Home Left

ବାୟୁ ଚଳାଚଳ କରୁ ନ ଥିବା ହସ୍ପିଟାଲରେ କରୋନା ସଂକ୍ରମଣ ଆଶଙ୍କା ଅଧିକ

ଜେନେଭା,୧୧।୭: ପାଖାପାଖି ୩୨ ଦେଶର ୨୩୯ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଥିଲା କି ବାୟୁ ଦ୍ୱାରା କରୋନା ସଂକ୍ରମଣ ହୋଇପାରେ। ପ୍ରଥମେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଏହାକୁ ଅସ୍ବୀକାର କରୁଥିବା ବେଳେ ପରେ କିନ୍ତୁ ଏହାକୁ ମାନି ନେଇଥିଲା। ଏହାପରେ…

ଏଠାରେ ମିଳୁଛି ବିବାହ ପାଇଁ ସ୍ବତନ୍ତ୍ର ମାସ୍କ: ଦାମ୍‌ ୧.୫ ଲକ୍ଷରୁ ଆରମ୍ଭ

ମହାମାରୀ କରୋନା ସମୟରେ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଉଛି। ସେହିପରି ଏହା ଏବେ ରୋଜଗାର ଏକ ମାଧ୍ୟମ ପାଲଟିଲାଣି। ଏହି କ୍ରମରେ ଗୁଜୁରାଟ ସୁରଟର ଏକ ଗହଣା ଦୋକାନୀ ସ୍ବତନ୍ତ୍ର ମାସ୍କ ତିଆରିକରି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଗହଣା ଦୋକାନରେ…

ପୁରୀ ସେବାୟତଙ୍କ ୩ୟ ପର୍ଯ୍ୟାୟ କୋଭିଡ ଟେଷ୍ଟ ଆରମ୍ଭ

ପୁରୀ ଅଫିସ,୧୧।୭: ଶେଷ ହୋଇଛି ରଥଯାତ୍ରା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ରଥଯାତ୍ରା କିଭଳି ଭାବେ ସମ୍ପର୍ଣ୍ଣ ହୋଇଛି ସେ ନେଇ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏଥିପାଇଁ ପୁଣି ଥରେ ରଥଯାତ୍ରାରେ ନିୟୋଜିତ ହୋଇଥିବା ସେବାୟତମାନଙ୍କର କୋଭିଡ…

ପ୍ରକାଶ ପାଇଲା ଟପ୍‌ ଟେନ୍‌ ଧନଶାଳୀ ବ୍ୟକ୍ତି ତାଲିକା: ଓ୍ବାରେନ୍‌ ବଫେଟଙ୍କୁ ପଛରେ ପକାଇଲେ ମୁକେଶ

ନୂଆଦିଲ୍ଲୀ,୧୧।୭: ସମ୍ପତ୍ତି ମାମଲାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ୍ବାରେନ ବଫେଟଙ୍କୁ ପଛରେ ପକାଇଦେଇଛନ୍ତି। ବ୍ଲୁମମର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ ଗୁରୁବାର ସୁଦ୍ଧା ମୁକେଶଙ୍କ କମ୍ପାନୀ ୬୮.୩ ବିଲିୟନ୍‌ ଡଲାର ଆୟ କରିଥିବା ବେଳେ ଓ୍ବାରେନ ବଫେଟଙ୍କ କମ୍ପାନୀ ୬୭.୯…

ଶହେ ବର୍ଷ ଭିତରେ ସବୁଠାରୁ ବଡ ସ୍ବାସ୍ଥ୍ୟ, ଆର୍ଥିକ ସଙ୍କଟ କରୋନା: ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ,୧୧।୭: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ବିଗତ ୧୦୦ ବର୍ଷ ମଧ୍ୟରେ ସବୁଠାରୁ ବଡ ସ୍ବାସ୍ଥ୍ୟ ଓ ଆର୍ଥିକ ସଙ୍କଟ ହେଉଛି କୋଭିଡ- ୧୯। ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ବ୍ୟାାଙ୍କିଙ୍ଗ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ସେ…

ବୁଗୁଡ଼ାରୁ ପୁଣି ୧୭ କରୋନା ପଜିଟିଭ ଚିହ୍ନଟ: ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଲା

ବୁଗୁଡା, ୧୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ବୁଗୁଡା ବ୍ଲକରୁ ଶନିବାର ପୁଣି ୧୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଏହାକୁ ମିଶାଇ ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା…

ଇଡେନ୍‌ ଗାର୍ଡେନ୍‌ରେ ହେବ କ୍ୱାରାଣ୍ଟାଇନ୍‌ ସେଣ୍ଟର

କୋଲକତା, ୧୧।୭: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର କୋଲକତାର ଲୋକପ୍ରିୟ କ୍ରିକେଟ ଷ୍ଟାଡ଼ିୟମ୍‌ରେ କରୋନା ଆକ୍ରାନ୍ତଙ୍କ ପାଇଁ ଇଡେନ୍‌ ଗାର୍ଡେନ୍‌ରେ କ୍ୱାରାଣ୍ଟାଇନ୍‌ ସେଣ୍ଟର କରିବାକୁ ଯୋଜନା କରିଛନ୍ତି। ଏନେଇ ପୋଲିସ ମୁଖ୍ୟାଳୟରେ…

ଘରେ ରହି କାମ କଲେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୧।୭: କରୋନା ସ୍ଥିତି ବେଳକୁ ବେଳ ଖରାପ ହୋଇ ଚାଲିଥିବା ବେଳେ ଏବେ କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଘରେ ହି ଁକାମ କରିବେ ବୋଲି ଜଣାପଡିଛି। ତେବେ ତାଙ୍କ କାର୍ଯ୍ୟାଳୟ ‘କ୍ରିଷ୍ଣା’ରେ ଜଣେ କର୍ମଚାରୀ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିବା…

ବିକାଶ ଦୁବେଙ୍କ ସମ୍ପତ୍ତିର ହେବ ହିସାବ କିତାବ

କାନପୁର,୧୧।୭: ମୋଷ୍ଟ ଓ୍ବାଣ୍ଟେଡ ଅପରାଧୀ ବିକାଶ ଦୁବେଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ପରେ ବି ତାଙ୍କୁ ନେଇ ଚର୍ଚ୍ଚା କମିବାର ନାଁ ନେଉନି। ଏନ୍‌କାଉଣ୍ଟର ପରେ ଏବେ ତାଙ୍କ ସମ୍ପତ୍ତିର ହିସାବ କିତାବ କରାଯିବ ବୋଲି ଜଣାପଡିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କ ସମ୍ପତ୍ତିର…

୧୩ ଜିଲାବାସୀଙ୍କୁ ମାଲକାନଗିରି ମନା

କୋରୁକୋଣ୍ଡା, ୧୧।୭(ଡି.ଏନ୍‌.ଏ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏ ନେଇ ସବୁ ଜିଲାରେ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ ମାଲକାନଗିରି ଜିଲାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା…

ରେଳଯାତ୍ରୀଙ୍କୁ ଝଟ୍‌କା: ଜୁଲାଇ ୧୩ରୁ ବିହାର-ଝାଡ଼ଖଣ୍ଡ ମଧ୍ୟରେ ଚାଲିବନି ଏହି ଟ୍ରେନ୍‌

ନୂଆଦିଲ୍ଲୀ,୧୧।୭: ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ଚାଲୁଥିବା ୨ଟି ଟ୍ରେନ୍‌ ଜୁଲାଇ ୧୩ରୁ ଆଉ ଚଳାଚଳ କରିବ ନାହିଁ। ପାଟନା-ରାଞ୍ଚି-ପାଟନା ସ୍ପେଶାଲ ଜନଶତାବ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଜୁଲାଇ ୧୩ରୁ କେବଳ ପାଟନା ଓ ଗୟା ମଧ୍ୟରେ ଚାଲିବ। ଗୟା ଓ ରାଞ୍ଚି…

କରୋନା ସ୍ଥିତିକୁ ଦେଖି ନିଜ ଦେଶକୁ ଫେରିବାକୁ ଚାହୁଁ ନାହାନ୍ତି ୭୪ ବର୍ଷୀୟ ଆମେରିକା ନାଗରିକ

କୋଚି,୧୧।୭: ଆମେରିକାର ୭୪ ବର୍ଷୀୟ ନାଗରିକ ଜନି ପିରସି ଗତ ୫ ମାସ ହେବ କେରଳରେ ରହି ଆସୁଛନ୍ତି। ଏବେ ସେ ତାଙ୍କ ଟୁରିଷ୍ଟ ଭିଜାକୁ ବିଜନେସ୍‌ ଭିଜାରେ ପରିବର୍ତ୍ତନ କରିବାକୁ କେରଳ ହାଇକୋର୍ଟରେ ଆବେଦନ କରିଛନ୍ତି। ଏବେ ଭାରତରେ କୋଭିଡ-୧୯ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri