Home Left

୩ ବର୍ଷରୁ ଊର୍ଦ୍ଧ୍ୱ ହେବ ଲୋଭୋଲ୍‌ଟେଜ୍‌ ସମସ୍ୟା: ସିଙ୍ଗଲ ଫେଜ୍‌ ଲାଇନକୁ ୩ ଫେଜ୍‌ କରିବା ଦାବିରେ ସେସୁ ଅଫିସ ଘେରାଉ

ଚୌଦାର,୧୫।୫(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସେସୁ ଅଫିସକୁ ଓଟିଏମ୍‌ କଲୋନି ୧୧ନଂ. ୱାର୍ଡ ବାସିନ୍ଦା ଶୁକ୍ରବାର ଘେରାଉ କରିଛନ୍ତି। ଏହି ଅଞ୍ଚଳରେ ଦୀର୍ଘ ଦିନଧରି ଲୋଭୋଲ୍‌ଟେଜ ସମସ୍ୟା ଲାଗି ରହିଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ…

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ପ୍ରବାସୀଙ୍କ ଆତ୍ମହତ୍ୟା, ୬ ଦିନ ତଳେ ବିଜୟଓ୍ବାଡାରୁ ଫେରିଥିଲେ

ବେତନଟୀ,୧୫।୫(ଡି.ଏନ୍‌. ଏ.): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଅଁଳା ପଞ୍ଚାୟତର ଡମ୍ବରୁଡହର ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ମହୁଲଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଶୁକ୍ରବାର ସକାଳେ ଦେଖିବାକୁ ମିଳିଛିଛି l ମୃତକ ହେଲେ ରାଇକମା ଗ୍ରାମର…

କୋଭିଡ୍‌ ନିୟମ ଉଲ୍ଲଂଘନ: ୨ ଚା’ ଦୋକାନ ସିଲ୍‌, ପରିବାରବର୍ଗଙ୍କୁ ୨୮ ଦିନ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ

ଦାରିଙ୍ଗବାଡ଼ି,୧୫ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଠାରେ ୨ଟି ଚା’ଦୋକାନ ଖୋଲାଯିବା ଏବଂ ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରାଯିବା ଅଭିଯୋଗରେ ଦାରିଙ୍ଗବାଡ଼ି ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ନିତୀଶ କୁମାର ତ୍ରିପାଠୀ ସିଲ୍‌ କରିଦେଇଛନ୍ତି। ପ୍ରକାଶଯେ, ଉକ୍ତ ୨ ଚା’…

ଚିନ୍ତା ବଢ଼ାଉଛି ଗଞ୍ଜାମ: ଶେରଗଡ଼ରେ ସରପଞ୍ଚମାନଙ୍କ ସହ ୫-ଟି ସଚୀବଙ୍କ ସମୀକ୍ଷା; କହିଲେ ‘୩୦ ତାରିଖ ଯାଏ ଅପେକ୍ଷା କର’

ଶେରଗଡ଼,୧୫।୫(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଶୁକ୍ରବାର କରୋନା ମୁକାବିଲା ନେଇ ସମୀକ୍ଷା କରିଛନ୍ତି । ଜିଲାରେ ପ୍ରସ୍ତୁତି ଏବଂ କାମ ଠିକ୍‌ ଭାବେ ଚାଲିଛି। ମେ ୩୦ ତାରିଖ…

ମାଧୁରୀଙ୍କ ପାଇଁ କଶ୍ମୀର ଛାଡି ଦେବାକୁ ପ୍ରସ୍ତୁତ ଥିଲା ପାକିସ୍ତାନ !

ମୁମ୍ବାଇ: ବଳିଉଡ୍‌ର ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ଶୁକ୍ରବାର ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ଏବେ ସେ ବଡ ପରଦାରେ ଏତେଟା ନଜର ଆସୁ ନ ଥିଲେ ମଧ୍ୟ ଆଜିବି ତାଙ୍କ ଅଭିନୟକୁ ଦର୍ଶକେ ଅଭୁଲା କରି ରଖିଛନ୍ତି। ୯୦…

ପୁରୀରେ ପୁଣି ୧୦ କରୋନା ଆକ୍ରାନ୍ତ ଚିହ୍ନଟ : ଜିଲାରେ ମୋଟ ପଜିଟିଭ ସଂଖ୍ୟା ୧୪ ଛୁଇଁଲା

ପୁରୀ ଅଫିସ, ୧୫।୫: ପୁରୀ ଜିଲାରେ ଶୁକ୍ରବାର ପୁଣି ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ ହେବା ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ଏମାନଙ୍କ…

ବିମାନ, ଟ୍ରେନ୍‌ରୁ ଏକାଥରକେ ଓହ୍ଲାଇବେନି ଯାତ୍ରୀ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରେଳ ବା ବିମାନ ଯୋଗେ ଫେରୁଥିବା ଲୋକଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ ବିମାନ ବନ୍ଦରରେ ୨ଟି ଓ ଭୁବନେଶ୍ୱର ରେଳ ଷ୍ଟେଶନରେ ୭ଟି ପଞ୍ଜୀକରଣ କାଉଣ୍ଟର କରାଯାଇଛି। ସେମାନେ…

ଚେନ୍ନାଇରୁ ସାଇକେଲରେ ୧୯୦୦ କିମି ଯାତ୍ରା: ୧୧ ଦିନ ପରେ ହାଟଡ଼ିହୀ ବ୍ଲକରେ ପହଞ୍ଚିଲେ ବିମଳ

ହାଟଡ଼ିହୀ, ୧୫।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଗୋପ ଗ୍ରାମର ସୁବାଷ ଘୋଷଙ୍କ ପୁଅ ବିମଳ(୨୫) ଚେନ୍ନାଇରୁ ପ୍ରାୟ ୧୯୦୦ କିଲୋମିଟର ସାଇକେଲରେ ଯାତ୍ରା କରି ନିଜ ଗ୍ରାମରେ ଗତ ଗୁରୁବାର ରାତିରେ ପହଞ୍ଚିଛନ୍ତି। ହାଟଡିହୀ ପଞ୍ଚାୟତ ତରଫରୁ ତାଙ୍କୁ କ୍ୱାରାଣ୍ଟାଇନ…

୫ଟି ସଚିବଙ୍କ ରାୟଗଡ଼ା ଗସ୍ତ: କୋଭିଡ୍‌ ହସ୍ପିଟାଲ ପରିଦର୍ଶନ

ରାୟଗଡ଼ା ଅଫିସ,୧୫ା୫: ୫-ଟି ସଚିବ ଭିକେ ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ଦିନିକିଆ ଗସ୍ତରେ ଆସି ରାୟଗଡ଼ାର ଜେକେପୁରଠାରେ ଥିବା କୋଭିଡ୍‌ ହସ୍ପିଟାଲର ଅନୁଧ୍ୟାନ କରିଛନ୍ତି l ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରା, ଏସ୍‌ପି…

ରାଜଧାନୀରେ ୪୦ ଦିନରେ ଚତୁର୍ଥ ଥର ଅନୁଭୂତ ହେଲା ଭୂକମ୍ପ

ନୂଆଦିଲ୍ଲୀ,୧୫।୫: ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପୁଣିଥରେ ଭୂକମ୍ପ ଅନୁଭୂତ ହୋଇଛି। ଗତ ୪୦ ଦିନ ମଧ୍ୟରେ ଏହା ଚତୁର୍ଥଥର। ଶୁକ୍ରବାର ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୨ ଥିବା ବେଳେ ଏହା ଏକ ମୃଦୁ ଭୂକମ୍ପ। କରୋନା ଭାଇରସ…

ମିଲ୍‌ ପରେ ଏବେ ସୁଗମ ଯୋଜନା: ଚାଲି ଚାଲି ଯାଉଥିବା ଅନ୍ୟ ଜିଲାର ଶ୍ରମିକଙ୍କୁ ବସ୍‌ରେ ଘରକୁ ପଠାଉଛି ଗଞ୍ଜାମ ପ୍ରଶାସନ

ଛତ୍ରପୁର, ୧୫।୫( ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପୂର୍ବରୁ ଆରମ୍ଭ ହୋଇଥିବା ମିଲ୍‌ ଯୋଜନା ସହ ଏବେ ସୁଗମ ଯୋଜନା ଯୋଡି ହୋଇଯାଇଛି। ମିଲ୍‌ ଯୋଜନାରେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ଶୁଖିଲା ଖାଦ୍ୟ ପ୍ୟାକେଟକୁ ଲୋକେ ଦାନ କରୁଛନ୍ତି। ପରେ ଗରୀବ ପରିବାରଙ୍କୁ…

ରଥ ଖଳାରେ ଚକଡେରା ନୀତି ସମ୍ପନ୍ନ

ପୁରୀ ଅଫିସ, ୧୫।୫: ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ଶୁକ୍ରବାର ଚକଡ଼େରା ନୀତି ସମ୍ପନ୍ନ ହୋଇଛି। ରଥ ଖଳାରେ ମହାପ୍ରଭୁଙ୍କ ତିନି ରଥର ୬ଟି ନାହାକା ଚକ ଡେରା ହୋଇଛି। ପ୍ରଥମେ ଡ଼େରା ପାଇଁ ଥିବା ତିନି ରଥର ନାହାକା ଚକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri