ସକାଳେ ସ୍ବାଭାବିକ, ସନ୍ଧ୍ୟାରେ ଖାଁ ଖାଁ
ଭୁବନେଶ୍ୱର,୨।୬(ବ୍ୟୁରୋ): ଦୁଇମାସର ଲକ୍ଡାଉନ୍ ପରେ ସୋମବାର ଥିଲା ଅନ୍ଲକ୍-୧.୦ର ପ୍ରଥମ ଦିନ। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ଗାଇଡ୍ଲାଇନ୍ ଅନୁଯାୟୀ ସବୁକିଛି ପୂର୍ବଭଳି ନ ହେଲେ ବି ପ୍ରାୟତଃ ସ୍ବାଭାବିକ ହୋଇଯିବ ବୋଲି ଆଶା କରାଯାଉଥିଲା। ଏଥିପାଇଁ ସକାଳ ହେବାକ୍ଷଣି ରାଜ୍ୟ…
ଏବର୍ଷ ବିଦେଶରେ ଗଡ଼ିବନି ରଥ
ଭୁବନେଶ୍ୱର,୨।୬(ବ୍ୟୁରୋ): କରୋନା ଲାଗି ପୁରୀରେ ଏଥର ଭକ୍ତଙ୍କ ବିନା ରଥଯାତ୍ରା ହେବ। ଶ୍ରୀଜୀଉଙ୍କ ପହଣ୍ଡିରୁ ଆରମ୍ଭକରି ରଥଟଣା ପର୍ଯ୍ୟନ୍ତ ସବୁକିଛି ସେବାୟତ ଓ ପୋଲିସ ଦ୍ୱାରା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ହେଲେ ପ୍ରତିବର୍ଷ ଦେଶ ବିଦେଶରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ହେବା…
ଓଏଚ୍ଆର୍ସିଙ୍କ ଦ୍ୱାରସ୍ଥ ହେଲେ ଏଏସ୍ଆଇଙ୍କ ସ୍ତ୍ରୀ
ଭୁବନେଶ୍ୱର,୨।୬ (ବ୍ୟୁରୋ): ଲକ୍ଡାଉନ୍ ସମୟରେ ଓଡ଼ିଶା ପୋଲିସରେ ବହୁ ଅଧିକାରୀ କ୍ଷମତାର ଦୁରୁପଯୋଗ କରି ନିଲମ୍ବିତ ହୋଇଛନ୍ତି। ଆଉ କେତେଜଣଙ୍କ ଔଦ୍ଧତ୍ୟ ସୀମା ଟପିଛି। ତେବେ ଭୁବନେଶ୍ୱରରେ କାର୍ଯ୍ୟରତ କମିଶନରେଟ ପୋଲିସର ଜଣେ ଏଏସ୍ଆଇ ଓ ତାଙ୍କ ସ୍ତ୍ରୀଙ୍କୁ ନୟାଗଡ଼ ବାଣିଗୋଚ୍ଛା…
ଖର୍ଚ୍ଚ ନ ହୋଇ ଫେରିଯିବ ୧.୦୭ କୋଟି
କଟକ ଅଫିସ,୨।୬: ଗୋଟିଏ ପଟେ ରାଜ୍ୟରେ ସଡ଼କ ଦୁର୍ଘଟଣା ପ୍ରତି ବର୍ଷ ବଢୁଥିବା ବେଳେ ଏହାକୁ ରୋକିବାରେ ପୋଲିସ ଏକପ୍ରକାର ବିଫଳ ହେଉଛି। ଅନ୍ୟପଟେ ସଡ଼କ ସୁରକ୍ଷା ଦିଗରେ ପଦକ୍ଷେପ ପାଇଁ ମିଳିଥିବା ଟଙ୍କାକୁ ମଧ୍ୟ ଖର୍ଚ୍ଚ କରିପାରୁନାହିଁ। ସଡ଼କ ସୁରକ୍ଷା…
ଓ୍ବାଜିଦ୍ଙ୍କ ମା’ଙ୍କୁ କରୋନା
ବଲିଉଡ୍ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍ ଖାନ୍ଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଛି ବଲିଉଡ୍ ସଙ୍ଗୀତ ଜଗତ। ମାତ୍ର ୪୨ ବର୍ଷ ବୟସରେ ଓ୍ବାଜିଦ୍ଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହିଁ ବଲିଉଡ୍। ଅନେକ ଷ୍ଟାର ତାଙ୍କ ମୃତ୍ୟୁ ଶୋକ ପ୍ରକାଶ କରିଛନ୍ତି। ଗତ…
୧୧ଜଣିଆ ଅନ୍ତରୀଣ କମିଟି ଗଠିତ
କଟକ ଅଫିସ,୨।୬: ଲକ୍ଡାଉନ୍ ଯୋଗୁ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଏଭଳି ସ୍ଥଳେ ଓକିଲ ସଂଘଗୁଡ଼ିକର ପରିଚାଳନା ପାଇଁ ହାଇକୋର୍ଟ ଓକିଲ ସଂଘର ଅନ୍ତରୀଣ କମିଟି ଗଠିତ ହୋଇଛି। କମିଟିରେ ଜଣେ…
ସ୍ମିତାରାଣୀ ମୃତ୍ୟୁ ମାମଲା: ରୂପେଶ ଭଦ୍ରଙ୍କୁ ହାଇକୋର୍ଟରୁ ଜାମିନ
କଟକ ଅଫିସ୍/ଧର୍ମଶାଳା, ୨।୬(ଡି.ଏନ୍.ଏ.): ଯାଜପୁର ହରିଦାଶପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ରୂପେଶ ଭଦ୍ରଙ୍କୁ ସୋମବାର ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ଗତ ଅକ୍ଟୋବରରୁ ସେ ଜେଲ୍ରେ ଥିଲେ। ଜଷ୍ଟିସ୍ ବିଭୂ ପ୍ରସାଦ ରାଉତରାୟ ମାମଲାର…
‘ଡିସ୍ଚାର୍ଜ ପୂର୍ବରୁ କରାଯାଇ ନ ଥିଲା ସ୍ବାବ୍ ପରୀକ୍ଷା’
ଯାଜପୁର ଅଫିସ୍/ରସୁଲପୁର, ୨।୬ (ଡି.ଏନ୍.ଏ.): କରୋନା ଚିକିତ୍ସାକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ଆରୋଗ୍ୟ ହୋଇ ଫେରିଥିବା ଜଣେ ସଂକ୍ରମିତ। ମେଡିକାଲରୁ ଡିସ୍ଚାର୍ଜ କରାଯିବା ପୂର୍ବରୁ ତାଙ୍କର ସ୍ବାବ୍ ପରୀକ୍ଷା କରାଯାଇ ନ ଥିଲା। ଏପରିକି ସେ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ…
ଓ୍ବାନ୍ ନେଶନ ଓ୍ବାନ୍ ରାଶନରେ ସାମିଲ ହେଲା ଓଡ଼ିଶା
ଭୁବନେଶ୍ୱର,୨।୬(ବ୍ୟୁରୋ): ଓ୍ବାନ୍ ନେଶନ ଓ୍ବାନ୍ ରାଶନରେ ଓଡ଼ିଶା ସାମିଲ ହେଲା। ସିକିମ, ମିଜୋରାମ ସହିତ ଓଡ଼ିଶାକୁ କେନ୍ଦ୍ର ସରକାର ଇଣ୍ଟିଗ୍ରେଟ୍ ମ୍ୟାନେଜମେଣ୍ଟ ଅଫ ପବ୍ଲିକ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ (ଆଇଏମ୍-ପିଡିଏସ୍)ସ୍କିମ୍ରେ ସାମିଲ କରିଛନ୍ତି। ଏ ନେଇ ସୋମବାର କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ…
ଓଡ଼ିଶାରୁ ଚାଲିଲା ୧୨ ଯୋଡ଼ା ଟ୍ରେନ୍
ଭୁବନେଶ୍ୱର, ୨।୬ (ବ୍ୟୁରୋ): ଅନ୍ଲକ୍-୧.୦ର ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ୨ଶହ ଯାତ୍ରିବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରୁ ୧୨ ଯୋଡ଼ା ଟ୍ରେନ୍ ଗଡ଼ିଛି। ସୋମବାର ସକାଳେ ପ୍ରଥମ ଟ୍ରେନ୍ ଭାବେ ଜନଶତାବ୍ଦୀ ଏକ୍ସପ୍ରେସ୍ ଭୁବନେଶ୍ୱରରୁ କୋଲକାତା…
ସୌରଶକ୍ତି ଚାଳିତ ହେବ ବିଧାନସଭା
ଭୁବନେଶ୍ୱର,୨।୬(ବ୍ୟୁରୋ): ଓଡିଶା ବିଧାନସଭା ସାୈରଶକ୍ତି ଚାଳିତ ହେବ। ବିଧାନସଭା ଛାତ ଉପରେ ସାୈର ଶକ୍ତି ପ୍ରକଳ୍ପ ସ୍ଥାପନ ହେବ। ଏନେଇ ସୋମବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସେପ୍ଟେମ୍ବର ଶେଷ ସୁଦ୍ଧା ବିଧାନସଭାକୁ…
ପ୍ରବାସୀ ଶ୍ରମିକଙ୍କୁ ଦିଆଗଲା ଚାଉଳ
ଚମ୍ପୁଆ,୨ା୬(ଡି.ଏନ.ଏ.)- କରୋନା ମହାମାରୀରେ ପ୍ରଭାବିତ ହୋଇଛନ୍ତି ଶ୍ରମିକ। ଶ୍ରମ ହରାଇବା ସହିତ ବହୁ କଷ୍ଟରେ ନିଜ ପୈତୃକ ଘରକୁ ଫେରୁଛନ୍ତି। କେତେକ ଶହ ଶହ କି.ମି ଚାଲି ଚାଲି ଫେରୁଛନ୍ତି ତ କେତେକ ସାଇକେଲ ଯୋଗେ ମଧ୍ୟ ନିଜ ଘରକୁ ଫେରୁଥିବା…
Archives


