ଫେରାର ୨ ପିଲେଟ ଚୋର ଗିରଫ
ଯୋଡ଼ା, ୨୯।୪ (ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳର ବଡବିଲସ୍ଥିତ ଆରିୟା ଷ୍ଟିଲ କାରଖାନାରୁ ପରିବହନ ବେଳେ ପିଲେଟ ଚୋରି କରିଥିବା ଦୁଇ ଫେରାର ଅଭିଯୁକ୍ତଙ୍କୁ ପୋଲିସ ବୁଧବାର ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ କମାର ଯୋଡା…
ନିୟମ ଊଲ୍ଲଂଘନ କରି ୯ ଗିରଫ
ଯୋଡ଼ା, ୨୯।୪ (ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଥିବା ଏସେଲ ଖଣି ଓ ଜଜାଙ୍ଗସ୍ଥିତ ଜଜାଙ୍ଗ ଖଣିର ପରିବହନ କାର୍ଯ୍ୟକୁ ବନ୍ଦ କରିଥିବା ଅଭିଯୋଗରେ ପୋଲିସ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ମଙ୍ଗଳବାର ପୂର୍ବାହ୍ନରେ ଜୁରୁଡିସ୍ଥିତ…
କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା
ଚମ୍ପୁଆ/ଯୋଡା/ଝୁମ୍ପୁରା, ୨୯।୪(ଡି.ଏନ.ଏ.): କେନ୍ଦୁଝର ଜିଲାରେ କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇ ବ୍ୟାପକ ଧାନ ଫସଲ ସାଙ୍ଗକୁ ପନିପରିବା ନଷ୍ଟ ହୋଇଯାଇଛି। କରୋନା ଲାଗି ଚାଷୀମାନେ କ୍ଷତିରେ ଥିବା ବେଳେ ଏବେ କୁଆପଥର ବର୍ଷା ଚିନ୍ତାରେ ପକାଇଛି। ଋଣ ଆଣି ଚାଷ…
ଜୁଆଆଡ୍ଡାରେ ଚଢ଼ାଉ, ୧୧ ଗିରଫ
ବଲାଙ୍ଗୀର ଅଫିସ, ୨୯ା୪: କରୋନା ଲକ୍ଡାଉନ୍ ସମୟରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାହାରପାଲି ଜଙ୍ଗଲରେ ଚାଲିଥିବା ଏକ ଜୁଆଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୧୧ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୮୫୯୦ ଟଙ୍କା, ୮ଟି ବାଇକ, ୧୦ଟି ମୋବାଇଲ…
ବୋମାମାଡ଼ ଘଟଣାରେ ସରପଞ୍ଚଙ୍କ ସମେତ ୫ ଗିରଫ: ବାଇକ୍, ପିସ୍ତଲ ଜବତ
ପୁରୀ ଅଫିସ,୨୯ା୪: ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ସଞ୍ଜୟ ପତିଙ୍କ କୋଣାର୍କ ଏନ୍ଏସି ୪ ନଂ. ୱାର୍ଡ ବାଲିସାହିସ୍ଥିତ ବାସଭବନ ଉପରେ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ଜଣେ ସରପଞ୍ଚଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ବାଇକ୍, ଗୋଟିଏ…
ମେ ୧୫ରୁ ଖୋଲିବ ରବିଧାନ ମଣ୍ଡି
ସୋନପୁର,୨୯।୪(ନି.ପ୍ର.): ରବିଋତୁ ଧାନ ସଂଗ୍ରହ ପାଇଁ ବୁଧବାର ସୁବର୍ଣ୍ଣପୁର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମେ ୧୫ତାରିଖରୁ ଧାନ ସଂଗ୍ରହ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ଥର ୫ଟି ମାର୍କେଟ୍…
ପଞ୍ଜାବରେ ଆଉ ୨ ସପ୍ତାହ ବଢ଼ିଲା ଲକ୍ଡାଉନ
ଚଣ୍ଡିଗଡ଼,୨୯।୪: କରୋନା ଭାଇରସ୍ ମହାମାରୀ ପ୍ରକୋପ ଜାରି ରହିଥିବାରୁ ପଞ୍ଜାବ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର କର୍ଫ୍ୟୁ ଓ ଲକ୍ଡାଉନ୍କୁ ଆଉ ୨ସପ୍ତାହ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବୁଧବାର ଏନେଇ ପଞ୍ଜାବର…
ଖୋଲିଲା କେଦାରନାଥ ମନ୍ଦିର କବାଟ: ପ୍ରଧାନମନ୍ତ୍ରୀଙ୍କ ନାଁରେ ହେଲା ପ୍ରଥମ ପୂଜା
ଡେରାଡୁନ,୨୯।୪: କରୋନା ଭାଇରସ୍ ବିରୋଧରେ ଜାରି ରହିଥିବା ଲଢ଼େଇ ମଧ୍ୟରେ ବୁଧବାର ଉତ୍ତରାଖଣ୍ଡରେ ଥିବା ପ୍ରସିଦ୍ଧ ଧାମ କେଦାରନାଥ ମନ୍ଦିରର କବାଟ ଖୋଲାଯାଇଛି। ରୀତିନୀତି ଓ ପରମ୍ପରା ଅନୁସାରେ ବୁଧବାର ସକାଳ ୬ଟା ୧୦ ମିନିଟ୍ରେ ବାବା କେଦାରନାଥଙ୍କ କବାଟ ଖୋଲା…
ଇର୍ଫାନଙ୍କ ବିୟୋଗରେ କ୍ରୀଡ଼ାଜଗତରେ ଶୋକ: ଦୁଃଖ ପ୍ରକାଶ କଲେ ସଚିନ, ସେହ୍ବାଗ, କୋହଲି, ଯୁବି
ନୂଆଦିଲ୍ଳୀ,୨୯।୪: ବଲିଉଡ ଅଭିନେତା ଇର୍ଫାନ ଖାନ୍ଙ୍କ ପରଲୋକରେ ସାରା କ୍ରୀଡ଼ାଜଗତ ଶୋକ ପ୍ରକାଶ କରିଛି। ୫୪ ବର୍ଷରେ ଇର୍ଫାନ କ୍ୟାନ୍ସର କାରଣରୁ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ବୁଧବାର ମୃତ୍ୟୁବରଣ କରିଥିବା ବେଳେ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର, ଭାରତୀୟ ଅଧିନାୟକ ବିରାଟ…
ଟୋକିଓ ଅଲିମ୍ପିକ୍ସ: କୋଭିଡ୍-୧୯ ଟିକା ଜରୁରୀ ପ୍ରସଙ୍ଗକୁ ଆଇଓସିର ଅସ୍ବୀକାର
ସିଡନୀ,୨୯।୪ (ଏପି): ଅଲିମ୍ପିକ୍ସ ଆୟୋଜନ ପାଇଁ କୋଭିଡ୍-୧୯ ଟିକା ଜରୁରୀ ବୋଲି କେତେକ ବୈଜ୍ଞାନିକ ଓ ଡାକ୍ତର ପରାମର୍ଶ ଦେଇଛନ୍ତି। ଏ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହା ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅସ୍ବୀକାର କରିଛି। ଟୋକିଓ…
ଥୋମାସ୍, ଉବର କପ୍ ଫାଇନାଲ୍ସ ପୁଣି ଘୁଞ୍ଚିଲା: ଅକ୍ଟୋବର ୩ରୁ ୧୧ ମଧ୍ୟରେ ଆୟୋଜନ ହେବ
ନୂଆଦିଲ୍ଲୀ,୨୯।୪ (ପି.ଟି.): ଦ୍ୱିତୀୟଥର ପାଇଁ ଥୋମାସ ଓ ଉବର କପ୍ ଫାଇନାଲ୍ସକୁ ଘୁଞ୍ଚାଯାଇଛି। କୋଭିଡ୍-୧୯ ମହାମାରୀ କାରଣରୁ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବ୍ୟାଡମିଣ୍ଟନ ଓ୍ବାଲର୍ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍) ଘୋଷଣା କରିଛି। ଏବେ ଏହି ଦୁଇଟି…
୪ରୁ ଟ୍ରେନିଂ ଆରମ୍ଭ କରିବେ ଲା ଲିଗା ଖେଳାଳି
ମାଡ୍ରିଡ,୨୯।୪ (ଏଏଫ୍ପି): ବିଶ୍ୱରେ କରୋନା ମହାମାରୀର ଆତଙ୍କ ଜାରି ରହିଥିଲେ ମଧ୍ୟ ସ୍ପେନ୍ର ଆଥଲେଟମାନେ ଆସନ୍ତା ୪ ତାରିଖରୁ ସେମାନଙ୍କର ଟ୍ରେନିଂ ଆରମ୍ଭ କରିପାରିବେ। ଏ ନେଇ ପୂର୍ବରୁ ସରକାର ଘୋଷଣା କରି ସାରିଛନ୍ତି। ଜଣଶୁଣା ସ୍ପାନିଶ ଫୁଟବଲ ଲିଗ୍ ଲା…
Archives


