୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଅଟକ
ବାରିପଦା ଅଫିସ,୧୯ା୭: ମୟୂରଭଞ୍ଜ ଜିଲାରୁ ରବିବାର ସକାଳେ ଏସ୍ଟିଏଫ୍ ୩.୨୮ କିଲୋଗ୍ରାମ ବ୍ରାଉନସୁଗାର ଜବତ କରିଥିବା ନେଇ ଡିଜିପି ଅଭୟ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେହିଭଳି ଏହି ଘଟଣାରେ ଜଣେ ଅଟକ ଥିବା ନେଇ ସୂଚନା ଦେଇଛନ୍ତି। ଜବତ ହୋଇଥିବା…
ବିନା ସୂଚନାରେ କଣ୍ଟେନମେଣ୍ଟ ଜୋନ୍, ଚାଲିଛି ଥର୍ମାଲ ସ୍କ୍ରିନିଂ
ଜି.ଉଦୟଗିରି,୧୮।୭(ଡି.ଏନ୍.ଏ.): କନ୍ଧମାଳ ଜିଲା ମହାଗୁଡ଼ାସାହିରୁ ଜଣେ ସ୍ଥାନୀୟ କରୋନା ପଜିଟିଭ୍ ଚିହ୍ନଟ ପରେ ଏହି ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହା ସହ ଉକ୍ତ ଜୋନ୍ର ଘରଘର ବୁଲି ଥର୍ମାଲ ସ୍କ୍ରିନିଂ କରାଯାଉଛି। ଏହା ସହିତ ଥଣ୍ଡା, କାଶ, ଜ୍ୱର…
ପୃଥିବୀ ମୁହାଁ ଜଳନ୍ତା ଗ୍ରହାଣୁପିଣ୍ଡ, ନାସା ପକ୍ଷରୁ ଜାରି ହେଲା ଏଭଳି ସୂଚନା…
ଓ୍ବାଶିଂଟନ, ୧୯।୭: ପୃଥିବୀ ମୁହାଁ ଏକ ଜଳନ୍ତା ଗ୍ରହାଣୁପିଣ୍ଡ ମାଡ଼ି ଆସୁଛି। ଏହା ପୃଥିବୀ ପାଇଁ ବିପଦ ଜନକ ହୋଇପାରେ ବୋଲି ନାସା ପକ୍ଷରୁ କୁହାଯାଇଛି। ଏହି ଗ୍ରହାଣୁପିଣ୍ଡ ୨୦୨୦-ଏନ୍ଡି ଜୁଲାଇ ୨୪ରେ ପୃଥିବୀର ନିକଟବର୍ତ୍ତୀ ହେବ। ଏହାର ଲମ୍ବ ୧୭୦…
ଅଯୋଧ୍ୟା ଯିବେ ମୋଦି
ନୂଆଦିଲ୍ଲୀ,୧୯।୭: : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଅଗଷ୍ଟ ୮ରେ ସମ୍ପନ୍ନ ହେବ ବୋଲି ଜଣାପଡିଛି। ଏହାର ଶୁଭାରମ୍ଭ ୫ ଅଗଷ୍ଟ ସକାଳ ୮ଟାରେ ଆରମ୍ଭ କରାଯିବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଗସ୍ତ କରି ଭୂମୀ…
ମଦ, ଦୁଇଟି ଅଣ୍ଡାରେ ଦୂରେଇ ଯିବ କରୋନା, କହିଲେ ଏହି କଂଗ୍ରେସ ନେତା
ବେଙ୍ଗାଲୁରୁ,୧୯ା୭: ବିଶ୍ୱରୁ ମହାମାରୀ କରୋନା ଭୂତାଣୁ ଥମିବାର ନାଁ ନେଉନି। ଏହି ସମୟରେ ଜଣେ କଂଗ୍ରେସ ନେତା ଏପରି ବିବୃତ୍ତି ଦେଇଛନ୍ତି, ଯାହା ଶୁଣି ଲୋକେ ସୋସିଆଲ ମିଡିଆରେ ତାଙ୍କୁ ଟାର୍ଗେଟ କରୁଛନ୍ତି। କର୍ନାଟକ କଂଗ୍ରେସ ନେତା ରବିଚନ୍ଦ୍ର ଗାଟି କହିଛନ୍ତି…
ଭୋର୍ ୩ଟା ୩୦ରେ ହୋଇଥିଲା ସୁଶାନ୍ତ ସିଂଙ୍କ ମୃତ୍ୟୁ !
ମୁମ୍ବାଇ, ୧୯।୭: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଇତିମଧ୍ୟରେ ଏକମାସରୁ ଅଧିକ ଦିନ ବିତିଛି। ବର୍ତ୍ତମାନ ସୁଦ୍ଧା ବହୁ ଲୋକଙ୍କୁ ପୋଲିସ ପକ୍ଷରୁ ଜେରା ମଧ୍ୟ କରାଯାଇଛି। ତେବେ ବି ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି। ଏବେ…
ମାଙ୍କଡ଼କୁ ପିଟି ଏମିତି ଫସିଲେ ଗ୍ରାମବାସୀ
ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ଏହି ଭିଡିଓ ଅନ୍ୟର ମୁହଁରେ ହସ ଫୁଟାଇ ପାରୁଛି ତ କେତେବେଳେ ଅମାନବୀୟ କାଣ୍ଡ ଘଟୁଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ପିଲିବୀତର ମିଥୀ ସଇଦୁଲ୍ଲାଗଞ୍ଜ…
ପାନୀୟ ଜଳ ନଷ୍ଟ କଲେ ଦେବାକୁ ପଡିବ ୨ ହଜାର ଟଙ୍କା ଜରିମାନା
ନୂଆଦିଲ୍ଲୀ,୧୯।୭: ବିଶ୍ୱର ଅଧିକାଂଶ ସ୍ଥାନରେ ଏବେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ଅନୁରୂପ ଅବସ୍ଥା। ତେଣୁ ଏଠାରେ ଲୋକମାନଙ୍କୁ ବାରମ୍ବାର ପାନୀୟ ଜଳ ନଷ୍ଟ ନ କରିବାକୁ କୁହାଯାଉଛି। ଏବେ ଯଦି କେହି ପାନୀୟ ଜଳ ନଷ୍ଟ…
୪୫ ମିନିଟ୍ ପର୍ଯ୍ୟନ୍ତ ଅକାଶରେ ଉଡ଼ିଲେ ମାଛ-ଚିଙ୍ଗୁଡ଼ି, ଆଉ ତାପରେ…
ଶ୍ରୀକାକୁଲମ୍, ୧୯।୭: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଏବଂ ୟାନାମ ଜିଲାରେ ଟର୍ନାଡୋ ଦେଖାଦେଇଛି। ଦେଶରେ ଏଭଳି ଘଟଣା ପ୍ରାୟତଃ କମ୍ ଦେଖିବାକୁ ମିଳିଥାଏ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଟର୍ନାଡୋ ଯୋଗୁ ଏଠାରେ ଥିବା ମାଛପାଳନ କେନ୍ଦ୍ର ସମେତ ଅନ୍ୟ…
ହ୍ବାଇଟ ହାଉସରୁ ହଟିଲା ବିଲ୍ କ୍ଲିଣ୍ଟନ, ଜର୍ଜ ବୁଶଙ୍କ ଫଟୋ
ଓ୍ବାଶିଂଟନ,୧୯।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ ଓ ବିଲ୍ କ୍ଲିଣ୍ଟନଙ୍କ ସମ୍ମାନରେ ଆଞ୍ଚ ଆସିଛି। ହ୍ବାଇଟ ହାଉସରେ ଥିବା ଏହି ଦୁଇ ରାଷ୍ଟ୍ରପତିଙ୍କ ଫଟୋକୁ ମୁଖ୍ୟସ୍ଥାନରୁ ଉଠାଇ ଦିଆଯାଇ ଏମିତି ଏକ କୋଠରୀରେ ଲଗାଇ ଦିଆଯାଇଛି ଯେଉଁ କୋଠରୀ ବ୍ୟବହାର…
ଦୁଇଦିନ ପରେ ଗେହଲଟଙ୍କର ହେବ ଶକ୍ତି ପରୀକ୍ଷା!
ଜୟପୁର,୧୯।୭: ରାଜସ୍ଥାନ ରାଜନୀତିରେ ଆସିଥିବା ପରିବର୍ତ୍ତନ ପରେ ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିଥିଲେ। ଏଥିରେ ସେ ତାଙ୍କ ସମର୍ଥନରେ ଥିବା ବିଧାୟକଙ୍କୁ ନେଇ ଦାବି ଉପସ୍ଥାପନ କରିଥିଲେ। ରାଜଭବନ ପକ୍ଷରୁ ଏହା ଏକ ଔପଚାରିକ…
ତିରୁମାଲା ତିରୁପତି ଦେବସ୍ଥାନମ୍ର ୧୭୦ କର୍ମଚାରୀ କରୋନା ପଜିଟିଭ୍
ତିରୁମାଲା, ୧୯।୭: ତିରୁମାଲା ତିରୁପତି ଦେବସ୍ଥାନମ୍ ମନ୍ଦିରର ୧୭୦ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ସେମାନଙ୍କ ମଧ୍ୟରେ ୧୮ ପୂଜାରୀ, ୧୦୦ ଜଣ ସୁରକ୍ଷାକର୍ମୀ, ୨୦ ଜଣ ଲଡୁ ପ୍ରସାଦ ପ୍ରସ୍ତୁତକାରୀ ଏବଂ କଲ୍ୟାଣକଟ୍ଟୁର ୨ ଜଣ ରହିଛନ୍ତି।…
Archives


