ଆଇପିଏଲ୍ରେ ଏହି କୀର୍ତ୍ତିମାନ କରିବାରେ ଚେନ୍ନାଇ ପ୍ରଥମ ଟିମ୍
ଦୁବାଇ, ୧୪।୧୦: ଆଇପିଏଲ୍ ତ୍ରୟୋଦଶ ସଂସ୍କରଣରେ ନୈରାଶ୍ୟଜନକ ଆରମ୍ଭ କରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ଏବେ ଲୟକୁ ଫେରିଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ଚେନ୍ନାଇ ୨୦ ରନରେ ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ପରାସ୍ତ କରିଛି। ପ୍ରଥମେ…
ଭୁବନେଶ୍ୱରରୁ ଆଉ ୨୬୭ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୩୪୨
ଭୁବନେଶ୍ୱର, ୧୪।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ବୁଧବାର ଆଉ ୨୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୧ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୯୬ ଲୋକାଲ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ…
ଭାଗ୍ୟ ବଦଳାଇବ ୨୧ ବର୍ଷ ତଳର ପୁରୁଣା ବହି: ହୋଇଯିବେ ଲକ୍ଷପତି
କୁହାଯାଏ, ଭଗବାନ ଯେତେବେଳେ ଦିଅନ୍ତି, ଛପର ଫାଡି ଦେଇନ୍ତି। ବେଳେ ବେଳେ ଖଜାନା ଆମ ଆଖି ସାମ୍ନାରେ ଥାଏ, ହେଲେ ଆମେ ତାହାକୁ ଜାଣିପାରି ନ ଥାଉ। ଏମିତି କିଛି ଜିନିଷ ହେଉ ଅବା ପୁରୁଣା ଟଙ୍କା, ଆମକୁ ତାର ମୂଲ୍ୟ…
ବର୍ଷା ଜଳରେ ଭାସିଗଲେ ଯୁବକ: ଭିଡିଓ ଭାଇରାଲ
ହାଇଦ୍ରାବାଦ,୧୪।୧୦-ହାଇଦ୍ରାବାଦରେ ତାଣ୍ଡବ ରହିଛି ଲଗାଣ ବର୍ଷା। ଫଳରେ ସହରରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଏଥିଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏପରିସ୍ଥିତିରେ ହାଇଦ୍ରାବାଦରୁ ଆସିଛି ଏକ ହୃଦୟ ବିଦାରକ ଭିଡିଓ। ଜଣେ ବ୍ୟକ୍ତି କିପରି ବର୍ଷା ପାଣିରେ ରାସ୍ତାରେ ଭାସି ଯାଉଛନ୍ତି,…
ଗାଁରେ ପଶିଲା ନାଳପାଣି: ୨ ଦିନ ହେଲା ଲୋକେ ଜଳବନ୍ଦୀ
ଦିଗପହଣ୍ଡି,୧୪।୧୦(ଡି.ଏନ୍.ଏ.): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରିରହିଛି । ବର୍ଷା ପ୍ରଭାବରେ ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗାଁ ବୋଇରାଣୀ ନାଳର ବଢ଼ିପାଣି ନିଷ୍କାସନ ହୋଇ ନ ପାରି ଗାଁ ଭିତରେ ପଶିଯିବାରୁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର…
ବିନା କାରଣରେ ଷଣ୍ଢକୁ ପିଟିଲେ ବୃଦ୍ଧ, ଷଣ୍ଢ ଦେଲା ପାଲଟା ଜବାବ; ଭିଡିଓ ଦେଖିଲେ ହସିହସି ଗଡ଼ିବେ
ପୂର୍ବରୁ କୁକୁର ଏବଂ ବିଲେଇଙ୍କ ଖୁବ୍ ସୁନ୍ଦର ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହା ହସର ଖୋରାକ ଯୋଗାଇଛି। ମାତ୍ର ଏବେ ଏକ ରାଗି ଷଣ୍ଢର ଭିଡିଓ ଭାଇରାଲ ହୋଇଛି। ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ…
ନିଜର ଏହି ଭୁଲ ପାଇଁ କ୍ୟାମେରାକୁ ଦେଖି ଲୁଚିଲେ ଶିଳ୍ପା ଶେଟ୍ଟୀ
କରୋନା ଯୋଗୁ ଜାରି ରହିଥିବା ଲକ୍ଡାଉନ୍ ଉଠିବା ପରେ ଏବେ ସବୁଆଡେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍ କଳାକାରଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ କାମରେ ଘରୁ ବାହାରକୁ ବାହାରିଲେଣି। ଏହିପରି ଅଭିନେତ୍ରୀ ଶିଳ୍ପା…
ବରଗଡ଼ରୁ ୯୦ ନୂଆ କରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୭୬୯୮ରେ ପହଞ୍ଚିଲା
ବରଗଡ଼ ଅଫିସ,୧୪।୧୦: ବରଗଡ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବୁଧବାର ଜିଲାରେ ପୁଣି ୯୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୋହେଲା ବ୍ଲକର ୧୩, ଭେଡେନ ବ୍ଲକର ୮, ବରଗଡ଼ ପୌରାଞ୍ଚଳରେ ୧୬, ବରଗଡ଼…
ବିନା ଡ୍ରାଇଭରରେ ରାସ୍ତାରେ ଦ୍ରୁତ ଗତିରେ ଚାଲୁଛି କାର୍, ଦେଖନ୍ତୁ ଏହି ଭିଡିଓ
ଟେସଲା କମ୍ପାନୀ ଅଟୋ ପାଇଲଟ କାର୍ ପାଇଁ ବିଶ୍ୱପ୍ରସିଦ୍ଧ। ଏଭଳି ଟେକ୍ନୋଲୋଜି ଥିବା ଏକ କାର୍ ଏପର୍ଯ୍ୟନ୍ତ ଭାରତକୁ ଆସିନାହିଁ। ମାତ୍ର ସୋସିଆଲ ମିଡିଆରେ ଆଜିକାଲି ଏହି ବିନା ଡ୍ରାଇଭର କାର୍ର ଭିଡିଓ ବେଶ୍ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି…
ଅତିଥି ଚରିତ୍ର ପାଇଁ ବଲିଉଡ୍ର ସବୁଠାରୁ ଦାମୀ ଅଭିନେତ୍ରୀଙ୍କ ଫିସ୍ଠାରୁ ୭ କୋଟି ଅଧିକ ନେଉଛନ୍ତି ଏହି ଅଭିନେତା
ଖିଲାଡି ହିରୋ ଅକ୍ଷୟ କୁମାର ବଲିଉଡ୍ର ସବୁଠାରୁ ବ୍ୟସ୍ତ କଳାକାରଙ୍କ ମଧ୍ୟରୁ ଜଣେ। ତାଙ୍କ ହାତରେ ବର୍ତ୍ତମାନ ଅନେକ ପ୍ରଜେକ୍ଟ ରହିଛି। ଏଥିରେ ଆନନ୍ଦ ଏଲ୍ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅନ୍ତରଙ୍ଗ ରେ’ ମଧ୍ୟ ଅନ୍ତର୍ଭୁକ୍ତ। ଏହି ଫିଲ୍ମରେ ଅକ୍ଷୟଙ୍କ ଚରିତ୍ର ଅତିଥି…
ଚିନ୍ମୟାନନ୍ଦଙ୍କୁ ଆଶ୍ୱସ୍ତି: କୋର୍ଟରେ ମନ୍ତବ୍ୟ ବଦଳାଇଲେ ବଳାତ୍କାର ଅଭିଯୋଗ ଆଣିଥିବା ଛାତ୍ରୀ
ଲକ୍ଷ୍ନୌ, ୧୪।୧୦: ଭାଜପା ଏମ୍ପି ତଥା ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଚିନ୍ମୟାନନ୍ଦ ଓରଫ୍ କୃଷ୍ଣପାଳ ସିଂଙ୍କୁ ବଳାତ୍କାର ମାମଲାରେ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ୨୩ ବର୍ଷ ବୟସ୍କା ଆଇନ ଛାତ୍ରୀ ନିଜର ମନ୍ତବ୍ୟ ବଦଳାଇବାରୁ ସମ୍ପୃକ୍ତ…
ନିର୍ବାଚନ ପ୍ରଚାର ରାଲିରେ ନାଚିଲେ ଟ୍ରମ୍ପ୍, ଭିଡିଓ ଭାଇରାଲ
ଓ୍ବାଶିଂଟନ,୧୪ା୧୦: କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିର୍ବାଚନ ପ୍ରଚାର କରୁଛନ୍ତି। ନଭେମ୍ବର ୩ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ସେତିକି ଉଷ୍ଣତା ବୃଦ୍ଧି ପାଉଛି। ଏହି…
Archives


