Home Left

ଆଜିଠାରୁ ଖୋଲିବ ‘ସୁଭଦ୍ରା’ ପୋର୍ଟାଲ: ଏହିମାନେ କରିପାରିବେ ଆବେଦନ

ଭୁବନେଶ୍ୱର,୧ା୧୧(ସୁଚିସ୍ମିତା ସାହୁ):‘ସୁଭଦ୍ରା’ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଲାଗି ନଭେମ୍ବର ୧ ଶନିବାରଠାରୁ ପୋର୍ଟାଲ ଖୋଲିବ। ଏହି ପୋର୍ଟାଲ ମାଧ୍ୟମରେ ୨୦ ବର୍ଷ ପୂରି ୨୧ ଚାଲୁଥିବା ଯୁବତୀମାନେ ସୁଭଦ୍ରା ସହାୟତା ପାଇଁ ଆବେଦନ କରିପାରିବେ। ଏଥିସହ ଯେଉଁମାନେ ପୂର୍ବରୁ ଆବେଦନ…

ନୂଆପଡ଼ା ଉପନିର୍ବାଚନ:ଅଙ୍କ ବିଗାଡ଼ିପାରନ୍ତି କୋମନା ମତଦାତା

ନୂଆପଡ଼ା,୧ା୧୧(ପୀତାମ୍ବର ସାହୁ):ନୂଆପଡ଼ା ନିର୍ବାଚନମଣ୍ଡଳୀର କୋମନା ବ୍ଲକ ଏକ ପ୍ରମୁଖ ଅଂଶ। ପୂର୍ବରୁ ହୋଇଥିବା ଅଧିକାଂଶ ନିର୍ବାଚନରେ ଏଠାରୁ ବିଜେଡି ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ଦେଖାଯାଇଛି। ବିଗତ ନିର୍ବାଚନଗୁଡିକରେ ବିଜେଡିର ରାଜେନ୍ଦ୍ର ଢୋଲକିଆ କ୍ରମାଗତ ଭାବେ ଏଠାରୁ ବିଜୟୀ ହୋଇ…

ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି: ଏହି ଦେଶ ଉପରେ ଲଗାଇଲେ…ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୧।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ନାଇଜେରିଆରେ ଖ୍ରୀଷ୍ଟିଆନିଟି ଏକ ଅସ୍ତିତ୍ୱଗତ ବିପଦର ସମ୍ମୁଖୀନ ହେଉଛି। ସେ ଘୋଷଣା କରିଛନ୍ତି ଯେ ଆମେରିକା ନାଇଜେରିଆକୁ ଷ୍ଟେଟ ଡିପାର୍ଟମେଣ୍ଟର ସ୍ପେଶାଲ ୱାଚଲିଷ୍ଟରେ ଯୋଡିଛି। ଟ୍ରମ୍ପ ତାଙ୍କ ଟ୍ରୁଥ ସୋସିଆଲ ଆକାଉଣ୍ଟରେ…

ସକାଳୁ ସ୍କୁଲ ଯାଉଥିଲେ ପ୍ରଧାନଶିକ୍ଷକ, ସାମ୍ନାରୁ ଧକ୍କା ଦେଲା ବାଇକ, ତା’ପରେ…

ମୋହନା,୧।୧୧( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ରଙ୍ଗ ମାଟିଆ ସ୍କୁଲ ନିକଟରେ ଶନିବାର ସକାଳେ ବାଇକ ସହ ବାଇକ ଧକ୍କା ହୋଇଛି। ସୂଚନା ପ୍ରକାରେ ମୋହନା ଠାରୁ ଏକ ବାଇକ ( ଓଡି ୨୦ ଡି…

ନିଆରା ଢଙ୍ଗରେ ପ୍ରାର୍ଥୀଙ୍କ ଭୋଟ ପ୍ରଚାର: କିଏ ଧାନ ଅମଳ ତ, ଆଉ କିଏ ବଜାଉଛନ୍ତି ବଂଶୀ

ନୂଆପଡ଼ା,୧ା୧୧ (ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକୁ ପ୍ରମୁଖ ଦଳ ଜୋର୍‌ଦାର କରିଛନ୍ତି। ଭାଜପା, ବିଜେଡି ଓ କଂଗ୍ରେସର ହେଭିୱେଟ୍‌ ନେତା ଓ ଷ୍ଟାର ପ୍ରଚାରକ ଗାଁ ଗାଁ ବୁଲି ସଭା ସମିତି କରି ଭୋଟ ଭିକ୍ଷା କରୁଛନ୍ତି। ହେଲେ…

୭ ମାସ ସମୁଦ୍ରରେ ମାଛଧରା ନିଷେଧ: ଆଇନ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧।୧୧: ଆଜିଠୁ ମେ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ କଟକଣା। ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ୭ ମାସ ସରକାରୀ କଟକଣା ଲଗାଯାଇଛି। ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛ ଧରିବା ଉପରେ…

ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିକଳ ଚିତ୍ର: ମହିଳା-ପୁରୁଷ ରୋଗୀଙ୍କୁ ଗୋଟିଏ କୋଠରୀରେ ଚିକିତ୍ସା, ବଢୁଛି ଅସନ୍ତୋଷ

ଦାରିଙ୍ଗବାଡି,୧।୧୧(ଅରୁଣ ସାହୁ): କେନ୍ଦ୍ର ଓ ରାଜ୍ୟ ସରକାର ରୋଗୀଙ୍କ ସ୍ବାସ୍ଥ୍ୟରେ ସୁଧାର ଆଣିବା ଓ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକୁ ରୂପାନ୍ତର କରିବା ସହ ଆମ ସ୍ବାସ୍ଥ୍ୟକେନ୍ଦ୍ର ଭାବେ ଘୋଷଣା କରୁଛନ୍ତି। ତେବେ ଏହାର କୌଣସି ଫାଇଦା ମିଳୁ ନ ଥିବା…

ୟୁକ୍ରେନ ପାଖେ ଏମିତି ଦାବି କଲା ରୁଷିଆ, ଯାହାକୁ ଦେଖି ରାଗିଗଲେ ଟ୍ରମ୍ପ, ବାତିଲ କରିଦେଲେ ମିଟିଂ

ଓ୍ବାଶିଂଟନ୍‌,୧।୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ଯୋଜନାବଦ୍ଧ ବୈଠକ ବାତିଲ କରିଛନ୍ତି। ଏହା ଆମେରିକା ଏବଂ…

ବ୍ରାଜିଲରେ ବାଦୁଡ଼ିଠାରୁ କୋଭିଡ୍‌ ଭଳି ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ,୧ା୧୧: ବ୍ରାଜିଲରେ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ବାଦୁଡ଼ିଠାରେ କୋଭିଡ୍‌-୧୯ ଭଳି ଭୂତାଣୁ ଚିହ୍ନଟ ହୋଇଛି। ଆମେରିକା, ଜାପାନ,ଅଷ୍ଟ୍ରେଲିଆ ଏବଂ ବେଲ୍‌ଜିୟମ୍‌ର ବୈଜ୍ଞାନିକମାନଙ୍କ ଏକ ଅନ୍ତର୍ଜାତୀୟ ଟିମ୍‌ ଏହି ନୂଆ ଭାଇରସ୍‌ ଚିହ୍ନଟ କରିଥିବାବେଳେ ଏହାକୁ ନେଇ ସମ୍ଭାବ୍ୟ ସଂକ୍ରମଣ ଓ ନୂଆ…

ମିଳିଲାନି ଚାରିକାନ୍ଧ, ପରିବାରଲୋକେ ଗ୍ରହଣ କଲେନି, ଶେଷରେ…

ବରଗଡ଼,୩୧।୧୦(ପ୍ରେମାନନ୍ଦ ଖମାରୀ)- ଜାତିପ୍ରଥା ଭଳି କୁସଂସ୍କାର ଏବେ ବି ରହିଛି। ଶୁକ୍ରବାର ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହା ନିକଟ ବଗର୍ତ୍ତୀଟିକ୍ରା ଗ୍ରାମରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଜଣେ ବିବାହିତା ମହିଳା ପିଙ୍କି ବଗର୍ତ୍ତି ଗତ…

ବରଗଡ଼ରେ ମାତିଛନ୍ତି ଚୋର, ରାତିରେ ସ୍କୁଲରୁ ଚୋରି କରି ନେଲେ…

ବରଗଡ଼, ୩୧।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଦିନକୁ ଦିନ ଚୋରି, ଲୁଟପାଟ୍ ଆଦି ଅପରାଧ ବଢି ଚାଲିଛି। ଗୁରୁବାର ରାତିରେ ସ୍ଥାନୀୟ ରାଣା ପ୍ରତାପ ସ୍କୁଲ ପରିସରରୁ ସ୍କୁଲର ଅନେକ ଆସବାବପତ୍ର ଚୋରି ହୋଇ ଯାଇଥିବା ଅଭିଯୋଗ ହୋଇଛି । ସ୍କୁଲ…

ଜେମିମା ରଡ୍ରିଗସ୍ କେତେ ସମ୍ପତ୍ତିର ମାଲିକାଣୀ? ଦରମା ସହ ବ୍ରାଣ୍ଡରୁ ପାଆନ୍ତି ଏତେ ଟଙ୍କା

ନଭୀ ମୁମ୍ବାଇ,୩୧୧୦: ଭାରତୀୟ ମହିଳା କ୍ରିକେଟ୍ ତାରକା ଜେମିମା ରଡ୍ରିଗ୍ସ ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ୨୦୨୫ ମହିଳା ବିଶ୍ୱକପ୍ ଫାଇନାଲରେ ପହଞ୍ଚାଇଛନ୍ତି। ସେମିଫାଇନାଲରେ ୩୩୮ ରନର ବିଶାଳ ଲକ୍ଷ୍ୟ ପିଛା କରିବା ସମୟରେ ଏହି ୨୪ ବର୍ଷୀୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri