Home Left

ଗୁଣି ସନ୍ଦେହରେ ଯୁବକଙ୍କ ଯୌନାଙ୍ଗ କାଟି ଫିଙ୍ଗିଦେଇଥିଲେ, ୧୪ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ପାରଳାଖେମୁଣ୍ଡି,୩।୮(ଗିରିଧାରୀ ପରିଛା): ଗୁଣି ସନ୍ଦେହେରେ ଯୁବକକୁ ମାରି ହରଭଙ୍ଗୀ ଡ୍ୟାମରେ ଯୌନାଙ୍ଗ କାଟି ଫିଙ୍ଗି ଦେଲେ ଦୃର୍ବୁତ୍ତ। ଗଜପତି ଜିଲା ମୋହନା ଥାନା ରାଚାଗୁଡ଼ା ଗାଁରେ ଘଟିଛି ଏହି ଭଳି ଘଟଣା। ମୃତକ ହେଲେ ଗୋପାଳ ମଲ୍ଲିକ। ଗତ ୧୫ ଦିନ…

ରେଳ ଷ୍ଟେସନ ଗେଟ ନିକଟରେ ଯୁବକଙ୍କୁ ହତ୍ୟା ଉଦ୍ୟମ, ରମ୍ଭା ପୋଲିସର ଖୋଳତାଡ଼ ଆରମ୍ଭ

ଗଞ୍ଜାମ,୩।୮(ବିଦ୍ୟାଧର ସାହୁ ):ପୁଣି ଥରେ ଅଶାନ୍ତ ହେଲା ଗଞ୍ଜାମ ଜିଲା ।ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି। ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ଆର୍‌ ବାହାଡ଼ାପଲ୍ଲୀର ବି ମନୁ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁବୃର୍ତ୍ତ। ରମ୍ଭା ରେଲୱେ…

ଗଭୀର ସମୁଦ୍ରରେ ୪ ମତ୍ସ୍ୟଜୀବୀ ନିଖୋଜ,୨ ରାଜ୍ୟର ୨୪ ଘଣ୍ଟିଆ ତଲାସୀ ଜାରି

ଭୋଗରାଇ, ୩ ।୮ ( ପ୍ରଦୀପ ଦାସ ): ଗାଙ୍ଗେୟ ସମତଳ ଅଞ୍ଚଳରେ ଘୂର୍ଣ୍ଣବଳୟ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ଏଭଳି ସ୍ଥିତିରେ ବାଲେଶ୍ୱରଜିଲା ବାଲିଆପାଳ ବ୍ଲକ କଙ୍କଡ଼ାପାଳ ମୁହାଁଣରୁ ଶନିବାର ସକାଳ ୭ ଟାରେ ଏକ ଭୁଟଭୁଟି ଯୋଗେ…

ବାସହୀନଙ୍କୁ ମିଳିଥିବା ଘରଡିହ ଉପରେ ହେଲିପ୍ୟାଡ ର୍ନିମାଣକୁ ବିରୋଧ….

ପାଟଣାଗଡ଼,୩।୮: ବଲାଙ୍ଗୀର ଜିଲା ପାଟଣାଗଡ଼ ଏନଏସିରେ ବସବାସ କରୁଥିବା ବାସହୀନ ପରିବାରଙ୍କୁ ପୂର୍ବ ସରକାରଙ୍କ ସମୟରେ ମିଳିଥିବା ଘରଡିହ ଉପରେ ବର୍ତ୍ତମାନର ଡବଲ ଇଞ୍ଜିନ ଭାଜପା ସରକାର ହେଲିପ୍ୟାଡ ନିର୍ମାଣକୁ ବିରୋଧ କରିବା ସହ ରଦ୍ଦ ପଟ୍ଟାକୁ କାର୍ଯ୍ୟକ୍ଷମ କରି ନୂତନ…

କିଏ ହେବେ ଉପରାଷ୍ଟ୍ରପତି? ଶଶି ଥରୁରଙ୍କ ଜବାବରେ କଂଗ୍ରେସକୁ ଲାଗିଲା ଝଟକା

ନୂଆଦିଲ୍ଲୀ,୩।୮: ଜଗଦୀପ ଧନକର ନିକଟରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ଏବେ ୯ ସେପ୍ଟେମ୍ବରରେ ଦେଶରେ ନୂଆ ଉପରାଷ୍ଟ୍ରପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସୂଚନା ନିର୍ବାଚନ କମିଶନ ଦେଇଛନ୍ତି। ଦେଶର ନାଗରିକଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଅଛି…

ଶହୀଦ ସପ୍ତାହରେ ରେଲଓ୍ବେ ଟ୍ରାକ୍‌ ଉଡ଼ାଇଲେ ମାଓବାଦୀ

ଟେନସା,୩ା୮(ସମୀର କୁମାର ପାଢ଼ୀ): ଶହୀଦ ସପ୍ତାହରେ ପୁଣି ହିଂସ୍ର ହୋଇଛନ୍ତି ମାଓବାଦୀ। ରବିବାର ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କରି ରେଲଓ୍ବେ ଟ୍ରାକ ଉଡ଼ାଇ ଦେଇଛନ୍ତି। ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ଜଣେ ରେଲଓ୍ବେ କର୍ମଚାରୀ ଗୁରୁତର…

ସରକାରୀ ସ୍କୁଲରେ ପିଲାଙ୍କୁ ଦିଆଗଲା କୁକୁର ଅଇଁଠା! ୭୮ ପିଲାଙ୍କୁ ଦିଆଗଲା ଆଣ୍ଟି ରାବିଜ ଇଞ୍ଜେକ୍ସନ

ରାଞ୍ଚି,୩।୮: ଛତିଶଗଡ଼ର ବାଲୋଦାବଜାର ଜିଲାର ଏକ ସରକାରୀ ସ୍କୁଲର ପିଲାମାନଙ୍କୁ କୁକୁରର ବଳକା ଖାଦ୍ୟ ଖାଇବାକୁ ଦେବାର ଏକ ଘଟଣା ସାମ୍ନାକୁ ଆସିଛି। ପାଲାରି ବ୍ଲକର ଲଛନପୁର ଗାଁର ସରକାରୀ ମଧ୍ୟମ ବିଦ୍ୟାଳୟରେ ପଢୁଥିବା ପିଲାମାନେ କହିଛନ୍ତି ଯେ ସ୍କୁଲରେ ମଧ୍ୟାହ୍ନ…

ବଳଙ୍ଗାରେ ହଲଚଲ: ପୀଡିତାଙ୍କ ଘରେ ତାଲା! ଜଣାପଡିଲା…

ଭୁବନେଶ୍ୱର,୩।୮: ଆଖି ବୁଜିଛନ୍ତି ବଳଙ୍ଗା ପୀଡିତା। ନାବାଳିକା ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣା ପରେ ବଳଙ୍ଗା ଗାଁରେ ଶୋକ ଓ ଭୟର ପରିବେଶ ଖେଳିଯାଇଛି। ଏବେ ପୀଡ଼ିତାଙ୍କ ପରିବାର ଲୋକେ କୁଆଡ଼େ ତାହା…

ବିବାହର ଦେଢ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ପରିଣିତି ? ଦେଲେ ଏମିତି ସଙ୍କେତ

ମୁମ୍ବଇ,୩।୮: ପରିଣିତି ଚୋପ୍ରା ନିକଟରେ ସ୍ବାମୀ ରାଘବ ଚଡ୍ଡାଙ୍କ ସହ କପିଲ ଶର୍ମାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶର୍ମା ଶୋ’ରେ ପହଞ୍ଚିଥିଲେ। ଯେଉଁଠାରେ ଉଭୟେ ସେମାନଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଅନେକ ମଜାଦାର କାହାଣୀ ଶେୟାର କରିଥିଲେ।…

୨୪ ଘଣ୍ଟାରେ ୨ଥର ଭୂକମ୍ପ, ଭୟରେ ରାତିସାରା ବାହାରେ ରହିଲେ ଲୋକେ

ଇସଲାମାବାଦ,୩।୮: ପାକିସ୍ତାନର ଅନେକ ସ୍ଥାନରେ ରବିବାର (ଅଗଷ୍ଟ ୩, ୨୦୨୫) ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଥିଲା। ପାକିସ୍ତାନର ଜାତୀୟ ଭୂକମ୍ପ ମନିଟରିଂ ସେଣ୍ଟର (NSMC) ଅନୁଯାୟୀ, ଏହି ଭୂମିକମ୍ପର ତୀବ୍ରତା ୫.୧ ମାପ କରାଯାଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ରାୱତରୁ ୧୫…

OTET ପ୍ରଶ୍ନପତ୍ର ଲିକ୍‌ ମାମଲା: ବୋର୍ଡ ଉପସଭାପତି ଗିରଫ

ଭୁବନେଶ୍ୱର,୩।୮: OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। କାଲି ଅଫିସ୍‌କୁ ଡାକି ନିହାରଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିଲା। ଉପସଭାପତି ନିହାରଙ୍କ ଲାପଟପ୍‌କୁ OTET ପ୍ରଶ୍ନପତ୍ର ଆସିଲା କିପରି ତାହାକୁ ନେଇ ଖୋଳତାଡ…

ପୁଣି ଚର୍ଚ୍ଚାରେ ପାଟଣାଗଡ଼ ଏନଏସି: ଅବସରପ୍ରାପ୍ତ କର୍ମଚାରୀ ଓ ସିନିୟର ଆସିଷ୍ଟାଣ୍ଡ ମୁହାଁମୁହିଁ

ପାଟଣାଗଡ଼,୩।୮: ବଲାଙ୍ଗୀର ଜିଲା ପାଟଣାଗଡ଼ ଏନଏସିର ଜଣେ ଅବସରପ୍ରାପ୍ତ କର୍ମଚାରୀ ଓ ସିନିୟର ଆସିଷ୍ଟାଣ୍ଡଙ୍କ ମଧ୍ୟରେ ରବିବାର ମୁହାଁମୁହିଁ ହେବା ଚର୍ଚ୍ଚାର ବିଷୟ ହୋଇଛି । ଏ ନେଇ ଥାନାରେ କୌଣସି ପକ୍ଷରୁ ମାମଲା ରୁଜୁ ହୋଇ ନ ଥିବା ଜଣାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri