Home Left

ଅଭିଷେକଙ୍କ ଟୁଇଟ ଦ୍ୱନ୍ଦରେ ପକାଇଲା ୟୁଜର୍ସଙ୍କୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଫିଲ୍ମରେ ଅଭିନୟ କରିବା ପରେ ଏବେ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅଭିଷେକଙ୍କ ଅଭିନୀତ ସାଇକ୍ଲୋଜିକାଲ କ୍ରାଇମ୍‌ ଥ୍ରିଲର ଓ୍ବେବ ସିରିଜ୍‌ ‘ବ୍ରିଥ୍‌: ଇନ୍‌ ଟୁ ଦ ଶେଡୋଜ୍‌’ ଜୁଲାଇ ୧୦ରେ ଆମାଜନ…

ମୌସୁମୀ ଆସିଲେ ବଢିବ କରୋନା ସଂକ୍ରମଣ!

ନୂଆଦିଲ୍ଲୀ,୧୩।୬: କରୋନା ଭାଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତରେ ମଧ୍ୟ ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ପାର କରି ଯାଇଥିବା ବେଳେ ଆଗାମୀ ଦିନକୁ…

୪୦ ଥର ରିଟେକ୍‌ ପରେ ବି ନୃତ୍ୟ କରିପାରି ନ ଥିଲେ ପ୍ରିୟଙ୍କା, ଶୁଣିବାକୁ ପଡ଼ିଥିଲା ଗାଳି

ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ଠାରୁ ଆରମ୍ଭ କରି ହଲିଉଡ୍‌ ଫିଲ୍ମରେ କାମ କରିସାରିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ଦିନ ରାତି ପରିଶ୍ରମ କରିବାକୁ ପଡ଼ିଛି। ମିସ୍‌ ଓ୍ବାଲ୍ଡ ବିଜେତା ହେବା ପରେ ପ୍ରିୟଙ୍କା ଫିଲ୍ମ ‘ଦ ହିରୋ: ଲଭ୍‌…

କୁନି ପ୍ରତିଭାଙ୍କ ପ୍ରଶଂସାରେ ହ୍ରିତିକ୍‌

ହ୍ରିତିକ୍‌ ରୋଶନ ଏବଂ ଟାଇଗର ଶ୍ରଫ୍‌ଙ୍କ ଫିଲ୍ମ ‘ଓ୍ବାର’ ରିଲିଜ୍‌ ହେବା ପରେ ଏହାର ଏକ ଗୀତ ଜୟ ଜୟ ଶିବ ଶଙ୍କର… ସୁପରହିଟ୍‌ ହୋଇଥିଲା। ଏହି ଗୀତରେ ହ୍ରତିକ୍‌ ଏବଂ ଟାଇଗରଙ୍କ ନୃତ୍ୟକୁ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ।…

କଣ୍ଟାବାଞ୍ଜିରେ ଶଟ୍‌ଡାଉନ ପ୍ରଭାବ: ପୋଲିସର କଡ଼ାକଡ଼ି ଯାଞ୍ଚ, ଅମାନିଆଙ୍କଠୁ ଆଦାୟ ହେଉଛି ଜରିମାନା

କଣ୍ଟାବାଞ୍ଜି,୧୩।୬(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ ଜିଲାରେ ଜୁନ୍‌ ମାସର ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନିଆ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିିରେ ମଧ୍ୟ ଦ୍ୱିତୀୟ ଶଟ୍‌ଡାଉନକୁ କଡ଼ାକଡ଼ି…

୬୬ରୁଟ୍‌ରୁ ୨୦ରେ ଲୋକ ହେଉନାହାନ୍ତି, ବନ୍ଦ ହେବ ଓଏସ୍‌ଆର୍‌ଟିସି ବସ୍‌ ଚଳାଚଳ: ମନ୍ତ୍ରୀ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜ୍ୟରେ ଓଏସ୍‌ଆର୍‌ଟିସି ବସ୍‌ ଚଳାଚଳ ହେଉଛି। ହେଲେ ୬୬ରୁଟ୍‌ରୁ ୨୦ ରୁଟ୍‌ରେ ଲୋକ ହେଉ ନାହାନ୍ତି। ୨ରୁ ୩ ଜଣ ଲୋକ ହେଉଛନ୍ତି, ଅତି ବେଶିରେ ୫ ଜଣ ଯାତ୍ରା କରୁଛନ୍ତି। ଏଥିରେ ଅଧିକ କ୍ଷତିରେ ହେଉଛି। କେତେ କ୍ଷତି…

୧୦ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶମିକଙ୍କ ଖାତାରେ ହଜାରେ ଲେଖାଏ ଜମା କଲେ ଯୋଗୀ ସରକାର

ଲକ୍ଷ୍ନୌ,୧୩।୬: ଉତ୍ତରପ୍ରଦେଶ ସରକାର ଶନିବାର ୧୦ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କୁ ହଜାରେ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୦ଲକ୍ଷ ୪୮ହଜାର ୧୬୬ ଲାଭାର୍ଥିଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଜମା କରିଥିବା ଜଣାପଡ଼ିଛି।…

କରୋନାର ସତ୍ୟତା କହିବାକୁ ଯାଉଥିବା ଡାକ୍ତରଙ୍କର ସଂକ୍ରମଣରେ ହୋଇଥିଲା ମୃତ୍ୟୁ: ପତ୍ନୀ ଦେଲେ ଶେଷ ଉପହାର

ଉହାନ,୧୩।୬: ଚାଇନାରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ବିଶ୍ୱର ଚିନ୍ତାକୁ ବଢାଇବାରେ ଲାଗିଛି। ଏହି ମହାମାରୀର ସତ୍ୟତାକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଥିବା ଚାଇନାର ୩୪ ବର୍ଷିୟ ଡାକ୍ତର ଲି ଓ୍ବେନଲିଆଙ୍ଗର ଶେଷରେ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା କୁହାଯାଏ।…

ସେପ୍ଟେମ୍ବର ପୂର୍ବରୁ ଡିଏଲ୍‌-ଏଲ୍‌ଏଲ୍‌ ଆବେଦନ ମନା: ମନ୍ତ୍ରୀ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ସେପ୍ଟେମ୍ବର ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ଓ ଲନର୍ସ ଲାଇସେନ୍ସ(ଏଲ୍‌ଏଲ୍‌)ପାଇଁ ଆବେଦନ କରି ହେବନାହିଁ। ଏହା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ପୁରୁଣା ଆବେଦନକାରୀଙ୍କୁ ଜୁଲାଇରୁ ନୂଆ ସ୍ଲଟ୍‌ ମିଳିବ। ତେବେ ଡିଏଲ୍‌-ଏଲ୍‌ଏଲ୍‌ ପାଇଁ ଅଢ଼େଇ ଲକ୍ଷ ଲୋକ ଆବେଦନ…

ବଡ଼ଧରଣର ମାଓବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ୬୪ ଆଇଇଡି ନିଷ୍କ୍ରିୟ

ଚାଇବାସା, ୧୩।୬: ଝାଡ଼ଖଣ୍ଡର ଚାଇବାସା ଜିଲାରେ ବଡ଼ଧରଣର ମାଓବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ପାଇଁ ମାଓବାଦୀମାନେ କରିଥିବା ଯୋଜନା ଫସର ଫାଟିଯାଇଛି। ପୋଲିସ ଏବଂ ସିଆର୍‌ପିଏଫ୍‌ ଯବାନମାନଙ୍କ ଦ୍ୱାରା ଗୋଏଲାକେଣ୍ଡା ଥାନା ଅନ୍ତର୍ଗତ ହାଥିବୁଡୁ କଚ୍ଚା…

ଚାଇନାକୁ ଫେରୁଛି କରୋନା: ବେଜିଂର କିଛି ଅଞ୍ଚଳ ଲକ୍‌ଡାଉନ

ବେଜିଂ,୧୩।୬: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ସଂକ୍ରମଣ ଏବେ ଧୀରେ ଧୀରେ ସାରା ବିଶ୍ୱକୁ ବ୍ୟାପି ସାରିଛି। କିଛିଦିନ ତଳେ ଚାଇନାରେ କରୋନା ସଂକ୍ରମଣ କମ୍‌ ହୋଇଯାଇଥିବା ଦୃଷ୍ଟିରୁ ସେଠାରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଥିଲା। ହେଲେ ଶନିବାର…

ଭେଣ୍ଟିଲେଟରରେ ୧୮ଦିନ ରହିବା ପରେ କରୋନା ଯୁଦ୍ଧରେ ବିଜୟୀ ହେଲେ ୪ମାସର ଶିଶୁ

ବିଶାଖପାଟନମ୍‌,୧୩।୬: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ଜଣେ ୪ମାସର ଶିଶୁ କରୋନାକୁ ହରାଇ ସୁସ୍ଥ ହୋଇ ଶୁକ୍ରବାର ଘରକୁ ଫେରିଛନ୍ତି। ଉକ୍ତ ଶିଶୁଙ୍କୁ ୧୮ଦିନ ଯାଏ ହସ୍ପିଟାଲର ଭେଣ୍ଟିଲେଟରରେ ରଖଯାଇ କରୋନା ଚିକିତ୍ସା କରାଯାଉଥିଲା। ତେବେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ରିପୋର୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri