Home Left

କଳିଙ୍ଗା ଘାଟିରେ ୧୨ ଘଣ୍ଟାରେ ୩ ଥର ଖସିଲା ପଥର: ରାସ୍ତା ମରାମତିରେ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ହେଉ 

ଭଞ୍ଜନଗର,୨୨।୯(ବାବୁଲା ପ୍ରଧାନ): ବିଗତ ୧୫ ଦିନ ମଧ୍ୟରେ କଳିଙ୍ଗା ଘାଟିରୁ ୫ରୁ ଊଦ୍ଧର୍‌ବ ଥର ପଥର ଖସିଲାଣି। ଗତ ୧୬ ତାରିଖରେ ବଡ଼ ଧରଣର ପଥର ସବୁ ଝରଣାରେ ଗଡି ଗଡ଼ି ପାହାଡ ତଳକୁ ଆସିଥିଲା। ଫଳରେ ଭଞ୍ଜନଗର ଫୁଲବାଣୀ ଜାତୀୟ…

ଚୋରାଚାଲାଣ ସମୟରେ ଉଦ୍ଧାର ହୋଇଥିବା ମଇଁଷିକୁ ନେଇ ଯାଉଥିବାବେଳେ ପୋଲିସକୁ ଦେଖାଇଲେ ବନ୍ଧୁକ, ଆଉ ତା’ପରେ…

ପାଟଣା,୨୨।୯(ବୀର କିଶୋର ଦାଶ): ଗତ ୨୦ ତାରିଖରେ ଠାକୁରମୁଣ୍ଡା ଥାନାରୁ ଜବତ ପିକଅପ ଭ୍ୟାନରେ ୬ ମଇଁଷିକୁ ନେଇ କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ରାଜନଗର ନନ୍ଦିନୀ ଗୋଶାଳାକୁ ଅଣାଯାଉଥିବା ସମୟରେ ପୋଲିସକୁ ପିସ୍ତଲ ଦେଖାଇ ୨ ଗିରଫ ହୋଇଛନ୍ତି। ରାଜନଗର…

ହସ୍ପିଟାଲରେ ପଶି ହାତରେ ପାଇଖାନା ସଫା କଲେ ବିଜେଡି ନେତା ପ୍ରଦୀପ ମାଝୀ, କାରଣ ଜାଣିଲେ…

ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ): ବିଜେଡି ସାଧାରଣ ସମ୍ପାଦକ ତଥା ପୂର୍ବତନ ଏମପି ପ୍ରଦୀପ ମାଝୀଙ୍କ ଅଭିନବ ପ୍ରତିବାଦ କରିଛନ୍ତି । ବାରମ୍ବାର ଅନୁରୋଧ ପରେ ମଧ୍ୟ ଶୁଣିଲାଣି ପ୍ରଶାସନ। ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଡାଇଲେସିସ ସେଣ୍ଟରର ପାଇଖାନା ସଫା…

ବ୍ୟବସାୟୀଙ୍କୁ ଅପହରଣ କରି ଲୁଟି ନେଇଥିଲେ ଟଙ୍କା: ଧରାପଡ଼ିଲେ ମହିଳା କନ୍‌ଷ୍ଟେବଳ

ମାଲକାନଗିରି,୨୨।୯(ଦୁର୍ଯ୍ୟୋଧନ ପାତ୍ର): କର୍ନାଟକର ଜଣେ ବ୍ୟବସାୟୀଙ୍କୁ ଅପହରଣ ଏବଂ ଲୁଟ୍‌ ମାମଲାରେ ମାଲକାନଗିରି ପୋଲିସ ଜଣେ ମହିଳା କନ୍‌ଷ୍ଟେବଲଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଲକାନଗିରି ଜିଲା ଓର୍କେଲ ଥାନାର କନ୍‌ଷ୍ଟେବଲ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା: ଜଣାଇଲେ…

ନୂଆପଡ଼ା,୨୨।୯(ମକାରୁ ବେମାଲ): ନୂଆପଡା ଜିଲ୍ଲା ଦିନିକିଆ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ବିଜ୍ଞାପିତ ଅଞ୍ଚଳ ପରିଷଦ, ଖରିଆର ରୋଡ଼ର ଅଧ୍ୟକ୍ଷା ଡ. ସୋନିଆ ଜୈନ ତାଙ୍କ ବାସଗୃହ ରେ ସ୍ବାଗତ କରି ପରିଷଦର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ…

ଦଶହରା, ଗଜ ଲଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ବୈଠକ: ନିଆଗଲା ବଡ଼ ନିଷ୍ପତ୍ତି, ଏଥର…

ଦାରିଙ୍ଗବାଡି, ୨୨। ୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଚଳିତ ଦୁର୍ଗାପୂଜା ଓ ଗଜଲଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବା ନେଇ ସମ୍ମନ୍ବୟ କମିଟିର ବୈଠକ ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବାଲିଗୁଡା ଏସଡିପିଓ ତଥା…

ଅବସରରୁ ନେଲେ ୟୁଟର୍ନ: ପଡ଼ିଆକୁ ଫେରିବେ ଏହି ଖେଳାଳି

ଜୋହାନ୍ସବର୍ଗ,୨୨ା୯: ଦକ୍ଷିଣ ଆଫ୍ରିକା ଉଇକେଟକିପର ବ୍ୟାଟର କ୍ୱିଣ୍ଟନ ଡି’କକ୍‌ ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ସେ ଅବସର ନେଇସାରିଥିଲେ। ମାତ୍ର ସେ ପୁନର୍ବାର ଖେଳିବା ଲାଗି ଆଗ୍ରହ ଦେଖାଇଛନ୍ତି। ଆଗାମୀ ପାକିସ୍ତାନ ଟୁର୍‌ ପାଇଁ ତାଙ୍କୁ ଜାତୀୟ…

ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ମୋବାଇଲ ଫୋନକୁ ଫେରାଇଲା ପୋଲିସ

ବଲାଙ୍ଗୀର, ୨୨/୯ (ସୁନିଲ ମହାନ୍ତି): ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୩୧ ମୋବାଇଲ ଫୋନ ଉଦ୍ଧାର କରି ଟାଉନ ଥାନା ପୋଲିସ ଲୋକଙ୍କୁ ଫେରାଇଛି। ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଲୋକଙ୍କୁ ଚୋରି ମୋବାଇଲ ଫେରାଇ ଥିବାରୁ…

ଓଡିଶା କୃଷକ ସଭାର ଗଞ୍ଜାମ ଜିଲା ସମ୍ମିଳନୀ କୃଷି ବିରୋଧୀ ନୀତି ଯୋଗୁ…

ଦିଗପହଣ୍ଡି,୨୨ା୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିଠାରେ ଓଡିଶା କୃଷକ ସଭାର ଅଷ୍ଟାଦଶ ଗଞ୍ଜାମ ଜିଲା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ବଜାର ସାହି ଗୁଣ୍ଡିଚା ମନ୍ଦିର ଛକ ସଭାସ୍ଥଳରେ ପହଞ୍ଚତ୍ଥିଲା। କୃଷକ…

ବିବାହର ଏକ ବର୍ଷ ମଧ୍ୟରେ ୫ କୋଟି କ୍ଷତିପୂରଣ ଦାବି: ମହିଳାଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ,୨୨।୯: ସୁପ୍ରିମକୋର୍ଟ ଗୁରୁବାର ଏକ ବିବାହ ବିଚ୍ଛେଦ ମାମଲାର ଶୁଣାଣି ସମୟରେ ଜଣେ ମହିଳାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି, ଯିଏ ମାତ୍ର ଏକ ବର୍ଷର ବିବାହକୁ ଶେଷ କରିବା ପାଇଁ ୫ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ବିଚାରପତି ପର୍ଦିୱାଲାଙ୍କ…

ନବରାତ୍ରି ପାଇଁ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ:  ଶୈଳିପୁତ୍ରି ବେଶରେ ଦର୍ଶନଦେଲେ ଦୁଇଭଉଣୀ

ପୁରୁଷୋତ୍ତମପୁର,୨୨।୯(ସୀମାଞ୍ଚଳମିଶ୍ର): ନବରାତ୍ରି ପୂଜା ଲାଗି ଗଞ୍ଜାମ ଜିଲାର ପ୍ରଶିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଚଦେବୀ ମା’ ତାରାତାରିଣୀ ପୀଠରେ ସୋମବାର ଚଳଚଞ୍ଚଳ ହୋଇଉଠିଛି । ଏହି ଅବସରରେ ତାରାତାରିଣୀ ଦୁଇଭଉଣି ଶୈଳିପୁତ୍ରି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଗତ ୧୩ ତାରିଖରୁ ଷୋଡ଼ଶ ଉପଚାର…

ଆଇନଜୀବୀ, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକଙ୍କ ବିୟୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଗଞ୍ଜାମ , ୨୨।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଆଇନଜୀବୀ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ପଙ୍କଜ କୁମାର ବାରିକି (ମିଟୁ ସାର )ଙ୍କ ଗୁରୁବାର ବିଳମ୍ବିତ ରାତିରେ ହୃଦଘାତରେ ବିୟୋଗ ଘଟିଥିଲା । ସ୍ବର୍ଗତ ବାରିକଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri