Home Left

୧ ହଜାର ପିପିଇ କିଟ୍‌ ଦାନ କଲେ ବିଦ୍ୟା

ମୁମ୍ବାଇ,୨୫।୪: କରୋନା ଭାଇରସକୁ ହରାଇବା ପାଇଁ ସବୁ ସ୍ତରରେ ଉଦ୍ୟମ ଚାଲିଥିବା ବେଳେ ଏ କ୍ଷେତ୍ରରେ ମଧ୍ୟ ସହାୟତାର ହାତ ବଢାଇଛନ୍ତି ବିଲିଉଡ ସେଲିବ୍ରିଟିମାନେ। ଏବେ ବିଦ୍ୟା ବଲାନଙ୍କ ନାଁ ମଧ୍ୟ ଏହି ତାଲିକାରେ ଯୋଡି ହୋଇଯାଇଛି। ଅଭିନେତ୍ରୀ ବିଦ୍ୟା ଏବେ…

କରୋନା ଭାଇରସ୍‌କୁ ନେଇ ସାମ୍ନାକୁ ଆସିଲା ଅଜୟଙ୍କ ନୂଆ ଗୀତ

ମୁମ୍ବାଇ: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳିଯାଇଛି। ଭାରତ ମଧ୍ୟ ଏହି କବଳରୁ ବର୍ତ୍ତପାରିନାହିଁ। ଏଭଳି ସ୍ଥିତିରେ ବଲିଉଡ୍‌ ସେଲିବ୍ରିଟିମାନେ ସୋସିଆଲ ମିଡିଆ ଜରିଆରେ ନିଜ ପ୍ରଶଂସକଙ୍କୁ ଏହି ସାଂଘାତିକ ମହାମାରୀ ପ୍ରତି ସଜାଗ କରାଉଥିବା ଦେଖିବାକୁ ମିଳିଛି। ନିକଟରେ…

ମାଟ୍ରିକ ଖାତା ମୂଲ୍ୟାୟନ ପ୍ରସଙ୍ଗ: ବଢ଼ିବ କେନ୍ଦ୍ର, ପରୀକ୍ଷକଙ୍କ ସଂଖ୍ୟା

ଭୁବନେଶ୍ୱର,୨୫।୪(ବ୍ୟୁରୋ): କରୋନାକୁ ନେଇ ଜାରି ରହିଥିବା ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ମାଟ୍ରିକ ଖାତା ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଥିଲା। ଏହା ପୁନଃ ଆରମ୍ଭ ହେବା ନେଇ ଶନିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କରୋନା…

ଦିଲ୍ଲୀ ପରେ ଏବେ ପାଟନା ଏମ୍ସରେ ପ୍ଲାଜମା ଥେରାପିରେ ହେବ କରୋନା ରୋଗୀଙ୍କ ଚିକିତ୍ସା

ପାଟନା,୨୫।୪: ଦିଲ୍ଲୀ ପରେ ଏବେ ବିହାର ସରକାର ପାଟନାରେ ଥିବା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ପ୍ଲାଜମା ଥେରାପି ମାଧ୍ୟମରେ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରିବାକୁ ଯୋଜନା କରୁଥିବା ଜଣାପଡିଛି। ଏ ସମ୍ପର୍କରେ ପ୍ରମୁଖ ସ୍ବାସ୍ଥ୍ୟ ସଚିବ…

କୋହଳ ହେଲା ନିୟମ: ହେଲେ କେଉଁ ଦୋକାନ ଖୋଲିବ ତାହା ନିଷ୍ପତ୍ତି ନେବେ ଜିଲାପାଳ, କମିଶନର

ଭୁବନେଶ୍ୱର,୨୫।୪(ବ୍ୟୁରୋ): କୋହଳ ହୋଇଛି ଦୋକାନ ଖୋଲିବା ନିୟମ। ପୂର୍ବରୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ନିୟମ ଥିବା ବେଳେ ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ କିଛିଟା କୋହଳ କରାଯାଇଛି। ଏପରିକି ରାଜ୍ୟ ସରକାର ସର୍ତ୍ତ ରଖି ଦୋକାନ ଖୋଲିବାକୁ…

ଖବରଦାତାଙ୍କ ରିପୋର୍ଟ ଆସିଲା ପଜିଟିଭ

ବେଙ୍ଗାଲୁରୁ,୨୫।୪: କର୍ନାଟକ ମେଡିକାଲ ଶିକ୍ଷାମନ୍ତ୍ରୀ ଡାକ୍ତର କେ. ସୁଧାକର ଶନିବାର ସୂଚନା ଦେଇ କହିଛନ୍ତି, ବେଙ୍ଗାଲୁରୁ ସହରାଞ୍ଚଳର ଜଣେ ଖବରଦାତା କରୋନାରେ ସଂକ୍ରମିତ ହୋଇଛନ୍ତି। ୨୪ ଘଣ୍ଟାରେ ଆସିଥିବା ୧୫ ସଂକ୍ରମିତଙ୍କ ମଧ୍ୟରେ ଖବରଦାତା ଜଣଙ୍କ ଅଛନ୍ତି ବୋଲି ସେ କହିଛନ୍ତି।…

ଜୁନ୍‌ ୩୦ ପର୍ଯ୍ୟନ୍ତ ଭିଡ଼ ଉପରେ ରୋକୋ ଲଗାଇଲେ ଯୋଗୀ

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା ରୋକିବା ପାଇଁ ସରକାର ସମସ୍ତ ପ୍ରକାରର ପଦକ୍ଷେପ ଓ କଟକଣା ଗ୍ରହଣ କରୁଛନ୍ତି। ଏହା ସତ୍ତ୍ୱେ ବି ପରିସ୍ଥିତି ଅଣାୟତ ହେବାରେ ଲାଗିଛି। ରାଜ୍ୟରେ କରୋନା ସଂକ୍ରମଣ…

କରୋନା ଭାଇରସ: ଓଲ୍ଡ ଏଜ୍‌ ହୋମ ପାଲଟିଛି ହଟ୍‌ସ୍ପଟ୍‌

ମୋନଟ୍ରିଆଲ,୨୫।୪: କରୋନା ଭାଇରସ ସଂକ୍ରମଣରେ ପଛରେ ପଡିନି କାନାଡା। ଏଠାରେ ଏବେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ପାଖାପାଖି ହେଲାଣି। ଏହାସହ ୨,୩୦୦ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି। ଏଠାରେ ମୃତ୍ୟୁ ଘଟୁଥିବା ଅଧିକାଂଶ ଲୋକଙ୍କ ବୟସ ୫୦ରୁ ଊର୍ଦ୍ଧ୍ୱ…

ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ପାଇଁ ଶ୍ରୀମନ୍ଦିର ପରିସରରେ ସ୍ଥାନ ଚିହ୍ନଟ ଲାଗି ପ୍ରଶାସନ, ସେବାୟତଙ୍କ ମଧ୍ୟରେ ବୈଠକ

ପୁରୀ ଅଫିସ, ୨୫।୪: ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ନୀତି ଓ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା। ଶୁକ୍ରବାର ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ନିଆଯାଇଥିବା ଏହି ନିଷ୍ପତ୍ତି କିପରି ସୂଚାରୁ ରୂପେ ସମ୍ପାଦନ ହେବ ସେଥିଲାଗି ଶନିବାର ଜିଲାପାର ବଲଓ୍ବନ୍ତ…

ହସ୍ପିଟାଲରେ ଭର୍ତ୍ତି ହେବାକୁ ରାସ୍ତାରେ ଲାଇନ୍‌ ଲଗାଇଲେ କରୋନା ପଜିଟିଭ୍‌

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ ରୋଗୀଙ୍କ ସହ ବଡ଼ ଅବହେଳା କରାଯାଇଥିବା ଚିତ୍ର ସାମ୍ନାକୁ ଆସିଛି। ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ କରୋନା ରୋଗୀମାନେ ରାସ୍ତାରେ ଲାଇନ୍‌ ଲଗାଇଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଇଟାଓ୍ବା ଜିଲାର…

ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୫୨ ହଜାର ଟପିଲା

ଓ୍ବାଶିଂଟନ,୨୫।୪: କରୋନା ସଂକ୍ରମଣ ନେଇ ଆମେରିକାରେ ସଙ୍କଟ ଦେଖାଦେଇଛି। ପୃଥିବୀରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଲକ୍ଷେ ୯୭ ହଜାର ୩୫୪ ରହିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୨୮ ଲକ୍ଷ ୩୩ ହଜାର ୬୯୭ ଛୁଇଁଛି। ଅପରପକ୍ଷରେ ୮ ଲକ୍ଷ ୭…

ଲକ୍‌ଡାଉନ କଟକଣା କୋହଳ ନେଇ ରାଜ୍ୟ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ : ପୋଲିସ କମିଶନର

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଦେଶରେ ସର୍ତ୍ତମୂଳକ ଭାବେ ସମସ୍ତ ଦୋକାନ ଖୋଲିବାକୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ମାର୍କେଟ କମ୍ପ୍ଲେକ୍ସ ଓ ସପିଂ ମଲ୍‌କୁ ଛାଡି ଅନ୍ୟ ସମସ୍ତ ଦୋକାନ ଖୋଲିବ। ପୂର୍ବଭଳି ଇ-କମର୍ସ କମ୍ପାନୀଗୁଡିକ ଜରୁରୀ ସାମଗ୍ରୀ ବିକ୍ରି କରିପାରିବେ। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri