୍’। ଘରେ ଘରେ ପରିଚିତ ଏହି ସୋସିଆଲ ମିଡିଆ…
ଭାରତର ଏହି ୪ ସହର: ଯେଉଁଠି ଦେଖିବାକୁ ମିଳେ ହୋଲିର ସ୍ବତନ୍ତ୍ରତା
ରଙ୍ଗର ପର୍ବ ହୋଲି। ଭାରତରେ ପାଳନ କରାଯାଉଥିବା ବିଭିନ୍ନ ପରମ୍ପରା ମଧ୍ୟରୁ ଏହା ଅନ୍ୟତମ । ବିଭିନ୍ନ ସ୍ଥାନରେ ହୋଲି ପାଳନର ଶୈଳୀ ମଧ୍ୟ ଭିନ୍ନ। ତେବେ ଅନେକେ ଦୂରସ୍ଥାନକୁ ଯାଇ ସେଠାକାର ଚଳଣି ଅନୁସାରେ ରଙ୍ଗ ଖେଳିବାକୁ ପସନ୍ଦ କରିଥାନ୍ତି।…
ଅନ୍ଲାଇନ୍ ଖେଳାଳିଙ୍କ ପାଇଁ ଗେମିଂ ବେଡ୍, ଦାମ୍ ରହିଛି ୮୧ ହଜାର
ଟୋକିଓ: ଅନ୍ଲାଇନ୍ ଗେମ୍ରେ ଯେଉଁମାନଙ୍କର ଉତ୍ସାହ ରହିଛି ସେମାନଙ୍କ ପାଇଁ ଏକ କମ୍ପାନୀ ଗେମିଂ ବେଡ୍ ତିଆରି କରିଛି। ଏହା ଉପରେ ଶୋଇ ଖେଳିପାରିବେ। ଏହା ଖେଳାଳିଙ୍କୁ କୌଣସି ଅସୁବିଧାରେ ପକାଇବ ନାହିଁ। ଏହି ବେଡ୍ରେ ଏକ ମ୍ୟାଟ୍ରେସ୍ ସହିତ ନରମ…
କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଇରାନରେ ଶୁକ୍ରବାର ପ୍ରାର୍ଥନା ବାତିଲ୍: ଇଟାଲିରେ ଦର୍ଶକଙ୍କୁ ଷ୍ଟାଡିୟମ୍ ଯିବା ମନା
ତେହରାନ,୬।୩: କରୋନା ଭାଇରସ୍ ଏବେ ମହମାରୀର ରୂପ ନେଇଥିବା ବେଳେ ବିଶ୍ୱର ଅଧିକାଂଶ ଦେଶରେ ନିଜର କାୟା ବିସ୍ତାର କରିସାରିଲାଣି। ଏହାକୁ ନେଇ ସାରା ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏବେ ପର୍ଯ୍ୟନ୍ତ ଏହା ୮୧ ଦେଶକୁ ନିଜର ଶିକାର କରିସାରିଲାଣି।…
ଦିଲ୍ଲୀ ହିଂସାକୁ ନେଇ ସଂସଦରେ କଂଗ୍ରେସର ବିରୋଧ ପ୍ରଦର୍ଶନ: ମାର୍ଚ୍ଚ ୧୧ଯାଏ ଗୃହ ମୁଲତବୀ
ନୂଆଦିଲ୍ଲୀ,୬।୩: ଦିଲ୍ଲୀ ହିଂସାକୁ ନେଇ ବିରୋଧୀ ରାଜନୀତି କରୁଥିବା ବେଳେ ଏହାକୁ ଅସ୍ତ୍ର କରି ଶାସକ ଦଳକୁ ଘେରିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ସୋମବାରଠାରୁ ଗୃହ କାର୍ଯ୍ୟ ସଠିକ୍ ଭାବେ ପରିଚାଳିତ ହୋଇପାରୁନାହିଁ। ଏହି କ୍ରମରେ ଶୁକ୍ରବାର ମଧ୍ୟ କଂଗ୍ରେସ ସମେତ…
ୟୁଟ୍ୟୁବରେ ନିଦହାସ ଟ୍ରଫି ଫାଇନାଲକୁ ଦେଖିସାରିଲେଣି ୧୩.୨ କୋଟି ୟୁଜର୍ସ
୨୦୧୮ରେ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍ ନିଦାହାସ ଟ୍ରଫି ଫାଇନାଲରେ ବାଂଲାଦେଶ ଓ ଭାରତ ପରସ୍ପରକୁ ଭେଟିଥିଲେ। ବାଂଲାଦେଶ ପକ୍ଷରୁ ଧାର୍ଯ୍ୟ ୧୬୭ ରନ୍ର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ୧୮ ଓଭର ସୁଦ୍ଧା ୫ ଉଇକେଟ…
ଆଶ୍ପାଇପ୍ ଫାଟି ଘର ଭିତରେ ପଶିଲା ପାଉଁଶ ପାଣି: କ୍ଷତିପୂରଣ ନ ମିଳିଲେ ରାଜରାସ୍ତାକୁ ଓହ୍ଲାଇବେ ଗ୍ରାମବାସୀ
ତାଳଚେର,୬।୩(ନି.ପ୍ର.): ଏନ୍ଟିପିସି ପରିଚାଳନାଧୀନ ଟିଟିପିଏସ୍ର ଆଶ୍ପାଇପ୍ ଜଗନ୍ନାଥପୁର ଗ୍ରାମ ନିକଟରେ ଫାଟିବାରୁ ପାଉଁଶ ପାଣି ରାସ୍ତା ଓ ଲୋକଙ୍କ ଘର ଭିତରେ ମାଡ଼ିଯାଇଛି। ଏନେଇ ଗ୍ରାମବାସୀ ଏକ ପ୍ରକାରର ଭୟଭୀତ ଅବସ୍ଥାରେ ଅଛନ୍ତି । ଘଟଣାସ୍ଥଳରେ ଜଗନ୍ନାଥପୁର ସରପଞ୍ଚ,ପୋଲିସ ଓ କମ୍ପାନୀ…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ
ସମ୍ବଲପୁର, ୬।୩ (ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁଚିଣ୍ଡା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ଘରେ ଶୁକ୍ରବାର ଚଢ଼ାଉ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ଟିମ୍ ଭୋର ୬ଟାରେ ଏହି ଚଢ଼ାଉ କରିଥିଲା। ଜିତେନ୍ଦ୍ରଙ୍କ ପୈତୃକ ଘର…
ଚିନିକଳ ପୁନଃ ଚାଲୁ ଦାବିରେ ନୟାଗଡ଼ରେ ବନ୍ଦ ପାଳନ
ନୟାଗଡ଼ ଅଫିସ,୬।୩: ଚିନିକଳ ପୁନଃ ଚାଲୁ ଦାବିରେ ଶୁକ୍ରବାର ନୟାଗଡ଼ରେ ବନ୍ଦ ପାଳନ ହୋଇଛି । ଆନ୍ଦୋଳନକାରୀମାନେ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥର ନୟାଗଡ଼ ଟାଉନ ଷ୍ଟେଶନଠାରେ ରେଳ ଚଳାଚଳ ବନ୍ଦ କରିଥିଲେ। ଦୋକାନ, ବଜାର, ସ୍କୁଲ, କଲେଜ ବନ୍ଦ ଥିଲା।…
ଏସସିବିରୁ କରୋନା ସନ୍ଦିଗ୍ଧ ଚମ୍ପଟ
କଟକ ଅଫିସ,୫।୩: କରୋନାକୁ ନେଇ ରାଚିଆଡେ ଭୟର ମାହୋଲ। ଏଭଳି ସ୍ଥଳେ କଟକ ଏସ୍ସିବି ମେଡିକାଲର କରୋନା ୱାର୍ଡରୁ ଜଣେ ସନ୍ଦିଗ୍ଧ ଗୁରୁବାର ରାତିରୁ ଚମ୍ପଟ ମାରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଆୟରଲାଣ୍ଡର ନାଗରିକ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର…
Archives


