ବିନା ଫ୍ରିଜ୍‌ରେ ଧନିଆ ପତ୍ରକୁ ରଖିପାରିବେ ୧୫ ଦିନ ସତେଜ: ଜାଣନ୍ତୁ କିପରି…

ଧନିଆ ପତ୍ର ଯେକୌଣସି ଖାଦ୍ୟରେ ସ୍ବାଦ ବଢ଼ାଇଥାଏ। ବିଶେଷକରି ତରକାରିରେ ଧନିଆ ପତ୍ର ପଡ଼ିଲେ ତାହାର ସ୍ବାଦ ଦ୍ୱିଗୁଣିତ ହୋଇଯାଏ। କିନ୍ତୁ ଏହାକୁ ମାତ୍ର ୨, ୩ ଦିନ ପର୍ଯ୍ୟନ୍ତ ସତେଜ ରଖିହୁଏ, ତାହା ପୁଣି ଫ୍ରିଜ୍‌ ସାହାଯ୍ୟରେ। ଏହା ପରେ ଧନିଆ ପତ୍ର ଆଉ ବ୍ୟବହାର ଯୋଗ୍ୟ ହୋଇ ନ ଥାଏ। ତେବେ ଏହି ଧନିପତ୍ରକୁ ବିନା ଫ୍ରିଜ୍‌ରେ କିପରି ୧୫ ଦିନ ପର୍ଯ୍ୟନ୍ତ ସତେଜ ରଖାଯାଇ ପାରିବ ଜାଣିବା।
– ସତେଜ ଧନିଆ ପତ୍ର ବଜାରରୁ ଆଣିବା ପରେ ତାର ଚେରକୁ ଛିଡାଇ ଅଲଗା କରିଦିଅନ୍ତୁ
-ପରେ ଗୋଟିଏ ପାତ୍ରରେ କିଛି ପାଣି ନିଅନ୍ତୁ ଓ ସେଥିରେ ଏକ ଚାମଚ ହଳଦୀ ଗୁଣ୍ଡ ପକାନ୍ତୁ ।
-ଧନିଆ ପତ୍ରକୁ ପାଖାପାଖି ୩୦ ମିନିଟ ପର୍ଯ୍ୟନ୍ତ ଏହି ପାଣିରେ ପକାଇ ରଖନ୍ତୁ।
-ପରେ ପତ୍ରଗୁଡିକୁ ବାହାର କରି ଖାଲି ପାଣିରେ ଧୋଇ ଶୁଖାଇ ଦିଅନ୍ତୁ।
-ପାଣି ଭଲଭାବେ ନିଗିଡି ଯିବା ପରେ ତାକୁ ଗୋଟିଏ ଶୁଖିଲା କପଡ଼ା ସାହାଯ୍ୟରେ ପୋଛି ଦିଅନ୍ତୁ। ଯେପରି ଧନିଆ ପତ୍ରରେ ଟିକେବି ପାଣି ରହିବ ନାହିଁ।
-ପରେ ପତ୍ରକୁ ଏକ କାଚ ବୋତଲରେ ପୁରାଇ ତାର ଢାଙ୍କୁଣୀକୁ ଟାଇଟରେ ବନ୍ଦକରି ରଖିଦିଅନ୍ତୁ । ଏହିପରି କରିବା ଦ୍ୱାରା ଧନିଆପତ୍ର ୨ ସପ୍ତାହରୁ ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରହିବ।
ମଧୁମେହ ରୋଗୀଙ୍କ ପାଇଁ ଧନିଆପତ୍ର ଅତ୍ୟନ୍ତ ଲାଭଦାୟକ ସେମାନେ କଲରା ରସ ସହ ଧନିଆପତ୍ର ମିଶାଇ ପିଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣା ପୋଷାକ ନୂଆଲୁକ୍‌

ନୂଆ ପୋଷାକ ପିନ୍ଧିବାକୁ, ଫ୍ୟାଶନେବଲ ଲାଗିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ସବୁବେଳେ ନୂଆ ନୂଆ ପୋଷାକ କିଣିବା ସମ୍ଭବ ନୁହେଁ, ଏହା ବଜେଟ୍‌ ବିରୋଧୀ।...

ଷ୍ଟାଇଲିଶ୍‌ ଲୁକ୍‌ ଦିଏ ଶାଲ୍‌

ଥଣ୍ଡା ପ୍ରକୋପରୁ ରକ୍ଷା ପାଇଁ ଶୀତଦିନେ ଅଧିକାଂଶ ମହିଳା ଶାଲ୍‌ ବ୍ୟବହାର କରିଥାନ୍ତି। ତେବେ କେବଳ ଶୀତବସ୍ତ୍ର ଭାବେ ନୁହେଁ ବରଂ କୌଣସି ଟ୍ରିପ୍‌, ହ୍ୟାଙ୍ଗ୍‌...

ଘରକରଣା

ଗନ୍ଧ ହେଉଥିବା ପାତ୍ରରେ ଏକ କପ୍‌ ଭିନେଗାର ପକାଇ ତାକୁ ୧୦ ମିନିଟ୍‌ ଫୁଟାନ୍ତୁ। ଯେତେ ଖରାପ ଗନ୍ଧ ହୋଇଥିଲେ ବି ଚାଲିଯିବ। ରୋଷେଇ ଘରେ...

ଜ୍ୟୋତିର୍ବିଜ୍ଞାନର ଆଦିପର୍ବ

”ସୌର ମଣ୍ଡଳ ସମ୍ପର୍କିତ ତତ୍ତ୍ୱର ବିକାଶ ପାଇଁ ଯେଉଁ ପ୍ରମୁଖ ବୈଜ୍ଞାନିକମାନଙ୍କର ଅବଦାନ ରହିଛି, ସେଥିପ୍ରତି ଆଲୋକପାତ କରାଯାଇପାରେ। ଏହା ଅନସ୍ବୀକାର୍ଯ୍ୟ ଯେ, କପରନିକସ ପୂର୍ବ...

କୋଷ୍ଠକାଠିନ୍ୟ ଦୂର କରେ ପାଳଙ୍ଗ ଶାଗ

ପାଳଙ୍ଗ ଶାଗ ଖାଇବାକୁ ସ୍ବାଦିଷ୍ଟ ହେବା ସହିତ ଶରୀର ପାଇଁ ମଧ୍ୟ ଉପକାରୀ ଅଟେ। ଏହା ଶରୀରରେ ହିମୋଗ୍ଲୋବିନ ବଢାଇବାରେ ସହାୟକ ହୋଇଥାଏ। ପାଳଙ୍ଗ ଶାଗରେ...

ସ୍ମରଣ ଶକ୍ତି ବଢ଼ାଏ ନ୍ୟୁରନ୍‌

ସ୍ମରଣ ଶକ୍ତିରେ ତାରତମ୍ୟ ଦେଖାଦେଲେ ଆମେ ଜଟିଳ ପରିସ୍ଥିତିର ସାମ୍‌ନା କରିଥାଉ। ଏହା କିପରି ସକ୍ରିୟ ରହିବ ସେ ନେଇ ନ୍ୟୁରନ୍‌ ନାମକ ତତ୍ତ୍ୱର ଗୁରୁତ୍ୱପୂର୍ଣ୍ଣ...

ତୁଳସୀ ସମସ୍ତଙ୍କ ପାଇଁ ନୁହେଁ ଶୁଭ, ପୂଜା କରୁଥିଲେ ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ..

ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ତୁଳସୀ ରହିଥାଏ। ତୁଳସୀକୁ ଭଗବାନ କୃଷ୍ଣ ଅଧିକ ପସନ୍ଦ କରନ୍ତି। କିଛି ଲୋକ ସନ୍ଧ୍ୟାରେ ତୁଳସୀ ମୂଳରେ ଦୀପ ଜଳାନ୍ତି।...

ଏହି ୪ ରାଶିର ବ୍ୟକ୍ତି ବହୁତ ସଚ୍ଚୋଟ: ଅନ୍ଧଭାବେ କରିହେବ ବିଶ୍ୱାସ

କାହା ଉପରେ ଭରସା କରିବା ସବୁଠାରୁ କଷ୍ଟକର। କାରଣ ଲୋକମାନେ ବାହାରୁ କିଛି ଦେଖାଯାଉଥିବା ବେଳେ ଭିତରୁ ଆଉ କିଛି ଥାନ୍ତି। ପ୍ରତ୍ୟେକ ଚେହେରା ପଛରେ...

Advertisement
Archives

Model This Week