ମହିଳା ବିଶ୍ୱ ସ୍କ୍ବାଶ ଚାମ୍ପିୟନଶିପ୍ରୁ ଓହରିଲା ଭାରତ
ଚେନ୍ନାଇ, ୪ା୮ (ପି.ଟି.)-ମାଲେସିଆର କୁଆଲାଲମ୍ପୁରରେ ଡିସେମ୍ବର ୧୫ରୁ ୨୦ ପର୍ଯ୍ୟନ୍ତ ହେବାକୁଥିବା ମହିଳା ବିଶ୍ୱ ଟିମ୍ ସ୍କ୍ବାଶ ଚାମ୍ପିୟନଶିପ୍ରୁ ଭାରତ ଓହରିଯାଇଛି। କୋଭିଡ୍-୧୯ ମହାମାରୀ ଯୋଗୁ ଗସ୍ତ କଟକଣା ନେଇ ଅନିଶ୍ଚିତତା ଏବଂ ପ୍ରସ୍ତୁତି ପାଇଁ ସମୟ ଅଭାବରୁ ଏହି ନିଷ୍ପତ୍ତି…
ଥୋମାସ୍ ଓ ଉବର କପ୍:ସହଜ ଡ୍ର’ରେ ଭାରତ
ନୂଆଦିଲ୍ଲୀ, ୪ା୮ (ପି.ଟି.)-କୋଭିଡ୍-୧୯ ଯୋଗୁ ଦୁଇଥର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯିବା ପରେ ଥୋମାସ୍ ଓ ଉବର କପ୍ ଫାଇନାଲ ଡେନମାର୍କର ଆରହସ୍ଠାରେ ଅକ୍ଟୋବର ୩ରୁ ୧୧ ପର୍ଯ୍ୟନ୍ତ ଆୟୋଜନ ପାଇଁ ସ୍ଥିର ହୋଇଛି। ଏଥିରେ ଭାରତ ଅପେକ୍ଷାକୃତ ସହଜ ଡ୍ର’ରେ ସ୍ଥାନ…
ଭୁବନେଶ୍ୱରରେ ୧.୪% ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି
ଭୁବନେଶ୍ୱର, ୩।୮(ବ୍ୟୁରୋ)-ଭୁବନେଶ୍ୱରରେ ସେରୋଲୋଜିକାଲ୍ ସର୍ଭେ ସରିଛି। ଏଠାରେ ୧.୪% ଲୋକଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡି ସୃଷ୍ଟି ହୋଇଛି। ଏନେଇ ସୋମବାର ଭୁବନେଶ୍ୱର ଆର୍ଏମ୍ଆର୍ସି ନିର୍ଦ୍ଦେଶିକା ଡା.ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସଂକ୍ରମଣ ହାର, ସ୍ଥିତି…
ଛେଳି ପିଠିରେ ମାଙ୍କଡ଼, ଆଉ ତାପରେ….
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଦେଖି ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭିଡିଓ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
ହାତୀଙ୍କ ଲିପ୍ କିସ୍: ଯାହା ମଣିଷଙ୍କ କିସ୍ ସିନ୍କୁ ପଛରେ ପକାଇଦେବ
ସାଧାରଣତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କେତେ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଦୁଇ ହାତୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦୁଇ ହାତୀଙ୍କ ମଧ୍ୟରେ ପ୍ରେମ ଆଦାନ ପ୍ରଦାନ ଚାଲଛି। ଏମାନେ ପରସ୍ପର ପରସ୍ପରଙ୍କୁ ଲିପ୍କିସ୍…
୨୦ ଘଣ୍ଟା ଘରେ ପଶି ରହିଲା ବାଘ
ମାଲକାନଗିରି,୩।୮(ସ୍ବ.ପ୍ର.): ଗୋଟିଏ ଚିତା ବାଘ ଜଣେ ଗ୍ରାମବାସୀଙ୍କ ଘରେ ପଶି ପ୍ରାୟ ୧୮ ରୁ ୨୦ ଘଣ୍ଟା ରହିଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର କଙ୍କେଇ ଜିଲା ଅନ୍ତର୍ଗତ ଚାମର ବ୍ଲକର ବଗଡ଼ଙ୍ଗରି ଗ୍ରାମରେ।…
ଲଘୁଚାପ ପ୍ରଭାବ: ଏସବୁ ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର,୩।୨(ବ୍ୟୁରୋ): ଲଘୁଚାପ ପ୍ରଭାବରେ ୭ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଗଞ୍ଜାମ, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ ଓ ମୟୂରଭଞ୍ଜ ଆଦି ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏହାଛଡା ପୁରୀ,…
ସାମ୍ନାକୁ ଆସିଲା ଭୂମି ପୂଜନର ନିମନ୍ତ୍ରଣ କାର୍ଡ
ଆଯୋଧ୍ୟା,୩।୮: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଭୂମିପୂଜା ଆରମ୍ଭ ହୋଇଛି। ୩ଦିନ ଧରି ହେବାକୁ ଥିବା ଏହି ଭୂମିି ପୂଜନ ସୋମବାରଠାରୁ ବୈଦିକ ରୀତିନୀତିରେ ଆରମ୍ଭ ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଳ୍ପସଂଖ୍ୟକ ଅତିଥିଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ…
କରୋନା କବଳରେ ଗୃହମନ୍ତ୍ରୀ: ଆଶୁ ଆରୋଗ୍ୟ କାମନା କରି ଭାଜପାର ଦୀପଦାନ
ଚୌଦ୍ୱାର,୩।୮(ଡି.ଏନ୍.ଏ): ମହାମାରୀ କରୋନା କବଳରେ ଦେଶର ଗୃହମନ୍ତ୍ରୀ ଅମିତ ଶାହା। ତେଣୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି କଟକ ଜିଲା ଚୌଦ୍ୱାର ମଣ୍ଡଳ ଭାଜପା ତରଫରୁ ବାଣୀପଦା ବାଲୁକେଶ୍ୱର ଶିବ ମନ୍ଦିରରେ ସମୂହ ଦୀପଦାନ କରାଯାଇଛି । ମଣ୍ଡଳ ସଭାପତି…
ରେଳ ଟ୍ରାକ୍ରେ ଚାଲିବ ଏହି ସ୍ବତନ୍ତ୍ର ସାଇକେଲ
ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ପ୍ରାୟ ସମୟରେ ସୋସିଆଲ ମିଡିଆ ଟୁଇଟରରେ ନିଆରା ଭିଡିଓମାନ ଶେୟାର କରିଥାନ୍ତି। ତେବେ ଚଳିତଥର ସେ ଜଣେ ଭାରତୀୟଙ୍କ ଦ୍ୱାରା ଏକ ନିଆରା ଆବିଷ୍କାରକୁ ଶେୟାର କରିଛନ୍ତି। ସେ ହେଉଛି ଏକ ସାଇକେଲ, ଯାହା…
୪ ଦିନ ହେବ ନିଖୋଜ ଥିଲେ ନାବାଳକ; କୁମ୍ଭୀର ପେଟରୁ ମିଳିଲା ମୃତଦେହ
୧୪ ବର୍ଷର ଜଣେ ନାବାଳକ ନଦୀ କୂଳରୁ ଗେଣ୍ଡା ଗୋଟାଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ଦୀର୍ଘ ୪ ଦିନ ପରେ କୁମ୍ଭୀର ପେଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲେସିଆରେ। ମୃତ ନାବାଳକ ହେଲେ ରିକି…
ଯୋଗ କେନ୍ଦ୍ର, ଜିମ୍ ଖୋଲିବା ପାଇଁ ଜାରି ହେଲା ଗାଇଡ୍ଲାଇନ: ଜାଣନ୍ତୁ କ’ଣ ରହିଛି ନିୟମ
ନୂଆଦିଲ୍ଲୀ,୩।୮: ଦେଶରେ ଅଗଷ୍ଟ-୧ରୁ ଅନ୍ଲକ-୩ ଆରମ୍ଭ ହୋଇଛି। ଏଥିରେ ପୂର୍ବରୁ ଲାଗୁ ହୋଇଥିବା କେତେକ କଟକଣା ଉପରେ କେନ୍ଦ୍ରସରକାର କୋହଳ କରିଛନ୍ତି। ସେଥିମଧ୍ୟରୁ ଯୋଗ କେନ୍ଦ୍ର ଓ ଜିମ୍ ସାମିଲ ରହିଛି। ଅଗଷ୍ଟ ୫ରୁ ଦେଶରେ ପୁଣି ଯୋଗ କେନ୍ଦ୍ର ଓ…
Archives


