ଟୁଇଟର ପ୍ରୋଫାଇଲରୁ ଭାଜପା ହଟାଇଲେ ଜ୍ୟୋତିରାଦିତ୍ୟ !
ଭୋପାଳ,୬।୬: କିଛି ମାସ ତଳେ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ଏବେ ପୁଣିଥରେ ରାଜନୀତି ହୋଇଛି ସରଗରମ। ଏବେ ସେ ତାଙ୍କ ଟୁଇଟର ଆକାଉଣ୍ଟରୁ ‘ଭାଜପା’ ହଟାଇ ଦେଇଥିବା କଥା ଆଲୋଚନା ହେଉଛି।…
୧୪ ଜିଲାରୁ ୧୭୩ କରୋନା ପଜିଟିଭ ଚିହ୍ନଟ: ଗଞ୍ଜାମରୁ ସର୍ବାଧିକ ୬୪ ଜଣ
ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରୁ ଶନିବାର ଚିହ୍ନଟ ୧୭୩ କରୋନା ଆକ୍ରାନ୍ତ ୧୪ଟି ଜିଲାର। ଏମାନଙ୍କ ମଧ୍ୟରୁ ସର୍ବଧିକ ଗଞ୍ଜାମ ଜିଲାରୁ ୬୪ ଜଣ ରହିଛନ୍ତି। ସେହିପରି ଯାଜପୁରରୁ ୧୯, କଟକ ଓ ମୟୂରଭଞ୍ଜରୁ ୧୩, ବଲାଙ୍ଗୀର, ବାଲେଶ୍ୱରରୁ ୧୧, ଗଜପତି ୧୦, ନୂଆପଡ଼ା…
ବିମାନ ଦୁର୍ଘଟଣା: ଗୋଟିଏ ପରିବାରର ୪ ଜଣଙ୍କ ସମେତ ୫ ମୃତ
ଜର୍ଜିଆ,୬।୬: ଆମେରିକାର ଜର୍ଜିଆରେ ହୋଇଥିବା ଏକ ଛୋଟ ବିମାନ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏମାନେ ସମସ୍ତେ ଏକ ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ…
ଶ୍ରୀମନ୍ଦିର ଅଣସର ଘରେ ପଟିଦିଅଁ ପୂଜା ଆରମ୍ଭ
ପୁରୀ ଅଫିସ, ୬।୫: ସ୍ନାନ ମଣ୍ଡପରେ ୧୦୮ଗଡୁ ଜଳରେ ସ୍ନାନ ଯୋଗୁ ଦାରୁବ୍ରହ୍ମ। ଅସୁସ୍ଥ ହୋଇପଡିଛନ୍ତି। ଶ୍ରୀମନ୍ଦିର ଅଣସର ଘରେ ପ୍ରଭୁଙ୍କ ଗୁପ୍ତସେବା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଶନିବାରଠାରୁ ପଟିଦିଅଁଙ୍କ ପୂଜା ମଧ୍ୟ ଆରମ୍ଭ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ନାରାୟଣ…
ଖାଁ ଖାଁ ଅଲାରନାଥ ପୀଠ, ଶୁଭୁନି ଭକ୍ତଙ୍କ ଗହଳି
ବ୍ରହ୍ମଗିରି, ୬।୬(ଡି.ଏନ୍.ଏ): ସ୍ନାନ ପୂର୍ଣ୍ଣିମାରେ କାଳିଆ ସାନ୍ତ ଭାଇ ଭଉଣୀଙ୍କ ସହିତ ମହାସ୍ନାନ କରି ଜ୍ବରରେ ପଡି ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଛନ୍ତି। ଏହି ସମୟରେ ଆଉ ଏକ ଲୀଳା କ୍ଷେତ୍ର ପାଲଟିଛି ବ୍ରହ୍ମଗିରିର ଅଲାରନାଥ ପୀଠ। ୧୪ ଦିନ…
ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହେବେ ପାଞ୍ଚ ହଜାର କାର୍ଯ୍ୟକର୍ତ୍ତା
କେନ୍ଦୁଝର,୬।୬(ସ୍ବ.ପ୍ର.): କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୋଦି ସରକାରଙ୍କ ଦିତୀୟ ପାଳିର ଏକ ବର୍ଷ ପୂର୍ତ୍ତି ଶାସନର ସଫଳତା ଓ ଯୋଜନା ସମ୍ପର୍କରେ ଆସନ୍ତା ୮ ତାରିଖ ୩ଟା ୩୦ ମିନିଟ ସମୟରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ। ଏହି ବିଶାଳ ଡିଜିଟାଲ…
‘ଏଚ୍ସିକ୍ୟୁ ଅସୁରକ୍ଷିତ’ ଦାବିରୁୁ ଓହରିଲେ ଅଧ୍ୟୟନକାରୀ
ଓ୍ବାଶିଂଟନ,୬ା୬: କରୋନା ରୋଗୀଙ୍କୁ ଦିଆଯାଉଥିବା ମ୍ୟାଲେରିଆ ନିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (ଏଚ୍ସିକ୍ୟୁ) ବିରୋଧରେ ଏକପ୍ରକାର ଷଡ଼ଯନ୍ତ୍ର କରାଯାଇଥିବା ମନେହେଉଛି। କାରଣ ଏହି ଔଷଧ କରୋନା ରୋଗୀଙ୍କ ପାଇଁ ନିରାପଦ ନୁହେଁ ବୋଲି ମେଡିକାଲ ଜର୍ନାଲ ‘ଦ ଲାନ୍ସେଟ୍’ ପକ୍ଷରୁ ଏକ ଅଧ୍ୟୟନ…
କମାଣ୍ଡର ନିଯୁକ୍ତ କଲା ଚାଇନା
ବେଜିଂ,୬ା୬(ପି.ଟି.): ସୀମାବିବାଦକୁ ନେଇ ଭାରତ ଓ ଚାଇନା ସେନା ମଧ୍ୟରେ ପାଖାପାଖି ୨ ସପ୍ତାହ ହେଲା ଅଚଳାବସ୍ଥା ଲାଗି ରହିଛି। ଏହାର ସମାଧାନ ଲାଗି ଶନିବାର ଦୁଇଦେଶର ସେନା ଅଧିକାରୀ ସ୍ତରୀୟ ଆଲୋଚନା ହେବାକୁ ଯାଉଥିବାବେଳେ ଏହାର ଦିନକ ପୂର୍ବରୁ ବେଜିଂ…
ୟୁକାଲିପଟାସ ଜଙ୍ଗଲରୁ ନବଜାତ ଶିଶୁ ଉଦ୍ଧାର
ରାଇସୁଆଁ (ଡି.ଏନ୍.ଏ.)/କେନ୍ଦୁଝର (ସ୍ବ.ପ୍ର.),୬।୬: କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପୋଟଳ ଗ୍ରାମ ନିକଟ ଏକ ୟୁକାଲିପଟାସ ଜଙ୍ଗଲରୁ ପରିତ୍ୟକ୍ତ ସ୍ଥାନରୁ ଶନିବାର ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକ ଶିଶୁଟିକୁ ଉଦ୍ଧାର କରି କେନ୍ଦୁଝର ଜିଲା ମୁଖ୍ୟ…
କରୋନାରେ ଅନିଲ ସୁରିଙ୍କ ମୃତ୍ୟୁ
ମୁମ୍ବାଇ, ୬ା୬: ବଲିଉଡ୍ର ଭେଟେରାନ୍ ପ୍ରଯୋଜକ ଅନିଲ ସୁରିଙ୍କ କରୋନାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୭ ବର୍ଷ ହୋଇଥିଲା। ଅଭିନେତା ରାଜ୍ କୁମାର, ଅଭିନେତ୍ରୀ ରେଖା ଅଭିନୀତ ‘କର୍ମଯୋଗୀ’ ଓ ‘ରାଜ୍ ତିଲକ’ ଫିଲ୍ମରେ ସେ ପ୍ରଯୋଜନା ଦେଇଥିଲେ। ଏନେଇ ଅନିଲଙ୍କ…
ଅଦାଲତରେ ଅଚଳାବସ୍ଥା
ନୂଆଦିଲ୍ଲୀ,୬ା୬: ମେ ୨୫ ତାରିଖରେ ଭାରତରେ ଇଦ୍-ଉଲ୍-ଫିତର ପାଳନ କରାଯାଉଥିବାବେଳେ ୧୨ ବର୍ଷୀୟା ତଲ୍ହା ଓ ୫ ବର୍ଷୀୟା ମରିଅମ୍ ରାତିରେ ସେମାନଙ୍କ ମା’ଙ୍କ ମୋବାଇଲ୍ ଫୋନ୍ ସହ ଶୋଇଥିଲେ। କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ…
ଗଞ୍ଜାମ ସହରରେ ଶଟ୍ଡାଉନ୍ ପ୍ରଭାବ
ଗଞ୍ଜାମ,୬।୬(ଡି.ଏନ୍.ଏ.): ଦେଶ ଓ ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା କମିବାର ନା ଧରୁନି। ପ୍ରାୟ ୩ମାସରୁ ଊର୍ଦ୍ଧ୍ୱ ହେବ ସାରା ବିଶ୍ୱ ଏଥିରେ ଘାଣ୍ଟି ହୋଇଗଲାଣି। ବିଶେଷ କରି ଗଞ୍ଜାମ ଜିଲାରେ ଏହାର…
Archives


