Posted inକଟକ

କଟକରୁ ଆଜି ୫୧ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୫।୧୧-କଟକ ସହରରୁ ଆଜି ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୨୮ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୨୩ ରହିଛି। ଏ ନେଇ ସିଏମ୍‌ସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା କଟକ ସହରରୁ ୧୫୦୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୪୨୪୯ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୭୧ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୭୭୬ ଜଣ ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

କରୋନା ସହାୟତା: ସ୍ବେଚ୍ଛାସେବୀ ସଂଗଠନ ‘ହିନ୍ଦ ସେବକ ସଂଘ’ ପକ୍ଷରୁ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ଚୌଦ୍ୱାର,୨୨ା୪(ଡି.ଏନ୍‌.ଏ): ଲକ୍‌ଡାଉନ୍‌ ଯୋଗୁ ଗରିବା ତଥା ଖଟିଖିଆ ଲୋକମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ସେମାନେ ଦୁଇ ଓଳି ଖାଇବା ପାଇଁ ପାଉ ନାହାନ୍ତି। ଏହି...

କଟକରୁ ୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ମାଲଗୋଦାମ ଅଞ୍ଚଳରୁ ଅଛନ୍ତି ସର୍ବାଧିକ, ଜାଣନ୍ତୁ…

କଟକ ଅଫିସ,୪।୮: କଟକରେ ମାଡ଼ି ଚାଲିଛି କରୋନା। ମଙ୍ଗଳବାର ସହରରେ ୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକରେ ମୋଟ ସଂକ୍ରମିତଙ୍କ ସଂଖ୍ୟା...

‘ମୋ ବାପା ମା’ଙ୍କୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅ’

କଟକ ଅଫିସ,୧୪।୩: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ଥମିବାର ନା ନେଉନି। ବର୍ଷା କିଛିଦିନ ପୂର୍ବରୁ ଅନୁଭବଙ୍କ ଘର...

ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ

କଟକ ଅଫିସ,୧୧।୧: ବରିଷ୍ଠ କଳାକାର ତଥା ଅଭିନେତା ମିହିର ଦାଶଙ୍କ ମଙ୍ଗଳବାର ଅପରାହ୍ନରେ ପରଲୋକ ହୋଇଯାଇଛି।  ସେ ଦୀର୍ଘ ଦିନ ହେଲା ଯକୃତ ରୋଗରେ ଆକ୍ରାନ୍ତ...

୩ କ୍ୟାମ୍ପ୍‌ରେ ରହିଲେ ରାଜ୍ୟ ବାହାରର ୧୨୧ ଶ୍ରମିକ

ବାରଙ୍ଗ,୧ା୪(ଡି.ଏନ୍‌.ଏ)- ଚନ୍ଦକା ଥାନା ଅଧୀନରେ ହୋଇଛି ୩ଟି ଆଶ୍ରୟସ୍ଥଳୀ। ମେଣ୍ଢାଶାଳ ଓ ଛତାବର ପଂଚାୟତ ଅଧୀନରେ ଥିବା ଏହି ଆଶ୍ରୟସ୍ଥଳୀରେ ରାଜ୍ୟବାହାର ୧୨୧ଜଣ ଶ୍ରମିକଙ୍କୁ ଚନ୍ଦକା...

ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍‌ ପଟ୍ଟନାୟକଙ୍କ ପରଲୋକ

କଟକ ଅଫିସ,୧୦।୮: ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍‌ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। କଟକ ସ୍ଥିତ ସିଡିଏ-୯ନଂ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି...

ଆଜିଠୁ ହାଇକୋର୍ଟର ପୂଜା ଅବକାଶ

କଟକ ଅଫିସ,୧।୧୦: ଅକ୍ଟୋବର ପହିଲାରୁ ହାଇକୋର୍ଟର ପୂଜା ଅବକାଶ ଆରମ୍ଭ ହେଉଛି । ଏଥିପାଇଁ ଅକ୍ଟୋବର ୯ ପର୍ଯ୍ୟନ୍ତ ଅଦାଲତ ବନ୍ଦ ରହିବ । ୧୦...

ଜଗବନ୍ଧୁଙ୍କ ପାଇଁ ବଢିଲା ଅଡୁଆ: ଆଗୁଆ ଜାମିନ୍‌ ଆବେଦନର ହେବନି ଶୁଣାଣି

କଟକ ଅଫିସ,୨୭।୧୦: ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ପାଇଁ ବଢିଲା ଅଡୁଆ। ଗିରଫ ପୂର୍ବରୁ ଆଗୁଆ ଜାମିନ୍‌ ଆବେଦନ କରିଥିବା ଜଗବନ୍ଧୁଙ୍କ ଶୁଣାଣି...

Advertisement
Archives

Model This Week