Home Left

୭ ବର୍ଷ ପରେ ଆରମ୍ଭ ହେଲା ଲଜ୍ଜାଜନକ ବିପର୍ଯ୍ୟୟ

ସିଡନୀ,୩୦।୧୧: ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜରେ ହାରିବା ପରେ ବିରାଟ କୋହଲି ପ୍ରବଳ ଚାପରେ ଅଛନ୍ତି। ଏଥିରୁ ଜଣାପଡୁଛି ଯେ ଭାରତୀୟ ଦଳ ଅଷ୍ଟ୍ରେଲିଆ ସମ୍ମୁଖରେ ଆତ୍ମସମର୍ପଣ କରିଛି। ଏବେ ଅଷ୍ଟ୍ରେଲିଆ ଗସ୍ତରେ ଗୋଟିଏ ଏକଦିବସୀୟ ବାକି ଅଛି। ଏହାପରେ ଦଳକୁକୁ…

ଚଳିତ ବର୍ଷର ରାଷ୍ଟ୍ରପତି ନିର୍ବାଚନ ଆମେରିକା ଇତିହାସର ଏକ ଅସୁରକ୍ଷିତ ଘଟଣା: ଟ୍ରମ୍ପ୍‌

ଓ୍ବାଶିଂଟନ,୩୦।୧୧: ଚଳିତ ବର୍ଷ ନଭେମ୍ବର ୩ରେ ଆମେରିକାରେ ହୋଇଥିବା ନିର୍ବାଚନ ବିରୋଧରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣିଥରେ ମୁହଁ ଖୋଲିଛନ୍ତି। ଆମେରିକା ଇତିହାସରେ ଏହା ସବୁଠାରୁ ଅସୁରକ୍ଷିତ ଘଟଣା ବୋଲି ଟ୍ରମ୍ପ୍‌ କହିଛନ୍ତି। ଏହା ସହିତ ଓ୍ବିସକୋନସିନ୍‌ର ୨ଟି କାଉଣ୍ଟିର ଭୋଟ…

ଚର୍ଚ୍ଚାରେ ୧୫୦ ଫୁଟର ଡଙ୍ଗା

ବାଲେଶ୍ୱର ଅଫିସ,୩୦ା୧୧: ବାଲେଶ୍ୱର ଜିଲା ସୋର ମାଣିତ୍ରୀ ଗ୍ରାମରେ କାର୍ତ୍ତିକ ପୁର୍ଣ୍ଣିମା ଆବସରରେ ଗ୍ରାମବାସୀ ୧୫୦ ଫୁଟର ଡଙ୍ଗା ତିଆରି କରିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ୧୫୦ ଫୁଟର ନିର୍ମାଣ କରିଛନ୍ତି ଗ୍ରାମବାସୀ। କୋଭିଡ୍‌…

ବିବାହର ପ୍ରଥମ ରାତିରୁ ସ୍ତ୍ରୀ ଟ୍ବିଙ୍କଲଙ୍କ ବିଷୟରେ ଏହି କଥା ଜାଣିପାରିଥିଲେ ଅକ୍ଷୟ କୁମାର

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରଙ୍କ ଫଟୋ, ଭିଡିଓ ଏବଂ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ଖିଲାଡି ହିରୋ ଅକ୍ଷୟ କୁମାରଙ୍କର ଏକ କାହାଣୀ ଖୁବ୍‌ ଭାଇରାଲ ହେଉଛି। କିଛି ଦିନ ପୂର୍ବେ ସେ କମେଡିଆନ୍‌…

ତୃତୀୟ ସନ୍ତାନ ଝିଅ ହେଲା ବୋଲି ମା’ ନେଲେ ଏମିତି ନିଷ୍ପତ୍ତି

ପୁନେ, ୩୦।୧୧: ନିଜ ସନ୍ତାନକୁ ମା’ କେବେ ହତାଦର କରିପାରନ୍ତି ନାହିଁ। ସେ ପୁଅ ହେଉ ଅବା ଝିଅ ମା’ଙ୍କ ଆଗରେ ସମସ୍ତେ ସମାନ। କିନ୍ତୁ ଯଦି ମା’ ନିଜ ସନ୍ତାନର ହତ୍ୟାକାରୀ ପାଲଟନ୍ତି ତେବେ ଏହାଠାରୁ ଦୁଃଖର ବିଷୟ ଆଉ…

କାର୍ତ୍ତିକ ପୂର୍ଣ୍ଣିମାରେ ଆରଡ଼ି ପୀଠ ଜନଶୂନ୍ୟ

ଆରଡ଼ି,୩୦ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତ ସମାଗମ ଦେଖିବାକୁ ମିଳିନାହିଁ। କୋଭିଡ କଟକଣା ଯୋଗୁ ମନ୍ଦିର ଓ ଶିବଗଙ୍ଗା ପୁଷ୍କରିଣୀ ପାଶର୍‌ବ ବର୍ତ୍ତୀ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା। ସେବାୟତମାନେ…

ବଡ଼ ପରଦାରେ ପୁଣି ଥରେ ଏକାଠି ଦେଖିବାକୁ ମିଳିବ ଦେଓଲ ପରିବାରର ଅଭିନୟ: ଫିଲ୍ମ‘ଅପନେ-୨’ ସ୍ବିକେଲ୍‌ର ଘୋଷଣା କଲେ ଧର୍ମେନ୍ଦ୍ର

ମୁମ୍ବାଇ: ଦେଓଲ ପରିବାରର ପାରିବାରିକ ଡ୍ରାମା ଫିଲ୍ମ ‘ଅପନେ’ର ସ୍ବିକେଲ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ବଲିଉଡ୍‌ର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ରବିବାର ଏକ ଟୁଇଟ ଜରିଆରେ ଏନେଇ ଘୋଷଣା କରିଛନ୍ତି। ଏଥିସହ କ୍ୟାପସନ୍‌ରେ ଲେଖିଛନ୍ତି, ଭଗବାନଙ୍କ କୃପା ଓ ପ୍ରଶଂସକଙ୍କ…

୧୧୦ ଲୋକଙ୍କ ମୁଣ୍ଡ କାଟିଲେ ଆତଙ୍କବାଦୀ

ଆବୁଜା,୩୦।୧୧: ଆତଙ୍କବାଦୀମାନେ ୧୧୦ ଜଣ ସାଧାରଣ ଲୋକଙ୍କ ମୁଣ୍ଡକାଟି ହତ୍ୟା କରିଛନ୍ତି। ଏଭଳି ଅମାନବୀୟ ଘଟଣା ନାଇଜେରିଆରେ ଘଟିଛି। ଆତଙ୍କବାଦୀ ସଂଗଠନ ବୋକା ହାରାମ ପକ୍ଷରୁ ଏଭଳି କରାଯାଇଥିବା କୁହାଯାଉଛି। ଆତଙ୍କବାଦୀମାନେ ଲୋକଙ୍କର ହାତଗୋଡ଼ ବାନ୍ଧି ମୁଣ୍ଡ କାଟିଥିବା ଜାତିସଂଘର ମାନବୀୟ…

ଡଙ୍ଗା ଭସାଇବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ ବ୍ୟକ୍ତି

ପାଟଣା,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଟାଙ୍ଗରପଡା ପଞ୍ଚାୟତ ଝାଲିଆପଡ଼ା ଗ୍ରାମର ଜଣେ ବ୍ୟକ୍ତି ସୋମବାର ଭୋରରୁ ଗାଁ ନାଳକୁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇବାକୁ ଯାଉଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି। ସେ ହେଲେ…

କୃଷି ଆଇନ ସପକ୍ଷରେ ଟୁଇଟ୍‌ କଲେ ରବିଶଙ୍କର-ପ୍ରକାଶ ଜାଭ୍‌ଡ଼େକର

ନୂଆଦିଲ୍ଲୀ,୩୦।୧୧: କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଦେଶବ୍ୟାପୀ ଚାଷୀ ପ୍ରଦର୍ଶନ ଜାରି ରଖିଛନ୍ତି। ଏପରିସ୍ଥଳେ ସୋମବାର କେନ୍ଦ୍ରୀୟମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ପ୍ରକାଶ ଜାଭ୍‌ଡ଼େକର ଚାଷୀଙ୍କୁ ବୁଝାଇବା ପାଇଁ ଟୁଇଟ୍‌ କରି କୃଷି ଆଇନକୁ ସମର୍ଥନ କରିଛନ୍ତି। ରବିଶଙ୍କର…

ପରୀ ହତ୍ୟା ମାମଲା: ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼ ଅଫିସ,୩୦।୧୧: ନୟାଗଡ଼ ପରୀ ଅପହରଣ, ହତ୍ୟା ମାମଲାକୁ ନେଇ ଆନ୍ଦୋଳନ ଥମିବାର ନାଁ ଧରୁ ନାହିଁ। ସୋମବାର ଓଡିଶା ସୂଚନା ଅଧିକାର ଅଭିଯାନ, ବରଗଡ଼ ଜିଲା ଶାଖା ପକ୍ଷରୁ ଜିଲାପାଳ ଅଫିସ ଆଗରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ…

୧୫ ଡିଗ୍ରୀ ତଳେ ରାଜ୍ୟର ୧୧ ସହର

ଭୁବନେଶ୍ୱର, ୩୦।୧୧(ବ୍ୟୁରୋ): ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ୧୧ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି। ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୯ଡିଗ୍ରୀ ତଳେ ରହିଛି। ସେହିପରି ଓଡିଶାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri