କରୋନା ଯୁଦ୍ଧରେ ଉଦାହରଣ ସାଜିଲେ ଜେରୁସ: କର୍ତ୍ତବ୍ୟ ସହ ତୁଲାଉଛନ୍ତି ପରିବାରର ଦାୟିତ୍ୱ, ପ୍ରଶଂସା କଲେ ପୁରୀ ଏସ୍ପି
ସାକ୍ଷୀଗୋପାଳ,୨୬।୪(ଡି.ଏନ.ଏ.): କରୋନା ମୁକାବିଲାକୁ ନେଇ ସମ୍ପ୍ରତି ଲକ୍ଡାଉନ୍ କଟକଣା ଜାରି ରହିଛି। ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନେଇ ପ୍ରମୁଖ ଭୂମିକା ଗ୍ରହଣ କରିଛି ପୋଲିସ। ରାତିଦିନ ଏକ କରି କାମ କରୁଥିବା ବେଳେ ଅନେକ ବ୍ୟକ୍ତିଗତ ସ୍ବାର୍ଥକୁ ତ୍ୟାଗ…
ଓ୍ବେବ ସିରିଜ ପାଇଁ ଶାଢି ପିନ୍ଧି ବାଇକ୍ ଚଲାଇଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଲାରା ଦତ୍ତ ଏବେ ତାଙ୍କ ଓ୍ବେବ ସିରିଜ କାମରେ ବ୍ୟସ୍ତ ଅଛନ୍ତି। ଏହାକୁ ନେଇ ସେ ଖୁବ୍ ଏକ୍ସସାଇଟେଡ ମଧ୍ୟ ଅଛନ୍ତି। ଓ୍ବେବ ସିରିଜ ‘ହଣ୍ଡ୍ରେଡ’ରେ କାମ କରୁଛନ୍ତି ଲାରା। ଏହାକୁ ନେଇ ସେ ଲାଗାତାର କିଛି…
ଉତ୍ତରପ୍ରଦେଶ ଫେରନ୍ତା ଦୁଇ ଯୁବକଙ୍କୁ କ୍ୱାରାଣ୍ଟାଇନ୍ରେ ରଖିଲା ପ୍ରଶାସନ
ବିଜେପୁର,୨୬ା୪(ଡି.ଏନ୍.ଏ.) : କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଅବ୍ୟାହତ ରହିଛି। ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ହେଲେ କିଛି ଅମାନିଆ ଲକ୍ଡାଉନ୍ କଟକଣାକୁ ଉଲ୍ଲଂଘନ କରି ସୀମାରେ ରହିଥିବା ସୁରକ୍ଷା କର୍ମୀକୁ…
ରାଜଧାନୀରେ ବଳବତ୍ତର ରହିବ ଲକ୍ଡାଉନ୍ କଟକଣା: ବିଏମ୍ସି
ଭୁବନେଶ୍ୱର,୨୬।୪(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ନିୟମ କୋହଳ ହୋଇଥିଲେ ହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଲକ୍ଡାଉନ୍ କଟକଣା ବଳବତ୍ତର ରହିଛି। ଏହି କ୍ରମରେ ଭୁବନେଶ୍ୱରରେ କଟକଣା ପୂର୍ବପରି ରହିବ। ସହର ଏବେ ବି ହଟ୍ସ୍ପଟ୍ ଜୋନ୍ରେ ଯାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା…
ଏମ୍ସରେ ଜଣେ ନର୍ସ କରୋନା ସଂକ୍ରମିତ
ରିଶିକେଶ,୨୬।୪: ଦେଶରେ କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ। ଉତ୍ତରାଖଣ୍ଡର ରିଶିକେଶରେ ଥିବା ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)ରେ ଜଣେ ନର୍ସ କରୋନାରେ ସଂକ୍ରମିତ ହୋଇଥିବା ରବିବାର ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଦିଲ୍ଲୀ ଷ୍ଟେଟ କ୍ୟାନସର…
ଲକ୍ଡାଉନ୍ ଶେଷ ପରେ ପୁରୁଷୋତ୍ତମପୁରକୁ ଫେରିବେ ୧୫,୩୦୦ ଲୋକ: ୧୨୩ କ୍ୱାରାଣ୍ଟାଇନ୍ ସେଣ୍ଟର ପ୍ରସ୍ତୁତ: ତଦାରଖ କଲେ ଉପଜିଲାପାଳ
ପୁରୁଷୋତ୍ତମପୁର,୨୬ା୪(ଡି.ଏନ୍.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍ଏସିକୁ ରାଜ୍ୟ ଓ ଜିଲା ବାହାରୁ ଆସିବାକୁ ଥିବା ଲୋକଙ୍କ ଆକଳନକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ପ୍ରାୟ ୧୫ ହଜାର ୩ ଶହ ଲୋକଙ୍କ ରହିବା ଲାଗି କ୍ବାରାଣ୍ଟାଇନ୍ ସେଣ୍ଟରର…
ବର୍ଷା-ବଜ୍ରପାତ ସମ୍ଭାବନା: ଅପରାହ୍ନ ୫.୩୦ ଯାଏ ସତର୍କ ରହିବାକୁ ପରାମର୍ଶ
ଭୁବନେଶ୍ୱର,୨୬।୪(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲାରେ ରବିବାର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଶେଷକରି ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ଦେବଗଡ଼, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, କେନ୍ଦୁଝର,…
ଫେରିବେ ୧୪୭୦: କ୍ୱାରାଣ୍ଟାଇନ୍ କଡ଼ାକଡ଼ି କରିବାକୁ ଦାବି
ବିଜେପୁର,୨୬ା୪(ଡି.ଏନ୍.ଏ.) : କରୋନା ପ୍ରତିହତ ପାଇଁ କରାଯାଇଥିବା ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଖୋଲିବାକୁ ଆଉ ମାତ୍ର ୭ ଦିନ ବାକି ରହିଛି। ଏହା ଖୋଲିବା ମାତ୍ରକେ ରାଜ୍ୟ ବାହାରେ ରହୁଥିବା ଲୋକଙ୍କ ଘରବାହୁଡ଼ା ହେବାର ସମ୍ଭାବନା ରହିଛି। ତେଣୁ ରାପିଡ୍ ରେସପନ୍ସ…
ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୬।୪(ବ୍ୟୁରୋ): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ବ୍ୟକ୍ତିଜଣଙ୍କ ଭୁବନେଶ୍ୱରର। ସେ ଏମ୍ସ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କର ରିପୋର୍ଟ ନେଗେଟିଭ୍…
ଲକ୍ଡାଉନ: ଭାଜପା ନେତାଙ୍କ ଭିନ୍ନ ଧରଣର ପ୍ରଦର୍ଶନ
ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ସଂକ୍ରମିତଙ୍କ ବୃଦ୍ଧିକୁ ନେଇ ଚିନ୍ତା ବଢୁଥିବା ବେଳେ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ତୁତୁମେମେ ଜାରି ରହିଛି। ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ମହାସଚିବ ତଥା ପଶ୍ଚିମବଙ୍ଗ ପାର୍ଟି ପ୍ରଭାରୀ କୌଳାସ ବିଜୟଭର୍ଗିୟ ଓ…
ବିଶ୍ୱର ସବୁଠୁ ଉଚ୍ଚ ଅଟ୍ଟାଳିକା
ରିୟାଦ୍: ପୂର୍ବରୁ ବୁର୍ଜ ଖଲିଫା ନାଁ ଶୁଣିଥିବେ ଯାହା ବିଶ୍ୱର ସବୁଠାରୁ ଉଚ୍ଚ ଅଟ୍ଟାଳିକା। ଏହାର ଉଚ୍ଚତା ୮୨୯.୮ ମିଟର ଅର୍ଥାତ୍ ୨,୭୨୨ ଫୁଟ। କିନ୍ତୁ ଜାଣନ୍ତି କି ସାଉଦି ଆରବରେ ବୁର୍ଜ ଖଲିଫାଠାରୁ ଏକ ଉଚ୍ଚ ଅଟ୍ଟାଳିକା ନିର୍ମାଣ କରାଯାଉଛି।…
ଯାଜପୁରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଦଶରଥପୁର ବ୍ଲକର ୫ ଗାଁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା, ମେ’ ୧୦ ଯାଏ ବଳବତ୍ତର
ଯାଜପୁର ଅଫିସ, ୨୬।୪- ଯାଜପୁର ଜିଲା ଦଶରଥପୁର ବ୍ଲକର ୩ଟି ପଞ୍ଚାୟତର ୫ ଗ୍ରାମକୁ ରବିବାର କଣ୍ଟେନମେଣ୍ଟ ଜୋନ୍ ଭାବେ ଜିଲାପାଳ ରଞ୍ଜନ କୁମାର ଦାସ ଘୋଷଣା କରିଛନ୍ତି। ପୂର୍ବରୁ ବିରଜାପୁର ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା ହୋଇଥିବାରୁ ଏହାକୁ ମେ’ ମାସ…
Archives


