ଶ୍ରୀଲଙ୍କାରେ ରାଜପକ୍ଷେଙ୍କ ଦଳକୁ ମିଳିଲା ବହୁମତ, ମୋଦି ଜଣାଇଲେ ଶୁଭେଚ୍ଛା

କଲମ୍ବୋ,୭।୮:ଶ୍ରୀଲଙ୍କା ହୋଇଥିବା ସାଧାରଣ ନିର୍ବାଚନରେ ମହିନ୍ଦ୍ରା ରାଜପକ୍ଷେଙ୍କ ଦଳ ବହୁମତ ହାସଲ କରିଛି। ଏହାସହ ରାଜପକ୍ଷେ ପୁଣିଥରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହେବା ହେବା ରାସ୍ତା ସଫା ହୋଇଛି। ରାଜପକ୍ଷେଙ୍କ ଭାଇ ପୂର୍ବରୁ ଶ୍ରୀଲଙ୍କାର ରାଷ୍ଟ୍ରପତି ଅଛନ୍ତି। ଶୁକ୍ରବାର ଆସିଥିବା ଫଳାଫଳ ଅନୁଯାୟୀ ମହିନ୍ଦ୍ରାଙ୍କ ଦଳ ଏସ୍‌ଏଲ୍‌ପିପି ମୋଟ ଆସନ ୨୨୫ରୁ ୧୪୫ଟି ଆସନ ମିଳିଛି। ଏହାସହ ଅନ୍ୟାନ୍ୟ ଦଳ ମଧ୍ୟ ରାଜପକ୍ଷେଙ୍କ ସହ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜପକ୍ଷେଙ୍କୁ ଟୁଇଟ୍‌ ଯୋଗେ ବିଜୟର ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଦୁଇଟି ବଡ ଧରଣର ଗୁଳିକାଣ୍ଡ

ଓହିଓ,୪।୮: ଆମେରିକାର ଓହିଓରେ ହୋଇଥିବା ଦ୍ୱିତୀୟ ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଥିବା କୁହାଯାଉଛି।...

ପିଟ୍‌କେର୍ନରେ ଭୂକମ୍ପ

ପିଟ୍‌କେର୍ନ,୧୩ା୭: ପିଟକେର୍ନ ଦ୍ୱୀପରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଥିବା ନ୍ୟାଶନାଲ ସେଣ୍ଟର ଫର୍‌ ସିମୋଲୋଜି ସୂଚନା...

ଗର୍ଭନିରୋଧ ପଦ୍ଧତି ଗ୍ରହଣ ଉପରେ ରୋକ ନେଇ ଲୋକଙ୍କ ମଧ୍ୟରେ ବଢ଼ିଲା ଆକ୍ରୋଶ…

ତେହେରାନ,୧୫।୧୧: ଇରାନ ସରକାର ଦେଶର ଜନସଂଖ୍ୟା ବଢ଼ାଇବା ଲାଗି ଦେଶରେ ମହିଳାଙ୍କ ସ୍ବାସ୍ଥ୍ୟକୁ ଅଣଦେଖା କରିବା ସହିତ ମାନବାଧିକାରର ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ସରକାର...

ପ୍ରସିଦ୍ଧ ଟ୍ରେଭି ଫାଉଣ୍ଟେନ୍‌ ବୁଲିବାକୁ ଗଲେ ମୋଦି

ରୋମ,୩୧।୧୦: ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଇଟାଲୀର ରାଜଧାନୀ ରୋମରେ ଅଛନ୍ତି। ଜି -୨୦ ଶିଖର ସମ୍ମିଳନୀରେ ଭାଗ...

ଶେଷ ହେବ ଇମ୍ରାନଙ୍କ ଗେମ୍‌!

ଇସଲାମାବାଦ,୨ା୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢୁଛି। ତାଙ୍କ ବିପକ୍ଷରେ ଅନେକ ବିରୋଧୀ ବାହାରୁଛନ୍ତି। ବର୍ତ୍ତମାନ ସଂସଦରେ ଇମ୍ରାନଙ୍କ ନମ୍ବର...

ଇମ୍ରାନ ଉଠାଇଲେ କଶ୍ମୀର ପ୍ରସଙ୍ଗ

ଜାତିସଂଘ,୨୮।୯(ପି.ଟି.): ଜମ୍ମୁ-କଶ୍ମୀରରୁ ଭାରତ ‘ଅମାନବୀୟ କର୍ଫ୍ୟୁ’ ହଟାଉ। ଏହାସହ ସମସ୍ତ ‘ରାଜନୈତିକ ବନ୍ଦୀ’ଙ୍କୁ ତୁରନ୍ତ ମୁକ୍ତ କରୁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଶୁକ୍ରବାର...

ଜାତିସଂଘରୁ ବାଦ ପଡ଼ିଲା ରୁଷିଆ: ଭୋଟରୁ ନିବୃତ ରହିଲା ଭାରତ

ଜେନେଭା,୭।୪: ୟୁକେନ-ରୁଷିଆ ଯୁଦ୍ଧ ମଧ୍ୟରେ ମସ୍କୋକୁ ଏକ ବଡ଼ ଝଟ୍‌କା ଲାଗିଛି। ଗୁରୁବାର ମିଳିତ ଜାତିସଂଘର ମାନବ ଅଧିକାର ପରିଷଦ(ୟୁଏନ୍‌ଏଚ୍‌ଆର୍‌ସି)ରେ ଅନୁଷ୍ଠିତ ହୋଇଥିବା ଭୋଟିଂ ପ୍ରକ୍ରିଆରେ...

ଚାଇନାରୁ ଆସିଲା ଭଲ ଖବର: ସଫଳତାର ସହ ପରୀକ୍ଷା ହେଲା କରୋନା ଟୀକା!

ବେଜିଂ,୪।୪: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୨ଶହ ଦେଶକୁ ବ୍ୟାପି ସାରିଲାଣି। ହେଲେ ଚାଇନା ଏବେ କରୋନା ଭାଇରସ ପାଇଁ...

Advertisement
Archives

Model This Week