୧୨ ବର୍ଷ ପରେ ଘଟୁଛି ଏମିତି; ଏସବୁ ରାଶିର ଚମକିବ ଭାଗ୍ୟ, ପଦ-ପ୍ରତିଷ୍ଠା ସହ ଆକସ୍ମିକ ଧନଲାଭର ଯୋଗ

ଜ୍ୟୋତିଷଶାସ୍ତ୍ର ଅନୁସାରେ ଏକ ନିଶ୍ଚିତ ଅନ୍ତରାଳରେ ଗ୍ରହ ଉଦୟ ଏବଂ ଅସ୍ତ ହୁଅନ୍ତି। ଏହାର ପ୍ରଭାବ ମାନବ ଜୀବନ ଏବଂ ଦେଶଦୁନିଆ ଉପରେ ଦେଖିବାକୁ ମିଳିଥାଏ। ଦେବତାଙ୍କ ଗୁରୁ ବୃହସ୍ପତି ଜୁଲାଇ ୨୦୨୫ରେ ମିଥୁନ ରାଶିରେ ଉଦୟ ହେବାକୁ ଯାଉଛନ୍ତି। ଏହାର ପ୍ରଭାବ ସମସ୍ତ ରାଶିର ଜାତକଧାରୀଙ୍କ ଉପରେ ପଡ଼ିବ। ହେଲେ ୩ ରାଶି ଏଭଳି ରହିଛି ଯାହାର ଭାଗ୍ୟ ଏହି ସମୟରେ ଚମକିପାରେ। ଏଥିସହ ପଦ ପ୍ରତିଷ୍ଠା ସହ ଧନଲାଭ ହୋଇପାରେ। ଆସନ୍ତୁ ଜାଣିବା…

ମିଥୁନ ରାଶି: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଗୁରୁ ଗ୍ରହର ଉଦୟ ହେବା ଅନୁକୂଳ ରହିବ। କାରଣ ଏହା ରାଶିରଲଗ୍ନ ସ୍ଥାନରେ ଉଦୟ ହେବେ। ଏଥିପାଇଁ ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଅଧିକାରୀଙ୍କ ସହ ସହକର୍ମୀଙ୍କ ସହ ସମ୍ପନ୍ଧ ଭଲ ରହିବ। କ୍ୟାରିୟରରେ ସଫଳତାର ସୁବର୍ଣ୍ଣ ସୁଯୋଗ ମିଳିବ। ଯୋଜନା ସଫଳ ହେବ। ବିବାହ କଥା ଆଗକୁ ବଢ଼ିପାରେ। ବୈବାହିକ ଜୀବନରେ ସମସ୍ୟା ଥିଲେ ତାହାର ସମାଧାନ ହୋଇପାରେ।

ତୁଳା ରାଶି:
ଏସବୁ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବୃହସ୍ପତି ଉଦୟ ହେବା ଲାଭଦାୟକ ସାବ୍ୟସ୍ତ ହେବ। କାରଣ ଗୁରୁ ଗ୍ରହ ଆପଣଙ୍କ କୁଣ୍ଡଳୀର ଭାଗ୍ୟ ସ୍ଥାନରେ ଉଦୟ ହେବେ। ଏଥିପାଇଁ ଆପଣଙ୍କ ଭାଗ୍ୟ ବଦଳିବ। ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। କୌଣସି ଧାର୍ମିକ ସ୍ଥାନକୁ ଯିବାକୁ ଚାହୁଁଥିଲେ, ସେହି ଯୋଜନା ଏବେ ଆଗକୁ ବଢ଼ିପାରେ। ଦେଶବିଦେଶ ଯାତ୍ରା କରିପାରନ୍ତି। ୟ

ସିଂହ ରାଶି:
ଏସବୁ ରାଶି ପାଇଁ ଗୁରୁ ଗ୍ରହ ଉ ହେବା ସକରାତ୍ମକ ଫଳ ଦେବ। କାରଣ ଏହା ଆପଣଙ୍କ କୁଣ୍ଡଳୀର ୧୧ତମ ସ୍ଥାନରେ ଉଦୟ ହେବାକୁ ଯାଉଛନ୍ତି। ଏଣୁ ଆପଣଙ୍କ ଆୟ ବଢ଼ିବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ପରିବାରରେ ସୁଖ ଶାନ୍ତି ବଢ଼ିବ। ଚାକିରି କ୍ଷେତ୍ରରେ ପ୍ରମୋଶନ ମିଳିବ। ପାରିବାରିକ ଜୀବନରେ ସୁଖଶାନ୍ତି ବଢ଼ିବ। ବ୍ୟବସାୟୀମାନେ ବଡ଼ ଡ଼ିଲ କରିପାରନ୍ତି, ଯାହାଦ୍ୱାରା ଭବିଷ୍ୟତରେ ଲାଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?