ଜୁନ୍, ଜୁଲାଇ ଗୁରୁତ୍ୱପୂର୍ଣ୍ଣ, ସତର୍କ ରୁହ: ବାଚସ୍ପତି
ଭୁବନେଶ୍ୱର, ୪।୬(ବ୍ୟୁରୋ):ଗଞ୍ଜାମର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଭିଡିଓ କନ୍ଫରେନ୍ସ ଜରିଆରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୌସୁମୀ ଜନିତ ସମ୍ଭାବ୍ୟ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ଜିଲାର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତଭାବେ ଆଲୋଚନା କରାଯାଇଥିଲା। ବିଧାନସଭାର କନ୍ଫରେନ୍ସ ପ୍ରକୋଷ୍ଠରେ…
ପରଲୋକରେ ନିତ୍ୟାନନ୍ଦ ଶତପଥୀ
ଭୁବନେଶ୍ୱର,୪।୬: (ବ୍ୟୁରୋ):ବିଶିଷ୍ଟ ସାହିତି୍ୟକ, ପ୍ରାବନ୍ଧିକ ଏବଂ ସମାଲୋଚକ ନିତ୍ୟାନନ୍ଦ ଶତପଥୀ ଆଉ ନାହାନ୍ତି। ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ବୁଧବାର ପୂର୍ବାହ୍ନ ୯ଟା ୧୫ରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୮୩ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ…
ଗିଲ୍ଗିଟ୍ ବାଲତିସ୍ତାନରେ ବୌଦ୍ଧ କୀର୍ତ୍ତି ଭାଙ୍ଗିଦେଲେ
ନୂଆଦିଲ୍ଲୀ,୪ା୬(ପି.ଟି.): ପାକିସ୍ତାନର ଗିଲ୍ଗିଟ୍ ବାଲତିସ୍ତାନରେ ଥିବା ଏକ ବୌଦ୍ଧ ଐତିହ୍ୟକୁ ଭାଙ୍ଗିଦିଆଯାଇଛି। ଏହାକୁ ନେଇ ବୁଧବାର ଭାରତ ପକ୍ଷରୁ ଆପତ୍ତି ଉଠାଯାଇଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଏପରି କଠୋରପନ୍ଥୀ କାର୍ଯ୍ୟକଳାପ ପ୍ରାଚୀନ ସଭ୍ୟତା ଓ ସାଂସ୍କୃତିକ ଐତିହ୍ୟର…
ଛାଡ଼ପତ୍ର ଦାବିକଲେ ଡେରେକ୍ଙ୍କ ସ୍ତ୍ରୀ
ଓ୍ବାଶିଂଟନ,୪ା୬(ପି.ଟି.): ଜର୍ଜ ଫ୍ଲୟଡ୍ଙ୍କ ହତ୍ୟା ଅଭିଯୁକ୍ତ ପୋଲିସ ଅଧିକାରୀ ଡେରେକ୍ ଶଉଭିନ୍ (୪୪)ଙ୍କୁ ଚାକିରିରୁ ନିଲମ୍ବନ କରାଯାଇ ଗିରଫ କରାଯାଇଛି। ଡେରେକ୍ଙ୍କ ସ୍ତ୍ରୀ କିଲିଏ ମେ ଶଉଭିନ୍ (୪୫) ଏହି ଥାର୍ଡ-ଡିଗ୍ରୀ ହତ୍ୟାକାଣ୍ଡକୁ ନେଇ ମର୍ମାହତ ହୋଇ ତାଙ୍କଠାରୁ ଛାଡ଼ପତ୍ର ଦାବି…
ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ
ଭୁବନେଶ୍ୱର, ୪।୬(ବ୍ୟୁରୋ)- ସ୍କୁଲ ବନ୍ଦ ଥିବାରୁ ପିଲାଙ୍କୁ ପୂର୍ବରୁ ୩ ମାସ ପାଇଁ ମଧ୍ୟାହ୍ନ ଭୋଜନ ରାଶନ ମିଳିଥିଲା। ଏବେ ରୋଷେଇ ଖର୍ଚ୍ଚ ମିଳିବ। ଏନେଇ ମଧ୍ୟାହ୍ନ ଭୋଜନ ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ ବୁଧବାର ସମସ୍ତ ଜିଲାପାଳଙ୍କୁ ଚିଠି…
୫୦% କୋଭିଡ୍ ମୃତକଙ୍କ ବୟସ ୬୦ ଉପରେ
ନୂଆଦିଲ୍ଲୀ,୪ା୬: ଭାରତରେ ବରିଷ୍ଠ ବ୍ୟକ୍ତିଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୦ ପ୍ରତିଶତ ହୋଇଥିବାବେଳେ କୋଭିଡ୍-୧୯ ମୃତ୍ୟୁରେ ଏମାନଙ୍କ ସଂଖ୍ୟା ୫୦% ଥିବା ସରକାର ସୂଚନା ଦେଇଛନ୍ତି। ୭୩ ପ୍ରତିଶତ କୋଭିଡ୍ ମୃତକଙ୍କଠାରେ ଅନ୍ୟାନ୍ୟ ରୋଗ ରହିଥିବା ଜଣାପଡିଛି। ଅନ୍ୟ ଦେଶ ତୁଳନାରେ…
ପ୍ରସିଦ୍ଧ ଗୀତିକାର ଅନଓ୍ବର ସାଗରଙ୍କ ପରଲୋକ
ମୁମ୍ବାଇ,୪।୬: ବଲିଉଡ୍ର ପ୍ରସିଦ୍ଧ ଗୀତିକାର ଅନଓ୍ବର ସାଗରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ୮୦ ଏବଂ ୯୦ ଦଶକରେ ସାଗରଙ୍କ ଅନେକ ଗୀତ ଲୋକପ୍ରିୟ ହୋଇଥିଲା। ଏଥିମଧ୍ୟରୁ ଅକ୍ଷୟ କୁମାର ଏବଂ ଆୟଶା ଜୁଲକାଙ୍କ ଅଭିନୀତ ‘ଖିଲାଡି’…
ହିରୋ ସାଜିଲେ ଭାରତୀୟ ବ୍ୟବସାୟୀ
ଓ୍ବାଶିଂଟନ,୪ା୬(ପି.ଟି.): ମିନେସୋଟା ରାଜ୍ୟସ୍ଥିତ ମିନିଆପଲିସରେ କୃଷ୍ଣକାୟ ଜର୍ଜ ଫ୍ଲୋଏଡ୍ ହତ୍ୟା ଘଟଣାର ପ୍ରତିବାଦରେ ଆମେରିକାରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାବେଳେ ଜଣେ ଭାରତୀୟ ବ୍ୟବସାୟୀ ୭୫ ବିକ୍ଷୋଭକାରୀଙ୍କୁ ନିଜ ଘରେ ସୁରକ୍ଷା ଦେଇ ନିଜ ପାଇଁ ଜଣେ ହିରୋର ପରିଚୟ ସୃଷ୍ଟି…
ବର୍ଣ୍ଣବୈଷମ୍ୟ ପ୍ରତି ଆଖି ବୁଜିଦେଇପାରିବା ନାହିଁ
ଭାଟିକାନ୍ ସିଟି,୪ା୬: କୃଷ୍ଣକାୟ ଆମେରିକୀୟ ଜର୍ଜ ଫ୍ଲୟଡ୍ଙ୍କ ମୃତ୍ୟୁକୁ ନେଇ କ୍ୟାଥୋଲିକ୍ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ ଶୋକବ୍ୟକ୍ତ କରିଛନ୍ତି। ପୋପ୍ ଫ୍ଲୟଡ୍ଙ୍କ ମୃତ୍ୟୁକୁ ବର୍ଣ୍ଣବୈଷମ୍ୟ ପାପର ପରିଣାମ ଭାବେ ଅଭିହିତ କରି ତାଙ୍କ ଆମତ୍ାର ସତ୍ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି। ସପ୍ତାହିକ…
ହାତୀକୁ ଖୁଆଇଦେଲେ ବାଣଭର୍ତ୍ତି ସପୁରି
ନୂଆଦିଲ୍ଲୀ/ଥିରୁଭାନନ୍ଥପୁରମ୍, ୪।୬: ନିରୀହ ପ୍ରାଣୀଙ୍କ ପ୍ରତି ମନୁଷ୍ୟର ବର୍ବରତା ସୀମା ଟପିବାରେ ଲାଗିଛି। ହେଲେ ନିକଟର କେରଳ ରାଜ୍ୟର ମଲ୍ଲାପୁରମ୍ରୁ ଆସିଥିବା ପ୍ରାଣୀ ନିଷ୍ଠୁରତାର ହୃଦୟ ବିଦାରକ ଚିତ୍ର ସବୁ ସୀମାକୁ ପାର୍ କରିଯାଇଛି। ଏଠାରେ ଏକ ଗର୍ଭିଣୀ ହାତୀକୁ କେତେଜଣ…
ଆଉ ଜଣେ କରୋନା ପ୍ରଘଟକାରୀ ଡାକ୍ତରଙ୍କ ମୃତ୍ୟୁ
ବେଜିଂ,୪ା୬: କରୋନା ସଂକ୍ରମଣରେ ଚାଇନାର ଆଉ ଜଣେ ଡାକ୍ତରଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ସେ ହେଲେ ଉହାନ ସେଣ୍ଟ୍ରାଲ ହସ୍ପିଟାଲରେ ୟୁରୋଲୋଜିଷ୍ଟ ଭାବେ କାର୍ଯ୍ୟରତ ୪୨ ବର୍ଷୀୟ ଡା. ହୁ ଉଇଫେଙ୍ଗ୍। ଡା.ହୁଙ୍କ ଶରୀର ରଙ୍ଗ କଳା ପଡ଼ିଯାଇଥିବା ଦେଖିବାକୁ ମିଳିଛି।…
୫ ରାଜ୍ୟର ଅର୍ଥ ବ୍ୟବସ୍ଥା ଟ୍ରାକ୍କୁ ଫେରୁଛି
ନୂଆଦିଲ୍ଲୀ,୪।୬: କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର ଜାରି କରିଥିବା ଲକ୍ଡାଉନ ଯୋଗୁ ସାରା ଦେଶର ଅର୍ଥବ୍ୟବସ୍ଥାକୁ ଗଭୀର ଭାବେ କ୍ଷତି ପହଞ୍ଚିଛି। ବର୍ତ୍ତମାନ ଆର୍ଥତ୍କ କାର୍ଯ୍ୟକଳାପ ପୁଣି ଥରେ ଆରମ୍ଭ କରିବା ଲାଗି ସରକାର ଅନୁମତି ଦେଇଛନ୍ତି। ଫଳରେ ୫…
Archives


