ରାୟଗଡ଼ାରୁ ୧୨ କରୋନା ଯୋଦ୍ଧା ସମେତ ୬୮ ପଜିଟିଭ ଚିହ୍ନଟ, ୪୮ ଘଣ୍ଟା ଟାଉନ ଥାନା ସିଲ୍‌

ରାୟଗଡା ଅଫିସ, ୨୭।୭: ରାୟଗଡ଼ା ଜିଲାରୁ ସୋମବାର ୬୮ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଏଥିରେ ରହିଛନ୍ତି ୧୨ ଜଣ କରୋନା ଯୋଦ୍ଧା। ରାୟଗଡା ଟାଉନ ଥାନାର ୧୨ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାରୁ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଟାଉନ ଥାନାକୁ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ସିଲ୍‌ କରାଯାଇଛି। ସଂକ୍ରମଣ ଯେପରି ଅଧିକ ନ ବ୍ୟାପିବ ସେ ନେଇ ଏହି ପଦକ୍ଷେପ ନିଆଯାଇଛି। ଟାଉନ ଥାନା ସମ୍ମୁଖରେ ଅସ୍ଥାୟୀ ଭାବେ ଏକ ତମ୍ବୁ ନିର୍ମାଣ ହୋଇଛି। ଅଭିଯୋଗକାରି ମାନେ ନିଜର ଅଭିଯୋଗ ସେଠାରେ ଦାଖଲ କରିପାରିବେ ବୋଲି ରାୟଗଡା ଏନ୍‌ପି ଡ. ଶ୍ରବଣ ବିବେକ ଏମ୍‌ କହିଛନ୍ତି। ଏଥିସହ ଜନସାଧାରଣଙ୍କୁ ସଚେତନ ରହିବାକୁ ସେ ନିବେଦନ କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶରୁ ଫେରିବେ ଭାରତୀୟ

ନୂଆଦିଲ୍ଲୀ,୫ା୫(ପି.ଟି.): କରୋନା ସଂକ୍ରମଣ ରୋକିବାକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିବାରୁ ବିଭିନ୍ନ ଦେଶରେ ହଜାର ହଜାର ଭାରତୀୟ ଅଟକି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା...

ଆନ୍ଧ୍ରକୁ ବେଆଇନ ବାଲି ଚାଲାଣ: ୮ ଟ୍ରକ୍‌ ଜବତ

ଚିକିଟି,୨୮ା୫(ଡି.ଏନ.ଏ.)-ଚିକିଟି ବ୍ଲକ୍‌ ଗିରିସୋଲା ଗ୍ରାମ ନିକଟରେ ପଡୋଶୀ ରାଜ୍ୟ ଆନ୍ଧ୍ରକୁ ବେଆଇନ୍‌ ବାଲି ଚାଲାଣ ହେଉଥିବାବେଳେ ଗୁରୁବାର ଚିକିଟି ତହସିଲ୍‌ଦାର ହରପ୍ରସାଦ ଭୋଇ ଚଢାଉ କରି...

ଗୋଟିଏ ଦିନରେ ୧୦୨ କରୋନା ପଜିଟିଭ ଚିହ୍ନଟ: ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭୨କୁ ବୃଦ୍ଧି

ଛତ୍ରପୁର,୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ବୁଧବାର ଗୋଟିଏ ଦିନରେ ୧୦୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୭୨ରେ...

ସନ୍ଦିଗ୍ଧ କରୋନା ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଗଲା

ସମ୍ବଲପୁର/ହେମଗିର,୨୭ା୨(ବ୍ୟୁରୋ/ଡି.ଏନ.ଏ.): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍‌ସାରରେ ଜଣେ ସନ୍ଦିଗ୍ଧ କରୋନା ସଂକ୍ରମଣ ରୋଗୀ ଭର୍ତ୍ତି ହୋଇଛନ୍ତି। ସେ ସୁନ୍ଦରଗଡ ଜିଲା ହେମଗିର ଅଞ୍ଚଳର ବୋଲି ଜଣାପଡିଛି।...

ବାଇକ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ

କୋରାପୁଟ,୧୬।୨(ସ୍ବ.ପ୍ର.): କୋରାପୁଟ-ଜୟପୁର ୨୬ ନମ୍ବର ଜାତୀୟ ରାଜପଥର କଫି ବୋର୍ଡ ନିକଟରେ ବାଇକ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ...

ରାଶନକାର୍ଡ ଦାବି: ଝାରସୁଗୁଡ଼ା ପୌର କାର୍ଯ୍ୟାଳୟ ଘେରାଉ

ଝାରସୁଗୁଡା ଅଫିସ,୨୮।୪: କରୋନା ମୁକାବିଲା ନେଇ ଜାରି ହୋଇଥିବା ଲକ୍‌ଡାଉନ ସମୟରେ ରାଜ୍ୟର ରାଶନକାର୍ଡ ଧାରୀଙ୍କୁ ସରକାର ବିଭିନ୍ନ ସାମଗ୍ରୀ ପ୍ରଦାନ କରୁଛନ୍ତି। ତେବେ ଯେଉଁ...

ଗଞ୍ଜାମ ଜିଲା ଲକ୍‌ଡାଉନ୍‌: ବିଦେଶ ଫେରନ୍ତା ପଞ୍ଜିକରଣ ନ କଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର, ୨୨।୩(ଡି.ଏନ୍‌.ଏ.)- ମୁଖମନ୍ତ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରବିବାରଠାରୁ ଗଞ୍ଜାମ ଜିଲାରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ଏଥିସହ ଜନତା କର୍ଫ୍ୟୁ ମଧ୍ୟକୁ ଲୋକେ ମାନି ଘରୁ...

ପଦ୍ମନାଭପୁର ଗାଁକୁ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ଦିଗପହଣ୍ଡି,୨୫ା୬(ଡି.ଏନ୍‌.ଏ.): କୋଭିଡ୍‌-୧୯ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ମାସ୍କ ପରିଧାନ କରିବା ନେଇ ପ୍ରଶାସନ କଡ଼ା ନଜର ରଖିଥିବା ବେଳେ ଗୁରୁବାର ଦିଗପହଣ୍ଡି...

Advertisement
Archives

Model This Week