ଗର୍ଭବତୀ ମା’ଠାରୁ ନବଜାତକକୁ ହେବନାହିଁ କରୋନା!
ବେଜିଂ,୧୭।୩: କରୋନା ଭାଇରସ ଏବେ ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହି ଭୂତାଣୁ ଗର୍ଭବତୀ ମା’ଠାରୁ ନବଜାତ ଶିଶୁକୁ ସଂକ୍ରମଣ କରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଚାଇନାର ହୁଆଝୋଙ୍ଗ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ବିଶେଷଜ୍ଞମାନେ ଏହି…
କୋଭିଡ-୧୯: ମହାକାଳେଶ୍ୱର ମନ୍ଦିରରେ ହେଲା ଭଷ୍ମ ଆଳତି
ଉଜ୍ଜୟିନୀ,୧୭।୩: ମହାମାରୀ କରୋନା ଭୟରେ ଏବେ ଦେଶର ଅଧିକାଂଶ ଜନଗହଳି ପୂର୍ଣ୍ଣ ସ୍ଥାନକୁ ବନ୍ଦ କରି ଦିଆଯାଇଛି। ମଲ୍, ସିନେମା ହଲ୍ଠାରୁ ଆରମ୍ଭ କରି ବଡ ବଡ ମନ୍ଦିର ସବୁକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ମଧ୍ୟପ୍ରଦେଶ ଉଜ୍ଜୟିନୀରେ ଥିବା ମହାକାଳେଶ୍ୱର…
ରାସ୍ତାର ସ୍ଥାୟିତ୍ୱ ଖାଉଛି ବାଲିବୋଝେଇ ଭାରିଯାନ
କୁନ୍ଦୁରା,୧୭ା୩(ଡି.ଏନ୍.ଏ.) ସଡ଼କ ହେଉଛି ବିକାଶର ମାଧ୍ୟମ। ଗମନାଗମନ ସହଜ ସୁଲଭ କରିବା ପାଇଁ ସରକାର ରାସ୍ତା ନିର୍ମାଣ କରିବା ସହ ତାହାର ରକ୍ଷଣାବେକ୍ଷଣ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। କିନ୍ତୁ କ୍ଷମତାଠାରୁ ଅଧିକ ବାଲି, ପଥରବୋଝେଇ ଭାରୀଯାନ ଚଳାଚଳ କରିବା…
ମରାଠି ଅଭିନେତା ଜୟରାମ କୁଲକର୍ନିଙ୍କ ପରଲୋକ
ପୁନେ,୧୭।୩: ଭେଟେରାନ ମରାଠି ଅଭିନେତା ଜୟରାମ କୁଲକର୍ନିଙ୍କର ୮୮ ବର୍ଷ ବୟସରେ ପୁନେଠାରେ ପରଲୋକ ହୋଇଛି। ବୃଦ୍ଧାବସ୍ଥା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମଙ୍ଗଳବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ବର୍ଷି ତହସିଲର ସୋଲାପୁର ଜିଲାରେ ଜନ୍ମ ନେଇଥିବା କୁଲକର୍ନି…
ପିପି କିଟ୍ ଯୋଗାଣ ପାଇଁ ଅଧ୍ୟକ୍ଷଙ୍କୁ ଚିଠି
କଟକ ଅଫିସ,୧୭।୩:ଏସ୍ସିବି ମେଡିକାଲରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଥିସହ ପ୍ରତିଦିନ ଅନ୍ୟ ରୋଗୀମାନଙ୍କ ଭିଡ ମଧ୍ୟ ବୃଦ୍ଧି ପାଉଛି। ଏଣୁ କାର୍ଯ୍ୟରତ ଡାକ୍ତରମାନେ କରୋନା ଭୁତାଣୁକୁ ନେଇ ଭୟରେ ଥିବାବେଳେ ସେମାନଙ୍କୁ ପିପି କିଟ୍ ଦିଆଯାଉ ନ ଥିବା…
ମାଟ୍ରିକ୍ ଖାତା ମୂଲ୍ୟାୟନବେଳେ ସତର୍କତା ଅବଲମ୍ବନ ନିର୍ଦ୍ଦେଶ
ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଆସନ୍ତା ୧୯ ତାରିଖରୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ ହୋଇ ଏପ୍ରିଲ ୧୦ଯାଏ ଚାଲିବ। ୧୮ ତାରିଖରେ ମୋଟ ୬୧ ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନକାରୀ ପହଞ୍ଚତ୍ବେ। ତେବେ ମୂଲ୍ୟାୟନ ସମୟରେ କରୋନା ସତର୍କତା ଅବଲମ୍ବନ କରାଯିବାକୁ ସୋମବାର ବିଦ୍ୟାଳୟ…
କଏଦୀଙ୍କୁ ବଣ୍ଟାଯିବ ସାନିଟାଇଜର, ମାସ୍କ
ଭୁବନେଶ୍ୱର,୧୭।୩ (ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ପାଇଁ କଏଦୀମାନଙ୍କୁ ଭିଡିଓ କନ୍ଫରେନ୍ସରେ ହାଜର କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ଏକ ଚିଠି କରାଯାଇ ଗାଇଡଲାଇନ୍ ଜାରି କରାଯାଇଥିଲା। ହେଲେ ସୋମବାର…
‘ଭୟଭୀତ ନୁହେଁ ସଚେତନ ହୁଅ’
ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ବଡ଼ ପଦକ୍ଷେପ ନେଉଛନ୍ତି। ପ୍ରାଥମିକ ସ୍ତରରେ ଗହଳି ସ୍ଥାନକୁ ବନ୍ଦ କରିବା ସହ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତେଣୁ କରୋନା ପାଇଁ…
ଇରାନରୁ ଚତୁର୍ଥ ପର୍ଯ୍ୟାୟରେ ଫେରିଲେ ୫୩ ଭାରତୀୟ
ନୂଆଦିଲ୍ଲୀ,୧୭।୩(ପି.ଟି.): ସର୍ବାଧିକ କରୋନା ପ୍ରଭାବିତ ମଧ୍ୟପ୍ରାଚ୍ୟ ଦେଶ ଇରାନରୁ ଚତୁର୍ଥ ପର୍ଯ୍ୟାୟରେ ସୋମବାର ଆଉ ୫୩ ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ମହାନ୍ ଏୟାର ବିମାନରେ ଆସିଥିବା ଏହି ଭାରତୀୟମାନେ ନୂଆଦିଲ୍ଲୀରେ ଅବତରଣ କରିବା ପରେ ସେମାନଙ୍କୁ ଜୟସାଲମେରସ୍ଥିତ ସେନା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇ…
ଗୋଟିଏ ଦିନରେ ମାଉସୀମା’ ମନ୍ଦିରରେ ଲାଗିବ ରଥ
ପୁରୁଣା ଭୁବନେଶ୍ୱର,୧୭।୩(ଡି.ଏନ୍.ଏ.): ଅଶୋକାଷ୍ଟମୀରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନବଦିନାତ୍ମକ ହୋଇଥିବାବେଳେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଞ୍ଚଦିନାତ୍ମକ ହୋଇଥାଏ। କାଳକ୍ରମେ ଠାକୁରଙ୍କ ଏହି ରଥଯାତ୍ରା ମାଉସୀ ମା’ମନ୍ଦିରରେ ପହଞ୍ଚତ୍ବା…
ଗୁଜରାଟର ୬୭ ବିଧାୟକଙ୍କୁ ଜୟପୁର ନେଲା କଂଗ୍ରେସ
ଅହମଦାବାଦ, ୧୭।୩: ୨୬ରେ ରାଜ୍ୟ ସଭା ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ କଂଗ୍ରେସ ନିଜ ୬୭ ବିଧାୟକଙ୍କୁ ଜୟପୁର ନେଇଯାଇଛି। ୧୮୨ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାlରେ କଂଗ୍ରେସର ୭୩ ବିଧାୟକ ଥିବାବେଳେ ୫ ଜଣ ସେମାନଙ୍କ ଇସ୍ତଫାପତ୍ର ପ୍ରଦାନ କରିସାରିଛନ୍ତି।…
ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସର ପରାମର୍ଶ
ନୂଆଦିଲ୍ଲୀ,୧୭।୩(ଆଇଏଏନ୍ଏସ୍): କରୋନା ସ୍ଥିତିକୁ ନେଇ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିବାକୁ ସୋମବାର କଂଗ୍ରେସ ପରାମର୍ଶ ଦେଇଛି। ପାର୍ଲାମେଣ୍ଟ ଅଧିବେଶନକୁ ମୁଲତବୀ ରଖାଯିବ କିମ୍ବା ଏହା ଆଂଶିକ ଭାବେ କାର୍ଯ୍ୟ କରିବ ସେ ନେଇ ବୈଠକରେ ନିଷ୍ପତ୍ତି ନେବାକୁ କଂଗ୍ରେସ ନେତା…
Archives


