ଅମିତାଭଙ୍କ ଝିଅ ଶ୍ୱେତାଙ୍କୁ ପ୍ରତିବର୍ଷ ଚିଠି ଲେଖନ୍ତି ଆମିର ଖାନ୍
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଝିଅ ଶ୍ୱେତା ଏକ ଫିଲ୍ମ ପରିବାରରୁ ଆସିଛନ୍ତି। କିନ୍ତୁ ସେ ସଲମାନ୍ ଖାନ୍ ଏବଂ ଆମୀର ଖାନ୍ଙ୍କର ଜଣେ ବଡ଼ ପ୍ରଶଂସକ। ଏକଦା ସେ ଭାଇ ଅଭିଷେକ ବଚ୍ଚନଙ୍କ ସହ ’କଫି…
ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟିରୁ ଓହରିବା ପରେ ଭୁପିନ୍ଦର ସିଂଙ୍କୁ କାନାଡାରୁ ଧମକ
ନୂଆଦିଲ୍ଲୀ,୧୪।୧: ନୂଆ କୃଷି ଆଇନକୁ ନେଇ ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଚାଲିଥିବା ଅଚଳାବସ୍ଥାର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟିରୁ ଓହରି ଯାଇଛନ୍ତି ଭୁପିନ୍ଦର ସିଂ ମନ୍ନ। ଏହି ଘୋଷଣା କରିବା ପରେ ଭାରତୀୟ କୃଷକ ସଂଘର…
ବୁମ୍ରାହଙ୍କୁ ନେଇ ବିସିସିଆଇଙ୍କୁ ଏଭଳି ପରାମର୍ଶ ଦେଲେ ଗମ୍ଭୀର: କହିଲେ-ଇଂଲଣ୍ଡ ବିପକ୍ଷ..
ନୂଆଦିଲ୍ଲୀ,୧୪।୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ଠାରୁ ଲଗାତାର ୫ ମାସ ଧରି ଖେଳୁଥିବା ବୋଲର୍ ଜସପ୍ରିତ ବୁମ୍ରା ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସ୍ବେନ୍ରେ ଖେଳାଯିବାକୁ ଥିବା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ରେ ଖେଳିପାରିବେ ନାହିଁ। ତେବେ ବିସିସିଆଇ ବୁମରାଙ୍କ ଯତ୍ନ ନେବା ଉଚିତ।…
ସ୍ବାମୀ ଜୀବିତ ଥିଲେ ମଧ୍ୟ ବିଧବାଙ୍କ ଭଳି ଜୀବନ ଜିଅନ୍ତି ଏହି ସମ୍ପ୍ରଦାୟର ମହିଳା, କାରଣ ଜାଣିଲେ…
ଭାରତ ବିବିଧତାରେ ପରିପୂର୍ଣ୍ଣ ଦେଶ। ଏଠାରେ ବିଭିନ୍ନ ଧାର୍ମିକ ପରମ୍ପରା, ରୀତିନୀତି ଦେଖିବାକୁ ମିଳିଥାଏ। ସେଥିରୁ କିଛି ପରମ୍ପରା ବେଶ୍ ଅଜବ। ହେଲେ ପୁରାତନ କାଳରୁ ଚାଲି ଆସୁଥିବାରୁ ଏହାର ମାନ୍ୟତା ଆଜି ବି ରହିଛି। ସେଭଳି ଗୋଟିଏ ହେଲା ଗଛବାହା…
ମେ ପୂର୍ବରୁ ହୋଇପାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ
କୋଲକୋତା,୧୪।୧: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରଙ୍କ କାର୍ଯ୍ୟକାଳ ମେ ୩୦ରେ ଶେଷ ହେବାକୁ ଯାଉଛି। ଏ ନେଇ ସମସ୍ତ ରାଜନୈତିକ ଦଳ ଖୁବ ଜୋରରେ ପ୍ରସ୍ତୁତି ଜାରି ରଖିଛନ୍ତି। କିନ୍ତୁ ଛାତ୍ରୀଛାତ୍ରଙ୍କ ବୋର୍ଡ ପରୀକ୍ଷା ପାଇଁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମେ…
ବୁମରାଙ୍କ ସମ୍ପର୍କରେ ବଡ଼ ଅପଡେଟ୍ ଦେଲେ ବ୍ୟାଟିଂ କୋଚ୍
ବ୍ରିସବେନ,୧୪।୧- ଭାରତୀୟ ପେସର ଯଶପ୍ରୀତ ବୁମରା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଖେଳିବା ନେଇ ଦେଖାଦେଇଥିବା ଅନିଶ୍ଚିତତା ଜାରି ରହିଛି। କିନ୍ତୁ ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ଗୁରୁବାର ବୁମରାଙ୍କ ସମ୍ପର୍କରେ ଏକ ବଡ଼ ଅପଡେଟ୍…
ଅନ୍ଲାଇନ୍ ପ୍ରେମିକାଙ୍କୁ ଜନ୍ମଦିନରେ ସର୍ପ୍ରାଇଜ୍ ଦେବାକୁ ଯାଇ ୨୦୦୦ କିମି ଦୂରରୁ ଧାଇଁ ଆସିଥିଲେ ପ୍ରେମିକ, ବାନ୍ଧିନେଲା ପୋଲିସ..
ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ରେମରେ ଆଜିକାଲିର ଯୁବପୀଢ଼ି। ଏଣୁ ଅନେକ ପ୍ରେମକାହାଣୀ ଏଠାରେ ହିଁ ଗଢ଼ି ଉଠୁଛି। ହେଲେ ବାଙ୍ଗାଲୋରର ଜଣେ ଯୁବକଙ୍କୁ ଅନ୍ଲାଇନ୍ରେ ପ୍ରେମ କରିବା ମହଙ୍ଗା ପଡ଼ିଛି। ୨୦୦୦ କିମି ରାସ୍ତା ଅତିକ୍ରାନ୍ତ କରି ଯୁବକଜଣଙ୍କ ପ୍ରେମିକାଙ୍କୁ ସର୍ପ୍ରାଇଜ୍…
କୋରାପୁଟରେ ପହଞ୍ଚିଲା କରୋନା ଟିକା
କୋରାପୁଟ,୧୪।୧(ସ୍ବ.ପ୍ର.): କୋରାପୁଟରେ ଗୁରବାର ପହଞ୍ଚିଛି ୮୩୦୦ ଡୋଜ୍ କୋଭିଡ ସିଲ୍ଡ ଟିକା। ଏହାକୁ କୋରାପୁଟ ଆଞ୍ଚଳିକ ଟିକା କେନ୍ଦ୍ରଠାରେ ରଖାଯାଇଛି। ଏହି ଟିକା କୋରାପୁଟରେ ପହଞ୍ଚିବା ପରେ ଜିଲାପାଳ ମଧୁସୂଦନ ମିଶ୍ର ଆଞ୍ଚଳିକ ଟିକା କେନ୍ଦ୍ରରେ ପହଞ୍ଚି ଅନୁଧ୍ୟାନ କରିବା ସହିତ…
ପାର୍କରେ କଇଁଛ ସହ ରେସ୍ କଲେ ଏହି ଅଭିନେତ୍ରୀ
ବଲିଉଡ୍ର ଚର୍ଚ୍ଚିତ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଅଦା ଶର୍ମା। ସେ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ନିୟମିତ ବ୍ୟବଧାନରେ ସେ ପ୍ରଶଂସକଙ୍କ ସହ ନିଜର ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି।…
୨୭ ବର୍ଷୀୟା ଛାତ୍ରୀଙ୍କ ପ୍ରେମରେ ୫୪ ବର୍ଷୀୟ ପ୍ରଫେସର
କଥାରେ ଅଛି ପ୍ରେମ ସ୍ଥାନ, କାଳ ପାତ୍ର କିଛି ମାନେନା। ପ୍ରେମ ଦେଖେନା ବୟସ କି ଜାତି ନୀତି। ଠିକ୍ ଏମିତି ଏକ ଘଟଣା ଘଟିଛି ଜର୍ମାନୀର ଜଣେ ମନୋବିଜ୍ଞାନ ଛାତ୍ରୀଙ୍କ କ୍ଷେତ୍ରରେ। ଛାତ୍ରୀ ଜଣଙ୍କ ୟୁଟ୍ୟୁବ୍ରେ ପ୍ରଫେସରଙ୍କ ଭିଡିଓ ଦେଖି…
ଶେଷ ବଲ୍ରେ ୧୨ ରନ୍, କିଛି ଏଭଳି ଖେଳି ମ୍ୟାଚ୍ ଜିତାଇଲେ ବ୍ୟାଟ୍ସମ୍ୟାନ୍
ନୂଆଦିଲ୍ଲୀ,୧୪।୧: କ୍ରିକେଟ ଇତିହାସରେ ଏଭଳି ଅନେକ ଘଟଣା ଘଟିଛି, ଯେଉଁଠି ମ୍ୟାଚ୍ ଶେଷରେ କର ବା ମର ସ୍ଥିତି ଉପୁଜିଛି। ହେଲେ ବ୍ୟାଟ୍ସମ୍ୟାନ୍ମାନେ ଶେଷ ବଲ୍ରେ ଚଉକା ନଚେତ ଛକା ମାରି ମ୍ୟାଚ୍କୁ ଜିତିନେଇଛନ୍ତି। ଏଭଳି ଏକ ଘଟଣାକ୍ରମରେ ଏକ ମ୍ୟାଚ୍ରେ…
ବିରାଟ-ଅନୁଷ୍କା ମା’ ବାପା ହେବାପରେ ଏହି ଲୋକଙ୍କୁ ଦେଲେ ଉପହାର
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ବାପା-ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ବିରାଟ ଏହା ପ୍ରଶଂସକଙ୍କୁ ଜଣାଇଥିଲେ। ବ୍ୟକ୍ତିଗତ ଜୀବନରେ…
Archives


