ବାଲୁଗାଁ ଷ୍ଟେଶନରୁ ଚୋରି ଶିଶୁକନ୍ୟା ଗୁରାପଲ୍ଲୀ ଟୋଲ୍ଗେଟ୍ରୁ ଉଦ୍ଧାର, ମା’କୁ ଦେଖି ଦୌଡ଼ିଦୌଡ଼ି ଆସି…
ଖଲ୍ଲିକୋଟ,୧୩ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗୁରାପଲ୍ଲୀ ଟୋଲ ଗେଟ୍ଠାରେ ରବିବାର ଦୁଇ ବର୍ଷର ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଛାଡ଼ି ଫେରାର ହୋଇଯାଇଥିଲେ। ଶିଶୁ କନ୍ୟାଟି ଟୋଲ୍ଗେଟଠାରେ ଏକୁଟିଆ ବୁଲୁ ଥିବା…
ରେଭେନ୍ସାରେ ଝାଡ଼ାବାନ୍ତି: ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ମନ୍ତ୍ରୀ
କଟକ,୧୩।୭: କଟକ ରେଭେନ୍ସା ଓ୍ବେଷ୍ଟ ହଷ୍ଟେଲରେ ଝାଡ଼ାବାନ୍ତି ଘଟଣାକୁ ନେଇ ରାଜ୍ୟ ସରକାର ରବିବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ହଷ୍ଟେଲରେ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀର ଲିଜ୍ ବାତିଲ କରାଯାଇଥିବା ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ରେଭେନ୍ସାରେ…
ଛାତ ଢଳେଇ କାମ ଚାଲିଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଲେ ରାଜମିସ୍ତ୍ରୀ, ତଳେ ପଡ଼ି…
ଦିଗପହଣ୍ଡି/ପାଟପୁର,୧୩ା୭(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ ମା ’ ସାତଭଉଣୀ ମନ୍ଦିର ନିକଟ ଜଗନ୍ନାଥ ପଣ୍ଡାଙ୍କ ନୂଆ ଘରର ଛାତ ଢଳେଇ କାମ ଚାଲିଥିବା ବେଳେ ରବିବାର ସକାଳେ ଉଚ୍ଚ କ୍ଷମତା ସମ୍ପନ୍ନ ୧୧…
ଏସବୁ କୃଷକଙ୍କୁ ମିଳିବ ନାହିଁ ପିଏମ୍ କିଷାନର ଆଗାମୀ କିସ୍ତି! ଆସିଲା ବଡ଼ ଅପ୍ଡେଟ୍
ନୂଆଦିଲ୍ଲୀ,୧୩।୭: ଦେଶର କୋଟି କୋଟି କୃଷକ ପିଏମ୍ କିଷାନ ଯୋଜନାର ୨୦ତମ କିସ୍ତିର ଅପେକ୍ଷାରେ ଅଛନ୍ତି। ଜୁନରେ ଏହି ଟଙ୍କା ଆସିବାର ଥିଲା, ହେଲେ ଏଥର ସେଥିରେ ବିଳମ୍ବ ହୋଇଛି। ଏହି ଯୋଜନାରେ ଗରିବ କୃଷକମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କାର ଆର୍ଥିକ…
ଶନିଦେବଙ୍କ କୃପା ଦୃଷ୍ଟି ପାଇଁ…
ଧାର୍ମିକ ଶାସ୍ତ୍ର ଅନୁଯାୟୀ, କର୍ମ, ନ୍ୟାୟ ଓ ଦଣ୍ଡର ଅଧିପତି ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ କେଉଁ ଜିନିଷ ଦାନ କଲେ ଶନିଦୋଷ କଟିବା ସହ ପ୍ରଭୁଙ୍କ କୃପା ମିଳିଥାଏ ଜାଣନ୍ତୁ ସେ ସମ୍ପର୍କରେ… * ବିଶ୍ୱାସ ରହିଛି,…
୧୨ ବର୍ଷ ପରେ ଘଟୁଛି ଏମିତି; ଏସବୁ ରାଶିର ଚମକିବ ଭାଗ୍ୟ, ପଦ-ପ୍ରତିଷ୍ଠା ସହ ଆକସ୍ମିକ ଧନଲାଭର ଯୋଗ
ଜ୍ୟୋତିଷଶାସ୍ତ୍ର ଅନୁସାରେ ଏକ ନିଶ୍ଚିତ ଅନ୍ତରାଳରେ ଗ୍ରହ ଉଦୟ ଏବଂ ଅସ୍ତ ହୁଅନ୍ତି। ଏହାର ପ୍ରଭାବ ମାନବ ଜୀବନ ଏବଂ ଦେଶଦୁନିଆ ଉପରେ ଦେଖିବାକୁ ମିଳିଥାଏ। ଦେବତାଙ୍କ ଗୁରୁ ବୃହସ୍ପତି ଜୁଲାଇ ୨୦୨୫ରେ ମିଥୁନ ରାଶିରେ ଉଦୟ ହେବାକୁ ଯାଉଛନ୍ତି। ଏହାର…
ସରକାରଙ୍କୁ ପିସିସି ସଭାପତିଙ୍କ କଡ଼ା ଟାର୍ଗେଟ୍, କହିଲେ ଛାତ୍ରୀଙ୍କ ଅଭିଯୋଗକୁ ହାଲୁକା ଭାବେ ନିଆଯାଇ…
ଭୁବନେଶ୍ୱର,୧୩ା୭: ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ନେଇ ସରକାରଙ୍କୁ ପିସିସି ସଭାପତି ଭକ୍ତ ଦାସ କଡ଼ା ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ପକ୍ଷରୁ ଘଟଣାକୁ ନେଇ ଆନ୍ଦୋଳନ କରାଯାଉଛି। ଠିକ୍ ଢଙ୍ଗରେ ଘଟଣାର ତଦନ୍ତ ହେବାର…
ଭୟଙ୍କର ଦୁର୍ଘଟଣା: ୧୦ ଫୁଟ ଉପରକୁ ଉଡ଼ି JCB ଉପରେ ଝୁଲିଲା କାର
ମୟୂରଭଞ୍ଜ: ୧୩।୭: ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣାରେ ୧୦ ଫୁଟ ଉପରକୁ ଉଡିଲା କାର। ଯାଇଁ ସିଧା ଲାଗିଲା ଜେଶିବିରେ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଉଦଳା ନିକଟ ନିର୍ମାଣାଧିନ ଜାମୁଘାଟ ପୋଲ ଉପରେ। ୧୦ ଫୁଟ ଉପରକୁ ଉଡ଼ି…
ମୁମ୍ବାଇରୁ ଆସି ଟ୍ବିଟ୍ କଲେ ନବୀନ, କହିଦେଲେ ଏତେ ବଡ଼କଥା
ଭୁବନେଶ୍ବର,୧୩।୭: ବାଲେଶ୍ବରର ଏଫଏମ କଲେଜ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ତେବେ ଏମ୍ସରେ ଛାତ୍ରୀଜଣକ ଜୀବନମରଣ ନେଇ ଗତି କରୁଥିବାବେଳେ ମନ୍ତ୍ରୀମାନେ ସେଠାରେ ଭିଡ ଜମାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଉ କିଛି ସମୟରେ ସେଠରେ ପହଞ୍ଚିବେ ବୋଲି…
ସାଧାରଣ ଖାଉଟିଙ୍କୁ ମାଣ୍ଡିଆ ବଣ୍ଟନରେ ଅନିୟମିତତା: ଓଜନରେ କରୁଥିଲେ ହେରଫେର, ଧରାପଡ଼ି…
ପାରଳାଖେମୁଣ୍ଡି,୧୩।୭(ଗିରିଧାରୀ ପରିଛା): ଗଜପତି ଜିଲା ମୋହନା ବ୍ଳକର ଚାନ୍ଦିପୁଟ ପଞ୍ଚାୟତରେ ସରକାରଙ୍କ ଖାଉଟି କଲ୍ୟାଣ ବିଭାଗ ତରଫରୁ ପ୍ରତି ହିତାଧିକାରୀମାନଙ୍କ କାର୍ଡ ପିଛା ୧.୭୫୦ ଗ୍ରାମ ମାଣ୍ଡିଆ ଯୋଗାଣ ବ୍ୟବସ୍ଥା କରାଯାଇଛି । ହେଲେ ଯୋଗାଣ ସହାୟକ ବଦ୍ରିନାଥ ନାୟକ ଜାଣିଶୁଣି…
ହୀରାକୁଦ ଜଳଭଣ୍ଡାରର ଏକକାଳୀନ ୬ ସ୍ଲୁଇସ୍ ଗେଟ୍ ବନ୍ଦ
ସମ୍ବଲପୁର,୧୩ା୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଏକକାଳୀନ ୬ଟି ସ୍ଲୁଇସ୍ ଗେଟ୍କୁ ରବିବାର ବନ୍ଦ କରାଯାଇଛି। କ୍ରମଶଃ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଉ ଥିବାରୁ ରବିବାର ସକାଳ ୮ଟାରେ ପ୍ରଥମେ ୨ଟି ଓ ପରେ ପୂର୍ବାହ୍ନ ୧୧ଟାରେ ଆଉ…
ମୁଜାଗଡ଼ ଡାକ ବଙ୍ଗଳା ଉଦ୍ଘାଟନ କଲେ ବିଧାୟକ, ଜାଇକା ପ୍ରକଳ୍ପ ୨୦୩୦ ପର୍ଯ୍ୟନ୍ତ ସମ୍ପ୍ରସାରଣ ଯୋଜନା ନେଇ…
ଭଞ୍ଜନଗର,୧୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ଼ ବନ ବିଭାଗ ଡାକ ବଙ୍ଗଳା ରବିବାର ଉଦ୍ଘାଟିତ ହୋଇଯାଇଛି । ୩୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବଙ୍ଗଳାକୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ…
Archives


