ଓ୍ବାର୍ନରଙ୍କ ଅର୍ଦ୍ଧଶତକ ବେକାର; ହାଇଦ୍ରାବାଦ୍କୁ ହରାଇ ଶୀର୍ଷରେ ମୁମ୍ବାଇ ଇଣ୍ଡିଆନ୍ସ
ଶାରଜା, ୪।୧୦: ଚଳିତ ଆଇପିଏଲ୍ର ୧୭ତମ ମୁକାବିଲାରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ୩୪ ରନରେ ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ପରାସ୍ତ କରିଛି। ସ୍ଥାନୀୟ ଶାରଜା କ୍ରିକେଟ୍ ଷ୍ଟାଡିୟମରେ ଅପରାହ୍ନରେ ଖେଳାଯାଇଥିବା ଏହି ହାଇସ୍କୋରିଂ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ୫…
ସିଏସ୍କେ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ
ଦୁବାଇ, ୪।୧୦: ଚଳିତ ଆଇପିଏଲ୍ର ଅଷ୍ଟାଦଶ ତଥା ରବିବାର ଅନୁଷ୍ଠିତ ୨ୟ ମୁକାବିଲାରେ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍…
କଟକ ସହରୁ ଆଜି ୧୪୭ କରୋନା ପଜିଟିଭ ଚିହ୍ନଟ
କଟକ ଅଫିସ,୪।୧୦-କଟକ ସହରରୁ ରବିବାର ମୋଟ୍ ୧୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୮୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୬ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟୁଇଟ କରି…
କୋହଲିଙ୍କଠାରୁ ସ୍ବତନ୍ତ୍ର ଉପହାର ପାଇଲେ ରାହୁଲ
ଆବୁଧାବି, ୪।୧୦: ଚଳିତ ଆଇପିଏଲ୍ର ୧୫ତମ ମ୍ୟାଚ୍ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ୮ ଉଇକେଟ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ବାଙ୍ଗାଲୋରର ଏହା ଚଳିତ ସିଜନରେ ୩ୟ ବିଜୟ ଥିଲା। ଏହି ବିଜୟ ସହ…
ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ କରୋନା
ମୁମ୍ବାଇ, ୪।୧୦-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଗତ କିଛିଦିନ ତଳେ ହାଇଦ୍ରାବାଦରେ ତମନ୍ନା ଏକ ୱେବ ସିରିଜ ପାଇଁ ସୁଟିଂ କରୁଥିଲେ। ଏହାପରେ ତାଙ୍କଠାରେ କରୋନା ଲକ୍ଷଣ ଦେଖାଯାଇଥିଲା। ସେ କୋଭିଡ ଟେଷ୍ଟ କରିବା ପରେ…
୩ ଅର୍ଦ୍ଧଶତକ ସହ ଦେବଦତ୍ତ ପଡିକ୍କଲ ଆଇପିଏଲ୍ରେ ରଚିଲେ ଏହି କୀର୍ତ୍ତିମାନ
ଆବୁଧାବି, ୪।୧୦: କୁହାଯାଏ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଯୁବ ଖେଳାଳିଙ୍କୁ ସର୍ବଦା ସୁଯୋଗ ଦେଇଆସିଛି। ଏହି ପ୍ଲାଟଫର୍ମରେ ଯୁବ କ୍ରିକେଟର୍ମାନେ ସେମାନଙ୍କ ପ୍ରତିଭା ଦେଖାଇବାର ସୁଯୋଗ ପାଇଥାନ୍ତି। ୟୁଏଇରେ ଚାଲିଥିବା ଚଳିତ…
ହାଇଦ୍ରାବାଦ ସାମ୍ନାରେ ୨୦୯ ରନର ବିଶାଳ ଟାର୍ଗେଟ୍ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ
ଶାରଜା, ୪।୧୦: ଚଳିତ ଆଇପିଏଲ୍ ରବିବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ୍ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଶାରଜା କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ…
ଏପରି କଥାରେ ନିଜର ହୋଇଥାଏ କ୍ଷତି, ଜାଣନ୍ତୁ କାହିଁକି କହିଲେ ଚାଣକ୍ୟ
ଜଣେ ବ୍ୟକ୍ତିଙ୍କ ଜୀବନକୁ ସଫଳ ଏବଂ ସମୃଦ୍ଧ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଯେଉଁଠାରେ ସେ ମଣିଷ କଥାକୁ ଅମୃତ ବୋଲି ବର୍ଣ୍ଣନା କରିଛନ୍ତି। ସେଠାରେ ଏହାକୁ ବିଷ ବୋଲି ମଧ୍ୟ କହିଛନ୍ତି।…
ଏମିତି ଏକ ରୋବଟ, ଯାହା କରୋନା ରୋଗୀଙ୍କୁ କରିବ ସହାୟତା
ରାଞ୍ଚି,୪ା୧୦: ଝାଡ଼ଖଣ୍ଡର ଜାମସେଦପୁରରେ ରହୁଥିବା ଦୁଇ ଭାଇ ଏମିତି ଏକ ରୋବଟ ପ୍ରସ୍ତୁତ କରିଛନ୍ତି, ଯାହା ୩୬୦ ଡିଗ୍ରୀରେ ଘୂରୁଛି। ଖାଲି ଘୂରୁନି ଘରଠୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ କେତେ କାମ ସହଜରେ କରିପାରୁଛି। କୋଭିଡ୍ କେୟାର ସେଣ୍ଟର, ରେଷ୍ଟୁରାଣ୍ଟ…
କଇଁଛ ଉପରେ ବିଲେଇର ରାଜ୍, ପଡ଼ିଯିବା ଭୟରେ କରୁଛି ଏମିତି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
ସକାଳୁ ସକାଳୁ କ୍ୟାଟ୍ରିନାଙ୍କ ଘରେ ନଜର ଆସିଲେ ଭିକ୍କି: ଭାଇରାଲ ହେଉଛି ଫଟୋ
ମୁମ୍ବାଇ: ବେଶ୍ କିଛି ସମୟ ହେବ ଭିକ୍କି କୌଶଳ ଓ କ୍ୟାଟ୍ରିନା କୈଫଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଚାଲିଛି । ଏମାନେ ପରସ୍ପରକୁ ଡେଟ୍ କରୁଥିବା କୁହାଯାଉଥିବା ବେଳେ ଦୁହେଁ କିନ୍ତୁ ଏହାକୁ କେବେ ସ୍ୱୀକାର କରି ନାହାନ୍ତି ।…
ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ
ଭୁବନେଶ୍ୱର,୪ା୧୦(ବ୍ୟୁରୋ.): ଆସନ୍ତା ୯ ତାରିଖରୁ ଉତ୍ତର ଆଣ୍ଡାମାନ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ପଶ୍ଚିମ ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ…

